ଭାଜପା ସରକାରଙ୍କୁ ଘେରିଲେ ସୁବ୍ରମଣ୍ୟମ ସ୍ବାମୀ…
ନୂଆଦିଲ୍ଲୀ, ୬।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କୁ ଭାଜପାରୁ ନିଲମ୍ବନ କରିବା ପ୍ରସଙ୍ଗରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଦୈନିକ ସଂକ୍ରମଣ ବଢୁଛି, ମୃତ୍ୟୁ ସଂଖ୍ୟା କମୁଛି…
ନୂଆଦିଲ୍ଲୀ, ୬।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ…
କରୋନା ମହାମାରୀ ଯୋଗୁ ସନ୍ତାନ ଚାହୁଁ ନାହାନ୍ତି ଚାଇନା ଦମ୍ପତି, ଜନସଂଖ୍ୟା ହ୍ରାସ ନେଇ ଚିନ୍ତାରେ ସରକାର…
ବେଜିଂ, ୬।୬ : ଚାଇନାର ଜନସଂଖ୍ୟା ହ୍ରାସ ପାଇବା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ନିକଟରେ ଚାଇନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ ବେଜିଂ ଦ୍ୱାରା ଦିଆଯାଇଥିବା ସରକାରୀ ଆକଳନ ଅପେକ୍ଷା ଜନସଂଖ୍ୟା ସଙ୍କଟ ଅଧିକ ଖରାପ ସ୍ଥିତିରେ ରହିଛି।…
ବିପର୍ଯ୍ୟୟ ବର୍ଷକରେ ନେଇଛି ୧୭,୦୦ ଲୋକଙ୍କ ଜୀବନ, ମହାରାଷ୍ଟ୍ରରେ ସର୍ବାଧିକ, ଓଡ଼ିଶା ଦ୍ୱିତୀୟ ସ୍ଥାନରେ…
ନୂଆଦିଲ୍ଲୀ, ୬।୬ : ଦେଶରେ ୨୦୨୧ରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ୧୭,୦୦ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସର୍ବାଧିକ ୩୫୦ ଜଣ ମହାରାଷ୍ଟ୍ରର, ୨୨୩ ଜଣ ଓଡିଶାରେ ଏବଂ ୧୯୧ ଜଣ ମଧ୍ୟପ୍ରଦେଶର ରହିଛନ୍ତି। ଅଧିକାଂଶ ମୃତ୍ୟୁ ବଜ୍ରପାତ, ଘୂର୍ଣ୍ଣିବଳୟ,…
କିମ୍ଙ୍କୁ କଡ଼ା ଜବାବ୍, ଆମେରିକା-ଦକ୍ଷିଣ କୋରିଆ ପରୀକ୍ଷା କଲେ ୮ କ୍ଷେପଣାସ୍ତ୍ର…
ଓ୍ବାଶିଂଟନ/ସିଓଲ, ୬।୬ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ୮ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲେ। ଏହାର ଜବାବରେ ଆମେରିକା ଏବଂ ଦକ୍ଷିଣ କୋରିଆ ପକ୍ଷରୁ ମଧ୍ୟ ଆଠଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଏହି କ୍ଷେପଣାସ୍ତ୍ର ପରୀକ୍ଷା…
ଦିନକୁ ୧୬୭ ଟଙ୍କା ରୋଜଗାର କରୁଥିବା ଲୋକ ଗରିବ, ବିଶ୍ୱ ବ୍ୟାଙ୍କର ନୂଆ ମାନଦଣ୍ଡ…
ଓ୍ବାଶିଂଟନ, ୬।୬ : ବିଶ୍ୱ ବ୍ୟାଙ୍କ ବର୍ତ୍ତମାନ ଅତ୍ୟନ୍ତ ଗରିବଙ୍କ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥିର କରିଛି। ମୁଦ୍ରାସ୍ଫୀତି, ଦରଦାମ୍ ବୃଦ୍ଧି , ଜୀବନଧାରଣର ମୂଲ୍ୟ ବୃଦ୍ଧି, ଅତ୍ୟଧିକ ଦାରିଦ୍ର ସୀମାରେଖା ସହିତ ଅନେକ ମାନକ ଆଧାରରେ ବିଶ୍ୱବ୍ୟାଙ୍କ ସମୟ…
ପୀଡ଼ିତାଙ୍କ ପରିଚୟ ପ୍ରଘଟ କଲେ ଭାଜପା ବିଧାୟକ
ହାଇଦ୍ରାବାଦ,୬।୬ : ହାଇଦ୍ରାବାଦର ଜୁବିଲି ହିଲ୍ସ ଅଞ୍ଚଳରେ ଘଟିଥିବା ନାବାଳିକା ଗଣବଳାତ୍କାର ମାମଲାରେ ଭାଜପା ବିଧାୟକ ତଥା ଆଇନଜୀବୀ ରଘୁନନ୍ଦନ ରାଓ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ନାବାଳିକାଙ୍କ ଫଟୋ ଥିବା ଜଣାପଡ଼ିବା ପରେ ବିବାଦ ଦେଖାଦେଇଛି। ବିଧାୟକ ଭିଡିଓ…
ବୋରିସ୍ଙ୍କ ମୁଣ୍ଡରେ ଅନାସ୍ଥା ଖଣ୍ଡା
ଲଣ୍ଡନ, ୬ା୬: କୋଭିଡ୍ ଲକ୍ଡାଉନବେଳେ କଟକଣା ଉଲ୍ଲଂଘନ କରି ସରକାରୀ କାର୍ଯ୍ୟାଳୟ ପରିସରରେ ପାର୍ଟି କରିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନଙ୍କ ପାଇଁ ସମସ୍ୟା ବଢ଼ାଇଛି। ‘ପାର୍ଟିଗେଟ୍’ ପାଇଁ ବିରୋଧୀଙ୍କ ସମେତ ବୋରିସ୍ଙ୍କୁ ନିଜ ଦଳ କଞ୍ଜରଭେଟିଭ୍ ପାର୍ଟିର କେତେକ ସଦସ୍ୟ…
ଭାରତର କ୍ଷମା ଦାବିକଲା କାତାର
ନୂଆଦିଲ୍ଲୀ, ୬ା୬: କାନପୁର ହିଂସା ପରେ ଦେଶର ବିଭିନ୍ନ ସ୍ଥାନରେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଫଳରେ ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଭାଜପା ମୁଖପାତ୍ର ନୂପୁର ଶର୍ମାଙ୍କୁ ଦଳ ଚାପରେ ପଡ଼ି ରବିବାର ନିଲମ୍ବନ…
ଆଜିଠୁ ସ୍କୁଲରେ ଗ୍ରୀଷ୍ମ ଛୁଟି
ଭୁବନେଶ୍ୱର,୬।୬(ବ୍ୟୁରୋ): ସୋମବାରଠାରୁ ସ୍କୁଲ୍ରେ ଗ୍ରୀଷ୍ମ ଛୁଟି ଆରମ୍ଭ ହେଉଛି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ୍ ଛୁଟି ରହିବ। ପ୍ରତିବର୍ଷ ଦେଢ଼ମାସରୁ ଊର୍ଦ୍ଧ୍ୱ ଗ୍ରୀଷ୍ମ ଛୁଟି ଦିଆଯାଉଥିଲା। ଏଥର ସରକାର ଛୁଟିକୁ କାଟଛାଣ୍ଟ କରିଛନ୍ତି। କରୋନା ପାଇଁ ୨ବର୍ଷ…
କାହିଁକି ମାନୁନାହାନ୍ତି
ଭୁବନେଶ୍ୱର,୬।୬(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦୁଇଟି ସରକାରୀ ଚିଠି ନିକଟରେ ଧରିତ୍ରୀର ହସ୍ତଗତ ହୋଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଲେଖାଯାଇଥିବା ଏହି ଚିଠି ମାଧ୍ୟମରେ ଜନୈକ ଅଧିକାରୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅନେକ ପ୍ରଶ୍ନ…
ଆରମ୍ଭରୁ ଜଗନ୍ନାଥ ଶେଷରେ ବାସନ୍ତୀ
ଭୁବନେଶ୍ୱର,୬।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସବୁ କାମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିଥାଆନ୍ତି। ବିଜେଡି ସରକାରର ପଞ୍ଚମ ପାଳିର ଦ୍ୱିତୀୟ ପର୍ଯ୍ୟାୟ ମନ୍ତ୍ରିମଣ୍ଡଳ ଗଠନ ବେଳେ ଜଗନ୍ନାଥଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଛି। ରବିବାର ଶପଥ ଗ୍ରହଣ ଉତ୍ସବ ଜଗନ୍ନାଥରୁ…
Archives


