Home Middle

ଜଣେ କଲେ କରୋନା ମାର୍ଗଦର୍ଶିକା ଉଲ୍ଲଂଘନ, ୫ ହଜାର ଲୋକ କ୍ୱାରାଣ୍ଟାଇନ୍‌ରେ…

ବେଜିଂ, ୧।୬ : ଚାଇନାରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିକୋଭିଡ ମାର୍ଗଦର୍ଶିକା ପାଳନ ନକରିବାରୁ ୫ ହଜାର ଲୋକଙ୍କୁ ଦଣ୍ଡ ଦିଆଯାଇଛି। ବେଜିଂରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ସଂକ୍ରମିତ ହେବା ପରେ ମଧ୍ୟ ମାର୍ଗଦର୍ଶିକା ଉଲ୍ଲଂଘନ କରି ଚାଲିଥିଲେ।…

ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ନେଇ ଆତଙ୍କ, ମଲେଣି ୩୭ ହଜାରରୁ ଅଧିକ ଘୁଷୁରୀ…

ନୂଆଦିଲ୍ଲୀ, ୧।୬ : ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ବର୍ତ୍ତମାନ ଦେଶର ମିଜୋରାମ, ତ୍ରିପୁରା ଏବଂ ସିକିମ ଆଦି ୩ ଉତ୍ତର-ପୂର୍ବ ରାଜ୍ୟରେ ଆଫ୍ରିକାନ୍‌ ସ୍ବାଇନ୍‌ ଫ୍ଲୁ ନେଇ ଆତଙ୍କ ଦେଖାଦେଇଛି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି…

ସମଲିଙ୍ଗୀ ଯୋଡ଼ିଙ୍କୁ ଏକାଠି ରହିବାକୁ ଅନୁମତି ଦେଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌, ୧।୬ : ସୌଦି ଆରବରେ ଅଧ୍ୟୟନ ସମୟରେ ଆଦିଲା ନଜରୀନ୍‌ ଏବଂ ଫାତିମା ନୁରା ପରସ୍ପରର ନିକଟତର ହୋଇଥିଲେ। ପରେ ଦୁହେଁ ଏକାଠି ରହିବାକୁ ସ୍ଥିର କଲେ । କିନ୍ତୁ ଆଦିଲା ଏବଂ ଫାତିମାଙ୍କ ସମ୍ପର୍କୀୟମାନେ ଏନେଇ ଆପତ୍ତି ଉଠାଇଥିଲେ।…

୨୭ ସେଲିବ୍ରିଟିଙ୍କୁ ସୁରକ୍ଷା ଦେବେ ପଞ୍ଜାବ ସରକାର, ସମୀକ୍ଷା ଜାରି…

ଚଣ୍ଡିଗଡ଼, ୧।୬ : ପଞ୍ଜାବରେ ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସୱାଲାଙ୍କ ହତ୍ୟା ପରେ ଭିଭିଆଇପି ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାର ନିଜର ଭୁଲକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସରକାର ପୁଣିଥରେ ଭିଆଇପି ସୁରକ୍ଷା ସମୀକ୍ଷା କରିବା ଆରମ୍ଭ…

ଭାରତ ଗହମ ନେବାକୁ ମନା କଲା ତୁର୍କୀ…

ନୂଆଦିଲ୍ଲୀ, ୧।୬ : ଭାରତ ପଠାଇଥିବା ଗହମକୁ ତୁର୍କୀ ପ୍ରଶାସନ ନେବାକୁ ମନା କରିଛି। ଏହି ସାମଗ୍ରୀରେ ଫାଇଟୋସାନିଟାରୀ ଅଭିଯୋଗ କରି ତୁର୍କୀ କର୍ତ୍ତୃପକ୍ଷ ଏହି ସାମଗ୍ରୀ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ୨୯ ମଇରେ ତୁର୍କୀରେ ପହଞ୍ଚିଥିବା ଜାହାଜକୁ ଫେରିବାକୁ…

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର…

ନୂଆଦିଲ୍ଲୀ, ୧।୬ : ଦେଶରେ ଦର ଦାମ ବୃଦ୍ଧି ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ଲୋକଙ୍କ ପାଇଁ ଖୁସି ଖବର ଆସିଛି। ଏଲପିଜି ସିଲିଣ୍ଡରର ଦାମ୍‌ରେ ବହୁତ ହ୍ରାସ ଘଟିଛି। ଜୁନ୍‌ ୧ ଠାରୁ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ ସିଲିଣ୍ଡର…

