ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରୁଥିଲେ, ବିଜୟଓ୍ବାଡାରୁ ମାଡ଼ିବସିଲା ପୋଲିସ
ପାରାଦୀପ, ୧୩।୮(ଶରତ ରାଉତ):ଜଗତ୍ସିଂହପୁର ଜିଲା ପାରାଦୀପ ଲକ୍ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ କରି ୫ ଲକ୍ଷ ଦାବି କରିବା ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ…
ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ
ଭୁବନେଶ୍ୱର, ୧୩ା୮(ସୁନିତ୍ ମିଶ୍ର):ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେ ତିନି ଦିନିଆ ଓଡ଼ିଶା ଗସ୍ତ ସାରି ଆସନ୍ତା ୧୫ରେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ…
ସ୍ଵତନ୍ତ୍ର ଅତିଥି ଭାବେ ନୂଆଦିଲ୍ଲୀ ସ୍ଵାଧୀନତା ଦିବସରେ ଯୋଗ ଦେବେ କଳାହାଣ୍ଡିର ପୁଅ ନିମନ୍ତ୍ରିତ ହୋଇଛନ୍ତି ଯୁବ ଲେଖକ
ଭବାନୀପାଟଣା, ୧୨।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପ୍ରତିଭାବାନ ଯୁବ ଲେଖକ ଡିଲେଶ୍ୱର ରଣାଙ୍କୁ ନୂଆଦିଲ୍ଲୀ ସ୍ଥିତ ଲାଲକିଲ୍ଲାରେ ଆୟୋଜିତ “୭୯ ତମ ସ୍ବାଧିନତା ଦିବସ”ରେ ଯୋଗଦାନ ନିମନ୍ତେ ନିମନ୍ତ୍ରଣ ମିଳିଛି। ଭାରତ ସରକାରଙ୍କ ତରଫରୁ ସ୍ଵତନ୍ତ୍ର ଅତିଥି ଭାବେ…
ହଠାତ୍ ସୀମାରେ ହଜାର ହଜାର ସେନା ମୁତୟନ କଲା ପାକିସ୍ତାନ, ଭାରତକୁ…
ଇସଲାମବାଦ,୧୨।୮:ପାକିସ୍ତାନ ଭାରତକୁ ଧମକ ଦେଉଛି, ପ୍ରଥମେ ସେନା ମୁଖ୍ୟ ଅସୀମ ମୁନିର ଆମେରିକୀୟ ମାଟିରୁ ଯୁଦ୍ଧ ପ୍ରସଙ୍ଗ ଉଠାଇଥିଲେ, ତା’ପରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ମଧ୍ୟ ସମାନ ମୂର୍ଖତା କରିଥିଲେ। ଏହି ସମୟରେ, ଏକ ରିପୋର୍ଟ ଆସିଛି ଯାହା…
ଗାଜା ଦଖଲ
ଦେଖାଯାଇଛି ୨୦୦୬ ପରେ ପାଲେଷ୍ଟାଇନ୍ର ଉଗ୍ରବାଦୀ ସଙ୍ଗଠନ ହମାସ ଓ ଇସ୍ରାଏଲ ଅନେକ ଥର ମୁହଁାମୁହିଁ ହୋଇଛନ୍ତି। ହେଲେ ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ହମାସର ଅତର୍କିତ ଆକ୍ରମଣ ବଡ଼ ଧରଣର ହୋଇଥିଲା। ଏଥିରେ ୧,୧୯୫ ଇସ୍ରାଏଲ ନାଗରିକଙ୍କୁ ହମାସ…
ଭାରତର ରୁଷିଆ ତୈଳ କ୍ରୟ ଉପରେ ଆମେରିକାର ଟାରିଫ ମସ୍କୋ ପାଇଁ ବଡ଼ ଝଟକା, ଟ୍ରମ୍ପ କହିଲେ
ନୂଆଦିଲ୍ଲୀ,୧୨ା୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦାବି କରିଛନ୍ତି ଯେ ଭାରତର ରୁଷିଆଠାରୁ ତୈଳ କ୍ରୟ ଉପରେ ଆମେରିକା ଦ୍ୱାରା ଲଗାଯାଇଥିବା ଟାରିଫ ମସ୍କୋର ଅର୍ଥନୀତି ପାଇଁ ଏକ “ବଡ଼ ଆଘାତ” ହୋଇଛି। ଆଲାସ୍କାରେ ଆଗାମୀ ସପ୍ତାହରେ ରୁଷ ରାଷ୍ଟ୍ରପତି…
ଟ୍ରମ୍ପଙ୍କୁ ଲାଗିଲା ଜୋରଦାର ଝଟକା, ରାସ୍ତା ବଦଳାଇଲା ଏହି ପଡୋଶୀ ଦେଶ, ଆମେରିକା ପାଇଁ ବଢିଲା ସମସ୍ୟା
ଓ୍ବାଶିଂଟନ୍,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କ ନିଜ ଘନିଷ୍ଠ ଦେଶ ଜୋରଦାର୍ ଝଟକା ଦେଇଛି। ଫ୍ରାନ୍ସ, ବ୍ରିଟେନ ଏବଂ କାନାଡା ପରେ ଏବେ ଅଷ୍ଟ୍ରେଲିଆ ମଧ୍ୟ ଜାତିସଂଘ ସାଧାରଣ ସଭାରେ ପାଲେଷ୍ଟାଇନକୁ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ…
କ୍ଷତିପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା କଂଗ୍ରେସ: ମୃତ ନାବାଳିକାଙ୍କ ପରିବାରକୁ ୨୦ଲକ୍ଷ ଦିଅ
ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଫିରିଙ୍ଗିମାଳ ଗ୍ରାମରେ ସୋମବାର ନାବାଳିକାଙ୍କ ଆତ୍ମାହୁତି ଘଟଣାକୁ ନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି। ମୃତ ନାବାଳିକାଙ୍କ ପରିବାର ଲୋକଙ୍କୁ 20ଲକ୍ଷ ଟଙ୍କା କ୍ଷତିପୂରଣ, ଦାଦନ ଖଟିବାକୁ ଯାଇଥିବା ମୃତ…
ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି: ୱାଶିଂଟନ ଡିସି ନିଜ କଣ୍ଟ୍ରୋଲକୁ ନେଲେ, ନ୍ୟାସନାଲ ଗାର୍ଡ ମୁତୟନ
ନୂଆଦିଲ୍ଲୀ,୧୧ା୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଘୋଷଣା କରିଛନ୍ତି ଯେ, ୱାଶିଂଟନ ଡିସିର ପୋଲିସକୁ ଫେଡେରାଲ ନିୟନ୍ତ୍ରଣରେ ନିଆଯିବ ଏବଂ ଅପରାଧ ବୃଦ୍ଧି ରୋକିବା ପାଇଁ ନ୍ୟାସନାଲ ଗାର୍ଡ ମୁତୟନ କରାଯିବ। ଏହା ସତ୍ତ୍ୱେ ସହରର ପୋଲିସ ତଥ୍ୟ ଅନୁଯାୟୀ,…
କିଲର ‘ଥାର୍’ ଧକ୍କାରେ ମା’-ଝିଅଙ୍କ ମୃତ୍ୟୁ: ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧ା୮: ଖୋର୍ଦ୍ଧା ଜିଲାର ଜଙ୍କିଆ ଅଞ୍ଚଳରେ ଏକ ଦୁଃଖଦ ଦୁର୍ଘଟଣାରେ ଜାଗୃତି ରାଉଳ (ପିତା- ମାନସ କୁମାର ରାଉଳ) ଏବଂ ରେବତୀ ରାଉଳ (ସ୍ୱାମୀ- ମାନସ କୁମାର ରାଉଳ)ଙ୍କ ପ୍ରାଣହାନୀ ଘଟିଛି। ଏହି ଘଟଣା ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ପୁଟିନଙ୍କ ସହ ସାକ୍ଷାତ କରିବା ପୂର୍ବରୁ ମୋଦିଙ୍କ ସହ କ’ଣ କଥା ହେଲେ ଜେଲେନ୍ସକି, ଏକ୍ସରେ ଦେଲେ ସୂଚନା
ନୂଆଦିଲ୍ଲୀ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ପୂର୍ବରୁ ସୋମବାର ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଏକ ଲମ୍ବା ଆଲୋଚନା ହୋଇଥିଲା।…
ହୃଦୟବିଦାରକ ଘଟଣା: ଟ୍ରକ୍ ଧକ୍କାରେ ଚାଲିଗଲା ସ୍ତ୍ରୀ ଜୀବନ, କେହି ଟିକିଏ ସାହାଯ୍ୟ କଲେନି, ଶେଷରେ…
ନୂଆଦିଲ୍ଲୀ,୧୧।୮: ନାଗପୁରରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ମୃତଦେହକୁ ବାଇକରେ ବାନ୍ଧି ନେଇଥିବା ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ଦ୍ରୁତଗାମୀ ଟ୍ରକ ତାଙ୍କ ପତ୍ନୀଙ୍କୁ ଚାପି ଦେଇଥିବା ପରେ ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ,…

