Home Middle

ଡେପୁଟି ମେୟରଙ୍କ ଘରେ ଲାଗିଲା ଉଚ୍ଛେଦ ନୋଟିସ୍‌

କଟକ ଅଫିସ,୩।୫: କଟକ ଡେପୁଟି ମେୟରଙ୍କ ଘରେ ଉଚ୍ଛେଦ ନୋଟିସ୍‌ ଲଗାଯାଇଛି। ଇଡ୍‌କୋ ଜାଗାରେ ଥିବା ତାଙ୍କ ଏହି ଘରକୁ ଭାଙ୍ଗିବାକୁ  ନୋଟିସ ଜାରି ହୋଇଛି। ୭ ଦିନ ମଧ୍ୟରେ ଜାଗା ଖାଲି କରିବାକୁ ନୋଟିସ୍ ରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ,…

ଆଜି ଅକ୍ଷୟ ତୃତୀୟା: ଅକ୍ଷିମୁଠି ଅନୁକୂଳ କଲେ ଚଷାପୁଅ

ଭୁବନେଶ୍ୱର, ୩।୫(ବ୍ୟୁରୋ): ମଙ୍ଗଳବାର ପବିତ୍ର ଅକ୍ଷୟ ତୃତୀୟା । ଚଷା ପୁଅ ଅକ୍ଷିମୁଠି ଭାବେ ଏହି ଦିନକୁ ପାଳନ କରିଥାନ୍ତି। ଏହି ଦିନରେ ଚାଷୀ କ୍ଷେତରେ ରିତିନିତୀ ଅନୁସାରେ ପୂଜା କରି ଅନୁକୂଳ କରିଥାନ୍ତିି। ଏହି ଦିନରେ ଚାଷୀ କ୍ଷେତରେ ବିହନ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ

ପାଟଣା,୩।୫ (ସ୍ବ. ପ୍ର.): ୨୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଡିଆନାଳି ବିଦ୍ୟୁତ୍‌ ଷ୍ଟ୍ରକଚର ନିକଟରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର…

ଆଜି ଇଦ୍‌-ଉଲ୍‌-ଫିତର: ଜାମା ମସଜିଦ୍‌ରେ କଡ଼ା ସୁରକ୍ଷା ଭିତରେ ନମାଜ ପାଠ

ନୂଆଦିଲ୍ଲୀ,୩।୫:ଆଜି ସମଗ୍ର ଦେଶରେ ଇଦ୍‌-ଉଲ୍‌-ଫିତର ଅର୍ଥାତ୍‌ ଇଦ୍‌ ପାଳନ କରାଯାଉଛି। ଏହି ଅବସରରେ ମୁସଲମାନ ଭଉଣୀ ଓ ଭାଇମାନେ ସକାଳେ ଦିଲ୍ଲୀର ଜାମା ମସଜିଦରେ ଆଲ୍ଲାଙ୍କୁ ଶାନ୍ତି ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଥିଲେ। ଇଦ ପାଇଁ ଦିଲ୍ଲୀରେ ସ୍ବତନ୍ତ୍ର ସୁରକ୍ଷା…

ସାଂଘାଇ ପରେ ଏବେ ବେଜିଂରେ କରୋନା ସୁନାମୀ, ୨୪ ଘଣ୍ଟାରେ ୩୨ ମୃତ

ବେଜିଂ,୩ ।୫: ଚାଇନାକୁ ପୁଣି ଫେରିଛି କରୋନା ମହାମାରୀ । ଚାଇନାର ସାଂଘାଇ ସହର କରୋନାର ହଟସ୍ପଟ ପାଲଟି ଥିବା ବେଳେ ଏବେ ବେଜିଂରେ କରୋନା ଭାଇରସର ଓମିକ୍ରମ ଭାରିଏଣ୍ଟ ତାଣ୍ଡବ ରଚିଛି । ଏହାକୁ ନେଇ ସୋମବାର ଶୂନ୍ୟ କୋଭିଡ…