ୟୁକ୍ରେନ୍‌କୁ ହିମର୍‌ ରକେଟ ଦେବେ ବାଇଡେନ୍‌, ପୁଟିନଙ୍କ ଚିନ୍ତା ବଢ଼ିଲା…

ମସ୍କୋ/କ୍ୱିଭ୍‌, ୧।୬ : ୟୁକ୍ରେନରେ ଯୁଦ୍ଧ କରୁଥିବା ରୁଷିଆ ସୈନ୍ୟଙ୍କ ସମସ୍ୟା ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ୟୁକ୍ରେନକୁ ଅତ୍ୟାଧୁନିକ ହିମର୍‌ ରକେଟ ଯୋଗାଇବାକୁ ଆମେରିକା ନିଷ୍ପତ୍ତି ନେଇଛି। ଏହି ରକେଟଗୁଡିକ ଅଧିକ ଦୂର ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଆମେରିକା ରାଷ୍ଟ୍ରପତି…

ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୧।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…

ନୀରବିଲା ‘ଭଏସ୍‌ ଅଫ୍‌ ଲଭ୍‌’

କୋଲକାତା, ୧ା୬: ଭର୍ସାଟାଇଲ ଗାୟକ ତଥା କେକେ ନାମରେ ବେଶ୍‌ ପରିଚିତ କ୍ରିଷ୍ଣକୁମାର କୁନ୍ନଥଙ୍କ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୩ ବର୍ଷ ହୋଇଥିଲା। ଦକ୍ଷିଣ କୋଲକାତାର ନଜରୁଲ୍‌ ମଞ୍ଚରେ ସେ ସଙ୍ଗୀତ ପରିବେଷଣ କରିବା ପରେ ହୋଟେଲ…

ଦେଶରେ ବଡ ଉଦ୍ୟୋଗରେ ପରିଣତ ହୋଇଛି ଶିକ୍ଷା, ଶିକ୍ଷାର୍ଥୀ ଯାଉଛନ୍ତି ୟୁକ୍ରେନ୍‌, ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୩୧।୫ : ଶିକ୍ଷା ଦେଶରେ ଏକ ବଡ ଉଦ୍ୟୋଗରେ ପରିଣତ ହୋଇଛି। ଏହି କାରଣରୁ, ଶିକ୍ଷା ବ୍ୟୟ ବହୁଳ ହେବାରେ ଲାଗିଛି। ଫଳରେ ଯେଉଁ ଶିକ୍ଷାର୍ଥୀମାନେ ଦେଶରେ ଡାକ୍ତରୀ ଶିକ୍ଷା ପାଇବାକୁ ଅସମର୍ଥ, ସେମାନଙ୍କୁ ୟୁକ୍ରେନ ପରି ଦେଶକୁ ଯିବାକୁ…

କଂଗ୍ରେସ ସହିତ ବୁଡ଼ିବାକୁ ଚାହେଁନା, ପିକେଙ୍କ ମନ୍ତବ୍ୟ…

ବୈଶାଳୀ, ୩୧।୫ : କିଛି ଦିନ ତଳେ କଂଗ୍ରେସରେ ଯୋଗଦେବାକୁ ଆସିଥିବା ଏବଂ ଦଳର ସଫଳତା ପାଇଁ ରୋଡ ମ୍ୟାପ୍‌ ପ୍ରସ୍ତୁତ କରିଥିବା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର(ପିକେ)ଙ୍କ ମନ୍ତବ୍ୟରେ ଏବେ ୟୁଟର୍ନ ଦେଖିବାକୁ ମିଳିଛି। ପିକେ କହିଛନ୍ତି ଯେ, କଂଗ୍ରେସ…

ଧୂମପାନ ବୟସ ୨୧କୁ ବୃଦ୍ଧି ହେଉ, ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ଦାଖଲ…

ନୂଆଦିଲ୍ଲୀ, ୩୧।୫ : ଧୂମପାନ ବୟସ ୨୧କୁ ବୃଦ୍ଧି ହେଉ। ଏହା ସହିତ ଖୋଲା ସିଗାରେଟ୍‌ ବିକ୍ରିକୁ ନିଷେଧ କରାଯାଉ। ଏନେଇ ଏକ ଜନସ୍ବାର୍ଥ ମାମଲା ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସମ୍ପର୍କିତ ଆଇନ ପ୍ରଣୟନ କରାଯାଉ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri