ଖୁସି ଖବର, କୋଭାକ୍ସିନ୍-କୋଭିଶିଲ୍ଡ ମିଶ୍ରିତ ଡୋଜ୍ ପ୍ରଭାବଶାଳୀ..
ନୂଆଦିଲ୍ଲୀ,୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରକଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି। ଭାରତ ବାୟୋଟେକ୍ର କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଶିଲ୍ଡର ମିଶ୍ରିତ ଡୋଜ୍…
ବିମାନ ବନ୍ଦରକୁ ବୋମାରେ ଉଡ଼ାଇବାକୁ ଧମକ ଭରା ଇ-ମେଲ୍…
ନୂଆଦିଲ୍ଲୀ, ୮।୮: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବୋମାରେ ଉଡ଼ାଉଦେବାକୁ ଏକ ଧମକ ଭରା ଇ-ମେଲ୍ ମିଳିଛି। ଦିଲ୍ଲୀ ପୋଲିସ ପାଖକୁ ଆସିଥିବା ଏହି ଇ-ମେଲ୍ ଆତଙ୍କବାଦୀ ସଂଗଠନ ଅଲ୍ କାଇଦା ନାମରେ ପଠାଯାଇଛି। ଧମକ ଭରା ଇ-ମେଳ…
ସୀମାରେ ଶତ୍ରୁ ଉପରେ କଡ଼ା ନଜର ରଖିବ ଜିସାଟ୍-୧…
ନୂଆଦିଲ୍ଲୀ,୮।୮: ସ୍ବାଧୀନତା ଦିବସର ତିନି ଦିନ ପୂର୍ବରୁ ଭାରତ ଅତ୍ୟାଧୁନିକ ଉପଗ୍ରହ ଜିସାଟ୍-୧ର ଉତକ୍ଷେପଣ କରିବ। ଏହି ଉପଗ୍ରହ ଦେଶର ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହା ମାଧ୍ୟମରେ ସୀମାରେ ଆକାଶରୁ କଡ଼ା ନଜର ରଖାଯାଇ ପାରିବ। ଏହା ସୀମାର…
ସୋମବାର ୯.୭୫ କୋଟି ଚାଷୀଙ୍କ ଖାତାକୁ ପଠାଯିବ ୧୯,୫୦୦ କୋଟି …
ନୂଆଦିଲ୍ଲୀ,୮।୮: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ୯.୭୫ କୋଟି ଚାଷୀଙ୍କୁ ୧୯,୫୦୦କୋଟି ଟଙ୍କା ବାଣ୍ଟିବେ। ଏହି ଯୋଜନା ଅନ୍ତର୍ଗତ ପ୍ରତି ଚାଷୀଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ୨ ହଜାର ଟଙ୍କା ପଠାଯିବ। ଅଗଷ୍ଟ ୯ରେ…
ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ, ୧୪ ଜିଲାର ୫୦ରୁ ଅଧିକ ଅଞ୍ଚଳରେ ଚଢ଼ାଉ…
ଶ୍ର୍ରୀନଗର,୮।୮: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏନ୍ଆଇଏ ପକ୍ଷରୁ ଜମ୍ମୁ-କଶ୍ମୀରର ୧୪ ଜିଲାର ୫ ୫୦ ରୁ ଅଧିକ ଅଞ୍ଚଳରେ ଚଢ଼ାଉ ଜାରିି ରହିଛି। ଜମାତ୍-ଇ-ଇସ୍ଲାମ୍ ସଂଗଠନର ବିଭିନ୍ନ ଶାଖାରେ ଚଢ଼ାଉ କରାଯାଇଛି। ୨୦୧୯ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସଂଗଠନ…
ଆଜି ରାଜ୍ୟରେ ଚିହ୍ନଟ ହେଲେ ୧୨୪୩ କରୋନା ଆକ୍ରାନ୍ତ: ଚିନ୍ତା ବଢ଼ାଉଛି ଖୋର୍ଦ୍ଧା-କଟକ
