ଆସୁଛି ବାତ୍ୟା: ସତର୍କ କରାଇଲେ ଗଞ୍ଜାମ ଜିଲାପାଳ
ଭୁବନେଶ୍ୱର,୨୫ା୯(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଛନ୍ତି ଗଞ୍ଜାମ ଓ ଗଜପତି ଜିଲା ପ୍ରଶାସନ। ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ମଝି ପୂର୍ବ କଳିଙ୍ଗପଟନମ୍ ଦେଇ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଥିବାରୁ ଏବେଠାରୁ ସତର୍କ ହୋଇଛି ଜିଲା ପ୍ରଶାସନ। ବାତ୍ୟା ପ୍ରଭାବରେ…
୨୬/୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ସଂଗଠନଙ୍କ ପ୍ରତି ହେଉ ଦଣ୍ଡବିଧାନ, ଭାରତ-ଆମେରିକା…
ଓ୍ବାଶିଂଟନ,୨୫।୯: ଭାରତ ଏବଂ ଆମେରିକା ମିଳିତ ଭାବେ ୨୬/୧୧ ମୁମ୍ବାଇ ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀ ସଂଗଠନ ତଥା ଅପରାଧୀଙ୍କ ପ୍ରତି କଠୋର ଦଣ୍ଡ ବିଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…
ଦକ୍ଷିଣ ଏସିଆରେ ଟେରର ପ୍ରକ୍ସି, କ୍ୱାଡ୍ ନେତାଙ୍କ ମିଳିତ ମତ…
ଓ୍ବାଶିଂଟନ,୨୫।୯: ଦକ୍ଷିଣ ଏସିଆରେ ଟେରର ପ୍ରକ୍ସି ଜାରି ରହିଛି। ଏନେଇ କ୍ୱାଡ୍ ନେତାମାନେ ପାକିସ୍ତାନ ଉଦ୍ଦେଶ୍ୟରେ ଏଭଳି ମିଳିତ ମତ ପ୍ରଦାନ କରିଛନ୍ତି। ଆତଙ୍କବାଦ ଉପରେ କ୍ୱାଡ ନେତା ମତପୋଷଣ କରିଛନ୍ତି ଯେ, ଆତଙ୍କବାଦୀ ପ୍ରକ୍ସି ବ୍ୟବହାରକୁ ଆମେ ନିନ୍ଦା କରୁଛୁ…
ଜୀବନ ନେଲା ଶେଷ ପରୀକ୍ଷା,ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରୀକ୍ଷା ଦେବାକୁ ଯାଉଥିବା ୫ ଛାତ୍ରଙ୍କ ମୃତ୍ୟୁ…
ଜୟପୁର,୨୫।୯: ଆର୍ଇଇଟି ପରୀକ୍ଷା ଦେବାକୁ ଯାଉଥିବା ୫ ଛାତ୍ରଙ୍କ ସମତେ ୬ ମୃତ୍ୟୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟିଛି। ରାଜସ୍ଥାନର ଚାକସୁରସ୍ଥିତ ନିମୋଡ଼ିଆ ରୋଡ଼ରେ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଛାତ୍ରମାନଙ୍କ ଜୀବନର ଏହା ଶେଷ ପରୀକ୍ଷା…
ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ବାଇଡେନଙ୍କ ରହିଛି ସମର୍ଥନ…
ଓ୍ବାଶିଂଟନ,୨୫।୯: ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଜୋ ବାଇଡେନଙ୍କ ସମର୍ଥନ ରହିଛି। ଏନେଇ ଭାରତୀୟ ବହିର୍ବ୍ୟପାର ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା ଏନେଇ ସୂଚନା ଦେଇଛନ୍ତି। ବାଇଡେନ ସୁରକ୍ଷା ପରିଷଦରେ ଭାରତ ସ୍ଥାୟୀ ସଦସ୍ୟତା ଚାହୁଁଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି ବର୍ଷରେ ବଢ଼ିଛି ୨୨ ଲକ୍ଷ…
ନୂଆଦିଲ୍ଲୀ,୨୫।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଜର ବାର୍ଷିକ ଆୟ, ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ଜମା ହୋଇଛି ଏନେଇ ତଥ୍ୟ ସାର୍ବଜନୀନ କରିଛନ୍ତି। ସରକାରୀ ରିପୋର୍ଟ…
୩୦ ହଜାର ତଳେ ଦୈନିକ ସଂକ୍ରମଣ, ସୁଧୁରୁନି କେରଳ ସ୍ଥିତି…
ନୂଆଦିଲ୍ଲୀ,୨୫।୯: କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେଲାଗିଛନ୍ତି। ଦୈନିକ ସଂକ୍ରମଣ ୩୦ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ କରୋନାରେ ୨୯୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର…
ଭାରତର କଡ଼ା ଜବାବ୍, ପ୍ରଥମେ ଖାଲି କର ପିଓକେ…
ଜେନେଭା,୨୫।୯: ଜାତିସଂଘ ସାଧାରଣ ସଭା ବୈଠକରେ ପାକିସ୍ତାନ ପୁଣି ଥରେ କାଶ୍ମୀର ପାଇଁ କୁମ୍ଭୀର କାନ୍ଦଣା କାନ୍ଦିଛି। ଏହି ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାଶ୍ମୀର ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ଭୁଲ ତଥ୍ୟ ରଖି ଭାରତ ସରକାରଙ୍କ ବିରୋଧରେ…
ଅର୍ଥନୀତି ବଦଳାଇବ ସୌରଶକ୍ତି: ମୋରିସନ
ଓ୍ବାଶିଂଟନ,୨୫।୯: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ କହିଛନ୍ତି, ସେ ଓ ତାଙ୍କ ଭାରତ ପ୍ରତିପକ୍ଷ ତଥା ପ୍ରିୟ ବନ୍ଧୁ ନରେନ୍ଦ୍ର ମୋଦି କେତେକ ନୂଆ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତ ହୋଇଛନ୍ତି। ଏହା ମଧ୍ୟରେ ରହିଛି ନିମ୍ନ ଉତ୍ସର୍ଜନ କାରିଗରିରେ ସହଯୋଗିତା ଓ…
ସାମୁଦ୍ରିକ ସୁରକ୍ଷାକୁ ଭାରତ-ଜାପାନର ଗୁରୁତ୍ୱ
ଓ୍ବାଶିଂଟନ,୨୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରତିପକ୍ଷ ୟୋଶିହିଦେ ସୁଗା ଓ୍ବାଶିଂଟନରେ ପରସ୍ପରକୁ ଭେଟିଛନ୍ତି। ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା, ଆର୍ଥିକ ଦମନ ଓ ଏକତରଫା ଉଦ୍ୟମକୁ ନେଇ ଦୁଇନେତା ଚିନ୍ତା ବ୍ୟକ୍ତ କରିଛନ୍ତି। ଏଭଳି କାର୍ଯ୍ୟକଳାପ ପୂର୍ବ…
ନ୍ୟୁୟର୍କରେ ମୋଦି
ନ୍ୟୁୟର୍କ,୨୫ ।୯: ଆମେରିକାର ହ୍ୱାଇଟ ହାଉସରେ ଶୁକ୍ରବାର ହୋଇଥିବା କ୍ୱାଡ ଦେଶର ବୈଠକରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କ ପହଞ୍ଚି ଯାଇଛନ୍ତି । ସେଠାରେ ପହଞ୍ଚିବା ପରେ ମୋଦି ହୋଟେଲ ବାହାରେ ସାଧାରଣ ଜନତାଙ୍କ ସହ କଥା ହୋଇଥିଲେ…
ହ୍ବାଇଟ୍ ହାଉସ୍ରେ ବାଇଡେନ୍-ମୋଦି
ଓ୍ବାଶିଂଟନ,୨୪।୯: ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ହେବ। ବିଶ୍ୱର ଦୁଇ ବୃହତ୍ ଗଣତନ୍ତ୍ର ନିଜ ସମ୍ବନ୍ଧକୁ ଦୃଢ଼, ନିବିଡ଼ ଓ ଘନିଷ୍ଠ କରିବାକୁ ଯାଉଛନ୍ତି ବୋଲି ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ସେହିପରି…
Archives


