ସାମୁଦ୍ରିକ ସୁରକ୍ଷାକୁ ଭାରତ-ଜାପାନର ଗୁରୁତ୍ୱ

ଓ୍ବାଶିଂଟନ,୨୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରତିପକ୍ଷ ୟୋଶିହିଦେ ସୁଗା ଓ୍ବାଶିଂଟନରେ ପରସ୍ପରକୁ ଭେଟିଛନ୍ତି। ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା, ଆର୍ଥିକ ଦମନ ଓ ଏକତରଫା ଉଦ୍ୟମକୁ ନେଇ ଦୁଇନେତା ଚିନ୍ତା ବ୍ୟକ୍ତ କରିଛନ୍ତି। ଏଭଳି କାର୍ଯ୍ୟକଳାପ ପୂର୍ବ ଓ ଦକ୍ଷିଣ ଚାଇନା ସାଗରରେ ସ୍ଥିତାବସ୍ଥାକୁ ବଦଳାଇଦେବା ଆଶଙ୍କା ରହିଥିବାରୁ ଏହାକୁ ମୋଦି ଓ ସୁଗା ବିରୋଧ କରିଛନ୍ତି। ଏହି ଅବସରରେ ଦୁହେଁ ଆଫଗାନିସ୍ତାନ ସ୍ଥିତି ସମେତ ସଦ୍ୟ ବୈଶ୍ୱିକ ଘଟଣାକ୍ରମ ନେଇ ଭାବ ବିନିମୟ କରିଥିଲେ। ଭାରତ ଓ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ନିରାପତ୍ତା ଏବଂ ପ୍ରତିରକ୍ଷା ସହଯୋଗିତା ନେଇ ମଧ୍ୟ ଆଲୋଚନା ହୋଇଥିବା ଜାପାନ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋକୋକୋଲାରେ ମିଶାଇଥିଲେ ବେକିଂ ସୋଢ଼ା: ୪ ବର୍ଷ ପରେ ଘଟିଲା ଏମିତି କିଛି

ବେକିଂ ସୋଡା କିମ୍ବା ମେଣ୍ଟୋସକୁ କୋକୋକୋଲା ସହ ମିଶ୍ରଣକରି ଏକ ମିନି ବିସ୍ଫୋରଣ କରିବା ଏକ ଲୋକପ୍ରିୟ ବୈଜ୍ଞାନିକ ପ୍ରୟୋଗ। ନିକଟରେ ରୁଷିଆର ଏକ ୟୁଟ୍ୟୁବର...

ଡିଏନ୍‌ଏ ଟେଷ୍ଟ କରି ପିତାଙ୍କୁ ଦଣ୍ଡ ଦେବାକୁ କହିଲେ ବଳାତ୍କାର ପରେ ଜନ୍ମ ନେଇଥିବା ଯୁବତୀ

ଓ୍ବାଶିଂଟନ,୬।୮: ବଳାତ୍କାର ପରେ ଜନ୍ମ ନେଇଥିବା ଜଣେ ସନ୍ତାନ ଏବେ ଡିଏନ୍‌ଏ ଟେଷ୍ଟ କରି ପିତାଙ୍କୁ ଦଣ୍ଡ ଦେବାକୁ ଚାହୁଁଛନ୍ତି। ସତରେ ଯଦି ଏକା କରାଯାଏ...

ଆସୁଛି ପ୍ରଥମ କୋଭିଡ୍‌ ବଟିକା

ଓ୍ବାଶିଂଟନ, ୧।୧୦:କୋଭିଡ୍‌-୧୯ ଚିକିତ୍ସା ପାଇଁ ମର୍କ ଏବଂ ରିଜ୍‌ବ୍ୟାକ୍‌ ବାୟୋଥେରାପୁଟିକ୍ସ କମ୍ପାନୀ ମିଳିତ ଭାବେ ପ୍ରସ୍ତୁତ କରିଥିବା ଟାବ୍‌ଲେଟ ମଲନୁପିରାଭିର ରୋଗୀଙ୍କ ହସ୍ପିଟାଲରେ ଭର୍ତ୍ତି ହେବା...

ଆମେରିକାରେ ପୁଣି ଗୁଳିକାଣ୍ଡ, ହସ୍ପିଟାଲ ପରିସରରେ ୪ ମୃତ…

ଓ୍ବାଶିଂଟନ, ୨।୬ : ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ଘଟଣା ଘଟିଛି। ଏଥର ଓକଲାହୋମାର ତୁଲସା ସହରର ସେଣ୍ଟ ଫ୍ରାନ୍ସିସ ହସ୍ପିଟାଲ କମ୍ପ୍ଲେକ୍ସରେ ଥିବା ନୈଟାଲୀ...

ପାକିସ୍ତାନ ହୋଟେଲରେ ଆମେରିକୀୟ ଯୁବତୀଙ୍କୁ ସାମୁହିକ ବଳାତ୍କାର

ଇସଲାମାବାଦ,୨୦ ।୭: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଜଣେ ୨୧ ବର୍ଷୀୟ ଆମେରିକୀୟ ଯୁବତୀଙ୍କ ସହ ସାମୁହିକ ବଳାତ୍କାର ହୋଇଥିବା ଅଭିଯୋଗ ଆସିଛି । ମଙ୍ଗଳବାର ପୋଲିସ...

ଗୁରୁଦ୍ୱାରାରେ ଆତଙ୍କବାଦୀ ଆକ୍ରମଣ…

କାବୁଲ, ୨୦।୬ : ଆଫଗାନିସ୍ତାନରେ ଗୁରୁଦ୍ୱାର ଆତଙ୍କବାଦୀ ଆକ୍ରମଣ ଘଟିଛି। ପାଜୋକ ନ୍ୟୁଜର ଏକ ରିପୋର୍ଟ ସୋସିଆଲ ମିଡିଆରେ ଉଲ୍ଲେଖ କରିଛି ଯେ, ଆକ୍ରମଣ ପରେ...

ଜଲାଲାବାଦରେ ବିସ୍ଫୋରଣ: ୨ ମୃତ, ୨୦ ଆହତ

କାବୁଲ,୧୮ା୯: ପୂର୍ବ ଆଫଗାନିସ୍ତାନ ସହର ଜଲାଲାବାଦରେ ଶନିବାର ହୋଇଥିବା ତିନୋଟି ବିସ୍ଫୋରଣରେ ଅତି କମ୍‌ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ...

ଛାତ୍ରଙ୍କ ସହ କାର୍‌ରେ ଏମିତି କାମ କରୁଥିଲେ ଶିକ୍ଷୟିତ୍ରୀ

ମିଆମି,୬।୧୦: ଫ୍ଲୋରିଡା ମିଡଲ ସ୍କୁଲର ୩୧ ବର୍ଷୀୟା ଡ୍ରାମା ଶିକ୍ଷୟିତ୍ରୀ ବ୍ରିଟନି ଲୋପେଜ ମୁରେଙ୍କୁ ସୋମବାର ଗିରଫ କରାଯାଇଛି। ତାଙ୍କ ବିରୋଧରେ ଆସିଛି ଛାତ୍ରଙ୍କ ସହ...

Advertisement
Archives

Model This Week