Home Middle

ଚାଇନାର ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରସଙ୍ଗ ଉଠାଇଲା ଭାରତ

ନୂଆଦିଲ୍ଲୀ, ୭।୧୨(ପି.ଟି.): ଭାରତ ଓ ରୁଷିଆର ପ୍ରତିରକ୍ଷା ଏବଂ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସୋମବାର ୨+୨ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତ ଏହାର ଉତ୍ତରାଞ୍ଚଳ ସୀମାରେ ପଡୋଶୀ ଦେଶର ଅତ୍ୟଧିକ ସାମରିକୀକରଣ ଓ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରସଙ୍ଗ ଉଠାଇଛି।…

୪୭ ଦେଶକୁ ବ୍ୟାପିଲା ଓମିକ୍ରନ୍‌, ଦକ୍ଷିଣ ଆଫ୍ରିକାରେ ୭୦୦ ଗୁଣ ବଢିଲା ସଂକ୍ରମଣ

ଜୋହାନସବର୍ଗ,୭ ।୧୨: ନଭେମ୍ବର ଶେଷ ସପ୍ତାହରେ ଚିହ୍ନଟ ହାଇଥିବା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଏବେ ସାରା ବିଶ୍ୱକୁ ଅନିଶ୍ଚିତା ଭିତରକୁ ଠେଲି ଦେଇଥିବା ବେଳେ ସବୁଠି ଭୟର ବାତାବରଣ ସୃଷ୍ଟି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ସୂଚନା ଅନୁଯାୟୀ,…

ଓମିକ୍ରନ୍ ଯୋଗୁଁ ଫେବୃୟାରୀରେ ଆସିବ କରୋନାର ତୃତୀୟ ଲହର: ଆଇଆଇଟି ବମ୍ବେ

ମୁମ୍ବାଇ,୭ ।୧୨: କରୋନା ମହାମାରୀର ତାଣ୍ଡବ ଧୀରେ ଧୀରେ କମି ଆସୁଥିବା ବେଳେ ପୁଣିଥରେ ଚିନ୍ତାରେ ପକାଇଛି ଓମିକ୍ରନ୍ ଭାରିଏଣ୍ଟ । ଏହାଯୋଗୁ ଦେଶରେ ବିପଦ ବଢୁଥିବା ବେଳେ କରୋନା ମହାମାରୀର ତୃତୀୟ ଲହର ଏହି ଓମିକ୍ରନ୍ ଯୋଗୁ ଆସିବ ବୋଲି…

ଗାଇଡ୍‌ଲାଇନ୍‌ ପାଇଁ ବିମାନବନ୍ଦରରେ ଅସମ୍ଭାଳ ଭିଡ଼

ନୂଆଦିଲ୍ଲୀ, ୬।୧୨: ଦିଲ୍ଲୀ ବିମାନବନ୍ଦର ଟର୍ମିନାଲରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ବିଶୃଙ୍ଖଳିତ ସ୍ଥିତିକୁ ନେଇ ଯାତ୍ରୀମାନେ ଆପତ୍ତି ଉଠାଇବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏଥିରେ ହସ୍ତକ୍ଷେପ କରିଛନ୍ତି। ଉତ୍ତମ ଭିଡ଼ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିବାକୁ ଦିଲ୍ଲୀ…

ଓଡ଼ିଶାରେ ୪୦% ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନାହିଁ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଥିବା ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନଭେମ୍ବର ୨୪ ପରେ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ପଜିଟିଭ୍‌ ଚିହ୍ନଟ ପରେ ସେମାନେ କରୋନାର…

ମୋଦି-ପୁଟିନ ସାକ୍ଷାତ୍‌କାର: ମୋଦି କହିଲେ ବିଶ୍ୱରେ ଅନେକ କିଛି ବଦଳିଛି ହେଲେ ଆମ ବନ୍ଧୁତ୍ୱ ନୁହେଁ

ନୂଆଦିଲ୍ଲୀ,୬ ।୧୨: ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ମଧ୍ୟରେ ସୋମବାର ସାକ୍ଷାତ୍‌କାର ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏଇ କିଛି ବର୍ଷ ମଧ୍ୟରେ ଦୁଇ ଦେଶର…

ବିବାହରେ ପ୍ରଦାନ କରାଯାଇଥିବା ଗହଣା ୭ ବର୍ଷ ପାଇଁ ସ୍ତ୍ରୀଙ୍କ ନାମରେ ରହୁ…

ନୂଆଦିଲ୍ଲୀ,୬।୧୨: ଯୌତୁକ ଭଳି ସାମାଜିକ ଅପରାଧକୁ ରୋକିବା ପାଇଁ ବିବାହରେ ପ୍ରଦାନ କରାଯାଇଥିବା ଗହଣା ୭ ବର୍ଷ ପାଇଁ ସ୍ତ୍ରୀଙ୍କ ନାମରେ ରହୁ ବୋଲି ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। ସୋମବାର ଏହା ଉପରେ ଶୁଣାଣି କରି ଶୀର୍ଷକୋର୍ଟ ବିଧି…

ସ୍ପୁଟନିକ ସିଙ୍ଗଲ ଡୋଜ ଭ୍ୟାକ୍ସିନକୁ ମଞ୍ଜୁରୀ ଦେଲା ଆର୍ଜେଣ୍ଟିନା

ବୁନୋସ ଏରିସ,୬ ।୧୨: କରୋନା ମହାମାରୀକୁ ଦୂରେଇ ଦେବାକୁ ଆର୍ଜେଣ୍ଟିନା ରୁଷିଆ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ ଲାଇଟ୍ ଭ୍ୟାକ୍ସିନକୁ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଛି । ଏହାପରେ ଏହାକୁ ବୁଷ୍ଟର ଶଟ୍ କିମ୍ବା ଭ୍ୟାକ୍ସିନ ଡୋଜ ଭାବେ ବ୍ୟବହାର କରାଯାଇ…

ନେପାଳରେ ପଶିଲା ଓମିକ୍ରନ

କାଠମାଣ୍ଡୁ,୬ା୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ନେପାଳରେ ପହଞ୍ଚିଛି। କଏଠାରେ ୨ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ଆଉ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ଭାରତ ସମେତ ୩୦ରୁ ଅଧିକ ଦେଶ ଏହି ନୂଆ ଭାରିଆଣ୍ଟର…

ମାସେ ମଧ୍ୟରେ ଏସ୍‌ଆଇଟି ଯାଞ୍ଚ୍‌ ଶେଷ ହେବ…

ନୂଆଦିଲ୍ଲୀ,୬।୧୨: ନାଗାଲାଣ୍ଡରେ ସୁରକ୍ଷାକର୍ମୀଙ୍କ ଦ୍ୱାରା କରାଯାଇ ଯାଇଥିବା ଫାୟାରିଂ ଘଟଣା ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ଲୋକ ସଭାରେ ବକ୍ତବ୍ୟ ରଖିଛନ୍ତି। ମାସେ ମଧ୍ୟରେ ଏହି ମାମଲାର ଯାଞ୍‌ ଏସ୍‌ଆଇଟି ଦ୍ୱାରା ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି।…

ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ଭରା ପୋଷ୍ଟର ଜାରି…

ଶ୍ରୀନଗର,୬।୧୨: ଜମ୍ମୁ-କଶ୍ମୀରରେ ଗଜନାଭି ଫୋର୍ସ ନାମକ ଆତଙ୍କବାଦୀ ସଂଗଠନର ପକ୍ଷରୁ ଦୁଇଟି ପୋଷ୍ଟର କାଶ୍ମୀରର ରାଜୌରୀର ଥାନାମାଣ୍ଡିର ଆଜମତାବାଦ ଅଞ୍ଚଳରେ ଲଗାଯାଇଛି। ପ୍ରକାଶ ପାଇଛି। ଆଜମାତାବାଦର କାନ୍ଥରେ ଉଭୟ ପୋଷ୍ଟର ଲଗାଯାଇଥିଲା। ଏହି ପୋଷ୍ଟରଗୁଡିକରେ, ଭାରତୀୟ ସେନା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ଧମକ…

ଭାରତ ଚତୁର୍ଥ ଶକ୍ତିଶାଳୀ ଦେଶ, ଶୀର୍ଷରେ ଆମେରିକା…

ସିଡ୍‌ନୀ,୬।୧୨: ଭାରତ ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ। ଲୋଓ୍ବ ଇନଷ୍ଟିଚ୍ୟୁଟ ପକ୍ଷରୁ ଏସିଆ ପାୱାର୍‌ ଇଣ୍ଡେକ୍ସ-୨୦୨୧ରେ ଏସିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରାଯାଇଛିି।  ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଏହି ରିପୋର୍ଟରେ ଭାରତକୁ ଏସିଆର ମଧ୍ୟମ ଶକ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri