ଫ୍ରାନ୍ସରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଆଇଏଚ୍ୟୁ’ ନୁହେଁ ଭୟଙ୍କର
ପ୍ୟାରିସ,୮ ।୧: ଫ୍ରାନ୍ସରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଆଇଏଚ୍ୟୁ’ କୁ ନେଇ ଅଧ୍ୟୟନ କରାଯିବା ପରେ ଏକ ଆଶ୍ୱସ୍ତିକର ଖବର ଆସିଛି । ବିଶେଷଜ୍ଞମାନେ କହିଛନ୍ତି କି ‘ଆଇଏଚ୍ୟୁ’ ଭାରିଏଣ୍ଟର ସଂକ୍ରମଣ ଖୁବ୍ କମ୍ । ତେଣୁ ଏହାକୁ ନେଇ…
ଫେବୃୟାରୀରେ ଶୀର୍ଷ ଛୁଇଁବ କରୋନା: ଦୈନିକ ଚିହ୍ନଟ ହେବେ ୮ ଲକ୍ଷରୁ ଊର୍ଦ୍ଧ୍ୱ
କାନପୁର,୮ ।୧: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ଯାଇଛି । ଆସନ୍ତା ଫେବୃୟାରୀରେ ଏହା ଶୀର୍ଷରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ସେତେବେଳକୁ ଦୈନିକ ସଂକ୍ରମଣ ୮ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି…
ଗଙ୍ଗା ସାଗର ମେଳାରେ କରୋନା ଏଣ୍ଟ୍ରି: ୪ ସାଧୁ ପଜିଟିଭ
କୋଲକାତା,୮ ।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପଶ୍ଚିମବଙ୍ଗର ଗଙ୍ଗା ସାଗର ମେଳା ଓ ଉତ୍ତର ପ୍ରଦେଶର ପ୍ରୟାଗରାଜ ମାଘମେଳା ଆଉ ଏକ ସମସ୍ୟା ସୃଷ୍ଟ କରିବାକୁ ଯାଉଛି । ଗଙ୍ଗା ସାଗର ମେଳାରେ ୪ ସାଧୁ କରୋନା…
ସୋମବାରଠାରୁ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର
ପୁରୀ ଅଫିସ,୭।୧: ଆସନ୍ତା ସୋମବାରଠାରୁ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଜାନୁୟାରୀ ୩୧ ଯାଏ ଏହି କଟକଣା ରହିବ। ଶୁକ୍ରବାର ଛତିଶା ନିଯୋଗ- ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ବନ୍ଦ ଲାଗି…
ଆସନ୍ତା ୧୦ରୁ କଲେଜ-ବିଶ୍ୱବିଦ୍ୟାଳୟ ବନ୍ଦ
ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଶୁକ୍ରବାର ବନ୍ଦ ଘୋଷଣା କରାଯାଇଛି। ଜାନୁୟାରୀ ୧୦ରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। କେବଳ ମେଡିକାଲ ଏବଂ ନର୍ସିଂ କଲେଜଗୁଡ଼ିକୁ ଏଥିରୁ ବାଦ ଦିଆଯାଇଛି। ଅନ୍ୟ ସମସ୍ତ କଲେଜ ଓ…
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ଘଟଣା: ମାମଲା ରୁଜୁ
ନୂଆଦିଲ୍ଲୀ,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ପଞ୍ଜାବର ମୁଖ୍ୟ ସଚିବ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦାଖଲ କରିଛନ୍ତି। ଏହି ମାମଲାରେ ପୋଲିସ ମାମଲା ରୁଜୁ ହୋଇଛି ବୋଲି ସଚିବ ଗୃହ ମନ୍ତ୍ରଣାଳୟକୁ ସୂଚନା ଦେଇଛନ୍ତି। ଏହା…
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା
ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ପରେ ଆଇସୋଲେସନରେ ରହିଥିବା ନେଇ ନିଜେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଶେଷ ୩ ଦିନରେ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇବାକୁ ସ୍ବାସ୍ଥ୍ୟମନ୍ତ୍ରୀ…
ଅବହେଳାରୁ ଆକର୍ଷଣ ହରାଉଛି ଚଣ୍ଡୀମନ୍ଦିର
ଯାଜପୁର ଅଫିସ,୭ା୧: ଯାଜପୁର ମାଟିର ଅସ୍ମିତାର ପରିଚୟ ହେଉଛି ଏହାର ମନୋଜ୍ଞ ପ୍ରାକୃତିକ ବିଭବ ଏବଂ ସୁପ୍ରାଚୀନ ଐତିହ୍ୟ। ବରାହ-ବିରଜା କ୍ଷେତ୍ର ନିଜର ଅନନ୍ୟ ସଂସ୍କୃତି, ପରମ୍ପରା ଓ ଐତିହାସିକ ପୀଠଗୁଡ଼ିକର ଗୌରବକୁ ନେଇ ଗର୍ବ ଅନୁଭବ କରିଥାଏ। କିନ୍ତୁ ଦେବୋତ୍ତର…
ଆଜିଠାରୁ ୫୦%ରେ ଚାଲିବ ଅଫିସ
ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟରେ କୋଭିଡ୍ ମହାମାରୀର ପ୍ରକୋପ ପୁଣି ବୃଦ୍ଧି ପାଇଛି। କୋଭିଡ୍ର ନୂଆ ଭାରିିଆଣ୍ଟ ଓମିକ୍ରନ୍ ଯୋଗୁ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ କଟକଣାକୁ କଡ଼ାକଡ଼ି କରିଛନ୍ତି। ଶୁକ୍ରବାରଠାରୁ…
୨୦୨୨ ନିର୍ବାଚନ: ଗୋଟିଏ ବୁଥରେ ସର୍ବାଧିକ ୧୨୫୦ଜଣ କରିପାରିବେ ମତଦାନ
ନୂଆଦିଲ୍ଲୀ,୭ ।୧: ଦେଶରେ କରୋନା ମହାମାରୀର ପ୍ରକୋପକୁ ଦେଖି ଦେଶରେ ୫ ରାଜ୍ୟରେ ହେବାକୁ ଯାଉଥିବା ନିର୍ବାଚନକୁ ଶୀଘ୍ର ଶେଷ କରିବାକୁ ନିର୍ବାଚନ କମିଶନ ଚିନ୍ତା କରୁଛନ୍ତି । ଏହାକୁ ନେଇ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
ଓମିକ୍ରନ୍କୁ ମାଇଲ୍ଡ ବୋଲି ବୁଝିବା ବଡ ଭୁଲ୍ ହେବ: ଡବ୍ଲୁଏଚଓ
ଜେନେଭା,୭ ।୧: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟ ଏବେ ସାରା ବିଶ୍ୱରେ ତାଣ୍ଡବ ରଚି ଚାଲିଛି । ଏହା କିନ୍ତୁ ଡେଲ୍ଟା ଭଳି ପ୍ରାଣଘାତି ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । କିନ୍ତୁ ଏହା ଡେଲ୍ଟାଠାରୁ ଦ୍ରୁତ ବେଗରେ ସଂକ୍ରମଣ ହେଉଛି…
ଏବେ ବି ଟିକା ନେଇନାହାନ୍ତି ୨୭ ଲକ୍ଷ
ଭୁବନେଶ୍ୱର,୬।୧(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବାକୁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ସମସ୍ତ ଲୋକେ ଯେପରି ସୁବିଧାରେ ଟିକା ନେଇପାରିବେ ସେ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଏହାସତ୍ତ୍ୱେ ରାଜ୍ୟରେ ପ୍ରାୟ ୨୭ଲକ୍ଷ ଲୋକ ପ୍ରଥମ ଡୋଜ୍ ଟିକା ନେଇ…
Archives


