Home Middle

ଟାରିଫ ଓ୍ବାର ଭିତରେ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ପ୍ରାୟ ୫୦ଟି ଦେଶ ଉପରେ ଶୁଳ୍କ ଘୋଷଣା କରିବାର କିଛି ଦିନ ପରେ, ଏପ୍ରିଲ ୭, ସୋମବାର ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଆମେରିକାର ବୈଦେଶିକ ସଚିବ ମାର୍କୋ…

ଦିଲ୍ଲୀରେ ଏବେ ବି ମୁଠା ଟାଣ

ଭୁବନେଶ୍ୱର, ୮।୪(ରବିନାରାୟଣ ଜେନା): ଓ୍ବକ୍‌ଫ ବିଲ୍‌ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ  ଦିଲ୍ଲୀରେ ସୁଜାତା ଆର. କାର୍ତ୍ତିକେୟନଙ୍କ ଅବସରକୁ ନେଇ କେତେକ ଓଡ଼ିଆ ଅଫିସରଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। ଓଡ଼ିଶାର ଜଣେ ମହିଳା ପ୍ରଶାସନିକ…

ଚାଇନା ଉପରେ ଅତିରିକ୍ତ ୫୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮।୪: ଆମେରିକାର ୩୪% ପାରସ୍ପରିକ ଶୁଳ୍କ ଜବାବରେ ଚାଇନା ସମାନ ପରିମାଣର ଜବାବୀ ଶୁଳ୍କ ଲଗାଇଥିଲା। ବେଜିଂ ଏହି ଟାରିଫ୍‌ ଘୋଷଣା କରିବାର ୨୪ ଘଣ୍ଟା ନ ପୂରୁଣୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାଇନା ସାମଗ୍ରୀ ଉପରେ ଅତିରିକ୍ତ ୫୦%…

ରୋମାଞ୍ଚକ ମୁକାବିଲାରେ ମୁମ୍ବାଇକୁ ହରାଇଲା ଆରସିବି: ଶେଷ ଓଭରରେ ଯାଦୁ ଦେଖାଇଲେ କ୍ରୁନାଲ

ମୁମ୍ବାଇ, ୭।୪-ଓ୍ବାଙ୍ଖେଡେ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ରୋମାଞ୍ଚକ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆରସିବି ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଆରସିବି ୨୦…

ଐତିହାସିକ ରେକର୍ଡ ହାସଲ କଲେ ହାର୍ଦ୍ଦିକ ପାଣ୍ଡ୍ୟା: ପ୍ରଥମ ଭାରତୀୟ ଭାବେ କଲେ ଚମତ୍କାର

ମୁମ୍ବାଇ,୮।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। IPL 2025ର ୨୦ତମ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଗୋଟିଏ ଓଭରରେ RCBର ୨ ଜଣ ବଡ଼ ବ୍ୟାଟ୍ସମ୍ୟାନଙ୍କ…

ଟି-୨୦ ବିରାଟ କୋହଲିଙ୍କ ବଡ଼ ରେକର୍ଡ: ପ୍ରଥମ ଭାରତୀୟ ଭାବେ କଲେ ଏମିତି କାରନାମା

ମୁମ୍ବାଇ,୭।୪: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସୋମବାର IPL 2025ରେ ଏକ ମ୍ୟାଚ୍‌ରେ ବିରାଟ କୋହଲି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଏବେ ଟି-୨୦ କ୍ରିକେଟର ଶ୍ରେଷ୍ଠ ୫ ବ୍ୟାଟସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି। ବିରାଟ…

ଟ୍ରମ୍ପଙ୍କ ଟାରିଫ୍‌ ବୋମାରେ ଦୋହଲିଲା ଗ୍ଳୋବାଲ ମାର୍କେଟ୍‌: ଭାରତ ସମେତ ସାରା ବିଶ୍ୱର ଷ୍ଟକ ମାର୍କେଟ୍‌ରେ ହାହାକାର

ନୂଆଦିଲ୍ଲୀ,୭।୫: ଭାରତ ସମେତ ସାରା ବିଶ୍ୱର ଷ୍ଟକ ମାର୍କେଟ୍‌ରେ ସୋମବାର ହାହାକାର ଖେଳିଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ ହୋଇଥିବା ଟାରିଫ୍‌ ଏବଂ ଚୀନର ତୀବ୍ର ପ୍ରତିଶୋଧ ସାରା ବିଶ୍ୱର ଶେୟାର ବଜାରକୁ ଦୋହଲାଇ ଦେଇଥିଲା। ଚାଇନା ଆମେରିକାରୁ…

