Home Middle

ଆଲୋଚନା ପରେ ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବେ ପୁଟିନ୍‌

ଓ୍ବାଶିଂଟନ୍‌,୧୪ା୮: ଆଲାସ୍କାରେ ଶୁକ୍ରବାର ହେବାକୁ ଥିବା ଶାନ୍ତି ଆଲୋଚନା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଲେ ଏହାର ଭୟଙ୍କର ପରିଣାମ ଭୋଗିବେ ବୋଲି ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ୟୁରୋପୀୟ ନେତାମାନଙ୍କ…

ଏସ୍‌ସିଏସ୍‌: ଚାଇନା-ଆମେରିକା ମୁହାଁମୁହିଁ

ଓ୍ବାଶିଂଟନ୍‌,୧୪ା୮: ଦକ୍ଷିଣ ଚାଇନା ସାଗର(ଏସ୍‌ସିଏସ୍‌)ରେ ଆଧିପତ୍ୟ ବିସ୍ତାର କରିଆସିଥିବା ଚାଇନା ପୁଣିଥରେ ଏହି ସାମୁଦ୍ରିକ ଜଳରାଶି ଉପରେ ଆମେରିକୀୟ ନୌସେନା ସହ ମୁହାଁମୁହିଁ ହୋଇଛି। ଚାଇନା ନୌସେନା ପକ୍ଷରୁ ବୁଧବାର କୁହାଯାଇଛି ଯେ, ଆମେରିକା ନୌସେନାର ଏକ ଯୁଦ୍ଧଜାହାଜ ଏସ୍‌ସିଏସ୍‌ରେ ଥିବା…

‘ଭୋଟ ଚୋରି’ ଭିଡିଓ ଦେଖାଇଲା କଂଗ୍ରେସ

ନୂଆଦିଲ୍ଲୀ,୧୪ା୮: ନିର୍ବାଚନ କମିଶନ (ଇସି)ଙ୍କ ଦ୍ୱାରା ଭୋଟ ଚୋରି କରାଯାଉଥିବା ଅଭିଯୋଗ ଆଣି କଂଗ୍ରେସ ବୁଧବାର ଭୋଟ ଜାଲିଆତିର ଆଉ ଏକ ନୂଆ ଭିଡିଓ ଦେଖାଇଛି। ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଭାଜପା ହାତମୁଠାରୁ ଛଡ଼ାଇ ଆଣିବା ପାଇଁ ଲୋକେ ସ୍ବର ଉତ୍ତୋଳନ କରିବା…

ଲୁଚାଛପାରେ ନିର୍ବନ୍ଧ କଲେ ଅର୍ଜୁନ ତେନ୍ଦୁଲକର, ଜାଣନ୍ତୁ କିଏ ହେବେ ତେନ୍ଦୁଲକରଙ୍କ ବୋହୂ?

ନୂଆଦିଲ୍ଲୀ,୧୩।୮: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ସେ ଲୁଚାଛପାରେ ମୁମ୍ବାଇର ଜଣେ ପ୍ରସିଦ୍ଧ ବ୍ୟବସାୟୀଙ୍କ ନାତୁଣୀ ସାନିଆ ଚାନ୍ଦୋକଙ୍କ ସହ ନିର୍ବନ୍ଧ କରିଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ…

ଟ୍ରମ୍ପ-ପୁଟିନ ସାକ୍ଷାତ ପୂର୍ବରୁ ବଡ଼ ଘୋଷଣା କଲେ ଜେଲେନସ୍କି: ସାରା ବିଶ୍ୱରେ ଖେଳିଗଲା…

ଓ୍ବାଶିଂଟନ୍‌,୧୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ବୈଠକ ହେବାକୁ ଯାଉଛି। ଉଭୟ ଅଗଷ୍ଟ ୧୫ରେ ଆଲାସ୍କାରେ ସାକ୍ଷାତ କରିବେ। ଏହି ବୈଠକରେ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ବିଷୟରେ ଆଲୋଚନା ହୋଇପାରେ। ରାଷ୍ଟ୍ରପତି…

