Home Middle

ମୋଦି ପୁଣିଥରେ ଚୌକିଦାର

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏନଡିଏ ମେଣ୍ଟକୁ ମିଳିଥିବା ବହୁମତ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଚୌକିଦାର ହେବାର ପଥ ପରିଷ୍କାର ହୋଇଛି। ପ୍ରତିପକ୍ଷ କଂଗ୍ରେସ ଏବଂ ଅନ୍ୟ ଦଳ…

ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ଦିଦି: କହିଲେ ସବୁ ହାରିବା ବ୍ୟକ୍ତି ବିଫଳ ନୁହେଁ

କୋଲକାତା,୨୩।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ଦେଖିଲେ ଭାଜପା ପୁଣି ଥରେ ବାଜିମାତ୍‌ କରିଥିବା ସ୍ପଷ୍ଟ ହେଉଛି। ହେଲେ ପୂର୍ବରୁ ପଶ୍ଚିମବଙ୍ଗରେ ନିଜର ଦବ୍‌ଦବା ଜାହିର କରିଥିବା ଦିଦିଙ୍କୁ ଏଥର ଲାଗିଛି ବଡ ଝଟ୍‌କା। କାରଣ ଏଥର ପଶ୍ଚିମବଙ୍ଗରେ ଏନ୍‌ଡିଏ ବହୁ…

ଭାଜପାର ବିପୁଳ ବିଜୟ: ସବ୍‌ କା ସାଥ୍‌; ସବ୍‌ କା ବିକାଶ; ସବ୍‌ କା ବିଶ୍ୱାସ କହିଲେ ମୋଦି

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପୁଣିଥରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ମ୍ୟାଜିକ୍‌ କାମ କରିଛି। ଭାଜପାର ବିପୁଳ ବିଜୟରେ ମୋଦି କହିଛନ୍ତି ଏହା ସବ୍‌ କା ସାଥ୍‌; ସବ୍‌ କା ବିକାଶ; ସବ୍‌ କା ବିଶ୍ୱାସ ଯୋଗୁ ସମ୍ଭବ ହୋଇପାରିଛି। ସୂଚନାଯୋଗ୍ୟ,…

ବରଗଡ଼ ଲୋକ ସଭା: ସୁରେଶ-ପ୍ରସନ୍ନଙ୍କ ମଧ୍ୟରେ କଡ଼ା ଟକ୍କର

ବରଗଡ଼ ଅଫିସ,୨୩।୫: ବରଗଡ଼ ଲୋକ ସଭା ଆସନରେ ଭାଜପାର ସୁରେଶ ପୂଜାରୀ ଓ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ୧୫ଶ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସୁରେଶ ୨୬୦୫୮ ଭୋଟ ପାଇଥିବାବେଳେ ୨୫୭୨୪ ଭୋଟ ପାଇଛନ୍ତି।

ମୋଦି-ଶାହ ଯୋଡ଼ି ପୁଣି ସଫଳ: ବାଉନ୍ସରରେ ପ୍ରତିପକ୍ଷ ବୋଲ୍ଡ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପୁଣିଥରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଡି ସଫଳ ହୋଇଛି। ମୋଦି ଏବଂ ଶାହଙ୍କ କୂଟନୀତି ବାଉନ୍ସର ବଲ ଆଗରେ ପ୍ରତିପକ୍ଷ ବୋଲ୍ଡ ହୋଇଯାଇଛନ୍ତି। କଂଗ୍ରେସ ବହୁ ପଛରେ…

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ବହୁମତ ଆଡକୁ ଆଗେଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସବୁଆଡୁ ଆସୁଛି ଶୁଭେଚ୍ଛାର ବାର୍ତ୍ତା। ଏହି ଅବସରରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ଓ୍ବିକ୍ରେମାସିଂଘେ ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ଓ୍ବିକ୍ରେମାସିଂଘେ…

