Home Middle

ସର୍ବସାଧାରଣରେ ହୋଲି, ମେଳଣ ମନା

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆସନ୍ତା ୨୮ ଓ ୨୯ ତାରିଖରେ ରଙ୍ଗର ପର୍ବ ହୋଲି ପାଳନ ହେବ। ହେଲେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟରେ ହୋଲି ଖେଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ସର୍ବସାଧାରଣ ସ୍ଥାନରେ ହୋଲି ପାଳନ…

୪ ମାସ ପରେ ସମାନ ସ୍ଥିତିରେ କରୋନା

ନୂଆଦିଲ୍ଲୀ,୨୦।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୯୫୩ରେ ପହଞ୍ଚିଥିବାବେଳେ ଏହି ସମୟ…

ଶତାବ୍ଦି ଏକ୍ସପ୍ରେସ୍‌ ପାର୍ସଲ ବଗିରେ ନିଆଁ

ନୂଆଦିଲ୍ଲୀ,୨୦।୩: ଦିଲ୍ଲୀରୁ ଲକ୍ଷ୍ନୌ ଯାଉଥିବା ଶତାବ୍ଦି ଏକ୍ସପ୍ରେସରକ ପାର୍ସଲ ବଗି ଜଳି ଯାଇଛି। ଗାଜିଆବାଦ ରେଳ ଷ୍ଟେଶନରେ ଛିଡ଼ା ହୋଇଥିବା ବେଳେ ଟ୍ରେନ୍‌ର ପାର୍ସଲ ବଗି ହଠାତ୍‌ ଜଳିବା ଆରମ୍ଭ କରିଥିଲା। ବଗିରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଭୟରେ ଦୌଡ଼ାଦୌଡ଼ି…

୧୦ ବର୍ଷ ଗୃହଯୁଦ୍ଧ

ବିରୁଟ/ଡାମାସ୍‌କସ୍‌/ଇଦ୍‌ଲିବ,୨୦ା୩: ଏକ ଦଶନ୍ଧି ତଳେ ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ଙ୍କ ବିରୋଧରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ବିକ୍ଷୋଭ କେତେବେଳେ ଆନ୍ଦୋଳନର ରୂପ ନେଇ କ୍ରମଶଃ ଏକ ବୃହତ୍‌ ଗୃହଯୁଦ୍ଧ ପାଲଟିଗଲା କେହି ଜାଣିପାରିଲେ ନାହିଁ। ସିରିଆ ସଂଘର୍ଷରେ ଅଦ୍ୟାବଧି ୩,୮୦,୦୦୦ରୁ ଊର୍ଦ୍ଧ୍ୱ…

ଭୂତାଣୁ ପୁଣି ଉପରମୁହଁ।

ନୂଆଦିଲ୍ଲୀ/ ମୁମ୍ବାଇ/ ଅମୃତସର,୨୦।୩: ନୂଆ ଧାରାରେ ଭିନ୍ନ ଅବତାର ନେଇ ଫେରିଛି କରୋନାର ଆଉ ଏକ ପ୍ରବାହ । ମହାମାରୀର ଲେଉଟାଣିକୁ ରୋକିବା ପାଇଁ ପୂର୍ବଭଳି ଲକ୍‌ଡାଉନ୍‌ ବା ଶଟ୍‌ଡାଉନ୍‌ ଜାରି କଲେ ଏଥିରୁ ଦେଶକୁ ଫାଇଦା ମିଳିବ ନାହିଁ ବୋଲି…

କେନ୍ଦ୍ରକୁ ମିଳିବ ଖଣି ନିଲାମ କ୍ଷମତା

ନୂଆଦିଲ୍ଲୀ,୨୦।୩: ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌, ୨୦୨୧ ଶୁକ୍ରବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଏହା ଆଇନରେ ପରିଣତ ହେଲେ ଖଣି ନିଲାମ ପାଇଁ ତଥା ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ର ବିନିଯୋଗ ନିମନ୍ତେ ନିର୍ଦ୍ଦେଶ…