ଦୁଇ ରାପ୍ଟର ବୋଟ୍‌ ନଷ୍ଟ କଲା କ୍ୱିଭ୍‌

କ୍ୱିଭ୍‌, ୨ା୪: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ୬୮ ଦିନ ପୂରିଥିବା ବେଳେ ଏତେ ଦିନ ଯୁଦ୍ଧ ଲମ୍ବିବା ମସ୍କୋ ପାଇଁ ଚିନ୍ତାର କାରଣ ପାଲଟିଛି। ଶକ୍ତିଶାଳୀ ରୁଷିଆ ସେନା ଆଗରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ୟୁକ୍ରେନ୍‌ ତିଷ୍ଠି ରହିବା…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ଭୁବନେଶ୍ୱର,୨।୫(ବ୍ୟୁରୋ): ବ୍ରଜରାଜନଗରରେ ସ୍ଥଗିତ ଥିବା ଉପନିର୍ବାଚନ ମେ’୩୧ରେ ହେବ। ଏ ନେଇ  ନିର୍ବାଚନ କମିଶନଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ପାଇଁ ମେ’୪ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ। ମେ’୧୧ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ଓ  ୧୨ରେ ନାମାଙ୍କନ…

ପ୍ରତିଷ୍ଠା ହେବ ୩୪ ନୂଆ କୋର୍ଟ

ଭୁବନେଶ୍ୱର,୨ା୫(ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ଜିଲାରେ ୩୪ ନୂତନ କୋର୍ଟ ପ୍ରତିଷ୍ଠା କରିବାପାଇଁ ସ୍ଥିର କରିଛନ୍ତି ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକରେ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ…

ଆସନ୍ତାକାଲି ଚାଷୀଙ୍କ ଆକାଉଣ୍ଟକୁ ଯିବ ‘କାଳିଆ’ ଟଙ୍କା

ଭୁବନେଶ୍ୱର,୨ା୫(ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ୍‌ ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ‘କାଳିଆ’ ଯୋଜନା ଟଙ୍କା ଯିବ ବୋଲି ଘୋଷଣା କରାଯାଇଛି। ଏହି ଯୋଜନାରେ ପୂର୍ବପରି ହିତାଧିକାରୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯିବ। ଏହାଦ୍ୱାରା ୪୦ ଲକ୍ଷରୁ…

ରାଜନାଥଙ୍କୁ ଭେଟିଲେ ସେନାଧ୍ୟକ୍ଷ…

ନୂଆଦିଲ୍ଲୀ, ୨।୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ନୂତନ ସେନାଧ୍ୟକ୍ଷ ମନୋଜ ପାଣ୍ଡେ ଭେଟିଛନ୍ତି। ଏହି ଅବସରରେ ଦେଶର ଆଗାମୀ ରଣନୀତିକୁ ନେଇ ଦୁଇଜଣଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି। ଭାରତର ସୀମା ସୁରକ୍ଷା ସହିତ ପ୍ରତିରକ୍ଷା କ୍ଷେତ୍ରରେ ଦେଖାଦେଇଥିବା କେତେକ…

ୟୁନିଫର୍ମ ସିଲାବସ୍‌ ନେଇ କେନ୍ଦ୍ର ସରକାରଙ୍କୁ ଜବାବ ଲୋଡିଲେ ହାଇକୋର୍ଟ,ସିବିଏସ୍‌ଇ-ଆଇସିଏସ୍‌ଇ-ରାଜ୍ୟବୋର୍ଡରେ ସମାନ ପାଠ…

ନୂଆଦିଲ୍ଲୀ, ୨।୫ : ସିବିଏସ୍‌ଇ-ଆଇସିଏସ୍‌ଇ-ରାଜ୍ୟବୋର୍ଡରେ ୟୁନିଫର୍ମ ସିଲାବସ୍‌ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ଲୋଡିଛନ୍ତି। ଏହାର ଜବାବ ସପ୍ତାହ ମଧ୍ୟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଭାଜପା ନେତା ଅଶ୍ୱିନୀ କୁମାର ଉପାଧ୍ୟୟଙ୍କ ପକ୍ଷରୁ ଆବେଦନ…

ଇମ୍ରାନଙ୍କୁ କଡ଼ା ସମାଲୋଚନା କଲେ ମରିୟମ

ଇସଲାମାବାଦ,୨ା୫: ପିଏମ୍‌ଏନ୍‌-ଏଲ୍‌ ନେତା ତଥା ଜାତୀୟ ସଭାର ସଦସ୍ୟ ମରିୟମ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ଇମ୍ରାନଙ୍କ ଅପରିଣାମଦର୍ଶିତାକୁ ନେଇ ଦେଶର ଲୋକମାନେ ଅସୁବିଧା ଭୋଗ କରୁଛନ୍ତି। ଇମ୍ରାନଙ୍କ ଭୁଲ ନୀତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri