Home Middle

ଚାଲିଲାନି ସାମରିକ ଆଇନ ଚାଲ୍: ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ

ନୂଆଦିଲ୍ଲୀ,୪।୧୨: ଦକ୍ଷିଣ କୋରିଆରେ ସାମରିକ ଆଇନର ଲାଗୁ ନିଷ୍ପତ୍ତି ପ୍ରତ୍ୟାହାର କରି ଦିଆଯାଇଛି। କିନ୍ତୁ ରାଷ୍ଟ୍ରପତି ୟୁନ ସୁକ ୟୋଲଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁଯାୟୀ ଦକ୍ଷିଣ କୋରିଆର ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ବିରୋଧରେ ମହାଅଭିଯୋଗ…

ଡିସେମ୍ବର ୨୫ରେ ମିଳିବ ‘ସୁଭଦ୍ରା’ ଟଙ୍କା, ଜାଣନ୍ତୁ ଏଥର କିଏ ପାଇବେ ଆଉ କିଏ ପଡ଼ିବେ ବାଦ୍‌, ବିସ୍ତୃତ ତଥ୍ୟ ଦେଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ୱର,୪ା୧୨: ଆସନ୍ତା ୨୫ ତାରିଖରେ ସୁଭଦ୍ରା ଟଙ୍କା ମିଳିବ। ଏନେଇ ବିସ୍ତୃତ ତଥ୍ୟ ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସୁଭଦ୍ରା ଯୋଜନା ଅଧୀନରେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ୍‌ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର…

ଆତ୍ମହତ୍ୟା କରିଛନ୍ତି ୭୩୦ ଯବାନ, ୫୫ ହଜାର ଦେଇଛନ୍ତି ଇସ୍ତଫା…ଗୃହ ବିଭାଗ କଲା ସଂଘାତିକ ଖୁଲାସା

ନୂଆଦିଲ୍ଲୀ,୪।୧୨: ଦୀର୍ଘ ସମୟର ଡ୍ୟୁଟି ଏବଂ ନିଦ୍ରା ଅଭାବରୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ରେ ନିୟୋଜିତ ସୈନିକମାନେ କେବଳ ଆତ୍ମହତ୍ୟା କରୁନାହାଁନ୍ତି ବରଂ ସେବା ସମାପ୍ତ ହେବା ପୂର୍ବରୁ ମଧ୍ୟ ସ୍ବେଚ୍ଛାକୃତ ଅବସର ଗ୍ରହଣ କରୁଛନ୍ତି। ଗୃହ ମନ୍ତ୍ରଣାଳୟ…

ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର, କହିଲେ ଏଣିକି କୌଣସି ସ୍ଥାନରେ…

ଦିଶପୁର,୪ା୧୨: ଆସାମ ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।  ସରକାର ଗୋ’ମାଂସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିଜେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି, ଆମେ ନିଷ୍ପତ୍ତି ନେଇଛୁ ଯେ ଗୋ’ମାଂସ କୌଣସି ରେଷ୍ଟୁରାଣ୍ଟ…

ଶେଷରେ ରାଜି ହେଲେ ଏକନାଥ ଶିନ୍ଦେ, ଉପମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବେ ଏହାର ସସପେନ୍ସ ଶେଷ ହେବା ପରେ ଉପମୁଖ୍ୟମନ୍ତ୍ରୀ ପଦବୀ ଉପରେ ଥିବା ସନ୍ଦେହ ମଧ୍ୟ ଶେଷ ହୋଇଛି। ସୂଚନାନୁସାରେ, ଏକନାଥ ଶିନ୍ଦେ ଶେଷରେ ରାଜି ହୋଇଛନ୍ତି। ସେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ…

ପାକିସ୍ତାନ ଦାବିକଲା ହାଇବ୍ରିଡ୍ ମଡେଲ: ଭାରତ ଦେଲା କଡ଼ା ଜବାବ

ନୂଆଦିଲ୍ଲୀ,୪।୧୨: ଚାମ୍ପିୟନ୍ସ ଟ୍ରଫିକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏବଂ ବିସିସିଆଇ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ହେବାର ସମ୍ଭାବନା ବାଟ ଫିଟୁନାହିଁ। ହାଇବ୍ରିଡ୍ ମଡେଲ ଗ୍ରହଣ କରିବାକୁ ପାକିସ୍ତାନ ରାଜି ହେବା ପରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

ବିଦ୍ୟୁତ କମ୍ପାନୀ ଉପରେ ସରକାରଙ୍କ ବଡ଼ ବାକି, ଫେରିବାର ସମ୍ଭାବନା ଶୂନ

ଭୁବନେଶ୍ୱର,୪।୧୨: ରାଜ୍ୟର ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ (ଡିସକମ୍) ଉପରେ ଓଡ଼ିଶା ସରକାରଙ୍କ ୬,୫୮୭ କୋଟି ଟଙ୍କା ବକେୟା ରହିଛି। ବୁଧବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଶକ୍ତି ବିଭାଗର ମନ୍ତ୍ରୀ ଭାବେ ସିଂ ଦେଓ…

ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲା ମହାୟୁତି, କାଲି ଶପଥ ନେବେ ଫଡନାଭିସ

ମୁମ୍ବାଇ,୪।୧୨: ମହାରାଷ୍ଟ୍ରରେ ଦୀର୍ଘ ସମୟ ଧରି ଲାଗି ରହିଥିବା ରାଜନୈତିକ ଅସ୍ଥିରତା ପରେ ମହାୟୁତି ସରକାର ଗଠନ ପାଇଁ ଦାବି କରିଛନ୍ତି। ରାଜ୍ୟପାଳଙ୍କ ସହ ସରକାର ଗଠନ କରିବାକୁ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ, ଭାଜପା ନେତା ଦେବେନ୍ଦ୍ର ଫଡନାଭିସ ଏବଂ…

୯୦ ମିନିଟ୍‌ରେ ପ୍ରେମରେ ପଡିଥିଲେ ଫଡନଭିସ, ପ୍ରଥମ ଦେଖାରେ ଏହି ଅଭିନେତ୍ରୀଙ୍କ ସହ ଅମୃତାଙ୍କ କରିଥିଲେ ତୁଳନା, ଜାଣନ୍ତୁ ତାଙ୍କ ଲଭ୍‌ଷ୍ଟୋରୀ ବିଷୟରେ…

ମୁମ୍ବାଇ,୪।୧୨: ମହାରାଷ୍ଟ୍ର ନିର୍ବାଚନର ଠିକ ୧୧ଦିନ ପରେ ମହାୟୁତି ମୁଖ୍ୟମନ୍ତ୍ରୀ ଘୋଷଣା କରିଛି। ଦଳ ଦେବେନ୍ଦ୍ର ଫଡନଭିସଙ୍କୁ ମୁଖ୍ୟମନ୍ତ୍ରୀ ବାଛିଛି। ତେବେ ଆସନ୍ତାକାଲି ମୁମ୍ବାଇର ଆଜାଦ ମଇଦାନରେ ସେ ଶପଥ ଗ୍ରହଣ କରିବେ ଏବଂ ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ରର ସିଏମ…

ଦେବେନ୍ଦ୍ର ଫଡନଭିସଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୪।୧୨:ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସର୍ବସମ୍ମତିକ୍ରମେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଦେବେନ୍ଦ୍ର ଫଡନଭିସ। ଆଜି ଅନୁଷ୍ଠିତ ଭାଜପା ବିଧାନସଭା ପାର୍ଟି ବୈଠକରେ ସେ ସର୍ବସମ୍ମତି କ୍ରମେ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଫଡନଭିସ ୨୦୧୪ ରୁ…

ଲାଗିଲା ମୋହର, ସବୁ ଅପେକ୍ଷାର ହେଲା ଅନ୍ତ, ଦେବେନ୍ଦ୍ର ଫଡନଭିସ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪।୧୨: ମୁଖ୍ୟମନ୍ତ୍ରୀ ପଦ ଦୌଡ଼କୁ ନେଇ ସମସ୍ତ ସନ୍ଦେହ ଓ ଅଶାନ୍ତି ପରେ ଭାଜପା ଶେଷରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି। ଏହି ନାମ ମହାରାଷ୍ଟ୍ର ଭାଜପାର ସୁପରଷ୍ଟାର ନେତା ଦେବେନ୍ଦ୍ର ଫଡନାଭିସଙ୍କ ବ୍ୟତୀତ ଅନ୍ୟ କେହି ନୁହେଁ। ସୂଚନାଯୋଗ୍ୟ,…

ପ୍ରଥମେ ଡାକ୍ତରଙ୍କୁ ସୁରକ୍ଷା

ଉତ୍ତମ ସ୍ବାସ୍ଥ୍ୟସେବା ଏକ ସମନ୍ବିତ ଓ ବିକଶିତ ଭିତ୍ତିଭୂମି ଉପରେ ନିର୍ଭର କରେ। ଅର୍ଥାତ୍‌ ଉତ୍ତମ ପରିବେଶରେ ହସ୍ପିଟାଲ, ଗୁଣବତ୍ତା ଚିକିତ୍ସାର ଉପଲବ୍ଧତା, ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କ ଉପସ୍ଥିତି ଯୋଗୁ ସବୁ ଦିଗରୁ ସ୍ବାସ୍ଥ୍ୟସେବା ସମୃଦ୍ଧ ହୋଇପାରିବ। ସବୁଥାଇ ଯଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri