ଜରୁରୀକାଳିନ ସ୍ଥିତି ପାଇଁ ପ୍ରସ୍ତୁତ ହୁଅ
ନୂଆଦିଲ୍ଲୀ,୧୩।୧୧: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଜିନତ ଧୂଆଁର ବଳୟ ଦିନକୁ ଦିନ ଅଧିକରୁ ଅଧିକ ଘନ ହେବାରେ ଲାଗିଛି। ତାପମାତ୍ର ଖସୁ ଥିବାରୁ ସ୍ଥିତି ଆହୁରି ଖରାପ ହୋଇପାରେ। ସେଥିଲାଗି ରାଜ୍ୟ ଓ ସ୍ଥାନୀୟ ପ୍ରଶାସନକୁ ଜରୁରୀକାଳିନ ସ୍ଥିତି ପାଇଁ ପ୍ରସ୍ତୁତି…
ଆସୁଛି ଆଉ ଏକ ଲଘୁଚାପ
ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଗୁରୁବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାଛଡା ଉତ୍ତର-ଆଭ୍ୟନ୍ତରୀଣ ତାମିଲନାଡ଼ୁରେ ସୃଷ୍ଟି ହୋଇଥିବା ଟ୍ରପ୍ ଲାଇନ୍ ଆନ୍ଧ୍ର ଦେଇ ଓଡ଼ିଶା ଉପକୂଳକୁ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ…
‘ସମ୍ପୂର୍ଣ୍ଣ ଭୁଲ କରିଛନ୍ତି କଙ୍ଗନା’
ମୁମ୍ବାଇ,୧୨।୧୧: ‘ଦେଶକୁ ଅସଲ ସ୍ବାଧୀନତା ୨୦୧୪ରେ ମିଳିଥିଲା। ୧୯୪୭ରେ ଦେଶକୁ ଭିକ୍ ମିଳିଥିଲା’। ଏଭଳି ବୟାନ ଦେବା ପରଠାରୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାଓ୍ବତ। ବିଭିନ୍ନ ରାଜନୈତିକ ଦଳ ଭଳି ତାଙ୍କ ଉପରୋକ୍ତ ମନ୍ତବ୍ୟକୁ ସମାଲୋଚନା…
ଓଡ଼ିଶାରେ ୪ କୋଟି କୋଭିଡ୍ ଡୋଜ୍
ଭୁବନେଶ୍ୱର,୧୨।୧୧(ବ୍ୟୁରୋ): କୋଭିଡ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ଓଡ଼ିଶା । ଏଯାବତ ରାଜ୍ୟରେ ୪ କୋଟି କୋଭିଡ ଟିକା ଦିଆଯାଇଛି। ଏନେଇ ରାଜ୍ୟ ସୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ସେଥିପାଇଁ…
ବଡ଼ ପଦକ୍ଷେପ: ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ବିଶେଷକରି ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେମାନଙ୍କ…
ଭୁଲ୍ ରକ୍ତ ନେଲା ଜୀବନ, ଡାକ୍ତରଖାନା ପରିସରରେ ଉତ୍ତେଜନା
ରାଉରକେଲା,୧୨ା୧୧(ଡି.ଏନ୍.ଏ.): ରାଉରକେଲା ସରକାରୀ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଛି। ଭୁଲ ରକ୍ତ ପ୍ରଦାନ ଯୋଗୁ ରାରକେଲା ସରକାରୀ ଡାକ୍ତରଖାନା ମହିଳା ମେଡିଶିନ୍ ଓ୍ବାର୍ଡରେ ବେଡ୍ ନମ୍ବର ୧୫୮ରେ ଚିକିତ୍ସିତ ସରୋଜିନୀ କାଖ୍(୨୫) ଚିକିତ୍ସିତ ହେଉଥିଲେ। ଗତ ୧୦ ତାରିଖରେ ସିକ୍ଲିନ୍…
ଆଜି ରାଜ୍ୟରୁ ୨୬୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୩ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୧୦…
ରାଜ୍ୟରେ ୩ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୩୭୩ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରୁ ଜଣେ…
ବନ୍ଦ ହେବ ଆତ୍ମା
ଭୁବନେଶ୍ୱର,୧୨ା୧୧(ବ୍ୟୁରୋ):ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ଜିଲା ଗ୍ରାମ୍ୟ ଉନ୍ନୟନ ଏଜେନ୍ସି (ଡିଆରଡିଏ)କୁ ବନ୍ଦ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇସାରିଛି। ଏବେ କୃଷି ବିଭାଗ ଅଧୀନରେ ସମସ୍ତ ଜିଲାରେ କାର୍ଯ୍ୟକାରୀ ହେଉଥିବା କୃଷି ବୈଷୟିକ ପରିଚାଳନା ଏଜେନ୍ସି(ଆତ୍ମା)କୁ ଅନୁଦାନ ଦେବା…
ବିଶ୍ୱକୁ ନୂଆ ଚାମ୍ପିୟନ ଦେବେ ଦୁଇ ପଡ଼ୋଶୀ
ଦୁବାଇ,୧୨।୧୧: ଏଥର ବିଶ୍ୱକୁ ମିଳିବ ନୂଆ ଚାମ୍ପିୟନ। ଚଳିତ ଟି୨୦ ବିଶ୍ୱକପ୍ ଫାଇନାଲରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ପଡ଼ୋଶୀ ଦେଶ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ। ଗୁରୁବାର ଖେଳାଯାଇଥିବା ସେମିଫାଇନାଲରେ ଅଷ୍ଟ୍ରେଲିଆ ୫ ଉଇକେଟରେ ପାକିସ୍ତାନକୁ ହରାଇ ଦେଇଛି। ଏକଦା ପରାଜୟ…
ପ୍ରାପ୍ତ ବୟସ୍କଙ୍କୁ ଜୀବନ ସାଥୀ ଚୟନରେ ବାଧା ଦେବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ…
ଶ୍ରୀନଗର,୧୧।୧୧: ପ୍ରାପ୍ତ ବୟସ୍କମାନେ ନିଜ ପସନ୍ଦର ଜୀବନ ସାଥୀ ଚୟନ କରିପାରିବେ। ଏଥିରେ ବାଧା ସୃଷ୍ଟି କରିବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଜମ୍ମୁ-କଶ୍ମୀର ଏବଂ ଲଦାଖ ହାଇକୋର୍ଟଙ୍କ ପକ୍ଷରୁ ଏକ ମାମଲାର ବିଚାର ସମୟରେ ଏଭଳି କୁହାଯାଇଛି। ପ୍ରାପ୍ତ ବୟସ୍କଙ୍କୁ…
ତିହାର ଜେଲର ସ୍ଥିତିରେ ସୁଧାର ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୧୧।୧୧: ୟୁନିଟେକ ମାମଲାରେ ଅଭିଯୁକ୍ତଙ୍କ ସହ ଜେଲ କର୍ତ୍ତୃପକ୍ଷଙ୍କ ଜଟିଳତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ତିହାର ଜେଲରେ ପରିସ୍ଥିତିକୁ ଦର୍ଶାଇ କହିଛନ୍ତି ଯେ ଜେଲ ପରିଚାଳନାରେ ଉନ୍ନତି ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ…
Archives


