Home Middle

ବିଧାନସଭାରେ ‘୬୯’ ଝଡ଼

ଭୁବନେଶ୍ୱର,୪ା୧୨ (ରବିନାରାୟଣ ଜେନା): ରାଜ୍ୟରେ କୃଷକମାନଙ୍କୁ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ କହୁଛନ୍ତି। ତେବେ ସରକାର ଚଳିତବର୍ଷ ଚାଷୀଙ୍କଠାରୁ କେତେଟଙ୍କାରେ ଧାନ ସଂଗ୍ରହ କରିବେ, ତାହା ସ୍ପଷ୍ଟ କରନ୍ତୁ।…

ଦ୍ୱିତୀୟ ଦିନିକିଆରେ ଭାରତକୁ ୪ ୱିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା, ସିରିଜ୍ ୧-୧ରେ ବରାବର

ରାୟପୁର,୩।୧୨: ରାୟପୁରରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତକୁ ୪ ୱିକେଟରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ସିରିଜ୍‌କୁ ୧-୧ରେ ବରାବର କରିଛି। ଭାରତ ଦେଇଥିବା ୩୫୯ ରନର ବିଶାଳ ଲକ୍ଷ୍ୟକୁ…

୧୦୦ ମାର୍କରୁ ମାତ୍ର ୧ ରଖି ପାଇଲେ LTR ହିନ୍ଦୀ ଶିକ୍ଷକ ଚାକିରି; ପ୍ରାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର,୩।୧୨: ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକାଶିତ ପ୍ରିଲିମିନାରୀ ପରୀକ୍ଷା ଫଳରେ ବିଭିନ୍ନ ବର୍ଗ ପାଇଁ ଧାର୍ଯ୍ୟ ହୋଇଥିବା କଟ୍-ଅଫ୍ ମାର୍କକୁ ନେଇ ବ୍ୟାପକ ଆଲୋଚନା ଓ ଅସନ୍ତୋଷ ଦେଖାଦେଇଛି। ଗତ ମାସ ୧୬ ତାରିଖରେ…

ଅନେକ ବିମାନ ଉଡ଼ାଣ ବାତିଲ କଲା ଇଣ୍ଡିଗୋ, ଯାତ୍ରୀଙ୍କୁ କ୍ଷମା ମାଗି…

ନୂଆଦିଲ୍ଲୀ,୩ା୧୨: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଗତ ଦୁଇ ଦିନ ଧରି ଏକ ଗମ୍ଭୀର ପରିଚାଳନାଗତ ସଙ୍କଟର ସମ୍ମୁଖୀନ ହେଉଛି। କମ୍ପାନୀ ଅନେକ ଉଡ଼ାଣ ବିଳମ୍ବ ଏବଂ ବାତିଲକରଣ ଯୋଗୁ ହୋଇଥିବା ଅସୁବିଧାକୁ ସ୍ବୀକାର କରିଛି, ଯାହା ଯାତ୍ରୀମାନଙ୍କୁ ଅସୁବିଧାରେ…

ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ ମୋଇତ୍ରା, ‘ବଙ୍ଗାଳୀଙ୍କୁ ଧମକ ଦେଇ…’

ଭୁବନେଶ୍ୱର,୩।୧୨: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ବୁଧବାର ଓଡ଼ିଶାର ନୟାଗଡ଼ ଜିଲା ପୋଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନୟାଗଡ଼ ପୋଲିସ୍ ଚାରି ଜଣ ବଙ୍ଗାଳୀ ଭାଷାଭାଷୀ ମୁସଲିମ୍ ବ୍ୟବସାୟୀଙ୍କୁ ବଳପୂର୍ବକ ରାଜ୍ୟରୁ…

ଟଳିଲେ ୧୨ ମାଓବାଦୀ, ଶହୀଦ ହୋଇଗଲେ ୩ ଯବାନ

ରାୟପୁର,୩ା୧୨: ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଏହି ଏନ୍‌କାଉଣ୍ଟରରେ ୧୨ ମାଓବାଦୀ ଟଳି ପଡ଼ିଥିବାବେଳେ ୩ ଡିଆର୍‌ଜି ଯବାନ ମଧ୍ୟ ଶହୀଦ ହୋଇଯାଇଛନ୍ତି। ଦୁଇ ଯବାନ ଗୁରୁତର ଅଛନ୍ତି। ତେବେ ଘଟଣାସ୍ଥଳରୁ ଏସ୍‌ଏଲ୍‌ଆର ଥ୍ରୀ ନଟ୍‌ ଥ୍ରୀ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା; ପ୍ରଥମ ମ୍ୟାଚ୍ ଓଡ଼ିଶାରେ

