ଦୈନିକ ମୃତ୍ୟୁ ସଂଖ୍ୟା ୧୧ ଶହ ଟପିଲା …
ନୂଆଦିଲ୍ଲୀ, ୧।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୭ ହଜାର ୫୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…
କୋଭିଡ୍ କଟକଣା ମଧ୍ୟରେ ଆଜିଠୁ ଖୋଲିବ ସମଲେଶ୍ବରୀ ମନ୍ଦିର
ସମ୍ବଲପୁର,୧।୨(ବ୍ୟୁରୋ): ଭକ୍ତଙ୍କ ପାଇଁ ଆଜିଠୁ ଖୋଲିବ ସମଲେଶ୍ବରୀ ମନ୍ଦିର। ଏ ନେଇ ଜିଲା ପ୍ରଶାସନର ନିଷ୍ପତ୍ତି ନେଇଛି। ତେବେ ଭକ୍ତଙ୍କ ଦର୍ଶନ ସମୟରେ କୋଭିଡ୍ କଟକଣା ବଳବତ୍ତର ରହିବ। ସମଲେଶ୍ବରୀ ମନ୍ଦିର ସକାଳ ୬ଟା ରୁ ପୂର୍ବାହ୍ନ ୧୧ଟା୩୦ ଏବଂ ଅପରାହ୍ନ…
ସକାଳ ୬ରୁ ରାତି ୯ ଖୋଲାରହିବ ଶ୍ରୀମନ୍ଦିର
ପୁରୀ ଅଫିସ,୩୧।୧: ସର୍ବସାଧାରଣଙ୍କ ପାଇଁ ମଙ୍ଗଳବାର ଶ୍ରୀମନ୍ଦିର ଖୋଲିବ। ତେବେ ଶ୍ରୀମନ୍ଦିର ଖୋଲିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏସ୍ଓପି ଜାରି କରାଯାଇଛି। ଦୈନିକ ସକାଳ ୬ରୁ ରାତି ୯ ଶ୍ରୀମନ୍ଦିର ଖୋଲାରହିବ। ସାନିଟାଇଜେସନ ପାଇଁ ପ୍ରତି ରବିବାର ବନ୍ଦ ରହିବ…
ଆସିଲା ଫେବୃୟାରୀ ଗାଇଡ୍ଲାଇନ୍
ଭୁବନେଶ୍ୱର,୩୧।୧(ବ୍ୟୁରୋ): ଫେବୃୟାରୀ ମାସ ପାଇଁ କରୋନା ଗାଇଡ୍ଲାଇନ୍ ଜାରି ହୋଇଛି। ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି। ଗାଇଡ୍ଲାଇନ୍ ଅନୁସାରେ, ନାଇଟ୍ କର୍ଫ୍ୟୁ ଅବଧି ଏବେ ରାତି ୯ଟା ପରିବର୍ତ୍ତେ ରାତି ୧୦ରୁ ଆରମ୍ଭ ହେବ। ତେବେ ରାତି…
୨୦୨୧-୨୨ ପାଇଁ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଆକଳନ, ୨୦୨୨-୨୩ରେ ୮ ରୁ ୮.୫ ପ୍ରତିଶତ ଲକ୍ଷ୍ୟ…
ନୂଆଦିଲ୍ଲୀ, ୩୧।୧ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକ ସଭାରେ ଆର୍ଥିକ ସର୍ବେକ୍ଷଣ ୨୦୨୧-୨୦୨୨ ଉପସ୍ଥାପନ କରିଛନ୍ତି। ଏଥିରେ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ପ୍ରକୃତ ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ଆକଳନ କରାଯାଇଛି। ଆରବିଆଇର ୯.୫ ପ୍ରତିଶତ ଅନୁମାନଠାରୁ…
ଅବହେଳିତ ଜୁଆଙ୍ଗ ଜନଜାତି
କେନ୍ଦୁଝର, ୩୧।୧(ଡି.ଏନ୍.ଏ.) ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ଅବହେଳିତ ହୋଇ ରହିଛନ୍ତି। ପାହାଡ ଓ ଜଙ୍ଗଲ ଘେରା ମଧ୍ୟରେ ରହି ଆସୁଥିବା ଏହି ଜନଜାତି ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ବିକାଶ ସ୍ରୋତରେ…
ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇବେ ୪ ବରିଷ୍ଠ ଆଇନଜୀବୀ
କଟକ ଅଫିସ,୩୧ା୧: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବଢ଼ିବ। ଗତ ୨୯ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୪ ବରିଷ୍ଠ ଆଇନଜୀବୀଙ୍କୁ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ମିଳିବ । ବରିଷ୍ଠ ଆଇନଜୀବୀ…
୧୩,୦୦୦ ଉପଗ୍ରହ ମହାକାଶକୁ ପ୍ରେରଣ କରିବ ଚାଇନା…
ଲକ୍ଷ୍ନୌ, ୩୧।୧ : ଚାଇନା ମହାକାଶକୁ ୧୩,୦୦୦ ଉପଗ୍ରହ ପ୍ରେରଣ ପାଇଁ ଯୋଜନା କରିଛି। ଏଭଳି କରି ଚାଇନା ନିଜର ମହାକାଶ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିବା କୁହାଯାଉଛି। ଚାଇନା ଏଭଳି ଏକ ମିଶନ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ ହେଉଛି, ଯାହା…
ଏମ୍ପିଙ୍କୁ ମୋଦିଙ୍କ ନିବେଦନ: ନିର୍ବାଚନ ଯିବ-ଆସିବ, ଚଳିତ ଅଧିବେଶନକୁ କରନ୍ତୁ ଫଳପ୍ରଦ
ନୂଆଦିଲ୍ଲୀ,୩୧।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମ ସହ କଥା ହୋଇଥିଲେ। ଏହି ସମୟରେ ସେ ବଜେଟ ଅଧିବେଶନକୁ ଫଳପ୍ରଦ କରିବାକୁ ଏମ୍ପିମାନଙ୍କୁ ନିବେଦନ କରିଥିଲେ। ଆମେ ସମସ୍ତେ ଏହି ଅଧିବେଶନକୁ ଯେତେ…
ଲୋକତନ୍ତ୍ର ଉପରେ ଆସ୍ଥା ରଖି ଭାରତ ଅଗ୍ରସର ହେଉଛି…
ନୂଆଦିଲ୍ଲୀ, ୩୧।୧ : ପାର୍ଲାମେଣ୍ଟର ବଜେଟ ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପାର୍ଲାମେଣ୍ଟର ଉଭୟ ଗୃହକୁ ସମ୍ବୋଧିତ କରି କହିଛନ୍ତି ଯେ, ଭାରତ ଲୋକତନ୍ତ୍ର ଉପରେ ଆସ୍ଥା ରଖି ଅଗ୍ରସର ହେଉଛି। ଦେଶ ଇତିମଧ୍ୟରେ…
ୟୁକ୍ରେନ୍ରେ ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ର, ଶସ୍ତା ପାଠପଢ଼ା ଖର୍ଚ୍ଚ ପାଇଁ ପ୍ରତିବର୍ଷ ଯାଇଥାନ୍ତି…
ନୂଆଦିଲ୍ଲୀ/କାଇଭ୍, ୩୧।୧ : ପୁଣି ଥରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ୟୁକ୍ରେନରେ ଅଧ୍ୟୟନ କରୁଥିବା ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ସୁରକ୍ଷା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପରିସ୍ଥିତିକୁ ନିରନ୍ତର…
ପାଠପଢ଼ା ଶେଷ, ଚାକିରି ନାହିଁ, ରାଜସ୍ଥାନରେ ଅଧିକ ବେକାର ଗ୍ରାଜୁଏଟ୍…
ନୂଆଦିଲ୍ଲୀ, ୩୧।୧ : ସାରା ଦେଶରେ ଯୁବକମାନେ ବେକାରି ସମସ୍ୟା ସହ ଲଢୁଛନ୍ତି। ଭଲ ଅଧ୍ୟୟନ ପରେ ଏହି ଅବସ୍ଥା । କେତେକ ବୃହତ ରାଜ୍ୟରେ ବେକାରୀ ଏତେ ବୃଦ୍ଧି ପାଇଛି ଯେ ସ୍ନାତକ ହାସଲ କରିଥିବା ଯୁବକମାନଙ୍କ ପାଖରେ ଚାକିରି…
Archives