ମେ ୨୬ରେ ମୋଦି ନିର୍ବାଚିତ ହେବେ ଭାଜପା ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଭୋଟ ଗଣତିରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏହା ଦ୍ୱାରା ଭାଜପା ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ ସରକାର ଗଠନ କରିବା ନିଶ୍ଚିତ ହୋଇଛି। ଆସନ୍ତା ମେ ୨୬ରେ ଭାଜପା ସଂସଦୀୟ ବୋର୍ଡ…

ଉତ୍ତରପ୍ରଦେଶରେ ଗାନ୍ଧୀ ପରିବାରର ୪ ସଦସ୍ୟ: ୩ ଆଗୁଆ ଜଣେ ପଛୁଆ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଗାନ୍ଧୀ ପରିବାରର ୪ ସଦସ୍ୟ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ଅମେଠି ଲୋକ ସଭା ଆସନରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଲଢୁଥିବାବେଳେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାୟବରେଲୀରୁ ଲଢୁଛନ୍ତି।…

ପଶ୍ଚିମବଙ୍ଗରେ ଦିଦିଙ୍କୁ ଝଟକା

କୋଲକାତା,୨୩।୫: ପଶ୍ଚିମ ବଙ୍ଗରେ ଭାଜପା ପାଖାପାଖି ୧୭ ଆସନରେ ଆଗୁଆ ଥିବା ବେଳେ ତ୍ରୁଣମୂଳ କଂଗ୍ରେସକୁ ଲାଗିଛି ଝଟ୍‌କା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ସେଠାରେ ହିଂସା ପରିସ୍ଥିତି ସୃଷ୍ଟିକରି ଭୋଟ ହାତେଇବା ଲକ୍ଷ୍ୟରେ ଥିବା ଭାଜପା ଅଭିଯୋଗ ଆଣିଥିଲା। ଏବେ…

ମୋଦି ସୁନାମୀରେ ଭାସିଗଲା ବିପକ୍ଷ ଦୁର୍ଗ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ରେକର୍ଡ ସଂଖ୍ୟକ ଆସନରେ ବିଜୟ ଲାଭ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ ସଂଖ୍ୟକ ଆସନରେ ବିଜୟ ହେବା ସୁନାମୀରେ ବିପକ୍ଷଙ୍କ ଦୁର୍ଗ ଭାସି ଯାଇଥିବା କୁହାଯାଉଛି। ଭାଜପା ୩ଶହ ଆସନରେ…

ଓଡ଼ିଶାରେ ବିଜେଡି ଆଗରେ: ବିଧାନ ସଭାରେ ୯୪, ଲୋକ ସଭାରେ ୧୪ଟି ଆସନରେ ଆଗୁଆ

ଭୁବନେଶ୍ୱର, ୨୩।୫(ବ୍ୟୁରୋ): ଓଡ଼ିଶାର ୧୪୬ଟି ବିଧାନ ସଭା ଏବଂ ୨୧ଟି ଲୋକ ସଭା ଆସନ ପାଇଁ ଚାଲିଛି ଭୋଟ ଗଣତି। ପ୍ରାଥମିକ ଟ୍ରେଣ୍ଟ ଅନୁଯାୟୀ ଉଭୟ ବିଧାନସଭା ଏବଂ ଲୋକ ସଭାରେ ବିଜେଡି ବିରୋଧୀ ଭାଜପା ଏବଂ କଂଗ୍ରେସଠାରୁ ଢେର୍‌ ଆଗୁଆ…

ମୋଦିଙ୍କ ହାତରେ ପୁଣି ଶାସନ ଡୋର: ସେନସେକ୍ସ୍‌ ଛୁଇଁଲା ୪୦ ହଜାର ଅଙ୍କ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଶାସନ ଡୋର ଧରିବା ନିଶ୍ଚିତ ଥିବା ଭୋଟଗଣତିରୁ ଆକଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସେନସେକ୍ସ୍‌ ୪୦ ହଜାର ଅଙ୍କ ଛୁଇଁଛି। ଏହା ୩୯,୯୦୧.୫୯ ଅଙ୍କରେ ପହଞ୍ଚିଛି। ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?