ମୁମ୍ବାଇ,୩।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ବିସିସିଆଇ ପକ୍ଷରୁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଏବଂ ଶୁବମନ୍ ଗିଲ୍ଙ୍କୁ ଉପ-ଅଧିନାୟକ ଭାବରେ…

ବଢ଼ିଲା ରାସନ କାର୍ଡ e-KYC ଅବଧି; ଖୁବଶୀଘ୍ର କରନ୍ତୁ, ନ ହେଲେ ମିଳିବନି ଚାଉଳ

ଭୁବନେଶ୍ୱର,୩।୧୨: ରାସନ କାର୍ଡଧାରୀଙ୍କ ପାଇଁ ଚାଲିଥିବା ଇ-କେୱାଇସି (e-KYC) ଯାଞ୍ଚ ପ୍ରକ୍ରିୟାର ସମୟସୀମାକୁ ଓଡ଼ିଶା ସରକାର ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୁଧବାର ବିଧାନସଭାରେ ଏକ ଲିଖିତ…

ଆସନ୍ତା ୨ ଦିନରେ ଖସିବ ତାପମାତ୍ରା, ୭ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୩।୧୨: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାରେ ସର୍ବନିମ୍ନ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ଏହା ପରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।…

ଭାରତର ଏପରି ଗାଁ: ଯେଉଁଠି ପ୍ରତ୍ୟେକ ଘରେ ଅଛନ୍ତି ଜଣେ ‘ଯବାନ’

ନୂଆଦିଲ୍ଲୀ,୩ା୧୨: ଉତ୍ତର ପ୍ରଦେଶର ଗାଜିପୁର ଜିଲାରେ ଥିବା ଗହମରକୁ ଭାରତର ସର୍ବବୃହତ୍ “ସୈନିକ ଗ୍ରାମ” ଭାବେ ଜଣାଶୁଣା। ଏହି ଗ୍ରାମରେ ସେନାରେ କାର୍ଯ୍ୟ କରିସାରିଥିବା କିମ୍ବା ବର୍ତ୍ତମାନ କାର୍ଯ୍ୟ କରୁଥିବା ପାଞ୍ଚ ହଜାରରୁ ଅଧିକ ସଦସ୍ୟ ଅଛନ୍ତି। ଏହି ଗ୍ରାମର ପ୍ରାୟ…

ଭାରତ ବ୍ୟତୀତ ଆଉ କେଉଁ ଦେଶକୁ ଅସ୍ତ୍ରଶସ୍ତ୍ର ବିକ୍ରି କରନ୍ତି ପୁଟିନ, କାହା ପାଖରେ ରହିଛି ସବୁଠୁ ବିପଜ୍ଜନକ ଅସ୍ତ୍ର…

ମସ୍କୋ,୩ା୧୨: ରୁଷିଆ ସବୁବେଳେ ଅସ୍ତ୍ରଶସ୍ତ୍ର ଜଗତରେ ଏକ ଖେଳାଳି ହୋଇଆସିଛି, ଯାହାର ପଦକ୍ଷେପ କେବଳ ବଜାରକୁ ନୁହେଁ ବରଂ ସମଗ୍ର ଭୂ-ରାଜନୈତିକ ଦୃଶ୍ୟପଟକୁ ପରିବର୍ତ୍ତନ କରିପାରିବ। ପୁଟିନଙ୍କ ଭାରତ ଗସ୍ତ ମଧ୍ୟ ଚର୍ଚ୍ଚାରେ ରହିଛି। କାରଣ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା…

ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା

ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍ ପିଛା ରେକର୍ଡ ସର୍ବନିମ୍ନ ୯୦.୧୩ରେ ପହଞ୍ଚିଛି। ଏହା ପୂର୍ବରୁ ମଙ୍ଗଳବାର ଏହି ମୂଲ୍ୟ ୮୯.୯୪୭୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?