ମୁଁ ଜଣେ ସିଂହୀ, ମୋତେ ଆଘାତ ଦେଲେ…ଭାଜପାକୁ ଏମିତି ଚ୍ୟାଲେଞ୍ଜ ଦେଲେ ଦିଦି
କୋଲକାତା,୭।୮: ୨୦୨୬ ମସିହାରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିପାଇଁ ଯୋଜନା ତିଆରି କରିବା ଆରମ୍ଭ କରିଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କୌଣସି ନାମ ନ ନେଇ ଭାଜପାକୁ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି,…
ପୁଣି ୧୦୦% ଟାରିଫ୍ ଲଗାଇବେ ଟ୍ରମ୍ପ! କହିଦେଲେ ସାଂଘାତିକ କଥା…
ଓ୍ବାଶିଂଟନ,୭।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କମ୍ପ୍ୟୁଟର ଚିପ ଓ ସେମିକଣ୍ଡକ୍ଟର ଉପରେ ୧୦୦% ଟାରିଫ (ଶୁଳ୍କ) ଲଗାଇବାକୁ ଘୋଷଣା କରିଛନ୍ତି। ଯଦି କମ୍ପାନୀମାନେ ଆମେରିକାରେ ଉତ୍ପାଦନ ନ କରନ୍ତି ତେବେ ଏହି ଟାରିଫ ଲାଗୁ ହେବ। ଟ୍ରମ୍ପ କହିଛନ୍ତି, ଆମେ…
୧୦ ବର୍ଷୀୟା ନାବାଳିକାକୁ ଗଣବଳାତ୍କାର: ଭିଣୋଇ ସମେତ ତିନି ଅଭିଯୁକ୍ତ ଗିରଫ
ଉଦଳା, ୭।୮(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲାର ଖୁଣ୍ଟା ଥାନା ଅଞ୍ଚଳରେ ଜଣେ ୧୦ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ତିନି ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନାବାଳିକାଙ୍କ ଭିଣୋଇ, ଜଣେ ନାବାଳକ ଏବଂ ଅନ୍ୟ ଜଣେ…
ଡୋଭାଲ ମସ୍କୋରେ, ଚାଇନା ଯିବେ ମୋଦି…ଟ୍ରମ୍ପଙ୍କ ବିରୋଧରେ ସାଂଘାତିକ ପ୍ଲାନ!
ନୂଆଦିଲ୍ଲୀ,୭।୮: ଭାରତକୁ ଶୁଳ୍କ ନେଇ ବାରମ୍ବାର ଧମକ ଦେଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସମସ୍ୟାରେ ପଡ଼ିଥିବା ପରି ମନେ ହେଉଛି। ଭାରତ ସହିତ ସମ୍ପର୍କ ନଷ୍ଟ କରିବା ପାଇଁ ସେ କେବଳ ନିଜ ଘରେ ସମାଲୋଚନାର ଶିକାର ନୁହଁନ୍ତି,…


