Home Middle

ତାଲିବାନ-ଭାରତ ସମ୍ପର୍କରେ ସୁଧାର, ଆରମ୍ଭ ହେବ ବିମାନ ସେବା…

ନୂଆଦିଲ୍ଲୀ/କାବୁଲ, ୧୨।୬ : ଭାରତ ଏବଂ ତାଲିବାନ ମଧ୍ୟରେ ସମ୍ପର୍କରେ ସୁଧାର ହେବାରେ ଲାଗିଛି। ତାଲିବାନ ଆଫଗାନିସ୍ତାନରେ କ୍ଷମତା ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଭାରତର ଏକ ସରକାରୀ ପ୍ରତିନିଧୀ ଦଳ ୨ ଜୁନ ୨୦୨୨ରେ ଆଫଗାନିସ୍ତାନ ଗସ୍ତ…

କାତାରରୁ ଆତଙ୍କବାଦୀଙ୍କ ପାଇଁ ଫଣ୍ଡିଂ, ପଲିସି ରିସର୍ଚ୍ଚ ଗ୍ରୁପ୍‌ ରିପୋର୍ଟ…

ଲଣ୍ଡନ/ଦୋହା, ୧୨।୬ : କେବଳ ଧାର୍ମିକ ତିକ୍ତତା ବଢ଼ାଇବା ପାଇଁ ନୁହେଁ, ବରଂ ଆତଙ୍କବାଦକୁ ସାରା ବିଶ୍ୱରେ ବିସ୍ତାର କରିବା ପାଇଁ କାତାରର ବିଭିନ୍ନ ସଂଗଠନ ପକ୍ଷରୁ ଫଣ୍ଡିଂ ଯୋଗାଇ ଦିଆଯାଉଛି। ଏକ ପଲିସି ରିସର୍ଚ୍ଚ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା…

ସ୍ଥିତି ପୁଣି ଅଣାୟତ୍ତ ମୁହାଁ…

ନୂଆଦିଲ୍ଲୀ, ୧୨।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ଆଜି ବାରବାଟୀ ଟକ୍କର

ଭୁବନେଶ୍ୱର, ୧୨।୬ (କ୍ରୀଡ଼ା ପ୍ରତିନିଧି): ବାରବାଟୀ ପ୍ରସ୍ତୁତ। ରବିବାର ଏହି ଷ୍ଟାଡିୟମରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଏହି ହାଇ ପ୍ରୋଫାଇଲ୍‌ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ରୂପେ ନୂଆ ରୂପରେ ସଜେଇ ହୋଇଛି ବାରବାଟୀ। ମ୍ୟାଚକୁ ସଫଳତାର…

ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଲସ୍କରର ୩ ଆତଙ୍କବାଦୀ ନିହତ

ଜମ୍ମୁ,୧୨ ।୬: ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫତା ମିଳିଛି । ସୁରକ୍ଷାର୍କମୀଙ୍କ ଆକ୍ରମଣରେ ସେଠାରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସମସ୍ତ ନିହତ ଆତଙ୍କବାଦୀଙ୍କର ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବା ସହ ସମ୍ପର୍କ ରହିଥିବା କୁହାଯାଇଛି…

ପ୍ରଥମ ଇଲେକ୍ଟ୍ରିକ୍‌ ହାଇଓ୍ବେକୁ ମଞ୍ଜୁରୀ, ପ୍ରତି ୨ କିଲୋମିଟରରେ ଚାର୍ଜିଂ ପଏଣ୍ଟ୍‌…

ନୂଆଦିଲ୍ଲୀ, ୧୧।୬ : ବର୍ତ୍ତମାନ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲର ନିର୍ଭରଶୀଳତାକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଦେଶର ପ୍ରଥମ ଇଲେକ୍ଟ୍ରିକ୍‌ ହାଇଓ୍ବେ(ବୈଦ୍ୟୁତିକ ରାଜପଥ )କୁ ମଞ୍ଜୁରୀ ମିଳିଛି। ଦିଲ୍ଲୀ ଏବଂ ଜୟପୁର ମଧ୍ୟରେ ଦେଶର ପ୍ରଥମ ନିର୍ମାଣ ହେବାକୁ…

ହିଜାବ ପରେ ଏବେ ଟୋପି ବନାମ ଗୈରିକ ଶାଲ୍‌ ବିବାଦ…

ବେଙ୍ଗାଲୁରୁ, ୧୧।୬ : ବର୍ତ୍ତମାନ କର୍ନାଟକରେ ହିଜାବ ସଙ୍କଟ ଟିକେ ଶାନ୍ତ ହୋଇଯାଇଥିବାବେଳେ ଏବେ ଟୋପି ବନାମ ଗୈରିକ ଶାଲ୍‌ ବିବାଦ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ରାଷ୍ଟ୍ରାୟତ୍ତ ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେଶନ (ବିଏମଟିସି) ର ହିନ୍ଦୁ କର୍ମଚାରୀଙ୍କ ଏକ…

ସମାଲୋଚନା ପରେ ମୁମ୍ବାଇ ପୋଲିସ ଆୟୁକ୍ତ ପଛକୁ ହଟିଲା, ପୁନର୍ବିଚାର ପାଇଁ ସବୁଜ ସଙ୍କେତ…

ନୂଆଦିଲ୍ଲୀ, ୧୧।୬ : ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେ ଜୋନାଲ ଡିସିପିଙ୍କ ଅନୁମତି ବିନା ଅନୁମତିରେ ପୋକ୍ସୋ ଆକ୍ଟ ଅନ୍ତର୍ଗତ କୌଣସି ମାମଲା ରୁଜ ହେବନାହିଁ ପ୍ରସଙ୍ଗରେ ଶନିବାର କହିଛନ୍ତି ଯେ, ଏହାର ପୁନର୍ବିଚାର କରାଯାଇପାରେ। ଏହି ସର୍କୁଲାର ନେଇ…

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ, ସର୍ଚ୍ଚ ଅପରେଶନ୍‌ ଜାରି…

ଶ୍ରୀନଗର, ୧୧।୬ : ଜମ୍ମୁ-କଶ୍ମୀରର ପୁଲଓ୍ବାମାର ଦ୍ରବଗ୍ରାମରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଗୁପ୍ତ ସୂଚନା ଆଧାରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ…

ଖେଳ ଦେଖିବେ ମୁଖ୍ୟମନ୍ତ୍ରୀ: ଟୁଇନ୍‌ ସିଟିକୁ ଜଗିଛନ୍ତି ୮୨ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ଭାରତ-ଦକ୍ଷିଣ ଆଫ୍ରିକା ଟି -୨୦ ମ୍ୟାଚ୍‌ ପାଇଁ ଟୁଇନ୍‌ ସିଟିରେ କମିଶନରେଟ୍‌ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଟକରେ ୬୨ ପ୍ଲାଟୁନ ଫୋର୍ସ ନିୟୋଜିତ ଥିବା ବେଳେ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିଛନ୍ତି।…

ନାଗାଲାଣ୍ଡରେ ସାଧାରଣ ଲୋକଙ୍କ ହତ୍ୟା, ୩୦ ଯବାନଙ୍କ ବିରୋଧରେ ଚାର୍ଜଶିଟ୍‌…

କୋହିମା, ୧୧।୬ : ନାଗାଲାଣ୍ଡର ମୋନ୍‌ ଜିଲାରେ ଉଗ୍ରବାଦ ବିରୋଧୀ ଅପରେଶନରେ ସାଧାରଣ ଲୋକଙ୍କ ହତ୍ୟା ଘଟଣା ସମ୍ପର୍କରେ ଡିଜିପି ଟିଜେ ଲଙ୍ଗକୁମରେ ସୂଚନା ଦେଇଛନ୍ତି। ୨୧ ଡିସେମ୍ବର ୨୦୨୧ ରେ ମୋନ୍‌ ଜିଲାର ଓଟିଙ୍ଗ-ତିରୁ ଅଞ୍ଚଳରେ ସେନା ଅପରେଶନ ସମୟରେ…

ରଣଜୀ ଟ୍ରଫି ବିବାଦ, ୧.୭୪ କୋଟି ଟଙ୍କାର ଖାଦ୍ୟ ଖାଇଛନ୍ତି ଉତ୍ତରାଖଣ୍ଡ କ୍ରିକେଟର, କଦଳୀ କିଣାରେ ୩୫ ଲକ୍ଷ ଖର୍ଚ୍ଚ…

ଡେରାଡୁନ୍‌, ୧୧।୬ : ଭାରତୀୟ କ୍ରିକେଟ ପ୍ରାୟତଃ ବିବାଦ ମଧ୍ୟରେ ଘେରି ରହିଥାଏ। ପ୍ରତ୍ୟେକ ସିଜିନରେ, ପଡ଼ିଆରୁ ବାହାର ପର୍ଯ୍ୟନ୍ତ କିଛି ନ ାକିଛି ବିବାଦ ସାମ୍ନାକୁ ଆସିଥାଏ। ରଣଜୀ ଟ୍ରଫି ୨୦୨୧-୨୨ ସିଜିନ ମଧ୍ୟ ଏଥିରୁ ବାଦ ପଡ଼ିନି। ଦ୍ୱିତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?