ଗାଁରୁ ଗଡ଼ିପାରୁନି ବିଜୁ ଗାଁ ଗାଡ଼ି
ଆର.ଉଦୟଗିରି,୧୫।୫(ଡି.ଏନ୍.ଏ.) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁରୁ ଗାଁକୁ ବିଜୁ ଗାଁ ଗାଡି ଯୋଜନା ପ୍ରଣୟନ କଲେ। ଉଦ୍ଦେଶ୍ୟ ଥିଲା ଗାଁର ଗରିବ ଆଦିବାସୀମାନେ ବିଭିନ୍ନ କାମଧନ୍ଦାରେ ବାହାରକୁ କମ୍ ଖର୍ଚ୍ଚରେ ଯିବାଆସିବା କରିପାରିବେ। କିନ୍ତୁ ଗଜପତି ଜିଲା ଆର.ଉଦୟଗିରି ବ୍ଲକରେ ଏହି ଯୋଜନାରେ…
ଶପଥ ନେଲେ ମାଣିକ ସାହା…
ଅଗରତାଲା, ୧୫।୫ : ମାଣିକ ସାହା ରବିବାର ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଜ ଭବନରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହା ସହିତ ରାଜ୍ୟରେ ପ୍ରାୟ…
ଏଭ୍ରେଷ୍ଟ ଚଢ଼ିଲେ ସୁର ରାଉତରାୟଙ୍କ ପୁଅ
ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଏଭ୍ରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ। ସେ ସାଙ୍ଗରେ ଜାତୀୟ ପତାକା ଓ ଜଗନ୍ନାଥଙ୍କ ଫଟୋ ନେଇ ଏଭ୍ରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କରିଛନ୍ତି। ରବିବାର ଭୋର୍…
ଦେଶର ୪୨ ବିମାନ ବନ୍ଦରରେ ୮୪ କର୍ମଚାରୀ ନିଶାସକ୍ତ ଅବସ୍ଥାରେ କରୁଥିଲେ ଡ୍ୟୁଟି…
ନୂଆଦିଲ୍ଲୀ, ୧୫।୫ : ଦେଶର ୪୨ ବିମାନବନ୍ଦରର ୮୪ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ନିଶାସକ୍ତ ଅବସ୍ଥାରେ କାମ କରୁଥିବା ଦେଖିବାକୁ ମିଳିଛି। ଡିଜିସିଏ ରିପୋର୍ଟ ଅନୁଯାୟୀ, ଏହି କର୍ମଚାରୀଙ୍କ ମଧ୍ୟରୁ ୫୪ ଜଣ ଅର୍ଥାତ୍ ୬୪ ପ୍ରତିଶତ, ଡ୍ରାଇଭର ଭାବରେ…
କଶ୍ମୀରୀ ପଣ୍ଡିିତଙ୍କ ଉପରେ ଆକ୍ରମଣ କଶ୍ମୀରର ଆତ୍ମା ଉପରେ ଆକ୍ରମଣ ସଦୃଶ, କହିଲେ ଫାରୁକ୍…
ଶ୍ରୀନଗର, ୧୫।୫ : ନ୍ୟାଶନାଲ କନଫରେନ୍ସ୍ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ କାଶ୍ମୀରୀ ପଣ୍ଡିତଙ୍କ ଉପରେ ହୋଇଥିବା ପ୍ରତ୍ୟେକ ଆକ୍ରମଣ କାଶ୍ମୀରର ଆତ୍ମା ଉପରେ ହିଁ କରାଯାଇଛି।…
ସୁପର ମାର୍କେଟରେ ଆଖିବୁଜା ଗୁଳି ମାଡ଼, ୧୦ ମୃତ ବହୁ ଆହତ…
ନ୍ୟୁୟର୍କ, ୧୫।୫ : ଆମେରିକାର ନ୍ୟୁୟର୍କର ଏକ ସୁପର ମାର୍କେଟରେ ଆଖିବୁଜା ଗୁଳିମାଡ଼ରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ବହୁ ଲୋକ ଆହତ ହୋଇଛନ୍ତି। ବଫେଲୋ ନିକଟରେ ଜେଫରସନ ଆଭେନ୍ୟୁ ନିକଟରେ ଏହି ଗୁଳି ମାଡ଼ ହୋଇଥିବା ଅଧିକାରୀମାନେ…
ଇରାନରେ ରୁଟି ହେଲା ମହଙ୍ଗା, ଅଟା ଦାମରେ ୩୦୦ ପ୍ରତିଶତ ବୃଦ୍ଧି…
ତେହେରାନ୍, ୧୫।୫ : ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ଇରାନର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦେଶର ଦକ୍ଷିଣ-ପଶ୍ଚିମ ଦେଶରେ ପ୍ରଦର୍ଶନ ସମୟରେ ଜଣଙ୍କର ମୃତ୍ୟୁ ଘଟିଛି। ଗତ ସପ୍ତାହରେ ଆମଦାନୀ ହୋଇଥିବା ଗହମ ପାଇଁ ରାଜ୍ୟ…
ମତେ ମାରିବା ପାଇଁ ଷଡ଼ଯନ୍ତ୍ର ରଚାଯାଇଛି, କହିଲେ ଇମ୍ରାନ୍…
ଇସଲାମାବାଦ, ୧୫।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦାବି କରିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ପାକିସ୍ତାନ ତଥା ବିଦେଶରେ ଚାଲିଛି। ପଞ୍ଜାବ ପ୍ରଦେଶର ସିଆଲକୋଟରେ ଏକ ବଡ ସମାବେଶରେ ଇମ୍ରାନ ଖାନ କହିଛନ୍ତି ଯେ…
ସିରିଆ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇସ୍ରାଏଲ୍, ୫ ମୃତ..
ଦାମାସକସ୍/ଜେରୁଜେଲମ୍, ୧୫।୫ : ଇସ୍ରାଏଲ ସିରିଆ ଉପରେ ଏକାଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୭ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଏହି କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ସିରିଆର ମସଆଫ ସହରର ଚାଷଜମିରେ…
ମାନେକା ଗାନ୍ଧୀଙ୍କୁ ହାଇକୋର୍ଟଙ୍କ ସମନ ଜାରି…
ନୂଆଦିଲ୍ଲୀ, ୧୫।୫ : ଭେଟେରିନାରୀ ଆସୋସିଏଶନ ଅଫ ଇଣ୍ଡିଆ ଦ୍ୱାରା ଦାଖଲ ହୋଇଥିବା ମାନହାନି ମକଦ୍ଦମା ଉପରେ ଦିଲ୍ଲୀ ହାଇକୋର୍ଟ ଭାଜପା ଏମ୍ପି ମାନେକା ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି। କୋର୍ଟ ଏହାର ଉତ୍ତର ମାଗିଛନ୍ତି। ମାନେକା ଗାନ୍ଧୀଙ୍କ ବିନା ସର୍ତ୍ତମୂଳକ…
ଦୈନିକ ସଂକ୍ରମଣ ଅଢ଼େଇ ହଜାର ତଳେ, ମୃତ୍ୟୁ ସଂଖ୍ୟା ୧୩ …
ନୂଆଦିଲ୍ଲୀ, ୧୫।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…
କଂଗ୍ରେସକୁ ଆଶ୍ୱସ୍ତି, ଚିନ୍ତନ ଶିବିରରେ ଜି୨୩ର ସମସ୍ତ ସମସ୍ୟାର ସମାଧାନ!
ନୂଆଦିଲ୍ଲୀ,୧୫ ।୫: ଏବେ ବୁଡିଯାଉଥିବା ଡଙ୍କାକୁ କୂଳରେ ଲଗାଇବାକୁ ଚେଷ୍ଟା କରୁଛି କଂଗ୍ରେସ । ବେଶ କିଛି ବର୍ଷ ହେବ ପ୍ରାୟ ସମସ୍ତ ନିର୍ବାନରେ ଶୋଚନୀୟ ପରାଜୟ ପରେ ଏବେ ଦଳକୁ ମଜଭୁତ ଚିନ୍ତା କରାଯାଇଛି । ସେଥିପାଇଁ ରାଜସ୍ଥାନର ଉଦୟପୁରରେ…
Archives


