ଟାଇଟଲ୍ ମ୍ୟାଚ୍ରେ ଟସ୍ ଜିତିଲା ରାଜସ୍ଥାନ
ଅହମ୍ମଦାବାଦ୍,୨୯।୫: ଆଇପିଏଲ୍ର ୨୦୨୨ର ଯାତ୍ରା ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସର ଫାଇନାଲ୍ରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଟସ ଜିତି ଗୁଜରାଟ…
ନେପାଳ ବିମାନ ଦୁର୍ଘଟଣା: ନିଖୋଜ ୨୨ ଯାତ୍ରୀଙ୍କ ମଧ୍ୟରୁ ୪ ଓଡ଼ିଶାର
ଭୁବନେଶ୍ୱର,୨୯।୫(ବ୍ୟୁରୋ): ନେପାଳରେ ରବିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୨୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ଥିବା ଜଣାପଡିଛି। ସମ୍ପୃକ୍ତ ୪ ଯାତ୍ରୀ ହେଲେ ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରିତିକା ଏବଂ…
ବ୍ୟାକଫୁଟକୁ ଆସିଲେ ସରକାର, ଫେରାଇ ନେଲେ ଆଧାରକାର୍ଡକୁ ନେଇ ଜାରି କରାଯାଇଥିବା ନୂଆ ଆଡଭାଇଜରୀ
ନୂଆଦିଲ୍ଲୀ,୨୯ ।୫ : ଚାରିପଟରୁ ଘେରିବା ପରେ ସରକାର ଆଧାର କାର୍ଡକୁ ନେଇ ଜାରି କରିଥିବା ନୂଆ ଆଡଭାଇଜରୀକୁ ଫେରାଇ ନେଇଛନ୍ତି । ଏହାସହ ଏହାକୁ ଏକ ସାମାନ୍ୟ ଗତିବିଧି ବୋଲି କହିଛନ୍ତି । ଇଲୋକ୍ଟେଆନିକ୍ସ ଓ ସୂଚନା ପ୍ରାଦ୍ଦ୍ୟୋଗିକ ମନ୍ତ୍ରଣାଳୟ…
ଜଳହସ୍ତୀ ଖୁଆଡ଼ରେ ପଶିଲା କୁମ୍ଭୀର
ଭୁବନେଶ୍ୱର,୨୯ା୫(ବ୍ୟୁରୋ): ଦେଶର ଅନ୍ୟତମ ପ୍ରମୁଖ ଚିଡିଆଖାନା ନନ୍ଦନକାନନ ଏବେ ଅସୁରକ୍ଷିତ ପ୍ରାଣୀ ଉଦ୍ୟାନରେ ପରିଣତ ହୋଇଛି। ପ୍ରତିଦିନ ଜୀବଜନ୍ତୁଙ୍କ ମୃତ୍ୟୁ, ପର୍ଯ୍ୟଟକଙ୍କୁ ଆକ୍ରମଣ, ଦୁର୍ବ୍ୟବହାର ଆଦି ଘଟଣା ଘଟୁଥିବା ନଜିର ରହିଛି। ଶନିବାର ନନ୍ଦନକାନନ ସିଂହୀ ଖୁଆଡ଼ରେ ଚିତି ସାପ ପଶି…
ସୋମବାର ୧୧୮ ତମ ଦ୍ୱିପାକ୍ଷିକ ସିନ୍ଧୁ ଜଳ ଚୁକ୍ତି ବୈଠକ…
ନୂଆଦିଲ୍ଲୀ, ୨୯।୫ : ସିଦ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ୧୧୮ ତମ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବା ପାଇଁ ପାକିସ୍ତାନର ଏକ ୫ ଜଣିଆ ପ୍ରତିନିଧି ଦଳ ସୋମବାର ଭାରତରେ ପହଞ୍ଚିବେ। ଉଭୟ ପକ୍ଷ ସିନ୍ଧୁ ଜଳ ଚୁକ୍ତିର ପ୍ରମୁଖ ପରିଯୋଜନା ଉପରେ…
ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୨୫ ନିଖୋଜ…
ଜାକର୍ତ୍ତା, ୨୯।୫ : ଇଣ୍ଡୋନେସିଆର ସେଣ୍ଟ୍ରାଲ ସୁଲାୱେସି ପ୍ରଦେଶର ମାକାସର ଷ୍ଟ୍ରେଟରେ ଏକ ଡଙ୍ଗା ଓଲଟି ପଡ଼ିଛି। ଏହି ଘଟଣାରେ ୨୫ ଜଣ ନିୀଖୋଜ ଥିବାବେଳେ ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ୪୨ ଜଣ ଲୋକ ଥିଲେ। ଅଧିକାରୀମାନେ ରବିବାର…
ଗ୍ରେନେଡ୍ ନେଇ ଆସୁଥିବା ପାକିସ୍ତାନୀ ଡ୍ରୋନ୍କୁ ଖସାଇଲେ ସେନା…
ଶ୍ରୀନଗର, ୨୯।୫ : ଜମ୍ମୁ-କଶ୍ମୀରର କଠୁଆରେ ଗ୍ରେନେଡ୍ ନେଇ ଆସିଥିବା ଏକ ପାକିସ୍ତାନୀ ଡ୍ରୋନ୍କୁ ଭାରତୀୟ ସେନା ଯବାନମାନେ ଗୁଳି ଖସାଇ ଦେଇଛନ୍ତି। କଠୁଆ ଜିଲାର ହୀରାନଗର ସେକ୍ଟରେ ଏହି ଡ୍ରୋନ୍ ଚୁମ୍ବକୀୟ ବୋମା ଏବଂ ୟୁବିଜିଏଲ୍ ଗ୍ରେନେଡ ପେଲୋଡ୍ ନେଇ…
ଗଛରେ ପିଟିହେଲା ବସ୍: ୧୦ ମୃତ, ୨୦ ଆହତ
ଢାକା,୨୯ା୫: ବାଂଲାଦେଶର ଦକ୍ଷିଣ ବରିଶାଲ ଜିଲାରେ ଏକ ଯାତ୍ରୀବାହୀ ବସ୍ ରବିବାର ସକାଳେ ଗଛରେ ଧକ୍କା ହେବାରୁ ଅତି କମ୍ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା କୁହାଯାଉଛି। ଓ୍ବାଜିରପୁର ପୋଲିସର ସୂଚନାନୁସାରେ, ଆହତମାନଙ୍କୁ…
ନେପାଳରେ ୧୨ ବର୍ଷରେ ୭ ବିମାନ ଦୁର୍ଘଟଣା, ୧୬୬ ଜଣଙ୍କ ମୃତ୍ୟୁ…
କାଠମାଣ୍ଡୁ, ୨୯।୫ : ଦେଶରେ ନେପାଳର ତାରା ଏୟାରଲାଇନ୍ସର ବିମାନ ୯-ଏନଏଇଟି ସହିତ ଯୋଗାଯୋଗ ସମ୍ପର୍କ ଛିନ୍ନ ହୋଇଛି। ବିମାନଟି ପୋଖରାରୁ ଜୋମସୋମକୁ ଯାଉଥିଲା। ବିମାନରେ ୨୨ ଜଣ ଲୋକ ଥିଲେ। ଏଥିରେ ଚାରିଜଣ ଭାରତୀୟ ଏବଂ ତିନି ଜଣ ଜାପାନୀ…
ଶ୍ରୀଲଙ୍କାରେ ବିଜୁଳି ସଙ୍କଟ, ଜୁନ୍ରୁ ଲାଗୁ ହେବ ଏହି ଯୋଜନା
କଲମ୍ବୋ,୨୯ା୫: ଶ୍ରୀଲଙ୍କାରେ ବିଜୁଳି ସଙ୍କଟ ଦେଖାଦେଇଛି। ଶକ୍ତି ମନ୍ତ୍ରୀ କଞ୍ଚନା ଓ୍ବିଜେସେକେରା ରବିବାର କହିଛନ୍ତି, ‘ତ୍ୱରିତ ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନ’ ଯୋଜନା ଜୁନ୍ ୨ରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି। ବିଦ୍ୟୁତ୍ ଉତ୍ପାଦନ ପାଇଁ ଇନ୍ଧନ ବିଲ୍ ପ୍ରତି ମାସରେ…
ଆଧାର କାର୍ଡ ନେଇ ସରକାରଙ୍କ ଆଡଭାଇଜରୀ, ମାସ୍କଡ୍ କାର୍ଡ ବ୍ୟବହାର କରିବାକୁ ପରାମର୍ଶ..
ନୂଆଦିଲ୍ଲୀ, ୨୯।୫ : ଆଧାର କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। କୌଣସି ସରକାରୀ ଯୋଜନାର ଲାଭ ଉଠାଇବା କିମ୍ବା ଆର୍ଥିକ କାରବାର କରିବା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଆଧାର କାର୍ଡ ହେଉଛି ଜଣେ ବ୍ୟକ୍ତିଙ୍କର ପରିଚୟର ପ୍ରମାଣ। ଏଥିରେ…
ରାଜ୍ୟ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି
ଭୁବନେଶ୍ୱର,୨୯।୫(ବ୍ୟୁରୋ): ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଲା। ୪ ରାଜ୍ୟ ସଭା ଆସନ ପାଇଁ ବିଜେଡ଼ି ରବିବାର ପ୍ରାର୍ଥୀ ଘୋଷଣା କରିଛି। ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ନିରଞ୍ଜନ ବିଶି ଏବଂ ସସ୍ମିତ୍ ପାତ୍ରଙ୍କ ନାମ ଘୋଷଣା କରିଛି ବିଜେଡ଼ି। ଏ…

