ଆଜି ମହାପ୍ରଭୁଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ
ପୁରୀ,୨୮ା୭(ଅଜିତ୍ କୁମାର ମହାନ୍ତି):ଶ୍ରାବଣ ଶୁକ୍ଳପକ୍ଷ ଚତୁର୍ଥୀ ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ୍ନ କରିବେ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ। ଶ୍ରୀମନ୍ଦିରରେ ମଧ୍ୟାହ୍ନ…
ଆଜି ୧୫ ଜିଲାରେ ପ୍ରବଳ ବର୍ଷିବ: ଏହି ଦିନଠାରୁ କମିବ
ଭୁବନେଶ୍ୱର,୨୮ା୭(ଅନୁରାଧା ମହାରଣା):ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇଛି। ଏହି ଅବପାତ…
ଇନ୍କମ୍ ସାର୍ଟିଫିକେଟରେ ବାର୍ଷିକ ଆୟ ୩ ଟଙ୍କା: ସୋସିଆଲ ମିଡ଼ିଆରେ ଭାଇରାଲ
ସତ୍ନା,୨୮।୭ (ପି.ଟି.):ମଧ୍ୟପ୍ରଦେଶର ସତ୍ନା ଜିଲାର କୋଠି ତହସିଲ ଅନ୍ତର୍ଗତ ନାଓଗଁା ନିବାସୀ ରାମସ୍ବରୂପ (୪୫) ନାମକ ଜଣେ କୃଷକଙ୍କର ଆୟ ପ୍ରମାଣପତ୍ର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରମାଣପତ୍ରରେ ରାମସ୍ବରୂପଙ୍କ ବାର୍ଷିକ ଆୟ ମାତ୍ର ୩ ଟଙ୍କା…
ଜେଲ ଯିବାବେଳେ ଅମରେଶ ଜେନାଙ୍କ ଚାଞ୍ଚଲ୍ୟକାର ବୟାନ, କହିଲେ ଅର୍ଚ୍ଚନା ନାଗ ମୋତେ…
ଭୁବନେଶ୍ୱର,୨୭।୭: ବଳାତ୍କାର ମାମଲାରେ ଗିରଫ ହେବା ପରେ ଏବେ ଜେଲ ଗଲେ ଅମରେଶ ଜେନା। ଜେଲ ଯିବା ବେଳେ ଅମରେଶ ଜେନା ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋତେ ଅର୍ଚ୍ଚନା ନାଗ ଫସାଇ ଦେଇଛନ୍ତି । ଅର୍ଚ୍ଚନା ନାଗଙ୍କୁ ପଚାରିଲେ…
ଅଗଷ୍ଟ ୧ରୁ ନୂଆ ନିୟମ, ଏହି ସବୁ ଉପରେ ହେବ ବଡ଼ ପରିବର୍ତ୍ତନ, ଲୋକଙ୍କ ପକେଟ୍ ହେବ ଖାଲି!
ନୂଆଦିଲ୍ଲୀ,୨୭।୭: ୧ ଅଗଷ୍ଟ ୨୦୨୫ ରେ କିଛି ବିଶେଷ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଥିରେ କ୍ରେଡିଟ କାର୍ଡ ସହିତ ଜଡିତ ଶୁଳ୍କ, ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ଏବଂ ୟୁପିଆଇ…
ମାଟିତଳେ ୩୫ ଲକ୍ଷ ଟଙ୍କା ପୋତିଥିଲେ ମାଓବାଦୀ
ରାଞ୍ଚି/ବଣାଇଁ ୨୭ା୭(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ସୀମାନ୍ତ ଚାଇଁବସାର ସରଣ୍ଡା ଜଙ୍ଗଲରୁ ମିଳିଲା ପୁଳାପୁଳା ଟଙ୍କା ବିଡ଼ା। ସରଣ୍ଡା ଜଙ୍ଗଲରେ ମାଟି ତଳେ ମାଓବାଦୀମାନେ ଟଙ୍କା ଲୁଚାଇ ରଖିଥିବା ନେଇ ଗୋଇନ୍ଦା ବିଭାଗ ସୂଚନାକୁ ଭିତ୍ତି କରି ଗତକାଲି ସରଣ୍ଡାରେ କମ୍ବିଂ ଅପରେଶନ ସହିତ…
ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତା ମାସରେ ମହିଳାଙ୍କୁ ମିଳିବ…
ଭୁବନେଶ୍ୱର,୨୭ା୭: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଅଗଷ୍ଟ ୯ରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ମିଳିବ। ଏ ବାବଦରେ ୧ ଲକ୍ଷ ୮୮ ହଜାର…
ଭାଜପାର ଟେନଶନ ବଢାଇଲା ବିଜେଡି, ଉପ ରାଷ୍ଟ୍ରପତି ନିର୍ବାଚନରେ…
ଭୁବନେଶ୍ୱର, ୨୭।୭: ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଥିବାବେଳେ ରାଜ୍ୟ ରାଜନୀତି ମଧ୍ୟ ଉଷ୍ମ ରହିଛି। ଚର୍ଚ୍ଚା ହେଉଛି ଆଗାମୀ ରାଷ୍ଟ୍ରପତି ପ୍ରାର୍ଥୀ ଭାଜପାରୁ ହିଁ ବେ। ତେବେ ଏନେଇ ଇଣ୍ଡିଆ ମେଣ୍ଟର ବିରୋଧୀ ଦଳ ବିରୋଧ…
ନବୀନଙ୍କ ବଡ଼ ଆକ୍ସନ, ସସ୍ପେଣ୍ଡ ହେଲେ ବଡ଼ ବିଜେଡି ନେତା
ଭୁବନେଶ୍ୱର,୨୭।୭: ବିଜେଡିରେ ବଡ଼ ହଲଚଲ। ନବୀନ ନେଲେ ବଡ଼ ଆକ୍ସନ। ବଳାତ୍କାର ମାମଲାରେ ଅମରେଶ ଜେନା ଗିରଫ ହେବା ପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରିଛନ୍ତି ନବୀନ। ଅମରେଶ ଗିରଫ ହେବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବିଜେଡି ସଭାପତି। ବିଜେଡି…
ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ: ନାବାଳିକା ବଳାତ୍କାର ମାମଲାରେ ବାଲେଶ୍ୱରରୁ ଧରିଲା କମିଶନରେଟ ପୋଲିସ
ନୀଳଗିରି/ଭୁବନେଶ୍ୱର,୨୭।୭(ପ୍ରଶାନ୍ତ କୁମାର ବିଶ୍ୱାଳ): ବିଜୁ ଜନତା ଦଳ (ବିଜେଡି) କର୍ପୋରେଟର ଅମରେଶ ଜେନାଙ୍କୁ ଭୁବନେଶ୍ୱର କମିଶନରେଟ ପୋଲିସ ବାଲେଶ୍ୱରରୁ ଗିରଫ କରିଛି। ନାବାଳିକାଙ୍କୁ ବଳାତ୍କାର, ଗର୍ଭନଷ୍ଟ, ପ୍ରତାରଣା ଓ ହତ୍ୟା ଧମକ ଅଭିଯୋଗରେ ଅମରେଶଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା…
ହରିଦ୍ୱାରର ମନସା ଦେବୀ ମନ୍ଦିରରେ ଦଳାଚକଟା, ୬ ଜଣଙ୍କ ମୃତ୍ୟୁ, ଅନେକ ଆହତ
ନୂଆଦିଲ୍ଲୀ,୨୭।୭: ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ମନସା ଦେବୀ ମନ୍ଦିରରେ ରବିବାର ଏକ ଭୟଙ୍କର ଦଳାଚକଟା ଘଟଣାରେ ୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଏହି ଘଟଣା ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମା ହେବା କାରଣରୁ…
ଆମେରିକାରେ ବୋଇଙ୍ଗ ଜେଟ୍ରେ ଲାଗିଲା ନିଆଁ, ସ୍ଲାଇଡ୍ ଦେଇ ବାହାରିଲେ ଆତଙ୍କିତ ଯାତ୍ରୀ
ନୂଆଦିଲ୍ଲୀ,୨୭।୭: ଶନିବାର ଡେନଭର ଆନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାନ ଏୟାରଲାଇନ୍ସର ଏକ ବୋଇଙ୍ଗ ୭୩୭ ମ୍ୟାକ୍ସ ୮ ଜେଟ୍ରେ ଲ୍ୟାଣ୍ଡିଂ ଗିଅର ସମସ୍ୟା ଯୋଗୁଁ ଟେକ୍ଅଫ୍ ବାତିଲ ହେବା ପରେ ନିଆଁ ଲାଗି ଧୂଆଁ ବାହାରିଥିଲା। ଏହି ଘଟଣାରେ ୧୭୩ ଜଣ ଯାତ୍ରୀ…
Archives


