Home Middle

ଜିଏସ୍‌ଟି ହାର କମିଲା, ୨୨ରୁ ଲାଗୁ

ନୂଆଦିଲ୍ଲୀ,୪ା୯(ପି.ଟି.): ସେପ୍ଟେମ୍ବର ୨୨ରୁ ଦେଶରେ ସାମଗ୍ରୀ ଓ ସେବାଗୁଡ଼ିକ ଉପରେ ଦୁଇଟି ଟିକସ ସ୍ଲାବ୍‌ ଲଗାଯିବ। ନୂଆଦିଲ୍ଲୀରେ ଚାଲିଥିବା ୫୬ତମ ଜିଏସ୍‌ଟି କାଉନ୍‌ସିଲ ବୈଠକରେ ବୁଧବାର ରାତିରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ତଦନୁସାରେ ପୂର୍ବ ବ୍ୟବସ୍ଥାକୁ ଉଚ୍ଛେଦ…

ଏସବୁ ଜିନିଷ ହେଲା ଶସ୍ତା, ଏହି ଉତ୍ପାଦ ମହଙ୍ଗା; GST ନୂଆ ସ୍ଲାବ୍‌ ଆପଣଙ୍କ ପକେଟ ଉପରେ ପକାଇବ କି ପ୍ରଭାବ?

ନୂଆଦିଲ୍ଲୀ,୩।୯: ବସ୍ତୁ ଓ ସେବା କର (ଜିଏସ୍‌ଟି)ର ଚାରୋଟି ସ୍ଲାବ ହ୍ରାସ ପାଇ ଏବେ ଦୁଇଟି ସ୍ଲାବ ୫ ପ୍ରତିଶତ ଓ ୧୮ ପ୍ରତିଶତରେ ସୀମିତ ହୋଇଛି। ବୁଧବାର ରାତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ, ୨୨ ସେପ୍ଟେମ୍ବରଠାରୁ…

ଟିଭି, ଏସି, ୩୫୦ ସିସିରୁ କମ୍‌ ବାଇକ୍‌ ଉପରେ ଲାଗିବ ଏତିକି ପ୍ରତିଶତ ଜିଏସ୍‌ଟି, କିଣିବାକୁ ଯୋଜନା କରୁଥିଲେ ଜାଣନ୍ତୁ

ନୂଆଦିଲ୍ଲୀ,୩।୯: ଜିଏସ୍‌ଟି କାଉନ୍ସିଲ୍‌ ବୁଧବାର ଘୋଷଣା କରିଛି ଯେ ୨୨ ସେପ୍ଟେମ୍ବର ୨୦୨୫ରୁ କେବଳ ଦୁଇଟି ଟିକସ ହାର—୫% ଓ ୧୮%—ଲାଗୁ ହେବ। ପାନ ମସଲା, ସିଗାରେଟ, ଚିନିଯୁକ୍ତ ଏରେଟେଡ୍‌ ଜଳ ଓ କାର୍ବୋନେଟେଡ୍‌ ପାନୀୟ ପାଇଁ ଏକ ବିଶେଷ ୪୦%…

ପନିର, ଚକୋଲେଟ, ନମକିନ ଠାରୁ ଆରମ୍ଭ କରି କାର ଏବଂ ବାଇକ ପର୍ଯ୍ୟନ୍ତ… ନୂଆ GST ଲାଗୁ ହେବା ପରେ ଏହି ସବୁ ଜିନିଷ ହେବ ଶସ୍ତା!

ନୂଆଦିଲ୍ଲୀ,୩।୯: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ୨୦୧୭ ପରେ ଜିଏସ୍‌ଟିର ସବୁଠାରୁ ବଡ଼ ସଂସ୍କାର ‘ଜିଏସ୍‌ଟି ୨.୦’ ଘୋଷଣା କରିଛନ୍ତି। ଏହି ସରଳୀକୃତ ଦୁଇହାର ଗଠନ (୫% ଓ ୧୮%) ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଓ ଅଟୋମୋବାଇଲ୍‌ର ଦାମ୍‌ ହ୍ରାସ…

୩୩ ଜୀବନ ରକ୍ଷାକାରୀ ଔଷଧ ଉପରେ ଶୂନ୍ୟ GST, ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩।୯: ଜିଏସ୍‌ଟି କାଉନ୍ସିଲ୍‌ ବୈଠକ ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି। ଜିଏସ୍‌ଟି ସରଳୀକରଣ ଉପରେ ଜୋର ଦେଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟରେ ପରବର୍ତ୍ତୀ ପୀଢ଼ିର…

GST ହାର କମାଇଲେ ସରକାର: ସମଗ୍ର ଦେଶରେ ଲାଗୁ ହେବ ୫% ଓ ୧୮% ସ୍ଲାବ

ନୂଆଦିଲ୍ଲୀ,୩।୯: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ୫୬ତମ ଜିଏସ୍‌ଟି କାଉନ୍ସିଲ୍‌ ବୈଠକରେ ଜିଏସ୍‌ଟି ହାର ସରଳୀକରଣକୁ ମଞ୍ଜୁର କରାଯାଇଛି। ୧୨% ଓ ୨୮% ସ୍ଲାବ୍‌କୁ ରଦ୍ଦ କରି କେବଳ ୫% ଓ ୧୮% ଦୁଇହାର ଟିକସ ଗଠନ…

