Home Middle

ପଞ୍ଚମରେ ନବୀନ

ଭୁବନେଶ୍ୱର,୨୪-୫(ବ୍ୟୁରୋ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦ୍ୱୀ। ଜଣେ ଅପରାଜେୟ ନେତା ଭାବେ ସେ ନିଜକୁ ପୁଣି ଥରେ ପ୍ରମାଣିତ କରିଛନ୍ତି। ପଞ୍ଚମ ଥର କ୍ଷମତାକୁ ଫେରି ରେକର୍ଡ ସୃଷ୍ଟି କରିଛନ୍ତି। ଦୀର୍ଘ ୧୯ ବର୍ଷ ଶାସନରେ ରହିବା ପରେ…

ନିରଙ୍କୁଶ ନରେନ୍ଦ୍ର:ଇନ୍ଦିରାଙ୍କ ପରେ ପୂର୍ଣ୍ଣ ବହୁମତ ପାଇ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ମୋଦି

ନୂଆଦିଲ୍ଲୀ,୨୪-୫:କଳ୍ପନାଜଳ୍ପନାର ଅନ୍ତ ଘଟିଛି। ୨୦୧୯ ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ସତ ହୋଇଛି। କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ପୁଣିଥରେ କ୍ଷମତାସୀନ ହେବାକୁ ଯାଉଛି। ଭାଜପା…

ହାରିଗଲେ ରାହୁଲ ଗାନ୍ଧୀ: ସ୍କୃତିଙ୍କୁ ଜଣାଇଲେ ଶୁଭେଚ୍ଛା

ଆମେଠି, ୨୩।୫: ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପରାସ୍ତ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ସ୍ମୃତି ଇରାନୀଙ୍କଠାରୁ ପଛରେ ପଡିଯାଇଛନ୍ତି। ସ୍ମୃତି ଇରାନୀ ୧ ଲକ୍ଷ ୪ ହଜାର ୪୯୮ ଖଣ୍ଡ…

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଇସଲମାବାଦ, ୨୩।୫: ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସେ ନିଜ ଟୁଇଟର୍‌ ଲେଖିଛନ୍ତି, ଭାଜପାର ଏହି ବିଶାଳ ବିଜୟ ପାଇଁ ଶୁଭେଚ୍ଛା ଜଣାଉଛିି। ଦକ୍ଷିଣ ଏସିଆରେ…

ହାରିଗଲେ ଶତୃଘ୍ନ ସିହ୍ନା

ପାଟନା, ୨୩।୫: ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିବା ଶତୃଘ୍ନ ସିହ୍ନା ଚଳିତ ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ରବିଶଙ୍କର ପ୍ରସାଦଙ୍କଠାରୁ ହାରିଯାଇଛନ୍ତି। ରବିଶଙ୍କରଙ୍କୁ ୩,୫୪,୨୫୬ଖଣ୍ଡ ଭୋଟ ମିଳିଥିବାବେଳେ ଶତୃଘ୍ନଙ୍କୁ ମାତ୍ର…

ଓ୍ବାୟନଡ଼ାରୁ ରାହୁଲ ଏବଂ ବାରାଣସୀରୁ ମୋଦି ବିଜୟୀ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଆସନରୁ ବିଜୟୀ ହୋଇଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ୍ବାୟନଡ଼ା ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ତେବେ ଅମେଠି ଆସନରେ ରାହୁଲ ପଛୁଆ ରହିଛନ୍ତି।

ବୈଜୟନ୍ତଙ୍କଠାରୁ ୪୮,୧୩୮ ଭୋଟ ଆଗରେ ଅନୁଭବ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ଲୋକ ସଭା ଆସନରେ କ୍ରମାଗତ ଭାବେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ଆଗରେ ରହିଛନ୍ତି। ଏବେ ସୁଦ୍ଧା ଅନୁଭବ ଭାଜପ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କଠାରୁ ୪୮,୧୩୮ ଖଣ୍ଡ ଭୋଟରେ ଆଗରେ ଅଛନ୍ତି।

ଆଡଓ୍ବାଣୀଙ୍କ ରେକର୍ଡ ଭାଙ୍ଗିଲେ ଶାହ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁଜରାଟ ଗାନ୍ଧୀନଗର ଆସନରୁ ବିପୁଳ ଭୋଟରେ ବିଜୟ ହୋଇଛନ୍ତି। ଶାହ ୫ ଲକ୍ଷ ୫୪ ହଜାର ୫ ଶହ ୬୮ ଭୋଟରେ ବିଜୟୀ ହୋଇ ଲାଲ୍‌କୃଷ୍ଣ ଆଡଓ୍ବାଣୀଙ୍କ ବିଜୟ…

ମୋଦିଙ୍କ ପାଇଁ ପୁଣି ଥରେ ଶୁଭ ସାବ୍ୟସ୍ତ ହେଲା ୮ ଅଙ୍କ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନର ଫଳାଫଳକୁ ଦେଖିଲେ ଏବେ ଜ୍ୟୋତିଷ ଅଙ୍କଙ୍କ ଗଣନା ପୁଣି ଥରେ ସତ ସାବ୍ୟସ୍ତ ହୋଇଥିବା କୁହାଯାଉଛି। କାରଣ ଏଥର ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ୮ ଅଙ୍କ ଶୁଭ ସାବ୍ୟସ୍ତ ହୋଇଛି। କାରଣ ନିର୍ବାଚନ…

ସାଇକେଲ -ହାତୀ ଗଲେ ପଛରେ ପଡ଼ି; ପଦ୍ମ ଆସିଲା ଉଡ଼ି ଉଡି

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ଉତ୍ତରପ୍ରଦେଶରେ ଭଲ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କୂଟନୀତି ଏଠାରେ ସଫଳ ହୋଇଛି। ଫଳରେ ଭାଜପା ୫୫ ଆସନରେ ଅଗୁଆ ରହିଛି। ତେବେ ଦୀର୍ଘ…

ବିପୁଳ ବିଜୟ ପଥରେ ବିଜେଡି : ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ବର୍ତ୍ତମାନ ଟ୍ରେଣ୍ଡ୍‌ ଅନୁଯାୟୀ, ଭାଜପା ଓ କଂଗ୍ରେସକୁ ବହୁ ପଛରେ ପକାଇ ବିଜେଡି ଆଗରେ ରହିଛି। ଟ୍ରେଣ୍ଡରୁ ଯାହା ଜଣାପଡୁଛି, ୫ମ ଥର…

ଦିଦିଙ୍କ ଗଡ଼ରେ ସର୍ଜିକାଲ ଷ୍ଟାଇକ୍‌

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ପଶ୍ଚିମବଙ୍ଗରେ ଭଲ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୀତି ଏଠାରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ପଶ୍ଚିମବଙ୍ଗର ୪୨ ଲୋକ ସଭା ଆସନ ମଧ୍ୟରୁ ଭାଜପା ୧୭ରେ ଆଗୁଆ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?