ପୁନୀଥଙ୍କ ଶେଷ ଦର୍ଶନ ପାଇଁ ଷ୍ଟାଡିୟମରେ ଅସମ୍ଭାଳ ଭିଡ଼
ବେଙ୍ଗାଲୁରୁ,୨୯।୧୦: ଶୁକ୍ରବାର ହୃଦଘାତ୍ କାରଣରୁ ପ୍ରାଣ ହରାଇଛନ୍ତି କନ୍ନଡ ସିନେମାର ବଡ଼ ଷ୍ଟାର ପୁନୀଥ ରାଜକୁମାର। ୪୬ ବର୍ଷୀୟ ଅଭିନେତାଙ୍କ ଅନ୍ତିମ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବେଙ୍ଗାଲୁରୁର କାନ୍ତୀରାବା ଷ୍ଟାଡିୟମରେ ବ୍ୟବସ୍ଥା କରାଯାଇଥିଲା। ଏଥି ଯୋଗୁ ଷ୍ଟାଡିୟମରେ ପ୍ରବଳ ସଂଖ୍ୟାରେ…
ବାୟୁ ସେନାକୁ ବଡ଼ ସଫଳତା
ନୂଆଦିଲ୍ଲୀ,୨୯।୧୦: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦୂରଗାମୀ ବୋମା (ଏଲ୍ଆର୍)କୁ ସଫଳତାର ସହ ପରୀକ୍ଷା କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁ ସେନା (ଏଆଇଏଫ୍)ର ମିଳିତ ଦଳ। ଓଡ଼ିଶା ବାଲେଶ୍ୱର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରେ…
ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର
ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଶୁକ୍ରବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ମନ୍ତ୍ରୀ ଏକ ପ୍ରେସ ବିବୃତିରେ କହିଛନ୍ତି, ମମିତାଙ୍କ ମୃତ୍ୟୁ ପାଇଁ ଗଭୀର ମର୍ମାହତ। ତାଙ୍କ ପରିବାର ପ୍ରତି ମୋର…
ଶାହାଙ୍କ ମିଶନ ୟୁପି ଆରମ୍ଭ
ଲକ୍ଷ୍ନେୀ,୨୯।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି। ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ସେ ନିଜ ଦଳୀୟ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଛନ୍ତି। ସେଠାରେ ପହଞ୍ଚିବା ପରେ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିମାନବନ୍ଦରରେ…
ରାଜ୍ୟରେ ୩୬୫ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୬ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୫୩…
‘୯୦ ଦିନ ମଧ୍ୟରେ ଟ୍ରାଏଲ ଶେଷ କର’
ବଲାଙ୍ଗୀର ଅଫିସ,୨୮।୧୦: ମମିତା ମେହେର ହତ୍ୟାକାଣ୍ଡ ଘଟଣା ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। କଂଗ୍ରେସ ଦଳର ସାଧାରଣ ସମ୍ପାଦକ ରଣଦୀପ ସିଂ ସୂର୍ଯ୍ୟେଓ୍ବାଲା, ଏଆଇସିସି ଓଡିଶା ପ୍ରଭାରୀ ଏ. ଚେଲାକୁମାର, କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗୀର…
ଶେଷରେ ଓହରିଲେ ଗାଙ୍ଗୁଲି
ନୂଆଦିଲ୍ଲୀ, ୨୮।୧୦ : ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ) କ୍ଲବ ଏଟିକେ ମୋହନ ବାଗାନର ବୋର୍ଡ ଅଫ୍ ଡିରେକ୍ଟର୍ସରୁ ଗୁରୁବାର ଓହରି ଯାଇଛନ୍ତି। ଏଟିକେ ମୋହନ ବାଗାନ କ୍ଲବ ମାଲିକ…
ଉତ୍ସବ ପାଳନ ପାଇଁ ଲୋକଙ୍କ ଜୀବନ ସହିତ ଖେଳି ହେବ ନାହିଁ…
ନୂଆଦିଲ୍ଲୀ,୨୮।୧୦: ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ବାଣ ଫୁଟା ନେଇ ସୁପ୍ରିମ୍କୋର୍ଟ ଗୁରୁବାର କହିଛନ୍ତି ଯେ, ଉତ୍ସବ ପାଳନ ପାଇଁ ଲୋକଙ୍କ ଜୀବନ ସହିତ ଖେଳି ହେବ ନାହିଁ। ବାଣ ଫୁଟାଇବା ଉପରେ ପ୍ରତିବନ୍ଧ କୌଣସି ସମ୍ପ୍ରଦାୟ ବିରୋଧୀ ନୁହେଁ। ତେବେ ଉତ୍ସବ…
କମ୍ ପରିମାଣର ନିଶାଦ୍ରବ୍ୟର ବ୍ୟକ୍ତିଗତ ବ୍ୟବହାରକୁ ଅପରାଧ ଭାବେ ବିବେଚନା ନ କରିବାକୁ ଆବେଦନ…
ନୂଆଦିଲ୍ଲୀ,୨୮।୧୦: ମାଦକ ଦ୍ରବ୍ୟ ସେବନ ନେଇ ସେଲିବ୍ରିଟି ଯୁବବର୍ଗଙ୍କ ହାଇ ପ୍ରୋଫାଇଲ ଗିରଫ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମ୍କୋର୍ଟରେ ଏକ ରିଟ୍ ପିଟିଶନ ଦାଖଲ କରାଯାଇଛି। ଏଥିରେ ଦର୍ଶାଯାଇଛି ଯାଇଛି ଯେ, ବ୍ୟକ୍ତିଗfତ ବ୍ୟବହାର, ପରିବାର ସଦସ୍ୟ ଅବା ସମ୍ପର୍କୀୟଙ୍କ ବ୍ୟବହାର…
ନିର୍ବାଚନ ପୂର୍ବରୁ ଦୀପାବଳି, ୩୦ ଲକ୍ଷ ବୁଥ୍ କର୍ମୀଙ୍କ ପାଖକୁ ଭାଜପା ପଠାଇଲା ଉପହାର…
ଲକ୍ଷ୍ନୌ,୨୮।୧୦: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ବୁଥ୍ କର୍ମୀଙ୍କ ମଧ୍ୟରେ ଉତ୍ସାହ ବ୍ୟଦ୍ଦି କରାଇବା ଲାଗି ଭାଜପା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ୩୦ ଲକ୍ଷ ବୁଥ୍ କର୍ମୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ପାଖକୁ…
କରୋନା ମହାମାରୀରେ ବହୁ ଆହ୍ବାନର ମୁକାବିଲା କରିଛି ଦେଶ, ମିଳିଛି ବିଦେଶରୁ ସହଯୋଗ…
ନୂଆଦିଲ୍ଲୀ,୨୮।୧୦: କରୋନା ମହାମାରୀ ବିରୋଧରେ ଭାରତ ଏକଜୁଟ ହୋଇ ଲଢ଼ିଛି। ଏକ୍ଷେତ୍ରରେ ପୃଥିବୀର ବହୁ ବିଦେଶୀ ରାଷ୍ଟ୍ର ସହଯୋଗର ହାତ ବଢ଼ାଇଛନ୍ତି। ସଙ୍କଟ ସମୟରେ ବେଶକୁ ବନ୍ଧୁ ରାଷ୍ଟ୍ରଙ୍କ ସହାୟତା ଜାରି ରହିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି।…
ଚମଡ଼ା ଉତାରି ଦେଉଛନ୍ତି, ଡିଟେନଶନ ସେଣ୍ଟରରେ ସୈନ୍ୟ ବାହିନୀର ବର୍ବରତା…
ନାପିତ୍ୱ,୨୮।୧୦: ମ୍ୟାନ୍ମାରରେ ସୈନ୍ୟ ବାହିନୀର ବର୍ବରତା ସୀମା ଟପୁଛି। ଦେଶର ବିଭିନ୍ନ ଅଟକ କେନ୍ଦ୍ର (ଡିଟେନଶନ ସେଣ୍ଟର)ରେ ଲୋକଙ୍କ ଉପରେ ନାନା ପ୍ରକାର ନିର୍ଯାତନା କରାଯାଉଛି। ନିକଟରେ ଜଣେ ଗ୍ରାମୀଣ ଯୁବକଙ୍କ ଚମଡ଼ା ଉତାରିବା ସହିତ ତାଙ୍କ ଛାତିକୁ ବାରମ୍ବାର ଗୋଇଠା…
Archives


