Home Middle

ଅରବିନ୍ଦ କେଜ୍‌ରିଓ୍ବାଲ ଗିରଫ ହେବା ପଛରେ କଂଗ୍ରେସର ହାତ!

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମନି ଲଣ୍ଡରିଂ ଆଇନ୍‌(ପିଏମ୍‌ଏଲ୍‌ଏ) ଅନୁଯାୟୀ ଗିରଫ କରାଯାଇଛି। କୋର୍ଟ ତାଙ୍କୁ ମାର୍ଚ୍ଚ ୨୬ ଯାଏ ଇଡି ରିମାଣ୍ଡରେ ପଠାଇଛି। ଏହାକୁ ସମସ୍ତ ବିରୋଧୀ ଦଳ ଗଣତନ୍ତ୍ରର ହତ୍ୟା ବୋଲି ଅବିହିତ କରୁଛନ୍ତି। ଏପରିକି ଦେଶରେ…

‘ତିହାର ଜେଲ୍‌ରେ ଆପଣଙ୍କୁ ସ୍ବାଗତ’…କେଜ୍‌ରିଓ୍ବାଲଙ୍କୁ ଚିଠି ଲେଖିଲେ ମହାଠକ ସୁକେଶ

ନୂଆଦିଲ୍ଲୀ,୨୩।୩: ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜେଲରୁ ୫ ପୃଷ୍ଠାର ଏକ ଚିଠି ଲେଖିଛନ୍ତି। ମାର୍ଚ୍ଚ ୨୨ରେ ଲେଖିଥିବା ଚିଠିରେ ସେ ‘କେଜ୍‌ରିଓ୍ବାଲ ଆପଣଙ୍କୁ ତିହାର କ୍ଲବ୍‌ରେ ସ୍ବାଗତ’ ବୋଲି ଲେଖିଛନ୍ତି। ତାଙ୍କର ୩…

କେଜରିଓ୍ବାଲ କୋଟି କୋଟି ଜନତାଙ୍କ ବିଶ୍ୱାସକୁ ଭାଙ୍ଗି ଦେଇଛନ୍ତି: ଆନ୍ନା ହଜାରେ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀ ସମ୍ପର୍କରେ ଆନ୍ନା ହଜାରେ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ମଦ ନୀତି ଏବଂ ଏହା ମାଧ୍ୟମରେ ହୋଇଥିବା ଦୁର୍ନୀତି ସଂପର୍କରେ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ନେଇ…

ହେଲାନି ମେଣ୍ଟ, ଆଜି ଆସିପାରେ ଓଡିଶା ପାଇଁ ଭାଜପା ପ୍ରାର୍ଥୀଙ୍କ ନାଁ!

ଭୁବନେଶ୍ୱର,୨୩।୩: ଆଜି ଆସିପାରେ ଓଡ଼ିଶା ପାଇଁ ଭାଜପା ପ୍ରାର୍ଥୀଙ୍କ ନାଁ । ସଂଧ୍ୟାରେ ହେବାକୁ ଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ MP ଏବଂ MLA ପ୍ରାର୍ଥୀଙ୍କ ନାଁରେ ବାଜିବ ମୋହର । ଆଉ କିଛି ରାଜ୍ୟର ବି ତାଲିକା ଆସିବ…

କେବଳ କେଜରିଓ୍ବାଲ ନୁହନ୍ତି ଦେଶର ଏହିସବୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଆରେଷ୍ଟ, ଜେଲ୍‌ରୁ ଚଳାଇଥିଲେ ସରକାର!

ନୂଆଦିଲ୍ଲୀ,୨୩।୩: ଅବକାରୀ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଗିରଫ କରିଛି। ଶୁକ୍ରବାର ତାଙ୍କୁ ଇଡି ୬ଦିନିଆ ରିମାଣ୍ଡରେ ନେଇଛି। ତେବେ କୋର୍ଟରେ ଇଡି କେଜରିଓ୍ବାଲଙ୍କୁ ଦୁର୍ନୀତି ମାମଲାରେ ମଷ୍ଟେରମାଇଣ୍ଡ ବୋଲି କହିଛି। ଇଡି କହିଛି, ଅବକାରୀ ଦୁର୍ନୀତି…

ଆରମ୍ଭ ହେଲା ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡ୍‌ସ-୨୦୨୪

ଭୁବନେଶ୍ୱର,୨୩।୩(ଅଭୟ ଦାଶ): ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ଆନୁକୂଲ୍ୟରେ ଶନିବାର ଆରମ୍ଭ ହୋଇଛି ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡ୍‌ସ-୨୦୨୪। ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇଏଏସ୍‌ ମନୋଜ କୁମାର ମିଶ୍ର (ପ୍ରିନ୍ସିପାଲ ସେକ୍ରେଟାରି ଇଲେକ୍ଟ୍ରୋନିକ୍ସ…

କେଜରିଓ୍ବାଲ ଆଣିଲେ ଦୁର୍ବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ,୨୩।୩:ଅବକାରୀ ଦୁର୍ନୀତି ମାମଲାରେ ବନ୍ଧା ହୋଇ ଇଡି ରିମାଣ୍ଡରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଜଣେ ACP ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏନେଇ ସେ ACPଙ୍କୁ ହଟାଇବାକୁ କୋର୍ଟଙ୍କ ନିକଟରେ…

କ୍ୟାନସରରେ ପୀଡ଼ିତ ଅଛନ୍ତି ପ୍ରିନସେସ୍‌ ଅଫ ଓ୍ବେଲ୍ସ କେଟ ମିଡଲଟନ

ଲଣ୍ଡନ,୨୩।୩: ୱେଲ୍ସର ରାଜକୁମାରୀ କେଟ ମିଡଲଟନ କହିଛନ୍ତି ଯେ ସେ କ୍ୟାନସରରେ ପୀଡିତ ଏବଂ ଏବେ କେମୋଥେରାପି ନେଉଛନ୍ତି। ଶୁକ୍ରବାର ଏକ ଭିଡିଓ ପ୍ରସାରଣ ପରେ ଏହା ଜଣାପଡିଛି। ତେବେ ଭିଡିଓଟି ବୁଧବାର ରେକର୍ଡ କରାଯାଇଛି। ଏହି ଭିଡିଓ ଏମିତି ସମୟରେ…

ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ମୋଦି, ଏହି ଦୁଃଖ ସମୟରେ ମସ୍କୋ ସହ ଠିଆ ହୋଇଛି ଭାରତ

ନୂଆଦିଲ୍ଲୀ,୨୩।୩: ରୁଷିଆର ରାଜଧାନୀ ମସ୍କୋ ନିକଟରେ ଥିବା କ୍ରୋକସ ସିଟି ହଲରେ ଏକ କନ୍‌ସର୍ଟ ସମୟରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ନିର୍ଦ୍ଦୟ ଭାବରେ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୦୦ରୁ…

ହୋଲି ବେଳେ ୪୦ ଡେଇଁବ ତାପମାତ୍ରା

ନୂଆଦିଲ୍ଲୀ,୨୩ା୩(ପି.ଟି.): ହୋଲି ବେଳେ ଦେଶର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଅତିକ୍ରମ କରିବା ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ଅସ୍ବାଭାବିକ ସ୍ଥିତି ଉପୁଜିପାରେ ବୋଲି ତାପମାତ୍ରା ଉପରେ ୧୯୭୦ରୁ ବିଶ୍ଳେଷଣ କରୁଥିବା ଏକ ସଂସ୍ଥା ପକ୍ଷରୁ କୁହାଯାଇଛି। ବୈଜ୍ଞାନିକମାନଙ୍କ ସଂସ୍ଥା…

ଭାରତ-ଭୁଟାନ ଟ୍ରେନ୍‌ ଚାଲିବ

ଥିମ୍ଫୁ,୨୩।୩ (ପି.ଟି.): ଶକ୍ତି, ବାଣିଜ୍ୟ, ଡିଜିଟାଲ ଯୋଗାଯୋଗ, ମହାକାଶ ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ଶୁକ୍ରବାର ଅନେକ ବୁଝାମଣା ପତ୍ର (ଏମ୍‌ଓୟୁ) ବିନିମୟ ହେବା ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଦୁଇ ଦେଶ ମଧ୍ୟରେ…

ଆମେରିକାରେ ୮,୦୦୦ ମାଇଲ ବୁଲିବ ରାମମନ୍ଦିର ରଥ

ଓ୍ବାଶିଂଟନ୍‌,୨୩ା୩: ଆମେରିକାର ଶିକାଗୋରୁ ସୋମବାର ବାହାରିବାକୁ ଥିବା ରାମମନ୍ଦିର ରଥଯାତ୍ରା ଦେଶର ୪୮ ରାଜ୍ୟ ଭ୍ରମଣ କରିବ। ୬୦ ଦିନ ମଧ୍ୟରେ ଏହା ୮,୦୦୦ରୁ ଅଧିକ ମାଇଲ ଅତିକ୍ରମ କରି ୮୫୧ ମନ୍ଦିର ବୁଲିବ। ସେହିପରି କାନାଡାର ୧୫୦ ମନ୍ଦିର ମଧ୍ୟ ବୁଲିବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri