Home Middle

ହିଣ୍ଡନ ଏୟାରବେସ ସେଫ୍ ହାଉସରେ ଶେଖ ହସିନା; ସୁରକ୍ଷାରେ ଗରୁଡ଼ କମାଣ୍ଡୋ

ନୂଆଦିଲ୍ଲୀ,୫।୮: ଦେଶ ଛାଡ଼ିବା ପରେ ଶେଖ ହସିନା ଏବେ ଭାରତରେ ଅଛନ୍ତି। ହିଣ୍ଡନ ଏୟାରବେସରେ ତାଙ୍କର ସ୍ୱତନ୍ତ୍ର ବିମାନ ଅବତରଣ କରିଛି। ଏଠାରେ ଏନଏସଏ ଅଜିତ ଡୋଭାଲ ତାଙ୍କୁ ସାକ୍ଷାତ କରିଛନ୍ତି। ଦୁହିଁଙ୍କ ମଧ୍ୟରେ ପ୍ରାୟ ଦେଢ଼ ଘଣ୍ଟା ଆଲୋଚନା ହୋଇଛି।…

ଶେଖ ହସିନାଙ୍କୁ ଭେଟିଲେ ଅଜିତ ଡୋଭାଲ, କିଛି ଦିନ ଭାରତରେ ରହିପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୮: ଏନଏସଏ ଅଜିତ ଡୋଭାଲ ହିଣ୍ଡନ ଏୟାରବେସରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟଥିବା ସୂଚନା ମିଳିଛି। ସୂଚନାନୁସାରେ, ଶେଖ ହସିନା ଭାରତରେ କିଛି ଦିନ ରହିପାରନ୍ତି। ଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା…

ହିଣ୍ଡନ ଏୟାରବେସରେ ପହଞ୍ଚିଲେ ଶେଖ ହସିନା; ଭାରତରୁ ଲଣ୍ଡନ ଯାଇ ପାରନ୍ତି

ନୂଆଦିଲ୍ଲୀ,୫।୮: ଦେଶରେ ଛାତ୍ର ଆନ୍ଦୋଳନ ହିଂସାତ୍ମକ ହେବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଶେଖ ହସିନା ଆସି ଭାରତରେ ପହଞ୍ଚିଛନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ ଶେଖ ହସିନାଙ୍କ ବିମାନ ହିଣ୍ଡନ ଏୟାର ବେସରେ ଅବତରଣ କରିଛି। ବିମାନଟି ହିଣ୍ଡନ୍ ଏୟାରବେସରେ…

ପିତାଙ୍କ ହତ୍ୟା ପରେ ଭାରତରେ ନେଇଥିଲେ ଶରଣ; ଏବେ ପୁଣି ଭାରତ ଭରଷା

ନୂଆଦିଲ୍ଲୀ,୫।୮: ବାଂଲାଦେଶରେ ବିଦ୍ରୋହ କାରଣରୁ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନିଜ ପଦରୁ ଇସ୍ତଫା ଦେବା ସହିତ ଦେଶ ଛାଡ଼ିବାକୁ ପଡିଛି। ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ହସିନା ଭାରତରେ ଆସି ପହଞ୍ଚିଥିବା ବିଭିନ୍ନ ମିଡ଼ିଆ ସୂତ୍ରରୁ ଜଣ ପଡିଛି। ଅଗରତାଲାରେ ତାଙ୍କର ହେଲିକପ୍ଟର…

ଦିଲ୍ଲୀରେ ଓଡ଼ିଶା ରାଜନୀତି: ଜୟରାମ ରମେଶ କହିଲେ, ବିଚରା ନବୀନ ବାବୁ…

ଭୁବନେଶ୍ୱର,୫।୮: ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ଉଠୁଛି ପଡୁଛି। ମମତା ରାଜ୍ୟ ସଭା ସଦସ୍ୟ ସହ ବିଜେଡି ଛାଡିଛନ୍ତି। ଏଥିସହ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଭାଜପାରେ ଯୋଗ ଦେଇଛନ୍ତି।…

ଏହି ୩ ରୁଟ୍‌ରେ ସୁପରପାଓ୍ବାର ଦେଖାଇବ ଇରାନ, ଇସ୍ରାଏଲ ଉପରେ କରିବ ଆକ୍ରମଣ

ତେହରାନ,୫ା୮: ୩ଟି ରୁଟ୍‌ରେ ସୁପରପାଓ୍ବାର ଦେଖାଇବ ଇରାନ। ଯାହା ମାଧ୍ୟମରେ ଇରାନ ଇସ୍ରାଏଲ ଉପରେ କଡ଼ା ଆକ୍ରମଣ କରିପାରିବ। ଯଦି ଯୁଦ୍ଧ ଆରମ୍ଭ ହୁଏ ତେବେ ଏହି ଦେଶଗୁଡ଼ିକ ମଧ୍ୟ ଏହା ମଧ୍ୟକୁ ଆସିବେ। ହମାସ ମୁଖିଆଙ୍କ ହତ୍ୟା ପରେ ଆମେରିକା…

୩ ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

କଟକ,୫ା୮: ୩ ବିଧାୟକଙ୍କୁ ନୋଟିସ୍‌ କରିଛନ୍ତି ହାଇକୋର୍ଟ। ନିର୍ବାଚନୀ ଅନିୟମିତତା ନେଇ ବିଧାୟକ ଟଙ୍କଧର ତ୍ରିପାଠୀ, ଅଶ୍ବିନୀ ପାତ୍ର ଏବଂ ବ୍ୟୋମକେଶ ରାୟଙ୍କୁ ହାଇକୋର୍ଟ ନୋଟିସ୍‌ କରିବା ସହ ଜବାବ ଦାଖଲ କରିବାକୁ କହିଛନ୍ତି।

ଚାହିଦା ପୂରା କରିପାରିଲାନି ୟୁପି! ପୁଣି ଏହି ରାଜ୍ୟରୁ ଆସିବ ଆଳୁ

ଭୁବନେଶ୍ୱର,୫୧୮: ଓଡ଼ିଶାରେ ଆଳୁ ସଙ୍କଟର ସମାଧାନ ପାଇଁ ରାଜ୍ୟ ସରକାର ପୁଣି ଏକ ରାଜ୍ୟରୁ ଆଳୁ ଆଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏବେ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ପରେ ଅନ୍ୟ ଏକ ରାଜ୍ୟରୁ ଆଳୁ ଆସିବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ…

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କଂଗ୍ରେସ ପାଳିଲା କଳା ଦିବସ

ଶ୍ରୀନଗର,୫ା୮: ଧାରା ୩୭୦ ଉଚ୍ଛେଦ ହେବାର ୫ ବର୍ଷ ଅବସରରେ ଭାଜପା ଜମ୍ମୁ-କଶ୍ମୀର’ଏକତା ମହୋତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରିଛି। ଜମ୍ମୁ-କଶ୍ମୀର କଂଗ୍ରେସ ସୋମବାର ଅର୍ଥାତ୍‌ ଅଗଷ୍ଟ ୫କୁ କଳା ଦିବସ ଭାବରେ ପାଳନ କରିଛି। ଏହି…

ଦୁଃଖ ଜଣାଇବାକୁ ଆସିଛନ୍ତି ଶତାଧିକ ଲୋକ, ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୮: ସୋମବାର ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପଞ୍ଜୀକରଣ ପାଇଁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପଞ୍ଜୀକରଣ କରି ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ତଥା ଦୁଃଖ ଶୁଣାଇବା ପାଇଁ ଏକାଠି ହୋଇଛନ୍ତି ଶତାଧିକ ଲୋକ। ମୁଖ୍ୟମନ୍ତ୍ରୀ…

ଦିଲ୍ଲୀ ସରକାରଙ୍କୁ ବଡ଼ ଝଟ୍‌କା, ସୁପ୍ରିମକୋର୍ଟ ଶୁଣାଇଲେ ଏହି ବଡ଼ ରାୟ

ନୂଆଦିଲ୍ଲୀ,୫ା୮: ସୁପ୍ରିମକୋର୍ଟ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନର (ଏଲଜି)ଙ୍କ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍‌ସିଡି)ରେ ୧୦ ଜଣ ‘ଆଲର୍ଡମ୍ୟାନ’ ବା ମନୋନୀତ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏମ୍‌ସିଡିରେ କାଉନସିଲରଙ୍କୁ ମନୋନୀତ କରିବାର ଅଧିକାର…

ବାଂଲାଦେଶ ହିଂସା: ୩୦୦ ଜଣଙ୍କ ଜୀବନ ଗଲାଣି, ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ହେଲା କର୍ଫ୍ୟୁ

ଢାକା,୫ା୮: ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ଶେଷ ହେବା ଏବଂ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ଦାବିରେ ଶାସକ ଦଳର ସମର୍ଥକ ଏବଂ ସମର୍ଥକଙ୍କ ମଧ୍ୟରେ ଘଟିଥିବା ହିଂସା ଘଟଣାରେ ୧୪ ଜଣ ପୋଲିସ କର୍ମଚାରୀଙ୍କ ସମେତ ପ୍ରାୟ ୩୦୦ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?