ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଗୌତମ ଆଦାନୀ ହେଲେ ଭାରତର ସବୁଠୁ ଧନୀ ବ୍ୟକ୍ତି, ତାଙ୍କର ମୋଟ୍ ସମ୍ପତ୍ତି ଜାଣିଲେ…
ମୁମ୍ବାଇ,୨୯ା୮: ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଭାରତ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ମୁକେଶ ଅମ୍ବାନୀ ଦୀର୍ଘଦିନ ଧରି ଭାରତର ସବୁଠାରୁ ଧନୀ ବ୍ୟକ୍ତି ଥିଲେ, କିନ୍ତୁ ବର୍ତ୍ତମାନ ଏହି ମୁକୁଟ…
‘ମୁଁ ଛାତ୍ରୀଛାତ୍ରଙ୍କ ବିରୋଧରେ ଗୋଟିଏ ବି ଶବ୍ଦ କହିନାହିଁ’
କୋଲକାତା,୨୯ା୮: ସରକାରୀ ଡାକ୍ତରଖାନାର ଡାକ୍ତରମାନେ କୋଲକାତାର ଆର୍ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବିରୋଧରେ ନିର୍ଯାତନା ମାମଲାରେ ନ୍ୟାୟ ଦାବିରେ ବିରୋଧ କରୁଛନ୍ତି। ଛାତ୍ରୀଛାତ୍ରଙ୍କ ଏହି ଆନ୍ଦୋଳନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ, ଗୋଟିଏ ଏଫ୍ଆଇଆର୍…
ଶେୟାର ହୋଲ୍ଡର୍ଙ୍କ ପାଇଁ ବଡ଼ ଘୋଷଣା କଲା ରିଲାଏନ୍ସ
ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଶେୟାର ହୋଲ୍ଡର୍ଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ରିଲାଏନ୍ସ ଏହାର ୩୫ ଲକ୍ଷ ଶେୟାର ହୋଲ୍ଡର୍ଙ୍କୁ ଏକ ବଡ ଉପହାର ଦେଇଛି। କମ୍ପାନୀ ଶେୟାର ହୋଲ୍ଡର୍ମାନଙ୍କୁ ଗୋଟିଏ ଶେୟାର ବଦଳରେ ବୋନସ ଭାବରେ ଗୋଟିଏ ଶେୟାର…
ନିଜ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲେ ଅଜିତ ପାଓ୍ବାର, ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ
ମୁମ୍ବାଇ,୨୯।୮: ସିନ୍ଧୁ ଦୁର୍ଗରେ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିର ଭାଙ୍ଗିଯିବା ଘଟଣାରେ ମହାରାଷ୍ଟ୍ର ରାଜନୀତି ସରଗରମ ଅଛି। କ୍ଷମତାସୀନ ସରକାର ଓ ବିରୋଧୀଙ୍କ ମଧ୍ୟରେ ବାକ୍ଯୁଦ୍ଧ ଲାଗି ରହିଛି। ଶିବାଜୀଙ୍କ ମୂର୍ତ୍ତି ଭାଙ୍ଗିଯିବାକୁ ନେଇ ବିରୋଧୀ କ୍ଷମତାସୀନ ଭାଜପା-ଶିବସେନା-ଏନସିପି ମେଣ୍ଟ ସରକାରକୁ ଟାର୍ଗେଟ…
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ପାଇଁ ଖର୍ଚ୍ଚ ହୋଇଛି ଏତେ କୋଟି ଟଙ୍କା
ଭୁବନେଶ୍ୱର,୨୯ା୮: ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଛନ୍ତି ପୂର୍ବ ବିଜେଡି ସରକାର। ତେବେ ୫ ବର୍ଷରେ ପ୍ରଚାର ପାଇଁ ବିଜେଡି ୪୫୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ଏନେଇ ଗୁରୁବାର ବିଧାନସଭାରେ ଭାଜପା ବିଧାୟକ ଲକ୍ଷ୍ମଣ ବାଗ୍ଙ୍କ…
CHSE ରେକର୍ଡ ସପ୍ଲାୟରଙ୍କୁ ବାନ୍ଧିଲା ଭିଜିଲାନ୍ସ
ଭୁବନେଶ୍ୱର୨୯ା୮: ସିଏଚ୍ଏସ୍ଇ ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କୁ ଗୁରୁବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପୁରେନ୍ଦ୍ରଙ୍କ ଘରୁ ୧୬ଟି ବେନାମୀ ପ୍ଲଟ୍ର ପଟ୍ଟା ମିଳିଥିବା ବେଳେ ଅନ୍ୟ ନାଁରେ…
SC-ST କୋଟା କର୍ମଚାରୀ ଛାଡ଼ିବେ କି ଚାକିରି? ସୁପ୍ରିମକୋର୍ଟ ଦେଲେ ବଡ଼ ବୟାନ, କହିଲେ…
ନୂଆଦିଲ୍ଲୀ,୨୯ା୮: ଅନୁସୂଚିତ ଜାତି-ଅନୁସୂଚିତ ଜନଜାତି କୋଟା ଅଧୀନରେ ସରକାରୀ ଚାକିରି ଏବେ ବିପଦରେ ରହିଛି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସେମାନଙ୍କୁ ଆଶ୍ୱସ୍ତି ଆଣି ଦେଇଛି। ଏହି ଲୋକମାନେ ଏସ୍ସି-ଏସ୍ଟି କୋଟା ଅଧୀନରେ କେନ୍ଦ୍ର ସରକାର ଏବଂ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକରେ…
ଏସବିଆଇରେ ବଡ଼ ଠକେଇ, ଲୁଟେରାଙ୍କ ସହ ମିଶି ୧୭୫କୋଟି ଟଙ୍କା ଲୁଟ୍ କଲେ ବ୍ୟାଙ୍କ ମ୍ୟାନେଜର
ହାଇଦ୍ରାବାଦ,୨୯।୮: ଭାରତୀୟ ଷ୍ଟେଟ ବ୍ୟାଙ୍କରେ ହୋଇଛି ବଡ଼ ଠକେଇ। ଆଉ ଏହି ଠକେଇରେ ସାମିଲ୍ ଅଛନ୍ତି ଖୋଦ୍ ବ୍ୟାଙ୍କ ମ୍ୟାନେଜର। ଲୁଟେରାଙ୍କ ସହ ମିଶି ବ୍ୟାଙ୍କରୁ ୧୭୫କୋଟି ଟଙ୍କା ଲୁଟ୍ କରିଛନ୍ତି ବ୍ୟାଙ୍କ ମ୍ୟାନେଜର। ଏପରି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର…
‘ଚାଇନା ନାଗରିକ ତୁରନ୍ତ ପାକିସ୍ତାନ ଛାଡ଼ନ୍ତୁ, ନଚେତ୍ ଯେଉଁଠି ଦେଖିବୁ ସେଠି ସିଧାସଳଖ ହତ୍ୟା କରିବୁ’
ଇସଲାମାବାଦ୍,୨୯ା୮: ପାକିସ୍ତାନ ଭିତରେ ଦୁଇଦିନ ମଧ୍ୟରେ ବାଲୁଚ ଲିବରେଶନ ଆର୍ମି ଦ୍ୱାରା ସୃଷ୍ଟି ହୋଇଥିବା ବିଦ୍ରୋହ ପାକିସ୍ତାନୀ ସେନାର ଅବସ୍ଥାକୁ ଆହୁରି ଖରାପ କରିଦେଇଛି। ବାଲୁଚ ଲିବରେଶନ ଆର୍ମି (ବିଏଲ୍ଏ) ବର୍ତ୍ତମାନ ପାକିସ୍ତାନ ଭିତରେ ରହୁଥିବା ଚାଇନା ନାଗରିକମାନଙ୍କୁ ପାକିସ୍ତାନ ଛାଡ଼ିବାକୁ…
ବଦଳିଲା ସ୍ବର, ରାହୁଲଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସ୍ମୃତି ଇରାନୀ! କହିଲେ ସଫଳତାର ସ୍ବାଦ ଚାଖିଛନ୍ତି…
ନୂଆଦିଲ୍ଲୀ,୨୯।୮: ନିକଟରେ ଏକ ସାକ୍ଷାତକାରରେ ନିଜ କଡା ପ୍ରତିଦ୍ୱନ୍ଦୀ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ବିଷୟରେ ବଡ଼ ବୟାନ ଦେଇଛନ୍ତି ଭାଜପା ନେତା ସ୍ମୃତି ଇରାନୀ। ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଇରାନୀ କହିଛନ୍ତି, ରାହୁଲ ଭାବନ୍ତି ଯେ, ସେ…
ରାହୁଲଙ୍କ ଟେନଶନ ବଢାଇଲେ ଅଖିଳେଶ, ଖୋଲାଖୋଲି ମାଗୁଛନ୍ତି ଏତେ ସିଟ୍
ନୂଆଦିଲ୍ଲୀ,୨୯।୮: ୟୁପିରେ କଂଗ୍ରେସ ସହ ମେଣ୍ଟ କରିବା ପରେ ଏସପି ଲୋକ ସଭା ନିର୍ବାଚନରେ ଅତୁଳନୀୟ ସଫଳତା ପାଇଛି। ଏହା ପରେ ଏସପି ମୁଖ୍ୟ ଅଖିଳେଶ ଯାଦବ ୟୁପି ବାହାରେ ନିଜକୁ ମଜବୁତ କରିବା ଏବଂ ଜାତୀୟ ସ୍ତରରେ ପ୍ରାଧାନ୍ୟ ବିସ୍ତାର…
ଭୁବନେଶ୍ୱରରେ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର; ପଡୋଶୀ ଯୁବକ ଅଟକ
ଭୁବନେଶ୍ୱର,୨୮।୮: ରାଜଧାନୀ ଭୁବନେଶ୍ୱରରେ ବୁଧବାର ୪ ବର୍ଷର ନାବାଳିକାକୁ ବଳାତ୍କାର ଅଭିଯୋଗ ହୋଇଛି। ପଡୋଶୀ ଘରର ୩୦ ବର୍ଷର ଯୁବକ ଏଭଳି ନିନ୍ଦନୀୟ ଘଟଣା ଘଟାଇଥିବା କୁହାଯାଉଛି। ଏୟାରପୋର୍ଟ ଥାନା ଅଞ୍ଚଳର ଏକ ବସ୍ତିରେ ଏହି ଘଟଣା ଘଟିଛି। ଖବର ପାଇବା…
Archives


