Home Middle

ରାସନକାର୍ଡଧାରୀଙ୍କ ପାଇଁ ବଡ ଘୋଷଣା

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାସନକାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା କରିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ୧ ହଜାର ଟଙ୍କା ଲେଖାଏ କୋଭିଡ ସହାୟତା ମିଳିବ । ଏଥିପାଇଁ ରାଜ୍ୟ ସରକାର…

ସାଧାରଣ କାଶ ବି ହୋଇପାରେ ଓମିକ୍ରନ୍‌ ଲକ୍ଷଣ…

ଲଣ୍ଡନ/ନୂଆଦିଲ୍ଲୀ, ୨୧।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ ଆକ୍ରାନ୍ତଙ୍କୁ ବିଶ୍ଳେଷଣ କରୁଥିବା ବୈଜ୍ଞାନିକମାନେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଦକ୍ଷିଣଆଫ୍ରିକାରେ ଓମିକ୍ରନ ଆକ୍ରାନ୍ତଙ୍କଠାରେ ଦେଖାଯାଉଥିବା ଏକ…

ଚାଇନାର ଦାଦାଗିରି: ଏଲ୍‌ଏସିରେ ହେଲିପ୍ୟାଡ୍‌ ନିର୍ମାଣ…

ଲଦାଖ, ୨୧।୧୨: ଏଲ୍‌ଏସିା ଲଦାଖ ଅଞ୍ଚଳରେ ଚାଇନା ନିଜର ବେଆଇନ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଆମେରିକା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି ଯେ, ଚାଇନା ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ହେଲିପ୍ୟାଡ୍‌ ଏବଂ କଂକ୍ରିଣ୍ଟ୍‌ ନିର୍ମାଣ କାର୍ଯ୍ୟ ସହିତ ବୋଟ ମୁତୟନ କରିଛି।…

ଦେଶରେ ୨୦୦ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି। ନୂଆ ବର୍ଷ ଏବଂ ବଡ଼ଦିନ ନୂଆ ଅସୁବିଧା ଆଣିବାର ଆଶଙ୍କା ରହିଛି ବୋଲି ସ୍ବାସ୍ଥ୍ୟ…

ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ…

ଗୁରଦାସପୁର, ୨୧।୧୨: ପୂର୍ବରୁ ଜମ୍ମୁ-କଶ୍ମୀରର ଏଲଓସିରେ ପାକିସ୍ତାନ ପଟୁ ଅନୁପ୍ରବେଶ ହେଉଥିଲା। ତେବେ ଏବେ ପାକିସ୍ତାନୀ ଆତଙ୍କବାଦୀମାନେ ପଞ୍ଜାବରେ ସୀମାବାଟେ ଭାରତରେ ଅନୁପ୍ରବେଶ କରିବା ଉଦ୍ୟମ କରୁଛନ୍ତିି। ମଙ୍ଗଳବାର ଗୁରୁଦାସପୁର ସେକ୍ଟରରେ ବିଏସଏଫ ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗୁଳି କରି…

ଟିକା ନେଇଥିବା ଲୋକ ସହଜରେ ହେଉଛନ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ…

ଜେନେଭା/ନୂଆଦିଲ୍ଲୀ, ୨୧।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ସଙ୍କଟ ବଢ଼ିବାରେ ଲାଗିଛି। ତେବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞଙ୍କ ଅନୁସାରେ ଟିକା ନେଇଥିବା ଲୋକ ସହଜରେ ଓମିକ୍ରନ୍‌ରେ ଆକ୍ରାନ୍ତ ହେଉଛନ୍ତି। ଏହା ସହିତ ଓମିକ୍ରନ୍‌ ପୂର୍ବର ସମସ୍ତ ଭାରିଆଣ୍ଟ୍‌…

ପିଇବା ପାଣି ପାଲଟିଲା ବରଫ, ମରୁଭୂମିରେ ତୁଷାରପାତ…

ନୂଆଦିଲ୍ଲୀ, ୨୧।୧୨: ସମଗ୍ର ଉତ୍ତର ଭାରତ ପ୍ରବଳ ଥଣ୍ଡାରେ ଥରୁଛି। ପାହାଡ଼ିଆ ଅଞ୍ଚଳରେ ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ରାଜସ୍ଥାନର ବହୁ ସ୍ଥାନରେ ତାପମାତ୍ରା ମାଇନସକୁ ଖସି ଆସିଛି। ଫତେହପୁର ଶେଖାୱାଟିରେ ପ୍ରଥମ ଥର ପାଇଁ ତାପମାତ୍ରା ମାଇନସ ୫.୨…

୨୧ ବର୍ଷ ପୂର୍ବରୁ ବିବାହ ନ କରି ଲିଭ୍‌ଇନ୍‌ରେ ରହିପାରିବେ ବୟସ୍କ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଚଣ୍ଡିଗଡ଼, ୨୧।୧୨: କେନ୍ଦ୍ର ସରକାର ଝିଅଙ୍କ ବିବାହ ବୟସ ସୀମା ୨୧ ବର୍ଷ ବୃଦ୍ଧି କରିବା ନେଇ ଆଇନ ଆଣିବାକୁ ଯାଉଛନ୍ତି। ପୂର୍ବରୁ ବିବାହ ବୟସସୀମା ଝିଅଙ୍କ ପାଇଁ ୧୮ ଥିବାବେଳେ ପୁଅଙ୍କ ପାଇଁ ୨୧ ବର୍ଷ ଥିଲା। ମାତ୍ର ଏବେ…

ଓଡିଶାରେ ପଶିଲା ଓମିକ୍ରନ: ୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ପଡୋଶୀ ରାଜ୍ୟଗୁଡିକ ପରେ ଏବେ ଓଡିଶାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ରାଜ୍ୟରେ ମଙ୍ଗଳବାର ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ଜଗତ୍‌ସିଂହପୁରର ହୋଇଥିବା ବେଳେ ଆଉ ଜଣେ ଆକ୍ରାନ୍ତ ଖୋର୍ଦ୍ଧା…

ସ୍ମୃତିରେ ୨୦୨୧

ହାତଗଣତି କେତୋଟି ଦିନ ପରେ ଶେଷ ହେବ ୨୦୨୧ ମସିହା । ନୂଆ ଆଶା, ଆକାଂକ୍ଷା, ଉନ୍ମାଦନା ଓ ସମ୍ଭାବନାକୁ ନେଇ ଆସିବ ନୂତନ ବର୍ଷ। ୨୦୨୧ ବର୍ଷକୁ ବିଦାୟ ସହ ନବବର୍ଷ ୨୦୨୨କୁ ସ୍ବାଗତ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ।…

ଲା ନିନା ପ୍ରଭାବରୁ ଶୀତ ଲହରୀ, ବହୁ ଅଞ୍ଚଳରେ ତୁଷାରପାତ…

ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଉତ୍ତରଭାରତ ସମେତ ଦେଶର ବହୁ ଅଞ୍ଚଳରେ ତାପମାତ୍ରା ହଠାତ୍‌ କମିବା ସହିତ ଶୀତ ଲହରୀ ଆରମ୍ଭ ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗରେ ମଙ୍ଗଳବାର…

ଭୋଟର କାର୍ଡ ସହ ଆଧାର ଲିଙ୍କ୍‌ ସ୍ବେଚ୍ଛାକୃତ

ନୂଆଦିଲ୍ଲୀ, ୨୧।୧୨: ଲୋକ ସଭାରେ ସୋମବାର ବିରୋଧୀଙ୍କ ପ୍ରତିବାଦ ଓ ହଟ୍ଟଗୋଳ ମଧ୍ୟରେ ନିର୍ବାଚନୀ ସଂସ୍କାର ବିଲ୍‌ ଗୃହୀତ ହୋଇଯାଇଛି। ଭୋଟର ପରିଚୟପତ୍ରକୁ ଆଧାର ନମ୍ବର ସହ ସଂଯୋଗ କରିବା ଲାଗି ବିଲ୍‌ରେ ପ୍ରସ୍ତାବ ରହିଛି। ତେବେ ଏହାକୁ କଂଗ୍ରେସ, ଡିଏମ୍‌କେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri