ହାଇଦ୍ରାବାଦ ଗଣବଳାତ୍କାର ମାମଲା: ପୋଲିସ ଏନକାଉଣ୍ଟରରେ ୪ ଅଭିଯୁକ୍ତ ମୃତ
ହାଇଦ୍ରାବାଦ,୬।୧୨: ହାଇଦ୍ରାବାଦ ମହିଳା ଡାକ୍ତର ଗଣବଳାତ୍କାର ଓ ହତ୍ୟା ଘଟଣାରେ ନୂଆ ମୋଡ ଆସିଛି। ୪ ମୁଖ୍ୟ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ଘଟଣାର ଅଧିକ ତଦନ୍ତ ନିମନ୍ତେ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ରାତିରେ ଘଟଣାସ୍ଥଳକୁ ନିଆଯାଇଥିଲା। ହେଲେ ସେଠାରୁ…
ସୀମା ଟପିଲାଣି ବର୍ବରତା
ନୂଆଦିଲ୍ଲୀ,୬।୧୨:ଦେଶରେ ଯୌନ ପିପାସୁଙ୍କ ବର୍ବରତା ସୀମା ଟପିଲାଣି। ହାଇଦ୍ରାବାଦର ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ତାଙ୍କ ମୃତଦେହକୁ ଜାଳିଦେବା ଘଟଣାକୁ ନେଇ ବିକ୍ଷୋଭ ଥମି ନ ଥିବାବେଳେ ଦିନକୁ ଦିନ ମହିଳା ବିରୋଧୀ ଅପରାଧ ଅଧ୍ୟାୟରେ ଯୋଡ଼ିହୋଇଯାଉଛି…
ନୂଆବର୍ଷରୁ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା
ପୁରୀ ଅଫିସ, ୫ା୧୨: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଲାଗି ସମସ୍ତ ପ୍ରକାର ସୁବିଧା କରାଯିବ। ସେମାନେ ଯେପରି କୌଣସି ତିକ୍ତ ଅନୁଭୂତି ନ ସାଉଣ୍ଟିବେ ସେଥିପ୍ରତି ଗୁରୁତ୍ୱ ଦେଉଛନ୍ତି ସରକାର। ଅନ୍ୟପଟେ ସୁପ୍ରିମ୍କୋର୍ଟ ମଧ୍ୟ ଏ ନେଇ ରାଜ୍ୟ ସରକାର ଓ…
କର୍ନାଟକ ଉପନିର୍ବାଚନ: ମତଦାନ ହାର ୬୦ ପ୍ରତିଶତ; ଇଭିଏମ୍ରେ ୧୬୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍
ବେଙ୍ଗାଲୁରୁ,୫।୧୨: କର୍ନାଟକରେ ୧୫ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଗୁରୁବାର ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ଏଠାରେ ମତଦାନ ହାର ୬୦ ପ୍ରତିଶତ ରହିଛି। ମୋଟ ୩୭ ଲକ୍ଷ ୭୮ ହଜାର ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।…
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ ବର୍ଷରୁ କମିବନି
ନୂଆଦିଲ୍ଲୀ,୫।୧୨: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ ବର୍ଷରୁ କମିବନି। ଏନେଇ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ ବୋଲି କାର୍ମିକ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକ ସଭାରେ ଗୁରୁବାର ସୂଚନା ଦେଇଛନ୍ତି। ପୂର୍ବରୁ କୁହାଯାଉଥିଲା ଯେ,…
ସଂସଦ କ୍ୟାଣ୍ଟିନ୍ରେ ଏବେ ମିଳିବନି ଖାଦ୍ୟରେ ରିହାତି: ବର୍ଷକୁ ସଞ୍ଚୟ ହେବ ୧୭ କୋଟି !
ନୂଆଦିଲ୍ଲୀ,୫।୧୨: ଏଣିକି ସଂସଦ କ୍ୟାଣ୍ଟିନ୍ରେ ଆଉ ଖାଦ୍ୟରେ ରିହାତି ମିଳିବନି। ଏଠାରେ ଖାଦ୍ୟ ଉପରେ ଦିଆଯାଉଥିବା ରିହାତିକୁ ବନ୍ଦ କରି ଦିଆଯିବ। ଲୋକସଭା ବାଚସ୍ପତି ଓମ୍ ବିରଳାଙ୍କ ଏହି ପ୍ରସ୍ତାବ ଉପରେ ବିଜ୍ନେସ୍ ଆଡ଼ଭାଇଜରୀ କମିଟି ଆଲୋଚନା କରିଥିଲେ। ଏହି ପ୍ରସ୍ତାବକୁ…
ମୋଦି ସରକାରଙ୍କୁ ପୁଣି ଝଟକା ଦେଲା ରିଜର୍ଭ ବ୍ୟାଙ୍କ: ଜିଡ଼ିପି ଅଭିବୃଦ୍ଧି ଆକଳନ ୬.୧ରୁ ୫ ପ୍ରତିଶତକୁ କମିଲା
ନୂଆଦିଲ୍ଲୀ,୫।୧୨: ଦେଶରେ ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଥିବାବେଳେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣି ଏକ ଝଟ୍କା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଡ଼ିପି ଅଭିବୃଦ୍ଧି ହାର ନେଇ ପୂର୍ବରୁ କରିଥିବା ଆକଳନକୁ…
ଜାମିନ୍ ମିଳିବାର ଦିନକ ପରେ ମୋଦି ସରକାରଙ୍କୁ ଘେରିଲେ ଚିଦାମ୍ବରମ୍: ଦେଶର ଜିଡ଼ିପି ୪.୫ ନୁହେଁ ୧.୫ ପ୍ରତିଶତ
ନୂଆଦିଲ୍ଲୀ,୫।୧୨: ଆଇଏନ୍ଏକ୍ସ୍ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କୁ ଜାମିନ୍ ମିଳିବାର ଗୋଟିଏ ଦିନ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ନେଇ ସେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଜିଡ଼ିପି ନେଇ ସରକାର…
୧୯୮୪ ଶିଖ୍ଦଙ୍ଗାକୁ ରୋକାଯାଇ ପାରିଥାନ୍ତା: ମନମୋହନ
ନୂଆଦିଲ୍ଲୀ, ୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୪ରେ ହୋଇଥିବା ଶିଖ୍ ଦଙ୍ଗାକୁ ରୋକାଯାଇ ପାରିଥାନ୍ତା। ଏନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଛନ୍ତି। କଂଗ୍ରେସ ସଦସ୍ୟ ଇନ୍ଦ୍ରକୁମାର ଗୁଜରାଲ ତତ୍କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ନରସିଂହ ରାଓଙ୍କୁ ଶୀଘ୍ର…
‘କିଷାନ’ ସହ ମିଶ୍ରଣ ପରେ ବି ‘କାଳିଆ’ ଯୋଜନା ଚାଲୁ ରହିବ: କୃଷି ମନ୍ତ୍ରୀ
ଭୁବନେଶ୍ୱର,୫।୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହ ‘କାଳିଆ’ର ମିଶ୍ରଣ ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ସେ କହିଛନ୍ତି, କାଳିଆ ଲାଭ ଲୋକଙ୍କ ପାଖକୁ ଯିବ। କାଳିଆ-କିଷାନର ମିଶ୍ରଣ ହେବ। କାଳିଆ ଯୋଜନା ଚାଲୁ ରହିବ। ଏପରିକି…
ରେକର୍ଡ ଭାଙ୍ଗିଲା ପିଆଜ ଦର: ଛତ୍ରବଜାରରେ ୧୪୦ ଛୁଇଁଲା
କଟକ ଅଫିସ୍,୫।୧୨: ପିଆଜ ଦର ବୃଦ୍ଧି ରୋକିବାକୁ ସରକାର ଯେତେ ପଦକ୍ଷେପ ନେଉଥିଲେ ମଧ୍ୟ ତାହା କମିବାର ନାଁ ନେଉନି। ଦେଶର ଅଧିକାଂଶ ସ୍ଥାନରେ ପିଆଜ ଦର କିଲୋ ପିଛା ୧୫୦ ଟଙ୍କାରେ ପହଞ୍ଚିଛି। ଗଲା କିଛି ଦିନ ଧରି ପିଆଜର…
କର୍ନାଟକର ୧୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ
ବେଙ୍ଗାଲୁରୁ,୫।୧୨: କର୍ନାଟକର ୧୫ ବିଧାନସଭା ଆସନ ପାଇଁ ଗୁରୁବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହାର ଫଳାଫଳ ୯ ତାରିଖରେ ପ୍ରକାଶ ପାଇବ। କଂଗ୍ରେସ ଓ ଜେଡି(ଏସ୍) ମେଣ୍ଟର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଗତ ଜୁଲାଇରେ ବିଧାନସଭାରୁ…

