Home Middle

୩ ଘଣ୍ଟା ଧରି ଚାଲିଲା ଟ୍ରମ୍ପ-ପୁଟିନ ଆଲୋଚନା: ଜାଣନ୍ତୁ କ’ଣ ଘଟିଲା

ଓ୍ବାଶିଂଟନ,୧୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲାସ୍କାରେ ଏକ ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀ କରିଥିଲେ। ଦୁଇ ନେତା ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରୟାସ ବିଷୟରେ ଆଲୋଚନା କରିଥିଲେ, କିନ୍ତୁ କୌଣସି ଚୂଡ଼ାନ୍ତ…

ପାକିସ୍ତାନରେ ହେଲିକପ୍ଟର କ୍ରାଶ୍‌, ବଢୁଛି ମୃତ୍ୟୁସଂଖ୍ୟା

ଇସଲାମବାଦ,୧୫।୮: ଉତ୍ତର ପାକିସ୍ତାନରେ ବର୍ଷା ପ୍ରଭାବିତ ଉଦ୍ଧାର କାର୍ଯ୍ୟ କରୁଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ୫ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ପଖତୁନଖୱା ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ଉଦ୍ଧୃତ କରି ଏଏଫ୍ପି ଏହି ସୂଚନା ଦେଇଛି। ପଖତୁନଖୱା…

ପୁଟିନ୍‌ଙ୍କ ସହ ସାକ୍ଷାତକାର ପୂର୍ବରୁ ଟ୍ରମ୍ପ କଲେ ବଡ଼ ଘୋଷଣା, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୫।୮: ଆମେରିକା ଏବଂ ରୁଷ ମଧ୍ୟରେ ଆଲାସ୍କା ଶିଖର ସମ୍ମିଳନୀ ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏୟାର ଫୋର୍ସ ୱାନରେ କହିଥିଲେ ଯେ ଏହି ବୈଠକରୁ ନିଶ୍ଚିତ ଭାବରେ କିଛି ଫଳାଫଳ ବାହାରିବ। ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ମୁଁ…

ଚାଲିଥିଲା ପତକା ଉତ୍ତୋଳନ: ଏପଟେ ଗୋଟିଏ ଛାତ୍ର ଆର ଛାତ୍ରକୁ ଭୁସୁଥିଲା ଛୁରି….

ଭବାନୀପାଟଣା,୧୫।୮(ଉତ୍ତମ କୁମାର ଦାଶ): ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଶୁକ୍ରବାର ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପ୍ୟାରେଡ଼ ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୨ ଘରୋଇ ସ୍କୁଲର ଛାତ୍ରଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ରହିଥିବାରୁ ଜଣେଛାତ୍ର ଅନ୍ୟ…

ଟ୍ରମ୍ପଙ୍କ ଟାରିଫ ଟେନଶନ ଭିତରେ ଚାଇନା କଲା ବଡ଼ ଘୋଷଣା, ଭାରତ ସହ ଜୋରଦାର ହେବ…

ନୂଆଦିଲ୍ଲୀ, ୧୫।୮: ଚାଇନା ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର କହିଛି ଯେ ଭାରତ ଓ ଚୀନ ଦୁଇଟି ପ୍ରମୁଖ ବିକାଶଶୀଳ ଦେଶ ଏବଂ ଗ୍ଲୋବାଲ ସାଉଥ୍ର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ଉଭୟ ଦେଶ ପରସ୍ପରର ସଫଳତାରେ ସହଯୋଗୀ ହେବା। ଏହି ମନ୍ତବ୍ୟ ଆମେରିକାର ରାଷ୍ଟ୍ରପତି…

ପାଲଟା ଧମକ ଦେଲେ ଶେହବାଜ, ଭାରତ ସହ….

ଇସଲାମବାଦ,୧୫।୮: ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତିରେ ପାକିସ୍ତାନ ଅସନ୍ତୁଷ୍ଟ ଅଛି। ପାକ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର, ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଭାଷଣରେ ସ୍ପଷ୍ଟ…

ଲାଲକିଲ୍ଲାରୁ ମୋଦି କହିଦେଲେ ଏମିତି କଥା, ଥରିଲାଣି ପାକିସ୍ତାନ!

ନୂଆଦିଲ୍ଲୀ,୧୫।୮: ୭୯ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଭାଷଣରେ ଭାରତରେ ସ୍ବଦେଶୀ ଲଢ଼ୁଆ ବିମାନ ଇଞ୍ଜିନ ବିକଶିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମର୍ନିଭରଶୀଳତା ଦିଗରେ ଏକ ବଡ଼ ପଦକ୍ଷେପ…

ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ନୂଆ ଖୁଲାସା: ପରିସ୍ଥିତି ଏତେ ଉତ୍ତେଜନାପୂର୍ଣ୍ଣ…

ଓ୍ବାଶିଂଟନ୍‌,୧୫।୮:ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଶେଷ ହେବାର ତିନି ମାସ ବିତିଗଲାଣି, କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହାକୁ ନେଇ ନୂଆ ନୂଆ ଦାବି କରୁଛନ୍ତି। ସେ ଏବେ ଦାବି କରିଛନ୍ତି, ଏହି ଯୁଦ୍ଧ ପରମାଣୁ ଯୁଦ୍ଧରେ ପରିଣତ…

ଧୋନୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସେହ୍ବାଗ: କ୍ରିକେଟ ଜଗତରେ ହଲଚଲ

ନୂଆଦିଲ୍ଲୀ,୧୫।୮:ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୦୭-୦୮ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ୩ଟି ମ୍ୟାଚ ପରେ ଏମଏସ ଧୋନୀ ମୋତେ ଦଳରୁ ବାହାର କରିଥିଲେ। ଏହା ପରେ, ମୁଁ କିଛି ଦିନ ପାଇଁ…

ଆଗେଇ ଆସ, ମୁଁ ଅଛି;ଭାରତ କରିବ ସମୁଦ୍ର ମନ୍ଥନ: କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୧୫।୮: ଭାରତ ଏବେ ସମୁଦ୍ର ମନ୍ଥନ କରିବ। ଏହା ଦେଶକୁ ଶକ୍ତି କ୍ଷେତ୍ରରେ ଏକ ବଡ଼ ଲାଭ ଦେବ। ଲାଲକିଲ୍ଲାରୁ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି, ଦେଶକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ‘ସମୁଦ୍ର ମନ୍ଥନ’…

ପ୍ଲେଟ ଧରିଛନ୍ତି ମୁଖ୍ୟମନ୍ତ୍ରୀ, ପିଲାଙ୍କୁ ମିଠା ବାଣ୍ଟୁଛନ୍ତି ତାଙ୍କ ସ୍ତ୍ରୀ: ସ୍ୱାଧୀନତା ଦିବସରେ ଦେଖିବାକୁ ମିଳିଲା…

ଭୁବନେଶ୍ୱର,୧୫।୮: ୭୯ତମ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ବୋଧନ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ…

ଲାଲକିଲ୍ଲାରୁ ଟ୍ରମ୍ପଙ୍କ ଟାରିଫ୍‌କୁ ନେଇ ମୁହଁତୋଡ଼ ଜବାବ ଦେଲେ ମୋଦି

ନୂଆଦିଲ୍ଲୀ,୧୫।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଟାରିଫ୍‌ ଏବଂ ବାଣିଜ୍ୟ ଚୁକ୍ତିନାମା ଉପରେ ବର୍ଦ୍ଧିତ ଚାପ ସମ୍ପର୍କରେ ଦିଆଯାଉଥିବା ଧମକ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୯ତମ ସ୍ବାଧୀନତା ଦିବସ ଅବସରରେ ଦେଶକୁ ସମ୍ବୋଧିତ କରି ଭାରତର ମତ ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?