ଭୁବନେଶ୍ୱର,୮।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୧୮ କ୍ୱାରେଣ୍ଟାଇନ୍ର ଥିବା ବେଳେ ବାକି ୫୨୫ ଲୋକାଲ କେସ ରହିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୯୯ ଜଣ ଥିବା…
ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ…
ନୂଆଦିଲ୍ଲୀ,୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଦେଶର…
ବିପଦ ମାଡ଼ି ଆସୁଛି, ଏନ୍ତୁଡ଼ିଶାଳକୁ ପୁଣି ଫେରିଲା କରୋନା…
ବେଜିଂ,୮।୮: କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ହୁବେଇ ପ୍ରଦେଶର ଉହାନ୍ ସହରରେ ସଙ୍କଟ ସୃଷ୍ଟି ହୋଇଛି। ଏଠାକୁ ପୁଣି କରୋନା ଫେରିଛି। ସହରରେ କେରାନା ସଂକ୍ରମଣ ଆରମ୍ଭ ହେବାରୁ ସୁରକ୍ଷା ଦୃଷ୍ଟିରୁ ଇତିମଧ୍ୟରେ କୋଟିଏରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା…
ନିଆଁ ଆଁରେ ୩ ଦେଶ
ଜେନେଭା,୮ା୮: ଗ୍ରୀସ୍ରେ ଜଙ୍ଗଲ ନିଆଁ ଭୟାବହ ରୂପ ଧାରଣ କରିଛି। ଚତୁର୍ଦ୍ଦିଗକୁ ବନାଗ୍ନି ବ୍ୟାପିବାରେ ଲାଗିଥିବାରୁ ହଜାର ହଜାର ପର୍ଯ୍ୟଟକ ଓ ବାସିନ୍ଦାଙ୍କୁ ରାଜଧାନୀ ଏଥେନ୍ସରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଖୁବ୍ ଜୋର୍ରେ ପବନ ବହିବା ସହ ଉଚ୍ଚ ତାପମାତ୍ରା…
‘କଦାପି ଭୁଲି ହେବ ନାହିଁ ନୀରଜଙ୍କ ସଫଳତା’
ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଐତିହାସିକ ସ୍ବର୍ଣ୍ଣ ପଦକ ଅର୍ଜନ କରି ଇତିହାସ ସୃଷ୍ଟ କରିଛନ୍ତି। ଏଭଳି ସଫଳତା ପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ…
ନୀରଜ ଆଣିଲେ ସ୍ବର୍ଣ୍ଣ
ଟୋକିଓ,୭।୮: ଇତିହାସ ରଚିଲେ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା। ଟୋକିଓ ଅଲିମ୍ପିକ୍ସର ଅନ୍ତିମ ଦିନ ଭାରତକୁ ମିଳିଛି ଏକମାତ୍ର ସ୍ବର୍ଣ୍ଣ ପଦକ। ଭାରତର ପ୍ରଥମ ଟ୍ରାକ ଓ ଫିଲ୍ଡ ଆଥ୍ଲେଟ୍ ଭାବେ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ୨୩ ବର୍ଷୀୟ ନୀରଜ…
ବ୍ରୋଞ୍ଚ ଜିତିଲେ ବଜରଙ୍ଗ
ଚିବା,୭।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ରେସଲର ବଜରଙ୍ଗ ପୁନିଆ ଶନିବାର ବ୍ରୋଞ୍ଚ ପଦକ ଜିତିଛନ୍ତି। ସେ କାଜାଖସ୍ତାନର ଖେଳାଳି ଡୁଲେଟ୍ ନିୟାଜବେକୋଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି। ପାରମ୍ପରିକ ଲେଗ୍ ଡିଫେନ୍ସ ଦୁର୍ବଳତା ଯୋଗୁ ସେ ୬୫ କେଜି ପୁରୁଷ ଫ୍ରିଷ୍ଟାଇଲ୍ କୁସ୍ତିର…
Archives