ହାତ ମିଳାଇଲେ ବିଶ୍ୱର ୨ ସୁପରପାଓ୍ବାର୍‌: ଏକଘରକିଆ ହୋଇଗଲା ଭାରତ

ନୂଆଦିଲ୍ଲୀ,୧୩।୫: ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍‌ ଏବଂ ଚାଇନା ପାଇଁ ୯୦ ଦିନର ଟାରିଫ୍‌ ରିହାତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାଇନା ପ୍ରତି ମନୋଭାବ ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। ଯାହା ଉପରେ ସେ ଏପ୍ରିଲ…

ସାଗର ଧନକର ହତ୍ୟା ମାମଲା: ସୁଶୀଲ କୁମାରଙ୍କୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୧୩।୮: ଜୁନିଅର ମଲ୍ଲଯୋଦ୍ଧା ସାଗର ଧନକର ହତ୍ୟା ମାମଲାରେ ଅଭିଯୁକ୍ତ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ସୁପ୍ରିମକୋର୍ଟ ଜଣେ ଅଲିମ୍ପିଆନ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କ ଜାମିନକୁ ବାତିଲ କରିଛନ୍ତି। ସୁପ୍ରିମକୋର୍ଟ ସୁଶୀଲ କୁମାରଙ୍କୁ ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ…

ବୁଲା କୁକୁର

ଭାରତରେ ବୁଲା କୁକୁରଙ୍କ ସଂଖ୍ୟା ୨୦୧୯ ପ୍ରାଣୀ ଗଣନା ତଥ୍ୟ ଅନୁଯାୟୀ ୬ କୋଟି। ୨୦୨୫ରେ ଏମାନଙ୍କ ସଂଖ୍ୟା ଯଥେଷ୍ଟ ବଢ଼ିଥିବ। ଓଡ଼ିଶାରେ ଏହି କୁକୁରଙ୍କ ସଂଖ୍ୟା ପାଖାପଖି ୧୮ ଲକ୍ଷ ବୋଲି କୁହାଯାଉଛି, ଯାହା ଉତ୍ତର ପ୍ରଦେଶ ପରେ ଦ୍ୱିତୀୟ…

୩ ଦିନ କାଚିବ: ପ୍ରବଳ ବର୍ଷା ନେଇ ଅରେଞ୍ଜ-ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୧୩।୮: ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୧୫ ତାରିଖ ଯାଏପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ସକାଳ ୮ଟା…

ରାଜସ୍ଥାନର ଦୌସାରେ ଭୟଙ୍କର ସଡ଼କ ଦୁର୍ଘଟଣା: ୧୦ ଜଣଙ୍କ ଜୀବନ ଗଲା

ଜୟପୁର,୧୩।୮: ରାଜସ୍ଥାନର ଦୌସାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବାପି ନିକଟରେ ଏକ ଯାତ୍ରୀବାହୀ ପିକଅପ ଏବଂ ଏକ ଟ୍ରଲର ଟ୍ରକ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୧୨ ଜଣ ଆହତ ହୋଇଛନ୍ତି।…

ପ୍ରଥମ ଥର ଟ୍ରମ୍ପଙ୍କ ଟାରିଫ୍‌ ଉପରେ କଡ଼ା ଜବାବ ଦେଲେ ମୋଦି, ଭୟରେ ଆମେରିକା

ନୂଆଦିଲ୍ଲୀ,୧୩।୮: ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିବା ପ୍ରସଙ୍ଗରେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଚାଷୀଙ୍କ ସ୍ବାର୍ଥ ସହିତ କୌଣସି ସାଲିସ କରିବ…

ଏହି ଅସଲ କାରଣ ପାଇଁ ଆମେରିକା ଯିବେ ପ୍ରଧାନମନ୍ତ୍ରୀ ମୋଦି, ଟ୍ରମ୍ପଙ୍କୁ କରିବେ ସାକ୍ଷାତ

ଓ୍ବାଶିଂଟନ,୧୩।୮: ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫ୍‌ ନେଇ ବିବାଦ ରହିଛି। ବାଣିଜ୍ୟ ଚୁକ୍ତି ଉପରେ ମଧ୍ୟ ଆଲୋଚନା ଚାଲିଛି। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗାମୀ ଆମେରିକା ଗସ୍ତ ବିଷୟରେ ବଡ଼ ସୂଚନା ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?