Home Middle

‘ପାପ କରୁଥିବା ଲୋକଙ୍କୁ କେବେବି ଭୁଲନ୍ତୁ ନାହିଁ…’କଂଗ୍ରେସ ଉପରେ ବର୍ଷିଲେ ମୋଦି

ନଓ୍ବାଦା,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିହାରର ନୱାଦାସ୍ଥିତ କୁନ୍ତିନଗର ପଡିଆରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ବିରୋଧୀ ଇଣ୍ଡି ସହଯୋଗୀ ଦଳ ଏବଂ କଂଗ୍ରେସ, ଆରଜେଡିଙ୍କୁ ପ୍ରଧାନମନ୍ତ୍ରୀ କଡ଼ା ଟାର୍ଗେଟ କରିଛନ୍ତି। ତିନ ତଲାକ, ଧାରା ୨୭୦ ରଦ୍ଦ,…

କାଳବୈଶାଖୀ ପ୍ରଭାବରେ ରବିବାର, ସୋମବାର ଏହି ସବୁ ଜିଲାରେ ବର୍ଷା ସମ୍ଭାବନା, ଆସନ୍ତା ୩ଘଣ୍ଟା ପାଇଁ ୬ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୭।୪: ସମଗ୍ର ରାଜ୍ୟରେ ପ୍ରବଳ ତାତି ପରେ କାଳବୈଶାଖୀ ପ୍ରଭାବରେ ପାଗ ସାମାନ୍ୟ ଥଣ୍ଡା ପଡ଼ିବାକୁ ଯାଉଛି। ରବିବାର ଅପରାହ୍ନ ଠାରୁ ଆସନ୍ତା ୩ ଘଣ୍ଟା ମଧ୍ୟରେ କୋରାପୁଟ, ରାୟାଗଡା, କାନ୍ଧାମାଲ୍, ଗଞ୍ଜାମ, କଟକ ଏବଂ ନୟାଗଡ଼ ଜିଲାର କିଛି ସ୍ଥାନରେ…

ବାଲେଶ୍ୱରରୁ ଲେଖାଶ୍ରୀ ଫାଇନାଲ! ଜାଣନ୍ତୁ କାହିଁକି ବିଜେଡି ଦେବ ଟିକେଟ୍‌

ଭୁବନେଶ୍ୱର,୭।୪: ଭାଜପା ସହ ୧୦ବର୍ଷର ସମ୍ପର୍କ ଛିଣ୍ଡାଇ ବିଜେଡିରେ ଯୋଗ ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ଏହାପୂର୍ବରୁ ରବିବାର ସକାଳେ ସେ ତାଙ୍କ ଇସ୍ତଫା ପତ୍ର ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ। ଏନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ଯେତେବେଳେ ସେ…

ଆମେଠିରୁ ରାହୁଲ, ରାଏବରେଲି ଲୋକ ସଭା ଆସନରୁ ଲଢ଼ିବେ ପ୍ରିୟଙ୍କା!

ନୂଆଦିଲ୍ଲୀ,୭ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେଠିରୁ ଏବଂ ପ୍ରିୟଙ୍କା ଗାନ୍ଧୀ ରାଏବରେଲି ଲୋକ ସଭା ଆସନରୁ ନିର୍ବାଚନ ଲଢ଼ିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଯଦିଓ ରାହୁଲ କେରଳର ଓ୍ବୟାନାଡ ଲୋକ ସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିସାରିଛନ୍ତି।…

‘ମଉଜ କରିବାକୁ ମୋଦି ଜନ୍ମ ହୋଇନି’, ନଓ୍ବାଡାରେ ଗର୍ଜିଲେ ମୋଦି

ନଓ୍ବାଡା,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିହାରର ନଓ୍ବାଡାରେ ବଡ଼ ରାଲି କରିଛନ୍ତି। ନଓ୍ବାଡାରେ ତାଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ସାମିଲ ଅଛନ୍ତି। ମୋଦି ବିଶାଳ ଜନସମାବେଶକୁ ସମ୍ବୋଧିତ କରି ବିରୋଧୀ ଦଳଙ୍କ ଉପରେ ବର୍ଷିଛନ୍ତି। ମୋଦି…

ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା

ଭୁବନେଶ୍ୱର,୭ା୪: ରବିବାର ବିଜେଡିରେ ମିଶିଛନ୍ତି ବରିଷ୍ଠ ନେତା ଗଣେଶ୍ୱର ବେହେରା। ଶଙ୍ଖଭବନକୁ ଆସି ସେ ବିଜେଡିରେ ସାମିଲ ହୋଇଛନ୍ତି। ଦଳୀୟ ସମର୍ଥକଙ୍କ ସହ ଆଜି ଗଣେଶ୍ୱର ବିଜେଡିରେ ଯୋଗ ଦେଇଥିବା ବେଳେ ନିକଟରେ ସେ କଂଗ୍ରେସ ଛାଡ଼ିଥିଲେ। ଦଳରୁ ଇସ୍ତଫା ଦେବା…

୩୬ ଡିଗ୍ରୀ ଟପିଲା ଭୁବନେଶ୍ୱର

ଭୁବନେଶ୍ୱର,୭ା୪: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରବିବାର ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୬ ଡିଗ୍ରୀ ଟିପିଛି। ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୬.୨ ଡିଗ୍ରୀ ରହିଛି। ଫଳରେ ଲୋକେ ତାତିରେ ଆଉଟୁପାଉଟୁ ହେଉଛନ୍ତି।…

ବିଜେଡିରୁ ଲଢିବେ ଲେଖାଶ୍ରୀ, ଦଳରେ ଯୋଗଦେଇ ଏମିତି କହିଲେ…

ଭୁବନେଶ୍ୱର,୭।୪: ଶଙ୍ଖ ଫୁଙ୍ଖିଲେ ଲେଖାଶ୍ରୀ । ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ଏମପି ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ଦଳର ନେତାଙ୍କ ଉପସ୍ଥିତିରେ ଶଙ୍ଖ ଧରିଲେ ଲେଖାଶ୍ରୀ ସାମନ୍ତସିଂହାର। ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ କହିଛନ୍ତି, ହୃଦୟର ସହ…

ହିନ୍ଦୁସ୍ତାନ ଥିଲା, ଅଛି ଏବଂ ରହିବ: ସ୍ମୃତି

ଚେନ୍ନାଇ,୭ା୪: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ  ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତ୍ରୀ ସ୍ମୃତି ଇରାନୀ ତାମିଲନାଡୁର ଚେନ୍ନାଇରେ ନିଜର ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ତାଙ୍କ ଭଳି ଲୋକମାନେ…

ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର,୭।୪: ବିଜେଡିରେ ଯୋଗ ଦେଲେ ଲେଖାଶ୍ରୀ ସାମନ୍ତସିଂହାର। କିଛି ସମୟ ପୂର୍ବରୁ ଭାଜପା ଛାଡ଼ିଥିଲେ ଲେଖାଶ୍ରୀ। ସୋସିଆଲ ମିଡିଆରେ ଇସ୍ତଫା ସୂଚନା ଦେଇଥିଲେ। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ଅବସରରେ ଏମପି ମାନସ ମଙ୍ଗରାଜ,…

କେଜରିଓ୍ବାଲଙ୍କ ପାଇଁ ଅନଶନ ଆନ୍ଦୋଳନ ଆରମ୍ଭ କଲେ ଏଏପି ନେତା, ଜନ୍ତରମନ୍ତରରେ ହେଲେ ଏକାଠି

ନୂଆଦିଲ୍ଲୀ,୭।୪: ଆମ ଆଦମୀ ପାର୍ଟି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଛି। ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗିରଫ ହୋଇ ଏବେ ତିହାର ଜେଲରେ କାରାଦଣ୍ଡ ଭୋଗୁଛନ୍ତି। ସିଏମଙ୍କ ଗିରଫକୁ ନେଇ ଦଳ ନିରନ୍ତର…

ଭାଜପା ଛାଡ଼ିଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର,୭।୪: ଭାଜପାକୁ ବଡ଼ ଝଟ୍‌କା। ଦଳ ଛାଡ଼ିଛନ୍ତି ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଭାଜପା ଛାଡ଼ିଛନ୍ତି ଲେଖାଶ୍ରୀ । ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ଓ ଭାଜପାର ଉପ ସଭାପତି ପଦରୁ ଇସ୍ତଫା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri