Home Middle

ଶିଶୁ ଉଭୟ ମାତାପିତାଙ୍କ ସ୍ନେହ ପାଇବାକୁ ହକ୍‌ଦାର, କହିଲେ ହାଇକୋର୍ଟ…

ଅହମଦାବାଦ, ୧।୬ : ଏକ ଛାଡ଼ପତ୍ର ମାମଲାରେ ଶିଶୁଙ୍କର କଷ୍ଟଡି ନେଇ ଗୁଜରାଟ ହାଇକୋର୍ଟ କହିଛନ୍ତି ଯେ, ଶିଶୁ ଉଭୟ ମାତାପିତାଙ୍କ ସ୍ନେହ ପାଇବାକୁ ହକ୍‌ଦାର। ଏଭଳି ପ୍ରସଙ୍ଗରେ ଶିଶୁର ଅଧିକାର ସର୍ବୋପରି। ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ। ତେଣୁ…

ଏସିଆ କପ୍‌ରେ ବ୍ରୋଞ୍ଜ ଜିତିଲା ଭାରତ

ଜାକର୍ତ୍ତା,୧।୬: ଇଣ୍ଡୋନେସିଆରେ ଚାଲିଥିବା ଏସିଆ କପ୍‌ ହକିରେ ଭାରତ ଏକ ବଡ଼ ଉପଲବ୍ଧି ହାସଲ କରିଛି। ବୁଧବାର ଜାକର୍ତ୍ତାରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ଜାପାନକୁ ୧-୦ ଗୋଲ୍‌ରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ଭାରତ ପକ୍ଷରୁ ଏକମାତ୍ର ଗୋଲ ରାଜ…

ଭାରତୀୟ ପ୍ରକଳ୍ପରେ ସିନ୍ଧୁ ଜଳ ଚୁକ୍ତି ପାଳନ କରାଯାଉଛି, ପାକିସ୍ତାନକୁ ଭାରତର ଉତ୍ତର…

ନୂଆଦିଲ୍ଲୀ, ୧।୬ : ସ୍ଥାୟୀ ସିନ୍ଧୁ ଆୟୋଗର ଦୁଇ ଦିନିଆ ବୈଠକର ଶେଷ ଦିନରେ ଭାରତ ସ୍ପଷ୍ଟ ଭାବରେ ପାକିସ୍ତାନକୁ କହିଛି ଯେ ଏହାର ପ୍ରକଳ୍ପରେ ସିନ୍ଦୁ ଜଳ ଚୁକ୍ତି ସମ୍ପୂର୍ଣ୍ଣ ରୂପେ ପାଳନ କରାଯାଉଛି। ଭାରତ ଏହି ସମସ୍ୟାର ଦ୍ୱିପାକ୍ଷିକ…

୫ ମାସରେ ୧୫ ସୁରକ୍ଷାକର୍ମୀ-୧୮ ନାଗରିକଙ୍କୁ ହତ୍ୟା, ରାହୁଲଙ୍କ ମୋଦିଙ୍କୁ ପ୍ରଶ୍ନ…

ନୂଆଦିଲ୍ଲୀ, ୧।୬ : ଜମ୍ମୁ-କଶ୍ମୀରରେ ଲଗାତାର ଟାର୍ଗେଟ୍‌ କିଲିଂ ବୃଦ୍ଧି ପାଉଛି। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି। ରାହୁଲ ପ୍ରଶ୍ନ କରିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ଗତ ୫ ମାସରେ ୧୫ ସୁରକ୍ଷାକର୍ମୀ ଏବଂ…

ମାସ୍କ୍‌-ହେଲମେଟ ପିନ୍ଧୁ ନ ଥିବା ପୋଲିସ ବାବୁଙ୍କୁ ହାଇକୋର୍ଟଙ୍କ ତାଗିଦ୍‌, ଆଇନ ସମସ୍ତଙ୍କ ପାଇଁ ସମାନ…

ନୂଆଦିଲ୍ଲୀ, ୧।୬ : ଦିଲ୍ଲୀ ହାଇକୋର୍ଟ ମାସ୍କ୍‌ ଏବଂ ହେଲମେଟ ପିନ୍ଧୁ ନ ଥିବା ପୋଲିସ ବାବୁଙ୍କୁ ତାଗିଦ୍‌ କରିଛନ୍ତି। ବୁଧବାର ହାଇକୋର୍ଟ କହିଛନ୍ତି ଯେ, ଆଇନ ସମସ୍ତଙ୍କ ପାଇଁ ସମାନ। ଆଇନ ଉପରେ କେହି ନୁହଁନ୍ତି। କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି…

ମନି ଲଣ୍ଡରିଂ ମାମଲାରେ ସୋନିଆ-ରାହୁଲଙ୍କୁ ଇଡିର ନୋଟିସ

ନୂଆଦିଲ୍ଲୀ,୧।୬: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ନେତା ରାହୁଲ ଗାନ୍ଧୀଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଜୁନ ୮ରେ ତାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦ୍ଦେଶ…

ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନ ଦାବି ତାଲିକାରେ ୬ ରାଜ୍ୟ, ଧର୍ମ ସଂସଦରେ ଆଲୋଚନା ବିଫଳ …

ନାସିକ, ୧।୬ : ପ୍ରଭୁ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ରରେ ଏବେ ବିବାଦ ଆରମ୍ଭ ହୋଇଛି। ହନୁମାନଙ୍କ ଜନ୍ମସ୍ଥାନ ସମ୍ପର୍କରେ ମଙ୍ଗଳବାର ନାସିକରେ ଏକ ଧର୍ମ ସଂସଦର ଆୟୋଜନ କରାଯାଇଥିଲା। ତ୍ରମ୍ବେକେଶ୍ୱର, କର୍ନାଟକ ଏବଂ ସୋଲାପୁରର ପ୍ରାୟ ୨୦-୨୫ ସାଧୁ ଏବଂ…

ଜଣେ କଲେ କରୋନା ମାର୍ଗଦର୍ଶିକା ଉଲ୍ଲଂଘନ, ୫ ହଜାର ଲୋକ କ୍ୱାରାଣ୍ଟାଇନ୍‌ରେ…

ବେଜିଂ, ୧।୬ : ଚାଇନାରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିକୋଭିଡ ମାର୍ଗଦର୍ଶିକା ପାଳନ ନକରିବାରୁ ୫ ହଜାର ଲୋକଙ୍କୁ ଦଣ୍ଡ ଦିଆଯାଇଛି। ବେଜିଂରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ସଂକ୍ରମିତ ହେବା ପରେ ମଧ୍ୟ ମାର୍ଗଦର୍ଶିକା ଉଲ୍ଲଂଘନ କରି ଚାଲିଥିଲେ।…

ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ନେଇ ଆତଙ୍କ, ମଲେଣି ୩୭ ହଜାରରୁ ଅଧିକ ଘୁଷୁରୀ…

ନୂଆଦିଲ୍ଲୀ, ୧।୬ : ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ବର୍ତ୍ତମାନ ଦେଶର ମିଜୋରାମ, ତ୍ରିପୁରା ଏବଂ ସିକିମ ଆଦି ୩ ଉତ୍ତର-ପୂର୍ବ ରାଜ୍ୟରେ ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ନେଇ ଆତଙ୍କ ଦେଖାଦେଇଛି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି…

ସମଲିଙ୍ଗୀ ଯୋଡ଼ିଙ୍କୁ ଏକାଠି ରହିବାକୁ ଅନୁମତି ଦେଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌, ୧।୬ : ସୌଦି ଆରବରେ ଅଧ୍ୟୟନ ସମୟରେ ଆଦିଲା ନଜରୀନ୍‌ ଏବଂ ଫାତିମା ନୁରା ପରସ୍ପରର ନିକଟତର ହୋଇଥିଲେ। ପରେ ଦୁହେଁ ଏକାଠି ରହିବାକୁ ସ୍ଥିର କଲେ । କିନ୍ତୁ ଆଦିଲା ଏବଂ ଫାତିମାଙ୍କ ସମ୍ପର୍କୀୟମାନେ ଏନେଇ ଆପତ୍ତି ଉଠାଇଥିଲେ।…

୨୭ ସେଲିବ୍ରିଟିଙ୍କୁ ସୁରକ୍ଷା ଦେବେ ପଞ୍ଜାବ ସରକାର, ସମୀକ୍ଷା ଜାରି…

ଚଣ୍ଡିଗଡ଼, ୧।୬ : ପଞ୍ଜାବରେ ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସୱାଲାଙ୍କ ହତ୍ୟା ପରେ ଭିଭିଆଇପି ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାର ନିଜର ଭୁଲକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସରକାର ପୁଣିଥରେ ଭିଆଇପି ସୁରକ୍ଷା ସମୀକ୍ଷା କରିବା ଆରମ୍ଭ…

ଭାରତ ଗହମ ନେବାକୁ ମନା କଲା ତୁର୍କୀ…

ନୂଆଦିଲ୍ଲୀ, ୧।୬ : ଭାରତ ପଠାଇଥିବା ଗହମକୁ ତୁର୍କୀ ପ୍ରଶାସନ ନେବାକୁ ମନା କରିଛି। ଏହି ସାମଗ୍ରୀରେ ଫାଇଟୋସାନିଟାରୀ ଅଭିଯୋଗ କରି ତୁର୍କୀ କର୍ତ୍ତୃପକ୍ଷ ଏହି ସାମଗ୍ରୀ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ୨୯ ମଇରେ ତୁର୍କୀରେ ପହଞ୍ଚିଥିବା ଜାହାଜକୁ ଫେରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?