୭୯୮ ଭାରତୀୟଙ୍କୁ ନେଇ ହିଣ୍ଡନ ଏୟାରବେସ୍ ପହଞ୍ଚିଲେ ୪ ବିମାନ…
ଗାଜିଆବାଦ୍,୩।୩ : ଅପରେଶନ୍ ଗଙ୍ଗା ଅନ୍ତର୍ଗତ ୟୁକ୍ରେନ୍ରୁ ଭାରତୀୟଙ୍କୁ ଏୟାରଲିଫ୍ଟ କାର୍ଯ୍ୟ ଜାରି ରହିଛି। ଗୁରୁବାର ମୋଟ ୭୯୮ ଭାରତୀୟଙ୍କୁ ନେଇ ଭାରତୀୟ ବାୟୁସେନାର ୪ଟି ବିମାନ ଗାଜିଆବାଦ୍ର ହିଣ୍ଡନ ଏୟାରବେସ୍ରେ ପହଞ୍ଚିଛି। ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି ଯେ ରୋମାନିଆର…
‘ଛାତ୍ରୀଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା ରିପୋର୍ଟ ଆସିନାହିଁ’
ନୂଆଦିଲ୍ଲୀ,୩।୩: ୟୁକ୍ରେନରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଭାରତୀୟ ସରାକର। ଫସିଥିବା ଭାରତୀୟ ନାଗରିକଙ୍କ ସହ ବୈଦେଶିକ ମନ୍ତ୍ରଣାଳୟ କ୍ରମାଗତ ଯୋଗାଯୋଗ ରଖିଥିବା କୁହାଯାଇଛି। “କୌଣସି ଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା ରିପୋର୍ଟ ଆମ…
ସାଟେଲାଇଟ୍ ହ୍ୟାକିଂ ପରେ ସାଇବର ଯୁଦ୍ଧର ଧମକ ଦେଲା ରୁଷିଆ…
ମସ୍କୋ,୩।୩ : ରୁଷିଆର ସ୍ପେସ ଏଜେନ୍ସି ରସକୋମୋସ ଦେଶର ଉପଗ୍ରହକୁ ନଷ୍ଟ କରିବାକୁ ଚେଷ୍ଟା କରୁଥିବା ହ୍ୟାକରମାନଙ୍କୁ ଚେତାବନୀ ଦେଇଛି । ସେମାନଙ୍କ କାର୍ଯ୍ୟକୁ ଯୁଦ୍ଧ ଘୋଷଣା ଭାବେ ବ୍ୟାଖ୍ୟା କରାଯାଇପାରେ ବୋଲି ଏଜେନ୍ସି କହିଛି। ଯାହା ଯୁଦ୍ଧ ପାଇଁ ଯଥାର୍ଥ…
୬୦ ବର୍ଷ ତଳର କଥା ମନେ ପକାଉଛି ଆମେରିକା…
ଓ୍ବାଶିଂଟନ/ମସ୍କୋ/କ୍ୱିଭ୍,୩।୩ : ରୁଷିଆ ୟୁକ୍ରେନ୍ ଯୁଦ୍ଧରେ ଆମେରିକା ୬୦ ବର୍ଷ ତଳେ ୧୯୬୨ରେ ହୋଇଥିବା କ୍ୟୁବା ଯୁଦ୍ଧ ମନେ ପକାଇଛି। ସେତେବେଳେ ସୋଭିଏତ୍ ୟୁନିଅନ କ୍ୟୁବା ଉପରେ ଆକ୍ରମଣ କରିଥିଲା। କୁବ୍ୟ ଆକ୍ରମଣ ଭଳି ରୁଷିଆ କିଛି ମାସ ପୂର୍ବରୁ ୟୁକ୍ରେନ…
ପଳାତକ ରାଷ୍ଟ୍ରପତିଙ୍କୁ ୟୁକ୍ରେନ୍ର ଦାୟିତ୍ୱ ଦେବାକୁ ଚାହୁଁଛନ୍ତି ପୁଟିନ୍…
ମସ୍କୋ/କ୍ୱିଭ୍,୩।୩ : ୟୁକ୍ରେନ୍ ବିଜୟ ପରେ ଏହାର ଦାୟିତ୍ୱ ପଳାତକ ପୂର୍ବତନ ରାଷ୍ଟ୍ରପତି ଭିକ୍ଟର ୟାନୁକୋଓ୍ବିଚ୍ଙ୍କୁ ପ୍ରଦାନ କରିବାକୁ ରୁଷ୍ରିା ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ ଚିନ୍ତା କରୁଛନ୍ତି। ଭିକ୍ଟର ବର୍ତ୍ତମାନ ମିନସ୍କରେ ଅଛନ୍ତି ଏବଂ କ୍ରେମଲିନ ତାଙ୍କୁ ଏକ ସ୍ବତନ୍ତ୍ର ଅପରେଶନ…
୭ ହଜାର ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୩।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୭ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୬ ହଜାର ୫୬୧…
କେବେ ଆକ୍ରମଣ ହେବ ସ୍ଥିର କରିଥିଲେ ରୁଷିଆ-ଚାଇନା, ଆମେରିକାର ଅଭିଯୋଗ…
ଓ୍ବାଶିଂଟନ/ମସ୍କୋ/ବେଜିଂ,୩।୩ : ୟୁକ୍ରେନ୍ ଉପରେ କେବେ ଆକ୍ରମଣ କରାଯିବ ତାହା ଚାଇନା ଏବଂ ରୁଷିଆ ପୂର୍ବରୁ ସ୍ଥିର କରିଥିବା ଆମେରିକା ପକ୍ଷରୁ ଅଭିଯୋଗ ହୋଇଛି। ଚାଇନାରେ ଶୀତକାଳୀନ ଅଲିମ୍ପିକ୍ସ୍ ପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଆମେରିକା ଗୁପ୍ତଚର…
ଭାରତୀୟ ଛାତ୍ରଙ୍କୁ ବନ୍ଧକ ରଖିଛି ୟୁକ୍ରେନ୍, ରୁଷିଆ ଆଣିଲା ଅଭିଯୋଗ…
ମସ୍କୋ/କ୍ୱିଭ୍,୩।୩ : ଭାରତୀୟ ଛାତ୍ରଙ୍କୁ ୟୁକ୍ରେନ୍ ବନ୍ଧକ ରଖିଛି। ଏଭଳି ଅଭିଯୋଗ ରୁଷିଆ କରିଛି। ତେବେ ଏହାକୁ ଆମେରିକା ପକ୍ଷରୁ ଖଣ୍ଡନ କରାଯାଇଛି।ଯୁଦ୍ଧ ସମୟରେ ଏହା ରୁଷିଆର ଏକ ପ୍ରକାର ମିଥ୍ୟା ପ୍ରଚାର ବୋଲି ଆମେରିକା କହିଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ…
ଖେରସାନ ସହରକୁ କବଜା କଲା ରୁଷିଆ
କ୍ୱିଭ,୩ ।୩: ଲଗାତାର ଅଷ୍ଟମ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ବେଳକୁ ବେଳ ରୁଷିଆ ୟୁକ୍ରେନର ବଡ ବଡ ସହରକୁ ଟାର୍ଗେଟ କରୁଥିବା ବେଳେ ଭାରତୀୟ ସମୟ ଅନୁସାରେ ଗୁରୁବାର ସକାଳୁ ରୁଷିଆ ୟୁକ୍ରେନର ଖେରସାନ ସହର କବଜା କରିଥିବା…
ପୁଟିନ୍ଙ୍କ ଆଧିପତ୍ୟ ବଢ଼ିବ
ଓ୍ବାଶିଂଟନ,୩ା୩: ଭବିଷ୍ୟତରେ କ’ଣ ସବୁ ଘଟିବାକୁ ଯାଉଛି ତାହା ବୁଲଗେରିଆର ଜଣେ ଅନ୍ଧ ମହିଳା ପୂର୍ବାନୁମାନ କରିପାରୁଥିଲେ। ସେ ଜଣେ ଭବିଷ୍ୟବକ୍ତା ଥିଲେ ବୋଲି ତାଙ୍କ ଭବିଷ୍ୟବାଣୀଗୁଡ଼ିକୁ ଷଡ଼ଯନ୍ତ୍ର ସିଦ୍ଧାନ୍ତବାଦୀମାନେ ପ୍ରମାଣ ଭାବେ ବ୍ୟବହାର କରୁଛନ୍ତି। ୯/୧୧ ଆକ୍ରମଣ ଏବଂ ସିରିଆର…
ପୋଲାଣ୍ଡରୁ ୨୦୮ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ବାୟୁସେନାର ତୃତୀୟ ବିମାନ
ନୂଆଦିଲ୍ଲୀ,୩ ।୩: ଅପରେଶନ ଗଙ୍ଗାରେ ସାମିଲ ହୋଇଥିବା ଭାରତୀୟ ବାୟୁସେନାର ସି-୧୭ ବିମାନ ଗୁରୁବାର ସକାଳୁ ପୋଲାଣ୍ଡରେ ଆଶ୍ରୟ ନେଇଥିବା ୨୦୮ ଭାରତୀୟଙ୍କୁ ନେଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି । ବିମାନଟି ଭାରତୀୟ ବାୟୁସେନରା ନିଜସ୍ୱ ବେସ ହିଂଡାନ ଏୟାର ବେସରେ…
ଉତ୍ତର ପ୍ରଦେଶ ବିଧାନସଭାର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ
ଲକ୍ଷ୍ନୌ,୩ ।୩: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇଛି । ଏଥର ୧୦ ଜିଲାର ୫୭ ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ସକାଳ ୭ଟାରୁ ଏହା ଆରମ୍ଭ ହୋଇଥିବା…
Archives


