ଭୁବନେଶ୍ୱରରେ ଆଜି ୧୮୭ କରୋନା ପଜିଟିଭ୍
ଭୁବନେଶ୍ୱର,୧୨।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ବୁଧବାର ଆଉ ୧୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮୭ ଜଣଙ୍କ ମଧ୍ୟରୁ ୧୦୪ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୮୩ ଲୋକାଲ କଣ୍ଟାକ୍ଟ କେସ ରହିଛି। ଜୟଦେବ ବିହାରର ଏକ ହୋଟେଲର ୧୮ କର୍ମଚାରୀ ପଜିଟିଭ…
ରାଜ୍ୟ କ୍ୟାବିନେଟରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ୱର,୧୨।୮(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏ ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ସୂଚନା ଦେଇ କହିଛନ୍ତି, ବୈଠକରେ ମୋଟ୍…
ସୁଦୀପ ସୁଦର୍ଶନ ଯୁକ୍ତ ୨ ବିଜ୍ଞାନ ଟପ୍ପର, କେତେ ନମ୍ବର ରଖିଛନ୍ତି ଜାଣନ୍ତୁ
ଭୁବନେଶ୍ୱର,୧୨ା୮(ବ୍ୟୁରୋ) : ବୁଧବାର ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ଜୁପିଟର ସାଇନ୍ସ ସ୍କୁଲର ଛାତ୍ର ସୁଦୀପ ସୁଦର୍ଶନ ରଣା ଟପ୍ପର ହୋଇଛନ୍ତି। ସୁଦୀପ ମୋଟ୍ ୬ ଶହ ମାର୍କରୁ ୫୭୪ ନମ୍ବର ରଖିଛନ୍ତି। ସେହିପରି ସରସ୍ବତୀ…
ମାନ ଅଭିମାନ ଶେଷ: ରାଜସ୍ଥାନରୁ ଉଭେଇଲା ରାଜନୈତିକ ଝଡ଼
ଜୟପୁର, ୧୨।୮: ଗତ କିିଛି ଦିନ ଧରି କଂଗ୍ରେସ ଶାସିତ ରାଜସ୍ଥାନ ସରକାରଙ୍କ ଘର କଳିର ଅନ୍ତ ଘଟିଛି। ସଚିନ ପାଇଲଟ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମାନ ଅଭିମାନ ଶେଷରେ ଦଳର ସ୍ବାର୍ଥ ଆଗରେ ହାର…
ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ: ପାସ୍ ହାର ୭୦.୨୧%
ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୭୦.୨୧% ଛାତ୍ରୀଛାତ୍ର ପାସ୍ କରିଥିବା ନେଇ ବୁଧବାର ଅପରାହ୍ନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…
ରାଜ୍ୟରେ ୩ ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା, ନେଲା ଆଉ ୯ ମୁଣ୍ଡ
ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୯ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ…
CORONAVIRUS UPDATE: ରାଜ୍ୟରେ ୫୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା; ୩୦ ଜିଲାରୁ ୧୮୭୬ ପଜିଟିଭ ଚିହ୍ନଟ
ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ବୁଧବାର ୩୦ ଜିଲାରୁ ୧୮୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଛି। ଏହି ସଂଖ୍ୟା ୫୦, ୬୭୨ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ…
ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ଜଣେ ଯବାନ ଶହୀଦ
ଶ୍ରୀନଗର, ୧୨।୮: ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ କମରାଜିପୋରାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିଥିଲା। ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ…
ମୂଳ ଭାରତୀୟ କମଳା ହେରିସ ଆମେରିକା ଉପରାଷ୍ଟ୍ରପତି ପ୍ରାର୍ଥୀ
ୱାଶିଂଟନ, ୧୨।୮: ଆମେରିକା ରାଷ୍ଟ୍ରପତି ର୍ନିବାଚନରେ ଡେମୋକ୍ରେଟିକ ପାର୍ଟି ପକ୍ଷରୁ ମୂଳ ଭାରତୀୟ କମଳା ହେରିସ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜୋ ବାଇଡେନ ଏନେଇ ଟୁଇଟ କରି ଘୋଷଣା କରିଛନ୍ତି। କମଳା ଜଣେ…
ହାଇ ଆଲର୍ଟରେ ଲାଲ୍କିଲ୍ଲା
ନୂଆଦିଲ୍ଲୀ, ୧୨ା୮: ୭୪ତମ ସ୍ବାଧୀନତା ଦିବସରେ ଲାଲ୍କିଲ୍ଲାରେ ନିଷିଦ୍ଧ ଶିଖ୍ ଫର୍ ଜଷ୍ଟିସ (ଏସ୍ଏଫ୍ଜେ) ଖଲିସ୍ତାନ ପତାକା ଉଡ଼ାଇବା ଲାଗି ଷଡ଼ଯନ୍ତ୍ର କରୁଛି। ଯଦି କେହି ଏଭଳି କାର୍ଯ୍ୟରେ ସଫଳ ହୁଏ, ତେବେ ତାଙ୍କୁ ୧.୨୫ ହଜାର ଡଲାର ପୁରସ୍କାର ପ୍ରଦାନ…
କରୋନାକୁ ୧୦ ରାଜ୍ୟ ହରାଇଲେ ଦେଶ ଜିତିବ
ନୂଆଦିଲ୍ଲୀ, ୧୨ା୮: ଭାରତ ମହାମାରୀ କରୋନାକୁ ଜିତିବା ଲାଗି ପ୍ରୟାସ ଜାରି ରଖିଛି। ଏଥିଲାଗି ପ୍ରତ୍ୟେକ ରାଜ୍ୟର ଗୁରୁଦାୟିତ୍ୱ ରହିଛି। ଦେଶର ୧୦ ରାଜ୍ୟର ସ୍ଥିତି ଜଟିଳ ରହିଛି। ଏହି ରାଜ୍ୟଗୁଡ଼ିକରେ ୮୦%ରୁ ଅଧିକ ଆକ୍ରାନ୍ତ ଅଛନ୍ତି। ଯଦି ଆମେ ଏହି…
ରୁଷିଆ କହୁଛି ଭାକ୍ସିନ ଆଣିଲା
ମସ୍କୋ/ଜେନେଭା,୧୨ା୮ (ଆଇଏଏନ୍ଏସ୍): ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଇଚାଲିଥିବା ଆତଙ୍କ ସୃଷ୍ଟିକାରୀ ମହାମାରୀ କରୋନାର ପ୍ରଥମ ଟିକା ରୁଷିଆ ଉଦ୍ଭାବନ କରିଛି। ମଙ୍ଗଳବାର ସକାଳେ ‘ସ୍ପୁଟନିକ୍ ଭି’ ଭାକ୍ସିନକୁ ମଞ୍ଜୁରୀ ଦିଆଯାଇଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ଏହି…
Archives