ଏଡିଆର୍‌ ରିପୋର୍ଟ: ଭାଜପା ପାଇଛି ସର୍ବାଧିକ ୨,୨୪୩ କୋଟି ଚାନ୍ଦା

ନୂଆଦିଲ୍ଲୀ,୭।୪: ୨୦୨୩-୨୪ ଆର୍ଥତ୍କ ବର୍ଷରେ ଜାତୀୟ ଦଳଗୁଡ଼ିକ ମଧ୍ୟରେ ଭାଜପା ମୋଟ ୮,୩୫୮ଟି ଚାନ୍ଦାରୁ ସର୍ବାଧିକ ୨,୨୪୩ କୋଟିରୁ ଊର୍ଦ୍ଧ୍ୱ ସଂଗ୍ରହ କରିଥିବା ଘୋଷଣା କରିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ରିପୋର୍ଟରୁ ଏହା ଜଣାପଡ଼ଛି। ନିର୍ବାଚନ କମିଶନରେ ଦାଖଲ…

ଟ୍ରମ୍ପଙ୍କ ‘ଟାରିଫ୍ ଆକ୍ରମଣ’ରୁ ବର୍ତ୍ତି ପାରିଲା ନାହିଁ ଆମେରିକାର ଷ୍ଟକ୍ ମାର୍କେଟ, ଖୋଲିବା ମାତ୍ରେ କ୍ରାସ୍ ହେଲା

ନୂଆଦିଲ୍ଲୀ,୭ା୪: ସୋମବାର ଖୋଲିବା ମାତ୍ରେ ଆମେରିକୀୟ ଷ୍ଟକ୍ ବଜାର କ୍ରାସ୍ ହୋଇଛି, ଯାହା ପ୍ରାୟ 5 ପ୍ରତିଶତ ହ୍ରାସ ରେକର୍ଡ କରାଯାଇଥିଲା। ୱାଲ ଷ୍ଟ୍ରିଟରେ ଏକ ବଡ଼ ହ୍ରାସ ସହିତ କାରବାର ଆରମ୍ଭ ହୋଇଥିଲା ଏବଂ ସମସ୍ତ ପ୍ରମୁଖ ଷ୍ଟକ୍ ସୂଚକାଙ୍କ ଦ୍ରୁତ…

ଦୁଇଫାଳ ହେଲା ବିଜେଡି: ଦଳେ ପାଣ୍ଡିଆନଙ୍କ ସପକ୍ଷରେ, ଦଳେ ବିପକ୍ଷରେ

ଭୁବନେଶ୍ୱର,୭ା୪: ବିଜୁ ଜନତା ଦଳର ଭବିଷ୍ୟତ ଭିକେ ପାଣ୍ଡିଆନଙ୍କ ଆଗରେ ପଛରେ ଘୁରି ବୁଲୁଛି। ସେ ଯେମିତି ଚାହିଁବେ ଦଳର ଭବିଷ୍ୟତ ସେପରି ହେବ। କାରଣ ଦଳର ଅଧେ ନେତା ପାଣ୍ଡିଆନଙ୍କ ସମର୍ଥନ କରୁଥିବା ବେଳେ ଅଧେ ଖୋଲାଖୋଲି ବିରୋଧ କରୁଛନ୍ତି।…

ରାଗିକି ନିଆଁବାଣ ହେଲେ ସନରାଇଜର୍ସ ହାଇଦ୍ରାବାଦ ମାଲିକାଣୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୪: ସନରାଇଜର୍ସ ହାଇଦ୍ରାବାଦ ପାଇଁ ଚଳିତ ଆଇପିଏଲ୍‌ ସିଜିନ୍‌ ଆରମ୍ଭ ଖରାପ ରହିଛି। ଦଳ ଲଗାତାର ୪ ମ୍ୟାଚ ହାରିଛି। ଟ୍ରାଭିସ ହେଡ, ଇଶାନ କିଷନ, ଅଭିଷେକ ଶର୍ମାଙ୍କଠାରୁ ଆରମ୍ଭ କରି ଦଳର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ନେ ଗତ ୪ଟି ମ୍ୟାଚ୍‌ରେ ଫ୍ଲପ…

ସୋଫିଆଙ୍କ ଉପରେ ତାତିଲେ ଦେବାଶିଷ, କହୁକହୁ ଯାହା କହିଲେ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୭।୪: କଂଗ୍ରେସ ବିଧାୟିକା ସୋଫିଆ ସୋମବାର  ରାଜ୍ୟସଭା ଏମ୍‌ପି ଦେବାଶିଷଙ୍କୁ ଟାର୍ଗେଟ କରିଥିଲେ। ଏହି ଘଟଣା ପରେ ସୋଫିଆଙ୍କ ଉପରେ ତାତିଛନ୍ତି ଦେବାଶିଷ। ଦେବାଶିଷ ସୋଫିଆଙ୍କୁ  କହିଛନ୍ତି ସୋଫିଆ ରାଜନୀତିରେ କାଲି ଜନ୍ମ ହୋଇଥିବା ମହିଳା। ତାଙ୍କ ବିଷୟରେ ଟିପ୍ପଣୀ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri