Home Middle

ସମୟ ସହିତ ନିଜର ପରିବର୍ତ୍ତନ ଜରୁରୀ…

ଅହମଦାବାଦ, ୨୧।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର  ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସିଭିଲ୍‌ ସର୍ଭିସ୍‌ ଡେ ଅବସରରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ସମୟ ସହ ନିଜର…

ଏମ୍‌ପି ପଦରୁ ଇସ୍ତଫା ଦେଲେ ସୁବାସ ସିଂ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି ସୁବାସ ସିଂ । କଟକ ମେୟର ହେବା ପରେ ସେ ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଗୁରୁବାର ସେ ଏକ ଖବରଦାତା ସମ୍ମିଳନୀ କରି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି।…

ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ପ୍ରସ୍ତୁତ ହେଉଛି ଡାଟାବେସ୍‌…

ନୂଆଦିଲ୍ଲୀ, ୨୧।୪ : କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର କହିଛନ୍ତି ଯେ ବୋମା ବିସ୍ଫୋରଣ, ଆତଙ୍କବାଦୀ ପାଣ୍ଠି, ନକଲି ମୁଦ୍ରା, ନିଶା କାରବାର, ହାୱଲା, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଏବଂ ଆତଙ୍କବାଦକୁ ନେଇ ଆଭ୍ୟନ୍ତରୀଣ ସୁରକ୍ଷା ସହ ଜଡିତ ଏକ…

ବାରମୁଳା ଏନ୍‌କାଉଣ୍ଟର, ଲଶ୍କରର ଶୀର୍ଷ କମାଣ୍ଡର ନିହତ…

ଶ୍ରୀନଗର, ୨୧।୪ : ଜମ୍ମୁ-କଶ୍ମୀରର ବାରାମୁଳାର ମାଲୱାରେ ଗୁରୁବାର ଏନକାଉଣ୍ଟରରେ ମିଳିତ ସୁରକ୍ଷା ବାହିନୀଙ୍କୁ ଏକ ବଡ଼ ସଫଳତା ମିଳିଛି। ଏହି ଏନକାଉଣ୍ଟରରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର ଶୀର୍ଷ କମାଣ୍ଡର ୟୁସୁଫ କାନ୍ତରୁ ନିହତ ହୋଇଛନ୍ତି। ସେ ବଡଗାମ ଜିଲାର ଜଣେ…

୨ ସପ୍ତାହ ପର୍ଯ୍ୟନ୍ତ ବୁଲ୍‌ଡୋଜର ବନ୍ଦ, ଏସ୍‌ସିଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୨୧।୪ : ଦୁଇ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀର ଜାହାଙ୍ଗୀରପୁରୀ ବେଆଇନ ଅତିକ୍ରମଣ ଅଞ୍ଚଳରେ ବୁଲଡୋଜର ଆଉ ଚାଲିବ ନାହିଁ। ଗୁରୁବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ(ଏସ୍‌ସି) ଏହି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀର ଜାହାଙ୍ଗୀରପୁରରେ ହୋଇଥିବା ହିଂସା ପରେ ବୁଧବାର ସୁପ୍ରିମକୋର୍ଟରେ…

ବ୍ୟାପୁଛି ଜଙ୍ଗଲ ନିଆଁ

ଛେଣ୍ଡିପଦା,୨୧।୪(ସ୍ବ.ପ୍ର.):  ହୁ ହୁ ହୋଇ ଜଳୁଛି ଜଙ୍ଗଲ। ନିଆଁର ଆଁରେ ପୋଡ଼ି ପାଉଁଶ ହୋଇଚାଲିଛି ମୂଲ୍ୟବାନ ବନ୍ୟ ସମ୍ପଦ। ବହୁ ଜୀବଜନ୍ତୁଙ୍କ ଜୀବନହାନି ଆଶଙ୍କା ମଧ୍ୟ କରାଯାଉଛି। ହେଲେ ଏହାକୁ କିପରି ଆୟତ୍ତ କରାଯିବ ସେ ଦିଗରେ ତତ୍ପରତା ପ୍ରକାଶ କରୁନି ବନ…

ଗୁଜରାଟରେ ବୋରିସ୍‌…

ଅହମଦାବାଦ, ୨୧।୪ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତରେ ଗୁରୁବାର ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି। ଗୁଜରାଟରେ ତାଙ୍କୁ ସ୍ବାଗତ କରାଯାଇଛି। ଏଠାରେ ସେ ଏକ ବୁଲଡୋଜର କମ୍ପାନୀ ମଧ୍ୟ ପରିଦର୍ଶନ କରିବେ। ବିରୋଧୀ ଦଳଙ୍କ…

୩୧ ୟୁରୋପୀୟ କୂଟନୀତିଜ୍ଞ ରୁଷିଆରୁ ହେବେ ବହିଷ୍କୃତ, ଆମେରିକା ୬୩୫ ରୁଷୀୟ-୩ ଅଧିକାରୀଙ୍କ ବିରୋଧରେ ଲାଗୁ କରିବ ଭିଜା କଟକଣା…

ମସ୍କୋ/କ୍ୱିଭ୍‌, ୨୧।୪ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଜାରି ରହିଛି। ରୁଷିଆ ପୂର୍ବ ୟୁକ୍ରେନର ଶିଳ୍ପାଞ୍ଚଳର କୋଇଲା ଖଣି ଏବଂ କାରଖାନାକୁ ଦଖଲ କରିବା ପାଇଁ ଆକ୍ରମଣକୁ ତ୍ୱରାନୱିତ କରିଛି। ଏହା ସହିତ ୟୁକ୍ରେନକୁ ଦୁଇ ଭାଗରେ ବିଭକ୍ତ…

ଧମକ ଦେବା ପୂର୍ବରୁ ପ୍ରଥମେ ପରିଣାମ ଚିନ୍ତାକର, ପୁଟିନ୍‌ଙ୍କ ଚେତାବନୀ…

ମସ୍କୋ, ୨୧।୪ : ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଆର୍‌ଏସ୍‌-୨୮ ସରମାଟ କ୍ଷେପଣାସ୍ତ୍ର ପରୀକ୍ଷା କରି ଆତଙ୍କ ସୃଷ୍ଟି କରିଛି। ଏହି କ୍ଷେପଣାସ୍ତ୍ର ଆଣବିକ ୱାରହେଡ ସହିତ ଆକ୍ରମଣ କରିବାରେ ସକ୍ଷମ। ଏହାର ଲକ୍ଷ୍ୟଭେଦ କ୍ଷମତା ୧୮୦୦୦ କିଲୋମିଟରରୁ ଅଧିକ…

ତୋପ-ଡ୍ରୋନ୍‌ର ଭିଡ଼ିଓ ପ୍ରସ୍ତୁତ କରି ଡରାଉଛି ଚାଇନା…

ବେଜିଂ, ୨୧।୪ : ଚାଇନା ଏବେ ଅର୍ନ୍ତଜାତୀୟସ୍ତରରେ ଅନ୍ୟ ଦେଶଙ୍କ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରାଇ ଡରାଇବାର ପ୍ରୟାସ କରୁଛି। ଏହା ଅନ୍ତର୍ଗତ ଭାଇନା ତୋପ ଏବଂ ଡ୍ରୋନ୍‌ର ଭିଡ଼ିଓ ପ୍ରସ୍ତୁତ କରି ଏହା ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରିବା…

ଅଣାୟତ୍ତ ମୁହାଁ ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୨୧।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୩୮୦ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ…

ବର୍ଷକରେ କରୋନା ଟିକା ନେଇ ୯ ଜଣଙ୍କ ମୃତ୍ୟୁ, କୋଭିଶିଲ୍ଡ ନେଇ ୮-କୋଭାକ୍ସିନ ଯୋଗୁ ଜଣେ…

ନୂଆଦିଲ୍ଲୀ, ୨୧।୪ : କରୋନା ଟିକା ନେବା ପରେ ଘଟିଥିବା ପାର୍ଶ୍ୱ ପ୍ରତିକ୍ରିୟା  ଘଟଣାଗୁଡ଼ିକ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ କମିଟି (ଏଇଏଫ୍‌ଆଇ) ଅନୁଯାୟୀ, ଫେବୃଆରୀ ୨୦୨୧ରୁ ଲକ୍ଷ ଲକ୍ଷ କରୋନା ଟିକାର ଡୋଜ ଦିଆଯାଇଥିବା ବେଳେ କେବଳ ନଅ ଜଣଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri