ସମୁଦ୍ରରୁ ବାହାରିଲା ସୁନା ରଥ, ଭିଡ଼ିଓ ଭାଇରାଲ, ତଦନ୍ତ ଜାରି…
ଶ୍ରୀକାକୁଲମ୍, ୧୧।୫ : ସାମୁଦ୍ରିକ ଝଡ଼ ଅସାନି ମଧ୍ୟରେ ହଠାତ୍ ସମୁଦ୍ରରୁ ଏକ ସୁନା ରଥ ବାହାରିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ସୁନାପାଲ୍ଲୀ ସି ହାର୍ବରରେ ଏକ ରହସ୍ୟମୟ ସୁନା ରଙ୍ଗର ରଥ ଦେଖିବାକୁ…
ଦେଶଦ୍ରୋହ ଆଇନ ଉପରେ ‘ସୁପ୍ରିମ୍ ଷ୍ଟେ’…
ନୂଆଦିଲ୍ଲୀ, ୧୧।୫ : ଦେଶଦ୍ରୋହ ଆଇନର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରୁଥିବା ବିଭିନ୍ନ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଥିବାବେଳେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୨୪-ଏ ଉପରେ ‘ସୁପ୍ରିମ୍ ଷ୍ଟେ’ ଲାଗୁ କରିଛନ୍ତି। ବୁଧବାର ଶୁଣାଣି ସମୟରେ କୋର୍ଟ ସ୍ପଷ୍ଟ ଭାବରେ…
ଧର୍ମାନ୍ତରିତ ହୋଇଥିବା ବର୍ଗଙ୍କୁ ମିଳିବ ସଂରକ୍ଷଣ, ସରକାର ନେଇପାରନ୍ତି ନିଷ୍ପତ୍ତି…
ନୂଆଦିଲ୍ଲୀ, ୧୧।୫ : ଧର୍ମାନ୍ତରିତ ହୋଇଥିବା ବର୍ଗଙ୍କ ପାଇଁ ସରକାର ଖୁବ ଶୀଘ୍ର ଏକ ଜାତୀୟ ଆୟୋଗ ଗଠନ କରିବାକୁ ଯୋଜନା କରିଛନ୍ତି। ଆନ୍ତଃମନ୍ତ୍ରୀସ୍ତରୀୟ ଆଲୋଚନା ଉପରେ ଆଧାର କରି କେନ୍ଦ୍ର ଅନୁସନ୍ଧାନ ମନ୍ତ୍ରଣାଳୟର ଅନୁସନ୍ଧାନ ଅଧିନିୟମ ଅନୁଯାୟୀ ଖ୍ରୀଷ୍ଟିଆନ ତଥା…
ଏସ୍ପିଙ୍କ ହୃଦବୋଧ ହେଲାପରେ ଦେଶଦ୍ରୋହ ମାମଲା ହେବ ରୁଜୁ , ଏସ୍ସିରେ କେନ୍ଦ୍ର ସରକାରଙ୍କ ଜବାବ…
ନୂଆଦିଲ୍ଲୀ, ୧୧।୫ : ଦେଶଦ୍ରୋହ ମାମଲା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟ (ଏସ୍ସି)ରେ ବୁଧବାର ଜବାବ ରଖିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ, ଏସ୍ପିଙ୍କ ହୃଦବୋଧ ହେଲାପରେ ଦେଶଦ୍ରୋହ ମାମଲା ରୁଜୁ ହେବ। ମଙ୍ଗଳବାର ହୋଇଥିବା ଶୁଣାଣିରେ ପ୍ରଧାନ ବିଚାରପତି ଏନଭି…
ଜିନ୍ପିଙ୍ଗ୍ଙ୍କୁ ଗୁରୁତର ମସ୍ତିଷ୍କ ସଂକ୍ରମଣ…
ବେଜିଂ, ୧୧।୫ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ଏକ ବିପଜ୍ଜନକ ମସ୍ତିଷ୍କ ରୋଗରେ ପୀଡିତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଜିନପିଙ୍ଗ ବର୍ତ୍ତମାନ ମସ୍ତିଷ୍କର ଗୁରୁତର ରୋଗରେ ପୀଡିତ ଅଛନ୍ତି। ତାଙ୍କୁ ସେରିବ୍ରାଲ ଆନେୱରାଜାଇମ ହୋଇଥିବା କୁହାଯାଉଛି। ଏହି…
ତାଲିବାନ୍ ଶାସନରେ ୯ ଲକ୍ଷରୁ ଅଧିକ ହରାଇଲେଣି ଚାକିରି…
କାବୁଲ, ୧୧।୫ : ଆଫଗାନିସ୍ତାନରେ ତାଲିବାନ୍ ଶାସନ ଫେରିବା ପରଠାରୁ ଦେଶର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ଗତ ଅଗଷ୍ଟରେ ତାଲିବାନ ଦେଶରେ ଶାସନ ଭାର ଗ୍ରହଣ କରିବା ପରେ ନଅ ଲକ୍ଷ ଆଫଗାନିସ୍ତାନୀ ଚାକିରି ହରାଇଛନ୍ତି।…
ପୁଣି ବଢ଼ିଲା ମୃତ୍ୟୁ ସଂଖ୍ୟା, ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୧୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…
ପୁଟିନ୍ଙ୍କ ସ୍ବତନ୍ତ୍ର ବୋଟ୍କୁ ଧ୍ୱଂସ କଲା ୟୁକ୍ରେନ୍, ଲେଜର ଗାଇଡେଡ୍ ବୋମାମାଡ଼…
ମସ୍କୋ/କ୍ୱିଭ୍, ୧୧।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବତନ୍ତ୍ର ବୋଟ୍କୁ ୟୁକ୍ରେନ ଧ୍ୱଂସ କରିଛି। ବୋଟକୁ ପୁଟିନ୍ ଖାସ୍ତୋପୋଲ ଏବଂ ସେଣ୍ଟ ପିଟର୍ସବର୍ଗର ସମୁଦ୍ରରେ ଅବସ୍ଥିତ ତାଙ୍କ ଯୁଦ୍ଧ ଜାହାଜର ଯାଞ୍ଚ୍ ଏବଂ ଭାଷଣ ଦେବା ପାଇଁ ବ୍ୟବହାର କରଥିଲେ।…
ଜିଟିର ସହଜ ବିଜୟ…
ମୁମ୍ବାଇ, ୧୦।୫ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୫୭ତମ ମ୍ୟାଚ୍ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲ୍ଏସ୍ଜି) ବିପକ୍ଷରେ ସହଜ ବିଜୟ ହାସଲ କରିଛି । ଧାର୍ଯ୍ୟ ୧୪୫ ରନ୍ ଲକ୍ଷ୍ୟର ପିଛା କରି ଏଲଏସଜି ୧୩.୫ ଓଭରରେ …
୨୦୨୨ ରୁ ୨୦୨୬ ମଧ୍ୟରେ ରେକର୍ଡ ଭାଙ୍ଗିବ ତାତି…
ଲଣ୍ଡନ, ୧୦।୫ : ଗ୍ଲୋବାଲ ୱାର୍ମିଂ ଉପରେ ଅନେକ ବିଶେଷଜ୍ଞ ତାପମାତ୍ରା ବୃଦ୍ଧି ଉପରେ ରୋକ ଲଗାଇବାକୁ ବିଶ୍ୱ ନେତାମାନଙ୍କୁ ନିବେଦନ କରୁଛନ୍ତି। ପୃଥିବୀର ତାପମାତ୍ରାକୁ ୧.୫ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଶେଷଜ୍ଞମାନେ ଅନୁରୋଧ…
କୁତବ୍ ମିନାର ନେଇ ବିବାଦ ଘନେଇଲା, ୨୭ ହିନ୍ଦୁ- ଜୈନ ମନ୍ଦିର ଅବଶେଷରେ ହୋଇଛି ନିର୍ମିତ…
ନୂଆଦିଲ୍ଲୀ, ୧୦।୫ : ଅଯୋଧ୍ୟା ପରେ କାଶୀ, ମଥୁରା, ତାଜମହଲ ଏବଂ ବର୍ତ୍ତମାନ ଦିଲ୍ଲୀର କୁତବ୍ ମିନାରକୁ ନେଇ ବିବାଦ ଘନେଇବାରେ ଲାଗିଛି। ହିନ୍ଦୁ ସଂଗଠନର ନେତାମାନେ ମଙ୍ଗଳବାର ମିନାରରେ ହନୁମାନ ଚଲିସା ପାଠ କରିବାକୁ ଘୋଷଣା କରିଥିଲେ। ତେବେ ଏହାପୂର୍ବରୁ…
କାକିନାଡ଼ା, ବିଶାଖାପାଟଣା ଛୁଇଁବ ବାତ୍ୟା ‘ଅସାନି’: ଉପକୂଳରେ ୫୦ କି.ମି. ବେଗରେ ବହିବ ପବନ
ଭୁବନେଶ୍ୱର,୧୦ା୫(ବ୍ୟୁରୋ)-ବାତ୍ୟା ‘ଅସାନି’ ସ୍ଥଳଭାଗ ଛୁଇଁପାରେ। ବୁଧବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ସାମୁଦ୍ରିକ ଝଡ଼ କାକିନାଡ଼ା, ବିଶାଖାପାଟଣା ମଧ୍ୟଦେଇ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ବାତ୍ୟା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୬୦୦ କିଲୋମିଟର ଏବଂ ପୁରୀଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ ୫୭୦ କି.ମି.…
Archives


