Home Middle

ରାହୁଲଙ୍କୁ ପାଠ ପଢାଇଲେ ମୋଦି, କହିଲେ ବିରୋଧୀ ଦଳ ନେତାଙ୍କୁ…

ନୂଆଦିଲ୍ଲୀ,୧।୭: ସୋମବାର ସଂସଦ ଅଧିବେଶନ ଉତ୍ତେଜନା ପୂର୍ଣ୍ଣ ହୋଇଥିଲା। କଂଗ୍ରେସ ଏମପି ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଭାଜପା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ଗୋଟିଏ ପ୍ରଶ୍ନର ଉତ୍ତରରେ ରାହୁଲ ଗାନ୍ଧୀ ତାଙ୍କୁ ଥଟ୍ଟା…

୧୬ ବର୍ଷ ପରେ ସାଧାରଣ ଲୋକଙ୍କ ପାଇଁ ଖୋଲାଗଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର,୧।୭: ଦୀର୍ଘ ୧୬ ବର୍ଷ ପରେ ସାଧାରଣ ଲୋକଙ୍କ ପାଇଁ ଖୋଲିଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ। ୨୦୦୮ ମସିହାରେ ଶେଷଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏତେବର୍ଷ ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିବାରୁ ଏହି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ନିକୁଞ୍ଜ ଧଳ

ଭୁବନେଶ୍ୱର,୧।୭: ଦାୟିତ୍ବ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଲେ ନବ ନୁଯୁକ୍ତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ରାଜ୍ୟ ଅତିଥି ଭବନକୁ ଆସି ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିଥିଲେ। ତାଙ୍କ ବ୍ୟତୀତ ପୂର୍ବତନ ମୁଖ୍ୟ ଶାସନ ସଚିବ…

ହାଇକୋର୍ଟ ଗଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧।୭: ଦିଲ୍ଲୀର ମଦ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ହାଜର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ସିବିଆଇ ଗିରଫକୁ ଚ୍ୟାଲେଞ୍ଜ କରିଛନ୍ତି। ଦିଲ୍ଲୀର ମଦ ସ୍କାମ ମାମଲାରେ…

ଫସି ଗଲେ ଇଲେକ୍ଟୋରଲ ବଣ୍ଡ କିଣିଥିବା ୧୩୦୦ କମ୍ପାନୀ!

ନୂଆଦିଲ୍ଲୀ,୧।୭: ନିର୍ବାଚନ ବଣ୍ଡ କ୍ରୟ କରି ରାଜନୈତିକ ଦଳକୁ ଚାନ୍ଦା ଦେଉଥିବା କମ୍ପାନୀଗୁଡିକ ଉପରେ ଟିକସ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି। ଶୁଣିବାକୁ ମିଳୁଛି ଯେ ଯେଉଁ କମ୍ପାନୀଗୁଡିକ ରାଜନୈତିକ ଦଳକୁ ଚାନ୍ଦା ଦେଇଥିଲେ ସେମାନେ ବର୍ତ୍ତମାନ ଟିକସ ବା ଟ୍ୟାକ୍ସ…

୩୪ ବର୍ଷ ପୂର୍ବେ ୩୬୭ ଯାତ୍ରୀ ଥିଲେ ବନ୍ଧକ, ଏବେ ହେଲା ମାମଲା ରୁଜୁ

କୁଏତ୍‌,୧ା୭: ୧୯୯୦ରେ ବ୍ରିଟିଶ ଏୟାରଓ୍ବେଜ ବିମାନର ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ କୁଏତରେ ବନ୍ଦୀ ହୋଇଥିଲେ। ବର୍ତ୍ତମାନ ବିମାନର ଯାତ୍ରୀମାନେ ବ୍ରିଟେନ ସରକାର ଏବଂ ବିମାନ ସେବା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଇରାକର ତତ୍କାଳୀନ ନେତା ସଦ୍ଦାମ ହୁସେନ…

ପ୍ରକାଶ ପାଇଲା NEET-UGର ସଂଶୋଧିତ ମେଧା ତାଲିକା

ନୂଆଦିଲ୍ଲୀ,୧।୭: NEET-UG ୨୦୨୪ର ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଛି। ଜୁନ ୨୩ରେ ରିଟେଷ୍ଟ ଦେଇଥିବା ପିଲାଙ୍କ ରେଜଲ୍ଟ ମଧ୍ୟ ପ୍ରକାଶିତ ହୋଇଛି। ସମସ୍ତ ପିଲାଙ୍କ ରେଜଲ୍ଟକୁ ନେଇ ସଂଶୋଧିତ ମେଧା ତାଲିକା ପ୍ରକାଶ। ଏନ୍‌ଟିଏ ପକ୍ଷରୁ ସଂଶୋଧିତ ମେଧା ତାଲିକା…

କମିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ କେତେ ଟଙ୍କା

ନୂଆଦିଲ୍ଲୀ,୧ା୭: ହ୍ରାସ ପାଇଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର। ଶନିବାର ଦେଶରେ ନୂଆ ଦର ଲାଗୁ ହୋଇଥିବା ବେଳେ ସିଲିଣ୍ଡର ଉପରେ ୩୦ ଟଙ୍କା ହ୍ରାସ ପାଇଛି। ଏଥିସହିତ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୬୪୬ ଟଙ୍କା ହୋଇଛି।…

ବଲେ ବଲେ ପରେ କୁସୁମାର ୨ ବଙ୍ଗଳା: ସରକାର ବଦଳିବା ପରେ ଚର୍ଚ୍ଚାରେ ସରକାରୀ ସମ୍ପତ୍ତି

ଯାଜପୁର/ଯାଜପୁର ସଦର,୧ା୭(ହର୍ଷବର୍ଦ୍ଧନ ବେହେରା/ସମର ବିଜୟ ଶରଣ): ସରକାରୀ ଜମି ଓ ଅର୍ଥରେ ନିର୍ମାଣ ହୋଇଥିବା ବିଭିନ୍ନ କୋଠାଘର ବ୍ୟକ୍ତିଗତ ସମ୍ପତ୍ତି ଭାବେ ବ୍ୟବହାର ହେଉଥିବାର ଅଭିଯୋଗ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ସରକାରୀ ସମ୍ପତ୍ତିକୁ କେବଳ କବ୍‌ଜା କରିବା ନୁହେଁ,…

ହାଲୁଆ ପ୍ୟାକେଟରେ ପୋକ ସାଲୁବାଲୁ; ବିପଦରେ ଶିଶୁଙ୍କ ଜୀବନ, କାହାର ନିଘା ନାହିଁ

ଯାଜପୁର,୧ା୭(ହର୍ଷବର୍ଦ୍ଧନ ବେହେରା): ଶିଶୁମାନଙ୍କ ମାନସିକ ଓ ଶାରୀରିକ ବିକାଶ ଲାଗି ସରକାର ସମନ୍ବିତ ଶିଶୁ ବିକାଶ ଯୋଜନାରେ ହାଲୁଆ ପ୍ୟାକେଟ ବଣ୍ଟନ କରିବାର ବ୍ୟବସ୍ଥା କରିଛନ୍ତି। ୬ ମାସରୁ ୩ ବର୍ଷ ପର୍ଯ୍ୟନ୍ତ ସାଧାରଣ ଶିଶୁଙ୍କ ପାଇଁ ଏହା ଉର୍ଦ୍ଦିଷ୍ଟ। ଯୋଜନା…

ନୂଆ ଆଇନରେ ରୁଜୁ ହେଲା ପ୍ରଥମ ମାମଲା

ନୂଆଦିଲ୍ଲୀ,୧ା୭: ଆଜିଠୁ ଦେଶରେ ଲାଗୁ ହୋଇଛି ୩ ନୂଆ ଆଇନ। ତେବେ ଏହି ଆଇନ ଲାଗୁ ହେବା ପରେ ଭାରତୀୟ ନ୍ୟାୟ ସଂହିତାରେ ପ୍ରଥମ ଏଫ୍‌ଆଇର ବା ମାମଲା ଦିଲ୍ଲୀରେ ରୁଜୁ ହୋଇଛି। ଦିଲ୍ଲୀ କମଳା ମାର୍କେଟ୍‌ ଥାନାରେ ଜଣେ ଭେଣ୍ଡରଙ୍କ…

ନୂଆ ଆଇନରେ ହୋଇଛି ଏସବୁ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧ା୭: ସାରା ଦେଶରେ ୩ଟି ନୂଆ ଆପରାଧିକ ଆଇନ ସୋମବାରଠାରୁ କାର୍ଯ୍ୟକାରୀ ହୋଇଛି। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବ ବୋଲି ବିଶ୍ୱାସ। ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri