Home Middle

ଆମେରିକାରେ କମୁଛି ମଙ୍କିପକ୍ସ ମାମଲା

ଓ୍ବାଶିଂଟନ,୧୪ା୯: ଆମେରିକାରେ ମଙ୍କିପକ୍ସ ମାମଲା ଧିରେ ଧିରେ ହ୍ରାସ ପାଉଛି। ସେପ୍ଟେମ୍ବର ପ୍ରଥମ ସପ୍ତାହରେ ରିପୋର୍ଟ ହୋଇଥିବା ମାମଲା ପୂର୍ବ ମାମଲାର ପ୍ରାୟ ଅଧା ଅଟେ। ଏକ ମାସ ପୂର୍ବରୁ ଆମେରିକାରେ ମଙ୍କିପକ୍ସ ମାମଲାରେ ରେକର୍ଡ ବୃଦ୍ଧି ଘଟିଥିଲା। ଏକ ରିପୋର୍ଟ…

ପାକିସ୍ତାନକୁ ସହାୟତା ଦେଲା ଆମେରିକା: ଚିନ୍ତାପ୍ରକଟ କଲା ଭାରତ

ନୂଆଦିଲ୍ଲୀ,୧୪।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ତାଙ୍କ ଆମେରିକାର ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନଙ୍କ ସହ ଫୋନରେ ବାର୍ତ୍ତାଳାପ କରିଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ଏନେଇ ଟୁଇଟ୍‌ ଯୋଗେ…

‘ସାଂସ୍କୃତିକ ପରମ୍ପରା ଧ୍ୱଂସ କରିଛନ୍ତି ସରକାର’

କୋଲକାତା,୧୪ା୯: ପଶ୍ଚିମବଙ୍ଗର ମମତା ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କୋଲକାତାରେ ଆନ୍ଦୋଳନ ବେଳେ କର୍ମୀଙ୍କୁ ମାଡ଼ର ତୀବ୍ର ନିନ୍ଦା କରିଛି ଭାଜପା। ପଶ୍ଚିମବଙ୍ଗ ସବୁବେଳେ ନିଜର ବୌଦ୍ଧିକ ଓ ସାଂସ୍କୃତିକ ପରମ୍ପରା ପାଇଁ ପରିଚିତ ଥିବାବେଳେ ମମତା ସରକାର ଏହାକୁ…

ଗୁଗ୍‌ଲକୁ ଝଟ୍‌କା: ଦେବାକୁ ପଡ଼ିବ ୫୦ ନିୟୁତ ଡଲାର ଜରିମାନା

ସିଓଲ,୧୪ା୯: ଦକ୍ଷିଣ କୋରିଆର ଗୋପନୀୟତା ଓ୍ବାଚଡଗ୍‌ ମିଳିତ ଭାବେ ଟେକ୍‌ ଜଏଣ୍ଟ ଗୁଗ୍‌ଲ ଏବଂ ମେଟାକୁ ପ୍ରାୟ ୧୦୦ ବିଲିୟନ ଓ୍ବାନ (ପ୍ରାୟ ୭୨ମିଲିୟନ ଡଲାର୍‌) ଜରିମାନା କରିଛି। ଉଭୟ କମ୍ପାନୀ ବିନା ଅନୁମତିରେ ଗ୍ରାହକଙ୍କ ଅନଲାଇନ୍‌ କାର୍ଯ୍ୟକଳାପ ଉପରେ ନଜର…

ଆଇଏଏସ୍‌ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ସେ ଗ୍ରୀଡ୍‌କୋ ଅଧ୍ୟକ୍ଷ ଭାବେ…

ଜମ୍ମୁ-କଶ୍ମୀର ଉପରେ ଇସଲାମିକ ରାଷ୍ଟ୍ରଙ୍କ ମନ୍ତବ୍ୟକୁ ଖଣ୍ଡନ କଲା ଭାରତ…

ନୂଆଦିଲ୍ଲୀ, ୧୪।୯ : ଇସଲାମିକ ରାଷ୍ଟ୍ରର ଗୋଷ୍ଠୀଙ୍କ ଦ୍ୱାରା ଜମ୍ମୁ-କଶ୍ମୀର ଉପରେ ପ୍ରଦାନ କରାଯାଇଥିବା ଭୁଲ ଏବଂ ଅନୁପଯୁକ୍ତ ସନ୍ଦର୍ଭକୁ ଭାରତ ଖଣ୍ଡନ କରିଛି। ମିଳିତ ଜାତିସଂଘର ମାନବାଧିକାର ପରିଷଦରେ ଏହାର ଅଧିକାରର ଉତ୍ତର ବ୍ୟବହାର କରି ଇସଲାମିକ ରାଷ୍ଟ୍ରର ଏକ…

ଭାରତ ଯୋଡ ଯାତ୍ରା ବିରୋଧରେ ଅପରେଶନ କାଦୁଅ ଷଡ଼ଯନ୍ତ୍ର ରଚିଛି ଭାଜପା, କଂଗ୍ରେସର କଟାକ୍ଷ…

ନୂଆଦିଲ୍ଲୀ, ୧୪।୯ : କଂଗ୍ରେସ ଅଭିଯୋଗ କରିଛି ଯେ ଏହାର ଆଠ ଜଣ ବିଧାୟକ ଗୋଆରେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେବା ନେଇ ଭାଜପା ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। କଂଗ୍ରେସର ଭାରତ ଯୋଡ ଯାତ୍ରା ବିରୋଧରେ ଭାଜପା…

ମହାରାଣୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ରାଷ୍ଟ୍ରପତି…

ନୂଆଦିଲ୍ଲୀ, ୧୪।୯ : ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ୧୭ରୁ ୧୯ ସେପ୍ଟେମ୍ବର ୨୦୨୨ରେ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନ ଯାଇ ଭାରତୀୟ ଦଳ ସହ ଯୋଗଦେବେ ଏବଂ ଭାରତ ସରକାରଙ୍କ ତରଫରୁ…

ମଦ୍ୟପାନ କରି ବିମାନରେ ଯାଇ ପାରିବେନି ପାଇଲଟ କେବିନ୍‌ କ୍ରୁ, ଡିଜିସିଏ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୪।୯ : ମଦ୍ୟପାନ କରି ବିମାନ ଉଡ଼ାଣ ରୋକିକା ଲାଗି ପୁଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପାଇଲଟ ଏବଂ କ୍ରୁ ସଦସ୍ୟଙ୍କ ନିଶ୍ୱାସ ବିଶ୍ଳେଷଣକାରୀ ପରୀକ୍ଷା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି…

ରନ୍‌ଓ୍ବେରେ ଏୟାର ଇଣ୍ଡିଆ ବିମାନରୁ ବାହାରିଲା ଧୂଆଁ, ୧୪ ଯାତ୍ରୀ ଆହତ…

ମସ୍କାଟ, ୧୪।୯ : ଓମାନର ମସ୍କାଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ବୁଧବାର ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନରୁ ଧୂଆଁ ବାହାରିବା ଆରମ୍ଭ କରିଥିଲା। ବିମାନଟି ରନ୍‌ଓ୍ବେରେ ଥିବା ସମୟରେ ଏଭଳି ଘଟିଥିଲା। ଓମାନରେ ଅବସ୍ଥିତ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି…

ମହାରାଷ୍ଟ୍ର ବଦଳରେ ଗୁଜରାଟ କିପରି ଗଲା ସେମିକଣ୍ଡକ୍ଟର କାରଖାନା, ସରକାରଙ୍କୁ ଘେରିଲେ ବିରୋଧୀ …

ମୁମ୍ବାଇ, ୧୪।୯ : ମହାରାଷ୍ଟ୍ର ବଦଳରେ ଗୁଜରାଟରେ ସେମିକଣ୍ଡକ୍ଟର କାରଖାନା ସ୍ଥାପନ ଘୋଷଣା ପରେ ରାଜନୀତି ପୁଣି ଥରେ ଉଷ୍ଣ ହୋଇଛି। ବିରୋଧୀ କ୍ରମାଗତ ଭାବରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ଯେ ମହାରାଷ୍ଟ୍ର ସହିତ ହୋଇଥିବା ସମସ୍ତ…

୬ ସପ୍ତାହ ମଧ୍ୟରେ ସରକାରୀ ବାସଭବନ ଛାଡ଼, ସୁବ୍ୟମଣ୍ୟମ ସ୍ବାମୀଙ୍କୁ ହାଇକୋର୍ଟ ନୋଟିସ୍‌…

ନୂଆଦିଲ୍ଲୀ, ୧୪।୯ : ଭାଜପା ନେତା ତଥା ପୂର୍ବତନ ରାଜ୍ୟସଭା ଏମ୍‌ପି ସୁବ୍ୟମଣ୍ୟମ ସ୍ବାମୀଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ୬ ସପ୍ତାହ ମଧ୍ୟରେ ସରକାରୀ ବାସଭବନ ଛାଡ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପତ୍ତି ଅଧିକାରୀଙ୍କୁ ବାସଭବନ ଚାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?