ଏ ବର୍ଷ ବି ହୋଲି ଖେଳ ଉପରେ କଟକଣା

ଭୁବନେଶ୍ୱର,୧୯।୩: ଗତ ଥର ଭଳି ଏ ବର୍ଷ ମଧ୍ୟ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର (ଏସଆରସି)। ଘରେ ରହି ପରିବାର ସହ ହୋଲି…

ଦିନକରେ ୪୦ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ,୧୯।୩: ଦେଶରେ ପୁଣି ଥରେ କାୟା ବଢ଼ାଉଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୭୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ବର୍ଷ ନଭେମ୍ବର ୨୯ ପରେ ଏହା ସର୍ବାଧିକ। ଏହାକୁ ମିଶାଇ ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା…

ମାର୍ଚ୍ଚ ୩୧ ଯାଏ ସ୍କୁଲ-କଲେଜ ବନ୍ଦ

ଚଣ୍ଡିଗଡ଼,୧୯।୩: ପୁଣି ଥରେ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଦେଶର ୬ଟି ରାଜ୍ୟରେ ଦ୍ରୁତଗତିରେ ମାମଲା ବଢ଼ୁଥିବା ନଜର ଆସୁଥିବା ବେଳେ ସେଥିରେ ପଞ୍ଜାବ ରହିଛି। ବିଶେଷକରି ଚଣ୍ଡିଗଡ଼ରେ ବଢ଼ୁଥିବା ସଂକ୍ରମଣ ସମସ୍ତଙ୍କୁ ଭୟଭୀତ କରାଇବା ଆରମ୍ଭ କଲାଣି। ଏହାକୁ ଦୃଷ୍ଟିରେ…

୪ ବର୍ଷ ପୂରଣ କରି ରେକର୍ଡ କଲେ ଯୋଗୀ ସରକାର

ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଭାଜପା ସରକାର ୪ ବର୍ଷ ପୂରଣ କରିଛନ୍ତି। ମାର୍ଚ୍ଚ ୧୯, ୨୦୧୭ରେ ଗୋରଖପୁର ଲୋକ ସଭା ନିର୍ବାଚନମଣ୍ଡଳୀର ତତ୍କାଳୀନ ଏମ୍‌ପି ଯୋଗୀ ଆଦିତ୍ୟନାଥ ଦେଶର ବୃହତ୍ତମ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର ଦାୟିତ୍ୱ ଗ୍ରହଣ…

ଧାରା ଭାଙ୍ଗିଲା ଭାରତ

ଅହମ୍ମଦାବାଦ,୧୮।୩: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯାଇଥିବା ୪ର୍ଥ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡକୁ ୮ ରନ୍‌ରେ ହରାଇ ଦେଇଛି ଭାରତ। ଏଥି ଯୋଗୁ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଏବେ ୨-୨ର ବରାବର ସ୍ଥିତିରେ ପହଞ୍ଚିଛି। ସିରିଜ୍‌ର ଅନ୍ତିମ ତଥା ଫାଇନାଲ…

ନୂଆ ଷ୍ଟ୍ରେନ୍‌ ସଂଖ୍ୟା ୪୦୦ ଛୁଇଁଲା

ନୂଆଦିଲ୍ଲୀ,୧୮।୩: ଭାରତରେ କରୋନାର ନୂଆ ଷ୍ଟ୍ରେନ୍‌ ସଂଖ୍ୟା ୪୦୦ ଛୁଇଁଛି। ଏସବୁ ମଧ୍ୟରେ ବ୍ରିଟେନ, ବ୍ରାଜିଲ୍‌ ଏବଂ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଷ୍ଟ୍ରେନ୍‌ ରହିଛି। ୨ ସପ୍ତାହ ମଧ୍ୟରେ ଏସବୁ ୩ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ ବଢ଼ିଛି। ପୂର୍ବରୁ ମାର୍ଚ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri