କ୍ଷମତା ଦଖଲ କରି ମଧ୍ୟ ତାଲିବାନ ଏବେ କାଙ୍ଗାଳ…
ଓ୍ବାଶିଂଟନ/କାବୁଲ,୧୯।୮: ବନ୍ଧୁକର ଶକ୍ତି ଦ୍ୱାରା ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନ ପାଇଁ ଏବେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବା ସହଜ ନୁହେଁ। ତାଲିବାନ ନିଜକୁ ପରିବର୍ତ୍ତନ କରିବା ବିଷୟରେ କଥାବାର୍ତ୍ତା କରୁଥିବା ବେଳେ ଏହାର…
ଆଫଗାନିସ୍ତାନରେ ଆଜମଗଡର ୨୮ବାସିନ୍ଦା, ପାସପୋର୍ଟ ନେଲେ ଛଡ଼ାଇ…
କାବୁଲ/ନୂଆଦିଲ୍ଲୀ,୧୯।୮: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସେଠାରେ ଜୀବନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ଦେଶର ଅବସ୍ଥା ବିଗିଡିଯିବାରୁ ବହୁ ଭାରତୀୟ ସ୍ବଦେଶ ଫେରିଥିବାବେଳେ କେତେକ ବର୍ତ୍ତମାନ ସେଠାରେ ଅଟକି ରହିଛନ୍ତି। ସେମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଉଦ୍ୟମ ଚାଲିଛି। ଉତ୍ତରପ୍ରଦେଶର…
ଦୈନିକ ସଂକ୍ରମଣରେ ବ୍ରେକ୍…
ନୂଆଦିଲ୍ଲୀ,୧୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୪୦୧ରେ ପହଞ୍ଚିଛି। ଏହି ସମୟ…
ବର୍ବରତା ବନାମ ଆଶ୍ୱାସନା
କାବୁଲ/ଓ୍ବାଶିଂଟନ୍/ନୂଆଦିଲ୍ଲୀ, ୧୯।୮ : ଦୁର୍ଦ୍ଧର୍ଷ ଆତଙ୍କବାଦୀମାନେ କାବୁଲ ଦଖଲ କରିବା ପରେ ହାତ ଟେକିଦେଇଥିଲା ଆଫଗାନ ସେନା। ପୁଣିଥରେ କ୍ଷମତା ହାତେଇବା ପାଇଁ ରାଷ୍ଟ୍ରପତି ଭବନରେ ତାଲିବାନ ନେତାଙ୍କ ଉପସ୍ଥିତି ସୂଚାଇ ଦେଇଥିଲା ଇସ୍ଲାମିକ୍ ଏମିରେଟ୍ସ ଅଫ୍ ଆଫଗାନିସ୍ତାନରେ ନୂଆ ସରକାର…
ଆବାସ ଦୁର୍ନୀତିକୁ ଆଖିପାଉନି
ଢେଙ୍କାନାଳ ଅଫିସ, ୧୯।୮: ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, କେହି ବାସହୀନ ହୋଇ ରହିବେ ନାହିଁ। ସବୁ ପରିବାରକୁ ମିଳିବ ମୁଣ୍ଡ ଉପରେ ଛାତ। ବସ୍ତିମୁକ୍ତ ହେବ ସହରାଞ୍ଚଳ। ଗଁାର ଝୁମ୍ପୁଡ଼ି ବଦଳିବ ପକ୍କାଘରେ। ଏଥିଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାର ନିଜସ୍ତରରେ…
ସିବିଆଇକୁ ମିଳୁ ସ୍ବୟଂକ୍ରିୟ କ୍ଷମତା
ଚେନ୍ନାଇ, ୧୯।୮(ଆଇଏଏନ୍ଏସ୍): କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ପିଞ୍ଜରାବଦ୍ଧ ଶୁଆ ନ କରି ଏହାକୁ ମୁକ୍ତ କରିବା ବା ସ୍ବୟଂକ୍ରିୟ କ୍ଷମତା ଦେବା ପାଇଁ ମାଡ୍ରାସ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଫାଇନାନ୍ସ କମ୍ପାନୀର ଠକେଇ ମାମଲାର ତଦନ୍ତ…
ଆତଙ୍କରେ ଆଫ୍ଗାନ ମହିଳା
କାବୁଲ, ୧୯ା୮: ୧୯୮୦ ଦଶକର ଆଫ୍ଗାନିସ୍ତାନ ଏବଂ ଏବେକାର ଆଫଗାନିସ୍ତାନ ମଧ୍ୟରେ ଆକାଶ ପାତାଳର ଫରକ। ୩୦-୪୦ ବର୍ଷ ତଳେ ଆଫଗାନ୍ ମହିଳାମାନେ ଥିଲେ ଖୁବ୍ ସ୍ବାଧୀନଚେତା। ସେମାନେ ମୁକ୍ତ ଭାବେ ଜୀବନ ଜିଉଥିଲେ। ଫ୍ୟାଶନଠାରୁ ଆରମ୍ଭ କରି ଡାକ୍ତରୀ ବିଦ୍ୟା,…
ସେପ୍ଟେମ୍ବରରେ ପିଲାଙ୍କୁ ଟିକା
ନୂଆଦିଲ୍ଲୀ, ୧୯ା୮: ପିଲାମାନଙ୍କ ଉପରେ କୋଭିଡ୍ ଟିକାର ପରୀକ୍ଷା ଚାଲିଥିବାବେଳେ ଖୁବ୍ଶୀଘ୍ର ଏହାର ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି। ଉକ୍ତ ଫଳାଫଳ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ଦାଖଲ କରାଯିବ। ତେଣୁ ସେପ୍ଟେମ୍ବର ସୁଦ୍ଧା କିମ୍ବା ଏହା ପରେ…
ପିଲାଙ୍କୁ ସଂକ୍ରମଣ ବଢ଼ିଲା
ଭୁବନେଶ୍ୱର, ୧୯।୮(ବ୍ୟୁରୋ) : ରାଜ୍ୟରେ ୨ଦିନ ହେଲା କରୋନା ସଂକ୍ରମଣ ହଜାରେ ତଳେ ରହିଛି। ହେଲେ ସଂକ୍ରମିତ ପିଲା ବା ଶିଶୁଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ଘାରିଛି। ଏବେ ଆକ୍ରାନ୍ତ ପିଲାଙ୍କ ସଂଖ୍ୟା ପୁଣି ୧୦୦ ପାର୍ କରିଛି। ରାଜ୍ୟରେ ଗତ…
ଗନିଙ୍କୁ ସ୍ବାଗତ କଲା ୟୁଏଇ
କାବୁଲ,୧୮।୮ : ଆଫଗାନିସ୍ତାନ ରାଜଧାନୀ କାବୁଲକୁ ତାଲିବାନ ମାଡ଼ି ବସିବା ପରେ ରାଷ୍ଟ୍ରପତି ଅଶ୍ରଫ ଗନି ଦେଶ ଛାଡ଼ି ପଳାୟନ କରିଛନ୍ତି। ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଗନି କେଉଁଠାରେ ଆତ୍ମଗୋପନ କରିଛନ୍ତି, ତାହା ଜଣା ପଡ଼ି ନ ଥିଲା।…
ଖୋଲିପାରେ ପ୍ରାଥମିକ ସ୍କୁଲ
ଭୁବନେଶ୍ୱର, ୧୮।୮(ବ୍ୟୁରୋ): ରାଜ୍ୟରେ ପ୍ରାଥମିକ ଶ୍ରେଣୀ ଖୋଲିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍ସିପିସିଆର୍) ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଅଫ୍ଲାଇନ ଶିକ୍ଷାଦାନ ଆରମ୍ଭ କରିବା ପାଇଁ କୁହାଯିବ। ଏ ନେଇ…
ଆଗକୁ କିଭଳି ହେବ ଭାରତ-ଆଫଗାନିସ୍ତାନ ସମ୍ପର୍କ…
ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ଚାଇନା, ରୁଷିଆ, ପାକିସ୍ତାନ ଆଦି କେତେକ ଦେଶ ନିଜର ମନୋଭାବ ସ୍ପଷ୍ଟ କରିଛନ୍ତି। ଅନ୍ତର୍ଜାତୀୟ ସମ୍ପର୍କକୁ ନେଇ ଭାରତ ମଧ୍ୟ ସ୍ଥିତି ଉପରେ ନଜର ରଖିଛି। ଭାରତ କେଉଁ ନିଷ୍ପତ୍ତି ନେବ…
Archives


