ଗୋଟିଏ ଦିନରେ ୧୧୯୭ କରୋନା ଟେଷ୍ଟ: ସବୁ ରିପୋର୍ଟ ନେଗେଟିଭ୍
ଭୁବନେଶ୍ୱର,୧୬।୪(ବ୍ୟୁରୋ): ସାରା ଦେଶରେ କରୋନା ଭାଇରସ୍ କାୟା ମେଲାଇ ଚାଲିଛି। ରାଜ୍ୟରେ ମଧ୍ୟ ଏହାର ପ୍ରକୋପ ଜାରି ରହିଛି। ଇତିମଧ୍ୟରେ ବୁଧବାର ଏକ ଖୁସି ଖବର ସାମ୍ନାକୁ ଆସିଛି। ଯାହା ରାଜ୍ୟବାସୀଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ସୂଚନା ମୁତାବକ ବୁଧବାର…
ଆରୋଗ୍ୟ ସେତୁ ଆପ୍ରେ ପ୍ରିଭେସି ବିପନ୍ନ ଆଶଙ୍କା
ନୂଆଦିଲ୍ଲୀ,୧୬ା୪: କୋଭିଡ୍-୧୯ ଲଢ଼େଇ ଦିଗରେ ଆରୋଗ୍ୟ ସେତୁ ଆପ୍ ଏକ ପ୍ରମୁଖ ଅସ୍ତ୍ର ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି। ମାତ୍ର ଏହି ଆପ୍ଲିକେଶନରେ ବ୍ୟକ୍ତିଗତ ପ୍ରିଭେସି ବିପନ୍ନ ହେବା ନେଇ ବିଶେଷଜ୍ଞମାନେ ଆଶଙ୍କା…
ବିମାନ ଚଳାଚଳ କ୍ଷେତ୍ରର ୨୦ ଲକ୍ଷ ଚାକିରି ବିପଦରେ
ନୂଆଦିଲ୍ଲୀ,୧୬ା୪: ଭାରତର ବିମାନ ଚଳାଚଳ କ୍ଷେତ୍ର ଏବଂ ସ୍ବାଧୀନ କ୍ଷେତ୍ରଗୁଡିକରେ ୨୦ ଲକ୍ଷ ଚାକିରି ଏବେ ବିପଦରେ ରହିଛି। କରୋନା ଯୋଗୁ ବଜାର କ୍ଷତିଗ୍ରସ୍ତ ହେବାରୁ ଏଭଳି ବିପଦ ଆସିଛି ବୋଲି ଇଣ୍ଟରନ୍ୟାଶନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏଶନ( ଆଇଏଟିଏ) ପକ୍ଷରୁ ସୂଚନା…
ଦ୍ୱିତୀୟ ପ୍ୟାକେଜ ନେଇ ନିଷ୍ପତ୍ତି ଶୀଘ୍ର
ନୂଆଦିଲ୍ଲୀ,୧୬ା୪: ଦେଶର ଅର୍ଥ ବ୍ୟବସ୍ଥା ଉପରେ କୋଭିଡ-୧୯ର ଗଭୀର ପ୍ରଭାବ ରହିଛି। ପ୍ରଭାବକୁ କମ୍ କରିବା ଲାଗି ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କ ଲାଗି ଏହି ପ୍ୟାକେଜ ଆସିଥିବା…
ବିଶ୍ୱରେ ୨୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଭାରତ ୧୯ତମ ସଂକ୍ରମିତ ଦେଶ, ଓଡ଼ିଶାରେ ପରୀକ୍ଷଣର ୧.୦୮% ଆକ୍ରାନ୍ତ
ଭୁବନେଶ୍ୱର, ୧୫।୪(ବ୍ୟୁରୋ): ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏପ୍ରିଲ ୧୫ ସୁଦ୍ଧା ୨୧୦ଟି ଦେଶ ସହ ୨ଟି ଜାହାଜରେ କରୋନା ସଂକ୍ରମଣ ହୋଇଛି। ସେହିଭଳି ବିଶ୍ୱସ୍ତରରେ ଏଥିରେ ମୃତକଙ୍କ ସଂଖ୍ୟା ମଙ୍ଗଳବାର ୧୯ ଲକ୍ଷ ହଜାର ୩୦ହଜାର…
୨୩ ସଂକ୍ରମିତ ପାଲଟିଲେ ସୁପର ସ୍ପ୍ରେଡ଼ର: ୫୫୮ ଲୋକଙ୍କ ପାଖରେ ପହଞ୍ଚିଲା କରୋନା ମହାମାରୀ ସଂକ୍ରମଣ !
ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ୭ ରାଜ୍ୟର ୧୫ ଜିଲାରେ ୨୩ ଜଣ ସଂକ୍ରମିତ ସୁପର ସ୍ପ୍ରେଡ଼ର ପାଲଟିଥିବା କୁହାଯାଉଛି। ସେମାନଙ୍କ ଦ୍ୱାରା ୫୫୮ ଜଣଙ୍କ ପାଖରେ ମହାମାରୀ ସଂକ୍ରମଣ ପହଞ୍ଚିଛି। ବିଦେଶରୁ…
ଦେଶର ୩୮୮ ଜିଲାରେ କରୋନା ସଂକ୍ରମଣ: ୪ ସହରରେ ୨୫୮୪ ଜଣ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ,୧୫।୪: ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଦେଶର ୩୮୮ ଜିଲାରେ କରୋନା ସଂକ୍ରମଣ ହୋଇଛି। ସେହିପରି ମୁମ୍ବାଇ, ଜୟପୁର, ଇନ୍ଦୋର ଏବଂ ଅହମଦାବାଦ୍ ଆଦି ୪ ସହରରେ…
ଲକ୍ଡାଉନ୍-୨: ସରକାର ଜାରି କଲେ ନୂଆ ଗାଇଡ୍ ଲାଇନ୍
ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ଡ଼ାଉନ୍-୨(ଏପ୍ରିଲ୍-୧୫ରୁ ମେ ୩) ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି ହୋଇଛି। ନୂଆ…
ଆମେରିକାରୁ ଆସିଲା ଖୁସି ଖବର: କରୋନା ସଂକ୍ରମଣରେ ଫୁସ୍ଫୁସ୍କୁ ସୁରକ୍ଷିତ ରଖିବ ‘ଇଆଇଡିଡି-୨୮୦୧’ ଟ୍ୟାବଲେଟ୍ !
ନ୍ୟୁୟର୍କ,୧୫।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ପୃଥିବୀର ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ଔଷଧ ପ୍ରସ୍ତୁତିରେ ଲାଗି ରହିଛନ୍ତି। ଦିନରାତି ଏନେଇ ଉଦ୍ୟମ ଅବ୍ୟାହତ ରହିଛି। ତେବେ ଆମେରିକାରୁ ଖୁସି ଖବର ମିଳିଛି। ଆମେରିକା ନ୍ୟୁୟର୍କରେ ବୈଜ୍ଞାନିକମାନେ ‘ଇଆଇଡିଡି-୨୮୦୧’ ଟ୍ୟାବଲେଟ୍ ପ୍ରସ୍ତୁତ କରିଛନ୍ତି।…
୧୧ କୋଟି ୭୦ ଲକ୍ଷ ଶିଶୁଙ୍କୁ ମିଳିମିଳା ହେବା ଆଶଙ୍କା: ଜାତିସଂଘ
ଜେନେଭା,୧୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ଜାତିସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦିଆଯାଇଛି। ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି ଯେ, ପୃଥିବୀର…
ମହାରାଷ୍ଟ୍ରରେ ସଙ୍କଟ, ମେଘାଳୟରେ ଆରମ୍ଭ
ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଲାଣି। ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏଠାରେ ଏବେ ମୃତ୍ୟୁସଂଖ୍ୟା ୧୬୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨,୫୦୦…
ଗଣମାଧ୍ୟମକୁ ଜରୁରୀ ସେବା ଘୋଷଣା କର: ସରକାରମାନଙ୍କୁ ୟୁନେସ୍କୋର ପରାମର୍ଶ
ଜାତିସଂଘ,୧୫ । ୪: ମହାମାରୀ କରୋନା ବିଶ୍ୱର ୨୦୯ ରାଷ୍ଟ୍ରକୁ ଗ୍ରାସ କରିଛି। ଏହାର ମୁକାବିଲା ପାଇଁ ଅଧିକାଂଶ ଦେଶରେ ଲକ୍ଡାଉନ୍ ଓ ଶଟଡାଉନ୍ ଘୋଷଣା କରାଯାଇଥିବାବେଳେ ସୃଷ୍ଟି ହୋଇଛି ଅଚଳାବସ୍ଥା। ଏପରି ସମୟରେ ଖବରକାଗଜ ସଂସ୍ଥାଗୁଡ଼ିକ ସର୍ବାଧିକ ପ୍ରଭାବିତ ହୋଇଛନ୍ତି।…
Archives