ଅମର ହେବାକୁ ଯୋଜନା କରୁଛନ୍ତି ପୁଟିନ୍‌-ଜିନପିଙ୍ଗ, ହଟ୍ ମାଇକ୍‌ରେ ଧରାପଡ଼ିଲା ଆଲୋଚନା

ବେଜିଂ,୩।୯: ବୁଧବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଉତ୍ତର କୋରିଆର କିମ୍‌ ଜୋଙ୍ଗ୍‌-ଉନ୍‌ ସହ ବେଜିଂରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ୮୦ତମ ବାର୍ଷିକୀ ଅବସରରେ ସାମରିକ ପରେଡ୍‌ ଦେଖିବାକୁ ଯାଉଥିବା ବେଳେ ଏକ ହଟ୍ ମାଇକ୍‌ରେ…

ପୁରୀ ଶ୍ରୀମନ୍ଦିରରେ ଗୁରୁବାର ୫ ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୩।୯: ଆସନ୍ତାକାଲି ଭାଦ୍ରବ ଶୁକ୍ଳ ଦ୍ୱାଦଶ ତିଥିରେ ବାମନ ଜନ୍ମ ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ସର୍ବସାଧାରଣ ପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ବନ୍ଦ ରହିବ। ସେପଟେ ଶ୍ରୀମନ୍ଦିରରେ ଶୀଘ୍ର ଭକ୍ତମାନଙ୍କ ପାଇଁ ‘ଧାଡ଼ି’ (କ୍ୟୁ)…

ଭାରତରେ ସୁନା ମୂଲ୍ୟ ୨୦୨୬ ସୁଦ୍ଧା ୧୨୫,୦୦୦ ଟଙ୍କା ଛୁଇଁବ: ରିପୋର୍ଟ

ନୂଆଦିଲ୍ଲୀ,୩।୯: ଭାରତରେ ସୁନା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଛି ଏବଂ ୨୦୨୫ ଶେଷ ସୁଦ୍ଧା ପ୍ରତି ଦଶ ଗ୍ରାମ ପାଇଁ ୯୯,୫୦୦ ରୁ ୧୧୦,୦୦୦ ଟଙ୍କା ଏବଂ ୨୦୨୬ ପ୍ରଥମ ଅର୍ଦ୍ଧଭାଗରେ ୧୧୦,୦୦୦ ରୁ ୧୨୫,୦୦୦ ଟଙ୍କା ମଧ୍ୟରେ ରହିବ ବୋଲି…

ଦଳ ଛାଡ଼ିଲେ କବିତା: ବାପା KCRଙ୍କୁ କଲେ ଏମିତି ଅନୁରୋଧ

ହାଇଦ୍ରାବାଦ୍‌,୩।୯: ତେଲଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (BRS) ନେତା କେ. କବିତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। କବିତାଙ୍କୁ ନିଲମ୍ବିତ କରିବାର ନିଷ୍ପତ୍ତି ତାଙ୍କ ପିତା କେ. ଚନ୍ଦ୍ରଶେଖର ରାଓ (KCR) ନେଇଛନ୍ତି। ଦଳରୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ କବିତା…

ଦେଲେ ଖୋଲା ସଂକେତ, ବିଜେଡି ଛାଡି କଂଗ୍ରେସରେ ଯୋଗଦେବେ ବଡ଼ ନେତା!

ଭୁବନେଶ୍ୱର,୩।୯: ବିଜେଡିର ବରିଷ୍ଠ ନେତା ତଥା ନର୍ଲା ବିଧାୟକ ଭୂପିନ୍ଦର ସିଂ ଦଳ ଛାଡ଼ିବା ନେଇ ଏକ ବଡ଼ ସଂକେତ ଦେଇଛନ୍ତି! ସେ କହିଛନ୍ତି ଯେ ତାଙ୍କ ପାଇଁ ଲୋକମାନେ ହିଁ ସବୁଠୁ ବଡ଼ ଦଳ ଏବଂ ତାଙ୍କର ଭବିଷ୍ୟତ ନିଷ୍ପତ୍ତି…

କୌଣସି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ନୁହେଁ, ଏହି କାରଣରୁ ୭୫୦ ସ୍କୁଲ ବନ୍ଦ, କାରଣ ଜାଣିଲେ…

ଏଥେନ୍ସ,୩ା୯: ଦେବତାଙ୍କ ଭୂମି କୁହାଯାଉଥିବା ଗ୍ରୀସ୍‌ରେ ୭୫୦ରୁ ଅଧିକ ସ୍କୁଲ ବନ୍ଦ କରାଯାଇଛି। କୌଣସି ବିପର୍ଯ୍ୟୟ କିମ୍ବା ବନ୍ୟା କି ବାତ୍ୟା ସତର୍କତା ଯୋଗୁ ଏହି ନିଷ୍ପତ୍ତି ନିଆଯାଇନାହିଁ ବରଂ ଏହାର କାରଣ ହେଉଛି ଗ୍ରୀସ୍‌ରେ ଜନ୍ମହାର ଗମ୍ଭୀର ସଙ୍କଟ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?