Home Middle

ପ୍ରତିରକ୍ଷା ମନ୍ତ୍ରଣାଳୟର ଐତିହାସିକ ନିଷ୍ପତ୍ତି: ସିଡିଏସ୍‌ଙ୍କୁ ମିଳିଲା ବଡ଼ କ୍ଷମତା; ଭାରତୀୟ ସେନାରେ ଆରମ୍ଭ ହେଲା ନୂଆ ଯୁଗ’

ନୂଆଦିଲ୍ଲୀ,୨୪।୬: ଭାରତୀୟ ସଶସ୍ତ୍ର ବାହିନୀର ଆଧୁନିକୀକରଣ ଓ ସମନ୍ୱୟକୁ ନୂତନ ଦିଗ ଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଚୀଫ୍ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍) ଜେନେରାଲ ଅନିଲ ଚୌହାନ…

୨୦୨୬ରେ ପ୍ରଥମ ଥର ପାଇଁ ପାରିବାରିକ ଆୟ ସର୍ଭେ କରିବେ ଭାରତ ସରକାର

ଗୋପାଳପୁର, ୨୪।୬: ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ୨୦୨୬ରେ ଦେଶବ୍ୟାପୀ ପ୍ରଥମ ପାରିବାରିକ ଆୟ ସର୍ଭେ ଆୟୋଜନ କରିବାକୁ ଯୋଜନା କରିଛି। ଏହି ଐତିହାସିକ ଉଦ୍ୟମ ଦେଶରେ ଆୟ ବଣ୍ଟନ, କଲ୍ୟାଣ ଏବଂ ପ୍ରଯୁକ୍ତିବିଦ୍ୟା ଗ୍ରହଣର ପ୍ରଭାବ…

ଭାଜପାରେ ଯୋଗ ଦେବେ କି ଶଶୀ ଥରୁର ? ଚର୍ଚ୍ଚା ମଧ୍ୟରେ ପ୍ରଥମ ଥର ଖୋଲିଲେ ମୁହଁ

ନୂଆଦିଲ୍ଲୀ,୨୪।୬: କଂଗ୍ରେସ ଏମପି ଶଶୀ ଥରୁର ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ସେ ଏକ ପ୍ରମୁଖ ଇଂରାଜୀ ଦୈନିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଶକ୍ତି, ଗତିଶୀଳତା ଓ ଅନ୍ୟ ଦେଶ ସହ ଯୋଗାଯୋଗ ରକ୍ଷା କରିବାର ଇଚ୍ଛା’ ଉପରେ ଲେଖିଥିବା ମତାମତ…

ଲଘୁଚାପ ବର୍ଷା ପ୍ରଭାବରେ ଦିନ ଦ୍ବିପ୍ରହରରେ କୁହୁଡି, ଯାତାୟାତ ରେ..

ଦାରିଙ୍ଗବାଡି, ୨୪।୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇପଡିଛି। କେଉଁଠି ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଯାତାୟାତ ଠପ୍‌ ହୋଇଯାଇଥିବା ବେଳେ ଏକାଧିକ ଗାଁ ରାସ୍ତା କର୍ଦ୍ଧମାକ୍ତ ଯୋଗୁଯାତାୟତ ସମସ୍ୟା ବଢିଛି ସେହିପରି ମଙ୍ଗଳବାର…

ଭିସା ନିୟମ ବଦଳାଇଲା ଆମେରିକା: ଏବେ ସାର୍ବଜନୀନ କରିବାକୁ ହେବ ସୋସିଆଲ ମିଡିଆ ଆକାଉଣ୍ଟ, ପରିଚୟକୁ…

ନୂଆଦିଲ୍ଲୀ,୨୪।୬: ଆମେରିକା ଭିସା ଯାଞ୍ଚ ପ୍ରକ୍ରିୟାରେ ସୁରକ୍ଷା କଡ଼ାକଡ଼ି କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଏହା ଅଧୀନରେ, ଏବେ F, M, ଏବଂ J କାଟେଗୋରୀର ଅଣ-ପ୍ରବାସୀ ଭିସା ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ସେମାନଙ୍କର ସମସ୍ତ…

ପୁଣି ହେବ କି ଭାରତ-ପାକିସ୍ତାନ ଯୁଦ୍ଧ? ଟ୍ରମ୍ପଙ୍କ ଡିଲ୍‌କୁ ମନା କରିଦେଲେ ମୋଦି!

ନୂଆଦିଲ୍ଲୀ,୨୪।୬: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଚୁକ୍ତି ଆଲୋଚନାରେ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଇଛି। ଆମେରିକା ଭାରତରେ ମକା ଏବଂ ସୋୟାବିନ ଭଳି କୃଷି ଉତ୍ପାଦ ଉପରେ କମ ଶୁଳ୍କ ଦାବି କରୁଛି, କିନ୍ତୁ ଭାରତ ସରକାର ଏଥିପାଇଁ…

ରେଭେନସା ଓଡ଼ିଶାର ଏକମାତ୍ର NAAC A++ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ, ଅଧାରୁ ଅଧିକକୁ ଏବେ ବି ମିଳିନି ମାନ୍ୟତା

କଟକ,୨୪।୬: ଓଡ଼ିଶାର ରେଭେନସା ବିଶ୍ୱବିଦ୍ୟାଳୟ ରାଜ୍ୟର ଏକମାତ୍ର ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ଜାତୀୟ ମୂଲ୍ୟାଙ୍କନ ଓ ମାନ୍ୟତା ପରିଷଦ (NAAC) ରୁ A++ ଗ୍ରେଡ ହାସଲ କରି ଗୌରବ ଅର୍ଜନ କରିଛି। ୨୦୨୩ ନଭେମ୍ବରରେ ଏହି ମାନ୍ୟତା ପାଇବା ପରେ ପ୍ରାୟ…

ରେଳରେ ଯାତ୍ରା କରୁଛନ୍ତି କି? ବଢ଼ିଲା ଭଡ଼ା, ଜୁଲାଇରୁ ଲାଗୁ ପରେ ପକେଟ ଉପରେ ପଡ଼ିବ ଛାଟ

ନୂଆଦିଲ୍ଲୀ,୨୪।୬:  ଭାରତୀୟ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି, ଯାହା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପକେଟ ଉପରେ ପ୍ରଭାବ ପକାଇବ। ତେବେ ଏହି ନିଷ୍ପତ୍ତିରେ କିଛି ଆଶ୍ୱସ୍ତି ମଧ୍ୟ ଦିଆଯାଇଛି। ୨୦୨୫ ଜୁଲାଇ ପହିଲାରୁ ସାରା ଦେଶରେ ରେଳବାଇର ନୂତନ ଭଡ଼ା…

ଧାନକିଣାରେ ଅଚଳାବସ୍ଥା : ଧାନବସ୍ତା ପକାଇ ରାଜପଥ ଅବରୋଧ କଲେ ଚାଷୀ

ଅତାବିରା,୨୪।୬(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୫ଦିନ ପରେ ଦେଢମାସ ପୁରିବ  । ଏ଼ହାସତ୍ତ୍ବେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ବିକ୍ରି ପାଇଁ ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ଅନେକ ଚାଷୀଙ୍କ…

ଯୁଦ୍ଧବିରତି ପରେ ଇସ୍ରାଏଲକୁ ଟ୍ରମ୍ପଙ୍କ ଚେତାବନୀ, ଦେଲେ କଡା ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୪।୬: ମଙ୍ଗଳବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ସେମାନେ “ବୋମା ଫୋପାଡ଼ନ୍ତୁ ନାହିଁ” ଏବଂ ତୁରନ୍ତ ତାଙ୍କ ପାଇଲଟମାନଙ୍କୁ ଘରକୁ ଫେରାଇ ଆଣନ୍ତୁ। ଏହି ଚେତାବନୀ ଏକ ସମୟରେ ଆସିଛି ଯେତେବେଳେ ଇରାନ…

ପାକିସ୍ତାନକୁ ଛାଡିବନି ଇରାନ! ବୁଝିଗଲା ଭିତିରି ପ୍ଲାନ

ଇସଲାମବାଦ,୨୪।୬: ପାକିସ୍ତାନ, ଯିଏ ଏପର୍ଯ୍ୟନ୍ତ ଇରାନର ଆତ୍ମରକ୍ଷା ଅଧିକାର ବିଷୟରେ କହୁଥିଲା ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଏହାର ସ୍ବର ଉଠାଇବାକୁ ଦାବି କରୁଥିଲା, ସେ ୟୁ-ଟର୍ଣ୍ଣ ନେଇଛି। ଏବେ ସେହି ପାକିସ୍ତାନ ଇରାନର ଆକ୍ରମଣକୁ ନିନ୍ଦା କରୁଛି। ପାକିସ୍ତାନ କତାରରେ ଆମେରିକାର…

ଇଲେକ୍‌ଟ୍ରିକ୍‌ ଏୟାରକ୍ରାଫ୍ଟ

ମହାକାଶରେ ପ୍ରଯୁକ୍ତି ଦୌଡ଼ ଶୀର୍ଷରେ ପହଞ୍ଚତ୍ଛି। ଯାତ୍ରୀ ଓ ପଣ୍ୟବାହୀ ବିମାନ, ଜେଟ୍‌, ଯୁଦ୍ଧବିମାନ, କୃତ୍ରିମ ଉପଗ୍ରହ ଓ ରକେଟ୍‌ ପ୍ରେରଣ ଆଦି ସବୁଥିରେ ପ୍ରତିଯୋଗିତା ଚାଲିଛି। ଏସବୁରେ ଜୀବାଶ୍ମ ଓ ରାସାୟନିକ ଇନ୍ଧନ ବ୍ୟବହାର ହେଉଥିବାରୁ ବାୟୁ ପ୍ରଦୂଷଣ ହେଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri