ଅଢ଼େଇ କୋଟିରୁ ଅଧିକ ନବଜାତ ଶିଶୁଙ୍କୁ ଦିଆଯାଇନି ଅତ୍ୟାବଶ୍ୟକ ଟିକା, ଡବ୍ଲୁଏଚଓ-ୟୁନିସେଫ୍‌ ପକ୍ଷରୁ ସତର୍କ ସୂଚନା…

ଜେନେଭା, ୧୬।୭ : ଡବ୍ଲୁଏଚଓ ଏବଂ ୟୁନିସେଫର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୦୨୧ ବର୍ଷରେ ବିଶ୍ୱରେ ଅଢ଼େଇକୋଟିରୁ ଅଧିକ ନବଜାତ ଶିଶୁଙ୍କୁ ଅତ୍ୟାବଶ୍ୟକ ଟିକା ପ୍ରଦାନ କରାଯାଇ ନାହିଁ। ଗତ ୩୦ ବର୍ଷ ମଧ୍ୟରେ ଏଭଳି ସ୍ଥିତି କେବେ ସୃଷ୍ଟି ହୋଇ ନଥିଲା ବୋଲି ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଳେଖ କରାଯାଇଛି।

ବିଶ୍ୱ ସ୍ତରରେ ନବଜାତ ଶିଶୁଙ୍କୁ ଟିକାକରଣ ପୂର୍ବରୁ ହ୍ରାସ ପାଉଥିଲା, କିନ୍ତୁ କରୋନା ମହାମାରୀ ଯୋଗୁ ଏହି ସଂଖ୍ୟା ଅଧିକ ବଢ଼ିଛି। ନବଜାତ ଶିଶୁଙ୍କୁ ଡିଫଥେରିଆ, ଟିଟାନସ ଏବଂ ପେର୍ଟୁସିସ (ଡିଟିପି-୩)ର ତିନି ଡୋଜ ଗ୍ରହଣ କରୁଥିବା ନବଜାତ ଶିଶୁଙ୍କୁ ସଂଖ୍ୟା ୨୦୧୯ଠାରୁ ପାଞ୍ଚ ପ୍ରତିଶତ ହ୍ରାସ ପାଇ ୨୦୨୧ ରେ ୮୧ ପ୍ରତିଶତକୁ ଖସି ଆସିଛି। ଫଳସ୍ବରୂପ, ୨୦୨୧ରେ, ଅଢ଼େଇକୋଟିରୁ ଅଧିକ ନବଜାତ ଶିଶୁ ଡିଟିପି ଟିକାର ଏକ ବା ଏକାଧିକ ଡୋଜରୁ ବଞ୍ଚିତ ହୋଇଛନ୍ତି। ୨୦୨୦ ଏବଂ ୨୦୧୯ ତୁଳନାରେ ଏହି ସଂଖ୍ୟା ୨୦ ଲକ୍ଷ ଅଧିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହତ ସେନାଙ୍କୁ ହସ୍ପିଟାଲରେ ଭେଟିଲେ ଜେଲେନସ୍କ, ବିଜୟ ହିଁ ଆପଣଙ୍କ ପାଇଁ ସବୁଠାରୁ ମୂଲ୍ୟବାନ ଉପହାର

କ୍ୱିଭ,୧୪ ।୩:ରୁଷିଆ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ସେନା ଓ ଦେଶବାସୀଙ୍କ ମନୋବଳ ବୃଦ୍ଧି କରି ଚାଲିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଏମାନଙ୍କ ମଧ୍ୟରେ ଦେଶଭକ୍ତି...

୧୩୦ଟି ବସ୍‌ରେ ଖାର୍କିଭ-ସୁମିରୁ ଉଦ୍ଧାର ହେବେ ଭାରତୀୟ

କ୍ୱିଭ୍‌,୪।୩: ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବା ଲାଗି ରୁଷିଆ ମଧ୍ୟ ଆଗକୁ ଆସିଛି। ରୁଷିଆ ପକ୍ଷରୁ ଏଥିପାଇଁ ୧୩୦ଟି ବସ୍‌କୁ ପ୍ରସ୍ତୁତ...

ଇସ୍‌ଲାମିକ୍‌ ଆଇନ କାର୍ଯ୍ୟ କରିବାକୁ ତାଲିବାନ୍‌ ସରକାରଙ୍କ ନିର୍ଦ୍ଦେଶ

କାବୁଲ,୧୫ା୧୧: ତାଲିବାନ୍‌ର ପ୍ରଥମ ପାଳି ଶାସନ ବେଳେ ଆଫାଗାନିସ୍ତାନବାସୀ ଅଣନିଃଶ୍ୱାସୀ ହୋଇପଡିଥିଲେ। ତାଲିବାନ୍‌ର ଦ୍ୱିତୀୟ ଶାସନ ପାଳିରେ ମଧ୍ୟ ଫେରୁଛି ବର୍ବରତା। ୨୦୨୧ ଅଗଷ୍ଟ ୧୫ରେ...

ପୃଥିବୀ ସହ ଧକ୍କା ହେବ ଆପୋଫିସ୍‌

ଓ୍ବାଶିଂଟନ,୧୦ା୧୦: ପୃଥିବୀ ସହ ଏକ ଗ୍ରହାଣୁ ଧକ୍କା ହେବ। ଫଳରେ ଏହା ବିପର୍ଯ୍ୟୟ ଆଣିଦେବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ସାଜିବ ବୋଲି...

ଇରାନ ଆକ୍ରମଣରେ ଶହେ ଆମେରିକା ସେନାଙ୍କ ମସ୍ତିଷ୍କରେ ଲାଗିଛି ଆଘାତ

ଓ୍ବାଶିଂଟନ,୧୧।୨: ଇରାକରେ ଥିବା ଆମେରିକାର ବାୟୁସେନା ଶିବିର ଉପରେ ଇରାନ ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ଆମେରିକା ସେନାଙ୍କ ଉପରେ ପଡିଥିବା ପ୍ରଭାବ ଏବେ ସାମ୍ମାକୁ...

ୟୁକ୍ରେନ ସଙ୍କଟ: ସଂଯମତା ପାଇଁ ଭାରତର ନିବେଦନ

ନୂଆଦିଲ୍ଲୀ,୨୨ ।୨: ରୁଷିଆ-ୟୁକ୍ରେନ୍ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଆଶଙ୍କା ମଧ୍ୟରେ ମଙ୍ଗଳବାର ଭାରତୀୟ ସମୟ ସକାଳ ପ୍ରାୟ ୭ଟା ୩୦ରେ ଆୟୋଜିତ ହୋଇଛି ମିଳିତ...

ମେଲୋନି ହୋଇପାରନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ, ୨୬ା୯: ନୂଆ ପ୍ରଧାନମନ୍ତ୍ରୀ ପାଇଁ ୟୁରୋପୀୟ ଦେଶ ଇଟାଲୀରେ ରବିବାର ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ଦକ୍ଷିଣପନ୍ଥୀ ନେତ୍ରୀ ତଥା ବ୍ରଦର୍ସ ଅଫ୍‌ ଇଟାଲୀ(ଏଫ୍‌ଡିଆଇ)...

ବନାଗ୍ନି ବଦଳାଇଦେଲା ହିମବାହ ରଙ୍ଗ

ଓ୍ବେଲିଂଟନ୍‌: ଦୁଇସପ୍ତାହ ହେଲା ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ। ବନାଗ୍ନିରେ ହଜାର ହଜାର ବନ୍ୟଜୀବନ ଧ୍ୱଂସ ପାଇଯାଇଥିବାବେଳେ ବହୁ ବିରଳ ଜୀବଜନ୍ତୁ ବାସହରା ହୋଇ ଜନବସତିମୁହଁା ହୋଇଛନ୍ତି।...

Advertisement
Archives

Model This Week