ପନିପରିବା ଦାମ୍ ବୃଦ୍ଧି ଯୋଗୁ ୮୭ ପ୍ରତିଶତ ଭାରତୀୟ ପରିବାର ପ୍ରଭାବିତ..
ନୂଆଦିଲ୍ଲୀ, ୧୨।୪ : ଦେଶରେ ପନିପରିବା ଦାମ୍ ବୃଦ୍ଧି ଯୋଗୁ ଲୋକଙ୍କ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏକ ସର୍ଭେ ଅନୁସାରେ ଏହାଯୋଗୁ ୮୭ ଭାରତୀୟ ପରିବାର ପ୍ରଭାବିତ ହୋଇଛନ୍ତି। ଦେଶର ୩୧୧ ଜିଲାରେ ହୋଇଥିବା ଏହି ସର୍ଭେରେ ୧୧,୮୦୦ ଲୋକଙ୍କୁ…
ଟସ୍ ଜିତିଲା ଆର୍ସିବି, ବୋଲିଂ ନିଷ୍ପତ୍ତି…
ମୁମ୍ବାଇ, ୧୨।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗସ୍ (ସିଏସ୍କେ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲୋର(ଆର୍ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ନଭି ମୁମ୍ବାଇର ଡି.ଓ୍ବାଇ, ପାଟିଲ ସ୍ପୋର୍ଟସ୍ ଷ୍ଟାଡିୟମ୍ରେ…
ଭାଜପାର ବୁଲ୍ଡୋଜର ଘୃଣା-ଆତଙ୍କ ସୃଷ୍ଟି କରୁଛି : ରାହୁଲ…
ନୂଆଦିଲ୍ଲୀ, ୧୨।୪ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପା ସରକାରଙ୍କୁ ଦେଶରେ ଦରଦାମ୍ ବୃଦ୍ଧି ନେଇ ଘେରିବା ଆରମ୍ଭ କରିଛନ୍ତି। ସେ ମଙ୍ଗଳବାର ଟୁଇଟ୍ କରି କହିଛନ୍ତି ଯେ, ଅତ୍ୟାବଶ୍ୟକ ସାମଗ୍ରୀର ଅତ୍ୟଧିକ ଦର ଏବଂ ବେରୋଜଗାରି ଲୋକଙ୍କ ଆର୍ଥିକ…
କମ୍ପ୍ୟୁଟର ଭାଇରସ ହେବ ହାଇବ୍ରିଡ୍ ଯୁଦ୍ଧର ଅଂଶବିଶେଷ…
ନୂଆଦିଲ୍ଲୀ, ୧୨।୪ : ଭାରତୀୟ ବାୟୁସେନା ମୁଖ୍ୟ ବିବେକ ରାମ ଚୌଧରୀ ମଙ୍ଗଳବାର କହିଛନ୍ତି ଯେ ଭବିଷ୍ୟତରେ ଯୁଦ୍ଧର ପ୍ରକୃତି ହାଇବ୍ରିଡ ହେବାର ସମ୍ଭାବନା ରହିଛି। ଏଥିରେ ଅର୍ଥନୈତିକ ପ୍ରତିବନ୍ଧକ, ସୂଚନା ପ୍ରତିବନ୍ଧକ, କମ୍ପ୍ୟୁଟର ଭାଇରସ ଏବଂ ହାଇପରସୋନିକ କ୍ଷେପଣାସ୍ତ୍ର ଆଦିର…
ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସଭାରେ ବିସ୍ଫୋରଣ…
ନାଳନ୍ଦା, ୧୨।୪ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ସଭାରେ ବିସ୍ଫୋରଣ ଘଟିଛି। ମୁଖ୍ୟମନ୍ତ୍ରୀଙ୍କଠାରୁ ୧୫ରୁ ୧୮ ଫୁଟ ଦୂରରେ ଏହି ବିସ୍ଫୋରଣ ଘଟିଛି। କେହିଜଣେ ଶକ୍ତିଶାଳୀ ବାଣରେ ନିଅଁ ଲଗାଇଥିବା କୁହାଯାଉଛି। ତେବେ ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ…
ଅବୁ ସାଲେମ ମାମଲାରେ କେନ୍ଦ୍ର ସରକାରଙ୍କୁ ଶେଷ ସୁଯୋଗ…
ନୂଆଦିଲ୍ଲୀ, ୧୨।୪ : ମୁମ୍ବାଇ ସିରିଏଲ୍ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଅବୁ ସାଲେମଙ୍କ ମାମଲାକୁ ନେଇ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାରଙ୍କୁ ପକ୍ଷରୁ ଶେଷ ସୁଯୋଗ ପ୍ରଦାନ କରାଯାଇଛି। ସୁପ୍ରିମକୋର୍ଟ କେନ୍ଦ୍ର ଗୃହ ସଚିବଙ୍କୁ ଏପ୍ରିଲ ୧୮ ସୁଦ୍ଧା ଏକ ସତ୍ୟପାଠ…
ସାରା ପୃଥିବୀରେ ଖାଦ୍ୟ ଯୋଗାଇବାକୁ ଭାରତ ପ୍ରସ୍ତୁତ, ଡବ୍ଲ୍ୟୁଟିଓ ଅନୁମତିକୁ ଅପେକ୍ଷା…
ନୂଆଦିଲ୍ଲୀ, ୧୨।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା ସମୟରେ କହିଛନ୍ତି ଯେ ଯଦି ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) ଅନୁମତି ଦିଏ ତେବେ ଭାରତ ପୃଥିବୀରେ ଖାଦ୍ୟ ଯୋଗାଇବାକୁ ଭାରତ ପ୍ରସ୍ତୁତ। ଭାରତର…
ଋଣ ବୋଝ ତଳେ ୩ ବଡ଼ ଦେଶ…
ଓ୍ବାଶିଂଟନ, ୧୨।୪ : ଚଳିତ ବର୍ଷ ପୃଥିବୀର ବିଭିନ୍ନ ଦେଶର ସରକାରଙ୍କ ଉପରେ ଋଣ ବୋଝ ୯.୫ ପ୍ରତିଶତ ବୃଦ୍ଧି ପାଇବ। ଏହା ସହିତ ମୋଟ ଋଣ ପରିମାଣ ୭୧.୬ ଟ୍ରିଲିୟନ୍ ଟ୍ରିଲିୟନ ଡଲାରରେ ପହଞ୍ଚିବ। ବର୍ତ୍ତମାନ ଆମେରିକା, ଜାପାନ ଏବଂ…
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ କୋଟି ଛୁଇଁଲା…
ଓ୍ବାଶିଂଟନ, ୧୨।୪ : କରୋନା ମହାମାରୀକୁ ନେଇ ପୁଣି ପାଇଁ ଚିନ୍ତା ଜନକ ଖବର ଆସିଛି। ସୋମବାର ସମଗ୍ର ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ୫୦ କୋଟି ଅତିକ୍ରମ କରିଛି। ପ୍ରଥମ ମାମଲାରୁ ୫୦ କୋଟି ଆକ୍ରାନ୍ତରେ ପହଞ୍ଚିବାକୁ ମୋଟ ୮୭୭…
୨୫ ୟୁକ୍ରେନ୍ ଯୁବତୀଙ୍କୁ ବନ୍ଧକ ରଖି ବଳାତ୍କାର କରାଯାଇଛି, ମାନବାଧିକାର କମିଶନ ରିପୋର୍ଟ…
କ୍ୱିଭ୍ , ୧୨।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୪୭ ଦିନ ବିିତିଛି। ରୁଷିଆ ସୈନ୍ୟ କ୍ୱିଭ୍ ଦଖଲ କରିବା ଯୋଜନା କରୁଥିବା ଚେଚେନ୍ୟା କହିଛି। ରୁଷିଆ ସୈନ୍ୟ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ୟୁକ୍ରେନ…
ବଡ଼ଭାଇଙ୍କ ପରିବାରର ୫ଜଣଙ୍କୁ ହତ୍ୟା
ନିଶ୍ଚିନ୍ତକୋଇଲି, ୧୨।୪ (ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧୀନ କୁସୁପୁରରେ ଛାତି ଥରାଇଦେବା ଭଳି ଏକ ଘଟଣା ଘଟିଛି। ବଡ଼ଭାଇଙ୍କ ସମେତ ପରିବାରର ୫ ସଦସ୍ୟଙ୍କୁ ହାଣି ହତ୍ୟା କରିଛନ୍ତି ସାନଭାଇ। ଜମିବାଡ଼ି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା…
ଆଜି ସଚିବାଳୟ ସେବା ସଂଘ ନିର୍ବାଚନ
ଭୁବନେଶ୍ୱର,୧୨ା୪(ବ୍ୟୁରୋ):୩ ବର୍ଷ ପରେ ଓଡ଼ିଶା ସଚିବାଳୟ ସେବା ସଂଘର ମୋଟ ୯ ପଦବୀ ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବ। ୟୁନିଟ୍-୩ସ୍ଥିତ ଖାରବେଳ ନଗରରେ ଥିବା ସଂଘ କାର୍ଯ୍ୟାଳୟଠାରେ ସକାଳ ୮ଟାରୁ ଅପରାହ୍ନ ୪ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ଦୀର୍ଘଦିନ ପରେ…
Archives


