ନୂଆବର୍ଷ ସୁଦ୍ଧା ଖୋଲିଯିବ ସବୁ ଶ୍ରେଣୀ
ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଦୀପାବଳି ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାର ଚିନ୍ତା କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବା ଉପରେ ବିଚାର କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ଉପରେ…
କମିଲା ପେଟ୍ରୋଲ ୫, ଡିଜେଲ ୧୦ ଟଙ୍କା
ନୂଆଦିଲ୍ଲୀ,୩।୧୧: ଲଗାତାର ୭ ଦିନ ଧରି ତୈଳ ଦର ବୃଦ୍ଧି ଘଟିବା ପରେ ବୁଧବାର ଦେଶବାସୀଙ୍କୁ କିଛିଟା ଆଶ୍ୱସ୍ତୀ ଦେଇଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଓ ଡିଜେଲ ଉପରେ ଲଗାଯାଉଥିବା ଏକ୍ସାଇଜ୍ ଡ୍ୟୁଟିକୁ ଯଥାକ୍ରମେ ୫ ଓ ୧୦ ଟଙ୍କା ହ୍ରାସ…
ଶେଷରେ କୋଭାକ୍ସିନକୁ ମିଳିଲା ‘ହୁ’ର ମାନ୍ୟତା
ନୂଆଦିଲ୍ଲୀ,୩।୧୧: ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା ‘କୋଭାକ୍ସିନ’କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମଞ୍ଜୁରୀ ମିଳିଛି। ଜରୁରିକାଳୀନ ବ୍ୟବହାର ପାଇଁ ବୈଷୟିକ କମିଟି ଅନୁମତି ଦେଇଥିବା ନେଇ ବୁଧବାର ହୁ’ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ପୂର୍ବରୁ କୋଭାକ୍ସିନ…
ବିଜେଡିରୁ ସଞ୍ଜୀବ ସାହୁଙ୍କ ଇସ୍ତଫା
ଅନୁଗୋଳ ଅଫିସ,୩।୧୧: ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସଞ୍ଜୀବ ସାହୁ। ବୁଧବାର ସେ ନିଜର ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି। ବ୍ୟକ୍ତିଗତ ସମସ୍ୟା ଯୋଗୁ ସେ…
ଆର୍ଥିକ ଅନଟନରୁ ସାଜିଲେ ହତ୍ୟାକାରୀ: ସ୍ତ୍ରୀ-ପୁଅଙ୍କୁ ନିଶା ଔଷଧ ଦେଇ ତଣ୍ଟି ଚିପି ମାରିଦେଲେ
ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗନଗର ଅଞ୍ଚଳରେ ମଙ୍ଗଳବାର ଘଟିଥିବା ଡବଲ୍ ମର୍ଡର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତେବେ ଏହି ହତ୍ୟାକାଣ୍ଡ ପଛରେ ମହିଳାଙ୍କ ସ୍ବାମୀ ଅବନ୍ତୀ ମଙ୍ଗରାଜ ଥିବା ଜଣାପଡ଼ିଛି। ଆର୍ଥିକ ସମସ୍ୟା ପାଇଁ ସେ ତାଙ୍କ…
ଟିକା ପ୍ରମାଣପତ୍ରରୁ ହଟିବନି ପ୍ରଧାନମନ୍ତ୍ରୀଙ୍କ ଫଟୋ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…
ଥିରୁଭାନନ୍ତପୁରମ୍,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। କରୋନା ବିରୋଧୀ ଲଢ଼େଇରେ ଟିକାକରଣ ଅଭିଯାନରେ ନାଗରିକମାନଙ୍କୁ ଦିଆଯାଇଥିବା ଟିକାକରଣ ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇବା ନେଇ କରାଯାଇଥିବା ଏକ ଆବେଦନକୁ କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଆବେଦନକାରୀଙ୍କ…
କରୋନାକୁ ହରାଇବା ଲାଗି ଘରଘର ବୁଲି ଟିକାକରଣ କର, ପ୍ରଧାନମନ୍ତ୍ରୀଙ୍କ ନୂଆ ମନ୍ତ୍ର…
ନୂଆଦିଲ୍ଲୀ,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କରୋନା ମହାମାରୀ ଲଢ଼େଇରେ ଘର ଘର ବୁଲି ଟିକା ଦାନ ଅଭିଯାନକୁ ସଫଳ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର…
ଜନ୍ମଦିନରେ କୋଟିଏ ଟିକା,ଅନ୍ୟଦିନ ନୁହେଁ କାହିଁକି ? ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ମହାମାରୀ ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କରୋନା ମହାମାରୀ…
ଆଧାର କାର୍ଡର ବେଆଇନ ବ୍ୟବହାର କଲେ ଦେବାକୁ ପଡ଼ିବ ୧ କୋଟି ପର୍ଯ୍ୟନ୍ତ ଜରିମାନା…
ନୂଆଦିଲ୍ଲୀ,୩।୧୧: ଆଧାର କାର୍ଡର ବେଆଇନ ବ୍ୟବହାର କଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏନେଇ ଭାରତ ସରକାରଙ୍କ ପକ୍ଷରୁ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ)କୁ କ୍ଷମତା ପ୍ରଦାନ କରିଛନ୍ତି। ଯେଉଁମାନେ ଆଧାର ଅନ୍ତର୍ଗତ ନୀତି…
ରାଜ୍ୟରେ ଆଉ ୩ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୩୪୩ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ମୟୂରଭଞ୍ଜ, ଏବଂ ନୂଆପଡାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ…
କ୍ଷେପଣାସ୍ତ୍ର ବଙ୍କର ନିର୍ମାଣ କରିଛି ଚାଇନା, ଆମେରିକା ଏଫ୍ଏଏସ୍ କଲା ପର୍ଦ୍ଦାଫାଶ୍…
ଓ୍ବାଶିଂଟନ,୩।୧୧: ଚାଇନା ତିନୋଟି ସ୍ଥାନରେ କ୍ଷେପଣାସ୍ତ୍ର ସିଲୋ ଫିଲ୍ଡ (ବଙ୍କର) ନିର୍ମାଣ କରିଛି। ଚାଇନା ଜାଣିଶୁଣି ଆଣବିକ ପ୍ରତିଯୋଗୀତାକୁ ପ୍ରୋତ୍ସାହିତ କରୁଥିବା କୁହାଯାଇଛଇ। ପାଶ୍ଚାତ୍ୟ ବିଶେଷଜ୍ଞମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ତିନୋଟି ସ୍ଥାନ ଉତ୍ତର କେନ୍ଦ୍ରୀୟ ଚାଇନାର…
ଟିକାକରଣ ଯୋଗୁ ଦେଶରେ ସୃଷ୍ଟି ହୋଇଛନ୍ତି ୨ ଭିନ୍ନ ଭିନ୍ନ ବର୍ଗ, କହିଲେ ହାଇକୋର୍ଟ…
କୋଚି,୩।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ମହାମାରୀ ବିରୋଧରେ ଲଢ଼େଇ ଅନ୍ତର୍ଗତ ଟିକାକରଣ ଅଭିଯାନ ଦେଶବ୍ୟାପୀ ଜାରି ରହିଛ। ଏପରିସ୍ଥଳେ କେରଳ ହାଇକୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଟିକାକରଣ ଯୋଜନା ଦେଶରେ ନାଗରିକଙ୍କ ଦୁଇଟି ଭିନ୍ନ…
Archives


