Home Middle

ଭାଜପା ଭାଙ୍ଗିଲା ନିଜ ୨୦୧୪ ରେକର୍ଡ: ଦ୍ୱିତୀୟ ଇନିଂସ୍‌ ପାଇଁ ମୋଦି ସଜବାଜ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଭୋଟ ଗଣତିରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏହା ଦ୍ୱାରା ଭାଜପା ନିଜର ୨୦୧୪ ଲୋକ ସଭା ନିର୍ବାଚନ ରେକର୍ଡକୁ ଭାଙ୍ଗିଛି। ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ୍‌ ପାଇଁ…

ଘଷିପୁରାରେ ବଦ୍ରି ପାତ୍ର ଆଗୁଆ

ଆନନ୍ଦପୁର/ ହାଟଡିହୀ(ସ୍ବ.ପ୍ର/ଡି.ଏନ.ଏ),୨୩। ୫: କେନ୍ଦୁଝର ଜିଲାର ବହୁ ଚର୍ଚ୍ଚିତ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ସରିଛି। ବିଜେଡିର ବଦ୍ରି ନାରାୟଣ ପାତ୍ର ୧୫୨୪ , ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୧୨୪୧ ଏବଂ ଭାଜପାର ପୃଥ୍ବୀରାଜ…

କିଙ୍ଗ୍‌ମେକରଙ୍କ ଗୁରୁତ୍ୱ କମିଲା: ଅନ୍ୟ ଦଳ ୯୮ରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଚଳିତ ଲୋକ ସଭା ନିର୍ବାଚନରେ କିଙ୍ଗ୍‌ମେକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ତେବେ ଭୋଟ ଗଣତିରେ ଭାଜପା ୩ଶହ ୪୦ରେ ଆଗୁଆ ଥିବା ବେଳେ କଂଗ୍ରେସ ଶହେ ୪ଟି ଲୋକ ସଭା ଆସନରେ ଆଗୁଆ…

ଓଡ଼ିଶା ବିଧାନସଭା ଟ୍ରେଣ୍ଡ୍‌: ବିଜେଡି ୭୫, ଭାଜପା ୨୩, କଂଗ୍ରେସ ୯ଟି ଆସନରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶା ବିଧାନସଭା ୧୪୬ଟି ବିଧାନସଭା ଆସନ ମଧ୍ୟରୁ ୧୦୮ଟି ଫଳାଫଳ ସାମ୍ନାକୁ ଆସୁଛି। ଏହି ସବୁ ଆସନରେ ଏବେବି ଗଣତି ଚାଲିଥିବା ବେଳେ ୭୫ଟି ଆସନରେ ବିଜେଡି ଆଗରେ ରହିଥିବାବେଳେ ଭାଜପା ୨୩ଟି, କଂଗ୍ରେସ ୯ଟି ଏବଂ ଅନ୍ୟାନ୍ୟ…

ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ମୂଳପୋଛ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଦିଲ୍ଲୀର ୭ ଆସନ ମଧ୍ୟରୁ ଭାଜପା ୫ଟିରେ ଆଗୁଆ ରହିଥିବାବେଳେ କଂଗ୍ରେସ ୨ଟିରେ ଆଗୁଆ ରହିଛି। ତେବେ ଏଠାରେ ଆମ୍‌ ଆଦମୀ ପାର୍ଟି କୌଣସି ଆସନରେ ମଧ୍ୟ ଆଗୁଆ ନ ଥିବା ଭୋଟ ଗଣତିରୁ ଜଣାପଡ଼ିଛି।…

ଓଡ଼ିଶା ଲୋକ ସଭା ଟ୍ରେଣ୍ଡ୍‌: ବିଜେଡି ୯, ଭାଜପା ୬ରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଗୁରୁବାର ସାରା ଦେଶରେ ଭୋଟ ଗଣତି ଚାଲିଥିବାବେଳେ ଭାଜପା ଆଗୁ ରହିଛି। ଓଡ଼ିଶାର ୨୧ଟି ଲୋକ ସଭା ଆସନରୁ ୧୫ଟିର ଫଳାଫଳ ଆସୁଛି। ଏଥିରେ ୯ଟି ଆସନରେ ବିଜେଡି ଆଗୁଆ ରହିଥିବା ବେଳେ ଭାଜପା ୬ଟିରେ ଆଗରେ ରହିଛି।…

ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ପାଇଁ ତୁରନ୍ତ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୩।୫: ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ଲାଗି ପ୍ରଥମେ ରାଷ୍ଟ୍ରପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିବ ବୋଲି ସୂଚନା ମିଳିଛି। ଏନ୍‌ଡିଏକୁ ଯଦି ବହୁମତ ନ ମିଳିଲା ତେବେ କଂଗ୍ରେସ ତୁରନ୍ତ ଏହି ପଦକ୍ଷେପ ନେବ। ସୂଚନାଯୋଗ୍ୟ, କଂଗ୍ରେସର ପରାମର୍ଶଦାତା…

ଭାଜପା ପାର୍‌ କଲା ୩ଶହ ମାଇଲ୍‌ ଖୁଣ୍ଟ: ୩୨୯ ଆସନରେ ଆଗୁଆ

ନୂଆଦିଲ୍ଲୀ,୨୩।୫: ଭାଜପା ୩ଶହ ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଛି। ସକାଳ ସାଢ଼େ ୧୦ଟା ସୁଦ୍ଧା ୫୪୨ ଲୋକ ସଭା ଆସନ ମଧ୍ୟରୁ ଗଣତି ହୋଇଥିବା ୫୩୭ ଆସନ ମଧ୍ୟରୁ ଭାଜପା ୩ଶହ ୨୯ରେ ଆଗୁଆ ରହିଛି। କଂଗ୍ରେସ ଶହେ ୬ ଏବଂ…

ଗାନ୍ଧୀନଗରରେ ଅମିତ ଶାହ ଆଗୁଆ

ନୂଆଦିଲ୍ଲୀ,୨୩।୫: ଗାନ୍ଧୀନଗର ଲୋକ ସଭା ଆସନରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଗୁଆ ରହିଛନ୍ତି। ସକାଳ ୯ଟା ୪୫ ସୁଦ୍ଧା ଅମିତ ୬୫ ହଜାର ଭୋଟରେ ଆଗୁଆଥିବା କୁହାଯାଉଛି। ସୂଚନାଯୋଗ୍ୟ, ଲାଲକୃଷ୍ଣ ଆଡଓ୍ବାଣୀଙ୍କ ଏହି ଲୋକ ସଭା ଆସନରୁ ଅମିତ…

ରାୟବରେଲୀରେ ସୋନିଆ ପଛରେ

ନୂଆଦିଲ୍ଲୀ,୨୩।୫: ରାୟବରେଲୀ ଲୋକ ସଭା ଆସନରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପଛରେ ଚାଲିଛନ୍ତି। ସେହିପର ଅମେଠିରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଛୁଆ ଥିବା ପ୍ରଥମ ରାଉଣ୍ଡ ଭୋଟ ଗଣତିରୁ ଜଣାପଡ଼ିଛି।

୫୨୭ ଲୋକ ସଭା ଆସନ ଭୋଟ ଗଣତି: ୨୮୬ରେ ଭାଜପା ଏବଂ ୧୨୫ରେ କଂଗ୍ରେସ ଆଗୁଆ

ନୂଆଦିଲ୍ଲୀ, ୨୩।୫: ଲୋକ ସଭା ନିର୍ବାଚନ ପାଇଁ ସକାଳ ସାଢ଼େ ୯ଟା ସୁଦ୍ଧା ୫୨୫ ଆସନର ଗଣତି ଜାରି ରହିଛି। ସେଥିମଧ୍ୟରୁ ୨୮୬ ଆସନରେ ଭାଜପା ଏବଂ ୧୨୫ ଆସନରେ କଂଗ୍ରେସ ୍ରାଗୁଆ ରହିଛି। ସେହିପରି ଅନ୍ୟ ଦଳ ୧୧୬ଟି ଲୋକ…

ଅମେଠିରେ ରାହୁଲ ପଛରେ; ବାରାଣସୀରେ ମୋଦି ଆଗୁଆ

ନୂଆଦିଲ୍ଲୀ, ୨୩।୫: ଅମେଠି ଲୋକ ସଭା ଆସନରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଛରେ ଥିବାବେଳେ ବାରାଣସୀ ଲୋକ ସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ ରହିଛନ୍ତି। ସେହିପରି ବାୟୋନଡ଼ା ଲୋକ ସଭା ଆସନରେ ରାହୁଲ ଆଗରେ ରହିଛନ୍ତି।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?