ଏହି ଦିନ କୃଷକଙ୍କ ଖାତାକୁ ଆସିବ ୨୦୦୦ଟଙ୍କା, ଲାଭ ପାଇବାକୁ ହେଲେ ତୁରନ୍ତ କରନ୍ତୁ ଏହି କାମ…
ନୂଆଦିଲ୍ଲୀ,୧୦।୭: ଦେଶରେ କୋଟି କୋଟି ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଲାଭଦାୟକ ତଥା କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଉପକୃତ ହେଉଛନ୍ତି। ସରକାର ମଧ୍ୟ ଏହି ଯୋଜନାଗୁଡିକରେ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି ଯାହା ଦ୍ୱାରା ଗରିବ ଶ୍ରେଣୀର…
‘ଅଯୋଧ୍ୟାରେ ହାରିବା ପରେ ଆଉ ଜୟ ଶ୍ରୀ ରାମ କହୁ ନାହାନ୍ତି ମୋଦି’: ସଞ୍ଜୟ ସିଂ
ନୂଆଦିଲ୍ଲୀ,୧୦।୭: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି ହିଂସାତ୍ମକ ଆଦର୍ଶ ସହ ଜଡିତ ଏକ ଦଳ। ଯେଉଁଠାରେ ଦେଶର…
ଟ୍ୟାଙ୍କରକୁ ଧକ୍କା ଦେଲା ବସ୍, ୧୮ ମୃତ, ୩୦ରୁ ଅଧିକ ଆହତ
ଲକ୍ଷ୍ନୌ,୧୦।୭: ବୁଧବାର ସକାଳେ ଉନ୍ନାଓରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଏକ ଦ୍ରୁତ ଗତିରେ ଆସୁଥିବା ଟ୍ୟାଙ୍କର ବସ୍କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି।…
ମର୍ମନ୍ତୁଦ ଦୁର୍ଘଟଣା: ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ୍
ଟେନସା,୧୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ରେଙ୍ଗାଲବେଢା ଠାରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି। ଗୁରୁତରଙ୍କୁ ପ୍ରଥମେ…
ଖର୍ଚ୍ଚ ବାବଦ ମାସକୁ ୧୪ ଲକ୍ଷ ଟଙ୍କା ଗଣୁଛି ବିଏମ୍ସି
ଭୁବନେଶ୍ୱର,୧୦।୭(ବନ୍ଦନା ସେଠୀ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଏମ୍ସି ୨୦୨୩ରେ ‘ଟିମ୍ ସାଇନ୍’ (ସାନିଟେସନ ହାଇଜିନ୍ ଇନ୍ସ୍ପେକ୍ସନ ଫର୍ ନିଟ୍ ଏନଭାୟରନ୍ମେଣ୍ଟ) ଗଠନ କରିଥିଲା। ସ୍ବଚ୍ଛତା ନେଇ ଜନସାଧାରଣଙ୍କୁ ସଚେତନ କରିବା ଏବଂ…
ଅଡୁଆରେ ଅଭିନେତ୍ରୀ ରିୟା ଦେ : ଥାନାରେ ପହଞ୍ଚିଲା ମାମଲା ପୂରା ଘଟଣା ଜାଣିଲେ…
ଭୁବନେଶ୍ୱର,୧୦।୭(ସତ୍ୟଜିତ୍ ରାଉତ): ଓଡ଼ିଆ ସିନେ ଅଭିନେତ୍ରୀ ରିୟା ଦେ ଅଡୁଆରେ ପଡ଼ିଛନ୍ତି। ଘରୋଇ ସହାୟିକାଙ୍କୁ ରିୟା ଓ ତାଙ୍କ ସ୍ବାମୀ ସୁନୀଲ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୀଡ଼ିତା ବର୍ଷା ବେହେରା (୧୯) ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନାରେ ଏତଲା…
ପହଣ୍ଡି ବିଜେବେଳେ ରଥରୁ ଖସି ପଡିଲେ ବଡ଼ ଠାକୁର, ତା’ ପରେ…
ପୁରୀ,୭।୯: ଆଡପ ପହଣ୍ଡିରେ ଘଟିଛି ବଡ଼ ଅଘଟଣ । ପହଣ୍ଡି ବେଳେ ତଳକୁ ଖସିଗଲେ ମହାପ୍ରଭୁ ବଳଭଦ୍ର । ଠାକୁର ରଥର ସିଂହାସନରୁ ଓହ୍ଲାଇବା ପରେ ଟାହିଆ ଲାଗି ପହଣ୍ଡି ଆରମ୍ଭ ହୋଇଥିଲା। କିନ୍ତୁ ଠାକୁର କିଛିବାଟ ଆସିବା ପରେ ତଳକୁ…
ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆ ପାଇଁ ବଡ଼ ଖବର, ହେଡ୍ କୋଚ୍ ଭାବେ ଦାୟିତ୍ୱ ନେଲେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ,୯।୭: ଭାରତୀୟ ଟିମ୍ର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ମିଳିଲା ନୂଆ ଦାୟିତ୍ୱ। ତାଙ୍କୁ ଭାରତୀୟ ଟିମ୍ର ହେଡ୍ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ କୋଚ୍ ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ଏନେଇ ମଙ୍ଗଳବାର ରାତିରେ ବିସିସିଆଇ ସଚିବ…
ନିଟ୍ ପେପର୍ ଲିକ୍ ଭଳି ଦିନେ ବଜେଟ୍ ପେପର୍ ହୋଇଥିଲା ଲିକ୍, ବିଦା ହୋଇଥିଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୭।୯: ନିଟ୍ ପେପର୍ ଲିକ୍ ନେଇ ସାରା ଦେଶ ଉଠୁଛି ପଡୁଛି। ଜାତୀୟ ରାଜନୀତି, ସୁପ୍ରିମକୋର୍ଟ ଓ ସଂସଦରେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି। ପରୀକ୍ଷାରେ ବ୍ୟାପକ ଅନିୟମିତତା ସହ ପ୍ରଶ୍ନପତ୍ର ଲିକ ପ୍ରସଙ୍କ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।…
ରସୁଲଗଡରେ ହାଇଡ୍ରାମା, ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଟକାଇଲେ ମହିଳା
ଭୁବନେଶ୍ୱର,୭।୯: ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାରକେଡ ଅଟକାଇଦେଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ରସୁଲଗଡ ଛକରେ। ମହିଳା ଜଣକ ଆସି ମୁଖ୍ୟମନ୍ତ୍ରୀଙ୍କ କାର ସାମ୍ନାରେ ଠିଆ ହୋଇ ରହିବାରୁ କିଛି ସମୟ ପାଇଁ କାରକେଡ ଅଟକି ରହିଥିଲା। ଏହାପରେ…
ଇସ୍ତଫା ଦେଲେ ବିଜେଡି ଏମପି ଦେବାଶିଷ ସାମନ୍ତରାୟ
ଭୁବନେଶ୍ୱର,୭।୯: ଇସ୍ତଫା ଦେଲେ ବିଜୁ ଜନତା ଦଳ ଏମପି ଦେବାଶିଷ ସାମନ୍ତରାୟ। FAO ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ସାମନ୍ତରାୟ। ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା (FAO) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ। ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ…
ରକ୍ତକୁ ଆଲିଙ୍ଗନ କରୁଛନ୍ତି ସବୁଠୁ ବଡ ଗଣତନ୍ତ୍ରର ନେତା: ଜେଲନସ୍କି
କ୍ୱିଭ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ରୁଷିଆ ଗସ୍ତରେ ଅଛନ୍ତି। ରବିବାର ସାରେ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଥି ସହିତ, ୨୨ତମ ଭାରତ-ରୁଷିଆ ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ହୋଇଛି। ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ…
Archives


