ନ୍ୟୁୟର୍କରେ ଆଖିବୁଜା ଗୁଳିମାଡ଼: ଜଣେ ପୋଲିସ ଅଫିସରଙ୍କ ସମେତ ୫ ମୃତ
ନ୍ୟୁୟର୍କ,୨୯ା୭: ଆମେରିକାର ନ୍ୟୁୟର୍କ ସହରର ମିଡଟାଉନ୍ ମାନହାଟନ୍ରେ ମଙ୍ଗଳବାର ଏକ ଭୟଙ୍କର ଗୁଳିମାଡ଼ ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଫିସର ଏବଂ ସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକ ମଧ୍ୟ ଅଛନ୍ତି। ସୂଚନା ଅନୁଯାୟୀ, ଏହି ନିର୍ମମ…
ଟ୍ରମ୍ପଙ୍କ ଘୋଷଣା: ବିଶ୍ୱବ୍ୟାପୀ ଟାରିଫ ୧୫ରୁ ୨୦ ପ୍ରତିଶତ ହେବ
ନୂଆଦିଲ୍ଲୀ,୨୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଯେଉଁ ଦେଶମାନଙ୍କ ସହ ଆମେରିକାର ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ନାହିଁ, ସେମାନଙ୍କ ପାଇଁ ଏକ ବିଶ୍ୱବ୍ୟାପୀ ଟାରିଫ ୧୫ରୁ ୨୦ ପ୍ରତିଶତ ମଧ୍ୟରେ ନିର୍ଦ୍ଧାରଣ କରାଯିବ। ଟ୍ରମ୍ପ ନିଜର ଟ୍ରୁଥ…
ସରକାର ନେଲେ ବଡ଼ ନିଷ୍ପତ୍ତି: ପିଲାଙ୍କୁ ମିଳିବ…
ଭୁବନେଶ୍ୱର,୨୮ା୭(ସୁଚିସ୍ମିତା ସାହୁ): ଖୁବଶୀଘ୍ର ସ୍କୁଲ ପିଲାଙ୍କୁ ମିଳିବ ମାଗଣା ୟୁନିର୍ଫମ। ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷ (୨୦୨୫-୨୦୨୬) ପାଇଁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକରେ ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ୁ…
ଟାଟା କନସଲଟାନ୍ସି ସର୍ଭିସେସର ୧୨,୦୦୦ରୁ ଅଧିକ କର୍ମଚାରୀ ଛଟେଇ! ଆଇଟି ମନ୍ତ୍ରଣାଳୟର କଡ଼ା ନଜର
ନୂଆଦିଲ୍ଲୀ,୨୮।୭: ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ଦ୍ୱାରା ୧୨,୨୬୧ କର୍ମଚାରୀ, ଅର୍ଥାତ୍ ବିଶ୍ୱବ୍ୟାପୀ କର୍ମଚାରୀଙ୍କ ୨ ପ୍ରତିଶତଙ୍କୁ ଛଟେଇ କରିବା ନିଷ୍ପତ୍ତି ଉପରେ ଭାରତ ସରକାରଙ୍କ ଆଇଟି ମନ୍ତ୍ରଣାଳୟ ନିବିଡ଼ ନଜର ରଖିଛି। ସୂତ୍ର ଅନୁଯାୟୀ, ମନ୍ତ୍ରଣାଳୟ ଏହି ପରିସ୍ଥିତିର କାରଣ…
ଏମ୍ସ ଭୁବନେଶ୍ୱରରେ ଯୌନ ଉତ୍ପୀଡ଼ନ ଅଭିଯୋଗ: ନର୍ସିଂ ଅଫିସରଙ୍କ ବିରୋଧରେ ମହିଳା କର୍ମଚାରୀଙ୍କ ଅଭିଯୋଗ
ନୂଆଦିଲ୍ଲୀ,୨୮।୭: ଓଡ଼ିଶାରେ ମହିଳାଙ୍କ ବିରୋଧରେ ବଢିଚାଲିଥିବା ହିଂସା ଘଟଣା ମଧ୍ୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (ଏମ୍ସ), ଭୁବନେଶ୍ୱରରେ ଜଣେ ମହିଳା କର୍ମଚାରୀ ନର୍ସିଂ ଅଫିସର ନାନୁ ରାମ ଚୌଧୁରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ଖଣ୍ଡଗିରି…
ସ୍ପଷ୍ଟୀକରଣ ଦେଇ ଥକି ଗଲେଣି ଭାରତ ସରକାର, ସେପଟେ ପୁଣି ଦାବି ଦୋହରାଇଲେ ଟ୍ରମ୍ପ
ନୂଆଦିଲ୍ଲୀ,୨୮।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍କଟଲାଣ୍ଡର ଟର୍ନବେରୀ ରିସର୍ଟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମରଙ୍କ ସହ ବୈଠକ ସମୟରେ ଦାବି କରିଛନ୍ତି ଯେ, ସେ ରାଷ୍ଟ୍ରପତି ନ ହୋଇଥିଲେ ବିଶ୍ୱରେ ଭାରତ-ପାକିସ୍ତାନ ସମେତ ୬ଟି ବଡ଼ ଯୁଦ୍ଧ ହୋଇଥାନ୍ତା। ଟ୍ରମ୍ପ…
ମୋଦି-ଟ୍ରମ୍ପ ମଧ୍ୟରେ ୨୨ ଏପ୍ରିଲରୁ ୧୭ ଜୁନ ମଧ୍ୟରେ କୌଣସି ଫୋନ କଲ୍ ହୋଇନାହିଁ: ଜୟଶଙ୍କର
ନୂଆଦିଲ୍ଲୀ,୨୮।୭: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଲୋକସଭାରେ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନ ସହ ସଂଘର୍ଷ ସମୟରେ ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ବାଣିଜ୍ୟ ସମ୍ପର୍କିତ ବିଷୟ ନଥିଲା। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ…
‘ଆଇ ଲଭ୍ ୟୁ’ କହିବା ଯୌନ ନିର୍ଯାତନା ନୁହେ: ହାଇକୋର୍ଟଙ୍କ ବଡ ରାୟ
ନୂଆଦିଲ୍ଲୀ,୨୮।୭: ଛତିଶଗଡ଼ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, ସ୍ପଷ୍ଟ ଯୌନ ଉଦ୍ଦେଶ୍ୟ ପ୍ରମାଣ ନ ହେଲେ କେବଳ “ଆଇ ଲଭ୍ ୟୁ” କହିବା ଯୌନ ନିର୍ଯାତନା ନୁହେ। ଏହି ମାମଲାରେ ଜଣେ ଯୁବକଙ୍କୁ ପୋକ୍ସୋ ଆଇନ ଓ ଏସସି/ଏସଟି…
ମା’ର ଢାଲରେ ସୁରକ୍ଷିତ ପୁଅର ଜୀବନ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ବର୍ତ୍ତିଲା ୮ ମାସର ଶିଶୁ
ଅହମଦାବାଦ,୨୮।୭: ଗତ ଜୁନ ୧୨ ତାରିଖରେ ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭-୮ (ଆଇସି ୧୭୧) ଅହମଦାବାଦର ବିଜେ ମେଡିକାଲ କଲେଜର ଆବାସିକ କ୍ୱାର୍ଟର୍ସରେ ଦୁର୍ଘଟଣାଗ୍ରସ୍ତ ହେବାରେ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରୁ ମା’ ମନୀଷା କଚ୍ଛଡିଆଙ୍କ ସାହସ…
ପ୍ରତିଶୋଧ ନେଲା ସେନା, ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଆତଙ୍କୀ ନିପାତ
ନୂଆଦିଲ୍ଲୀ,୨୮।୭: ଭାରତୀୟ ସେନା ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ଠିକ ତିନି ମାସ ପରେ, ପହଲଗାମରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ସୂଚନା ଅନୁସାରେ, ତିନି ଜଣ ପାକିସ୍ତାନୀ…
ଅପରେଶନ ସିନ୍ଦୂରକୁ ନେଇ ୩ ଶବ୍ଦରେ ବିରୋଧିଙ୍କୁ ଜବାବ ଦେଲେ ରାଜନାଥ
ନୂଆଦିଲ୍ଲୀ,୨୮।୭: ଲୋକ ସଭାରେ ଅପରେଶନ ସିନ୍ଦୂର ଉପରେ ଆଲୋଚନା ଆରମ୍ଭ ହୋଇଛି। ଗୃହରେ ପ୍ରାରମ୍ଭିକ ହଟ୍ଟଗୋଳ ପରେ, ଏବେ ୧୬ ଘଣ୍ଟାର ବିତର୍କ ଆରମ୍ଭ ହୋଇଛି, ଯାହା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆରମ୍ଭ କରିଥିଲେ। ଏହି ସମୟରେ ସେ ଅପରେଶନ…
କାମ୍ବୋଡିଆ-ଥାଇଲାଣ୍ଡ
କିଛି ବର୍ଷ ହେବ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଯୁଦ୍ଧ ଓ ସଂଘର୍ଷ ଲାଗି ରହିଛି। ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଚାଲିଥିବା ବେଳେ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ହମାସ ଓ ପରେ ଇସ୍ରାଏଲ-ଇରାନ ଯୁଦ୍ଧ ନୂଆ ସମୀକରଣ ସୃଷ୍ଟି କରିଛି। ଭାରତ…
Archives


