ମୁଖ୍ୟମନ୍ତ୍ରୀ ରେସ୍ରୁ ବାଦ୍ ପଡ଼ିପାରନ୍ତି ଧର୍ମେନ୍ଦ୍ର, କାରଣ…
ଭୁବନେଶ୍ୱର,୮ା୬: ସଦ୍ୟ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ ଭାଜପାକୁ ବହୁମତ ମିଳିଛି। ରାଜ୍ୟରେ ମଧ୍ୟ ଭାଜପା ସରକାର ଗଢ଼ିବ ବୋଲି ସ୍ଥିର ହୋଇଛି। ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ କୌଣସି ସ୍ପଷ୍ଟତା ଏ ପର୍ଯ୍ୟନ୍ତ ଆସିପାରୁନାହିଁ। ନେତାଙ୍କୁ ଭୋଟ୍ ଦେଇ…
ଭାଜପାରେ ଯୋଗ ଦେଲେ ପ୍ରସନ୍ନ ପାଟ୍ଟଶାଣୀ
ଭୁବନେଶ୍ୱର,୮ା୬: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଏମ୍ପି ପ୍ରସନ୍ନ ପାଟ୍ଟଶାଣୀ ଶନିବାର ଦଳ ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ପାଟ୍ଟଶାଣୀ ୧୯୯୮ରୁ ୨୦୧୯ ପର୍ଯ୍ୟନ୍ତ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ସେ ପାଞ୍ଚ ଥର ପାଇଁ ଏମ୍ପି ଭାବରେ ନିର୍ବାଚିତ…
ଏନ୍ଇଇଟି ପରୀକ୍ଷାରେ ଅନିୟମିତତା ଅଭିଯୋଗ, ତଦନ୍ତ ପାଇଁ କମିଟି ଗଠନ କଲା ଶିକ୍ଷା ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୮।୬: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଚଳିତ ବର୍ଷ ହୋଇଥିବା ନାଶନାଲ ଇଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍ଇଇଟି) ପରିଚାଳନାରେ ବ୍ୟାପକ ଅନିୟମିତତା ଅଭିଯୋଗର ହେବ ତଦନ୍ତ। ନିଟ୍-ୟୁଜି ୨୦୨୪ ପରୀକ୍ଷାରେ ଗ୍ରେସ୍ ମାର୍କ ପାଇଥିବା ୧,୫୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ…
ଶ୍ରୀମନ୍ଦିରରେ ପୁଣି ଲାଗିଲା ଲାଇଟ୍, ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟଶାସନ ସଚିବ
ପୁରୀ,୮।୬: ପୁଣି ଚମକିବ ଶ୍ରୀମନ୍ଦିର, ମୁଖ୍ୟ ସଚିବଙ୍କ ହସ୍ତକ୍ଷେପ ପରେ ଲାଗିଲା ଲାଇଟ୍। ଶ୍ରୀମନ୍ଦିରରୁ ଲାଇଟ ଖୋଲି ନେଇଯିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଶନିବାର ନିଜେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ହସ୍ତକ୍ଷେପ ପରେ ସ୍ଥିତି…
ଦୀପାବଳି ପୂର୍ବରୁ ମୋଦିଙ୍କ ଅଗ୍ନିପରୀକ୍ଷା
ନୂଆଦିଲ୍ଲୀ,୮।୬: ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତାଠାରୁ ଦୂରରେ ରହିଥିଲା। ଏହି କାରଣରୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏଥର ଏନଡିଏ ସରକାର ଗଠନ କରାଯାଉଛି। ଏହି ଏନଡିଏ, ଟିଡିପି ଏବଂ ଜେଡିୟୁରେ ଦୁଇଟି ଦଳ ଅଛନ୍ତି, ଯାହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ…
ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ୱର,୮।୬: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି। ସ୍ବାଭାବିକ ସମୟର ୪ ଦିନ ପୂର୍ବରୁ ଓଡ଼ିଶା ଛୁଇଁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ ଆସନ୍ତା ୨-୩ ଦିନ…
ପରାଜୟ ପରେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ, ଜାଣନ୍ତୁ କାହିଁକି
ଭୁବନେଶ୍ୱର,୮।୬: ଲମ୍ବା ସମୟ ପର୍ଯ୍ୟନ୍ତ ଓଡ଼ିଶାର ସେବା କରିବା ପାଇଁ ବାରଂବାର ସୁଯୋଗ ଦେଇଥିବାରୁ ଓଡ଼ିଶାର ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଟିଆଇକୁ ସାକ୍ଷାତକାର ଦେଇ ସେ କହିଛନ୍ତି ”ଲୋକଙ୍କ ସେବା କରିବାକୁ ମୋତେ ସୁଯୋଗ ଦେଇଥିବାରୁ…
ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ବଦଳିଗଲା ପାକିସ୍ତାନର ସ୍ବର
ନୂଆଦିଲ୍ଲୀ/ଇସଲାମାବାଦ,୮।୬: ପାକିସ୍ତାନ ଶୁକ୍ରବାର କହିଛି ଯେ ଭାରତ ସମେତ ଏହାର ସମସ୍ତ ପଡ଼ୋଶୀ ଦେଶ ସହ ‘ସହଯୋଗୀ ସମ୍ପର୍କ ଏବଂ କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ’ ଚାହୁଁଛି। ରେକର୍ଡ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ନିର୍ବାଚିତ ହେବା…
ଓଡ଼ିଶା, ଆନ୍ଧ୍ର- ଅରୁଣାଚଳ …ନୂଆ ସରକାରଙ୍କ ଶପଥ ଗ୍ରହଣରେ ସାମିଲ ହେବେ ମୋଦି
ନୂଆଦିଲ୍ଲୀ,୮।୬: ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଜୁନ ୯, ରବିବାର ସା ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହକୁ ନେଇ ରାଷ୍ଟ୍ରପତି ଭବନ ମଧ୍ୟ ଏକ ବୟାନି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭାବେ…
ଓଡ଼ିଶାରୁ କାହାକୁ ମିଳିବ ମୋଦି କ୍ୟାବିନେଟରେ ସ୍ଥାନ, ଚର୍ଚ୍ଚାରେ ଏହି ୩ ନାଁ
ଭୁବନେଶ୍ୱର,୮।୬: ଓଡ଼ିଶାରେ ଭାଜପା ବହୁମତ ହାସଲ କରି ସରକାର ଗଢିବାକୁ ଯାଉଛି। ଅନ୍ୟପଟେ କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ରବିବାର ଅପରାହ୍ନ ୫ ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ।…
ମୋଦି କ୍ୟାବିନେଟରେ ବିହାରର ଦବଦବା, ମାଂଝି-ଚିରାଗଙ୍କ ସମେତ ୧୦ ଜଣଙ୍କୁ ମିଳିବ ମନ୍ତ୍ରୀ ପଦ! ଦେଖନ୍ତୁ ଲିଷ୍ଟ
ନୂଆଦିଲ୍ଲୀ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ଏହି ସମୟରେ, ବିହାରର ଗଳି କନ୍ଦିରେ ରାଜନୈତିକ ଚର୍ଚ୍ଚା ଯୋର ଧରିଛି। ଆଲୋଚନା ହେଉଛି କି ମୋଦି କ୍ୟାବିନେଟରେ ବିହାରର…
ମୋଦି କ୍ୟାବିନେଟରେ ଟିଡିପି-ଜେଡିୟୁକୁ କେଉଁ ମନ୍ତ୍ରଣାଳୟ ମିଳିବ, ଆଜି ହୋଇଯିବ ଫାଇନାଲ
ନୂଆଦିଲ୍ଲୀ,୮।୬: କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ରବିବାର ଅପରାହ୍ନ ୫ ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ସୂତ୍ର ଅନୁଯାୟୀ, ଅନେକ ସହଯୋଗୀ ଦଳର ଏମ୍ପିମାନେ ମଧ୍ୟ ମୋଦି କ୍ୟାବିନେଟରେ…
Archives


