ସରକାରୀ କର୍ମଚାରୀ ଫୋନରେ ହ୍ୟାଲୋ ବଦଳରେ କହିବେ ବନ୍ଦେ ମାତରଂ, ନିର୍ଦ୍ଦେଶ ଜାରି…
ମୁମ୍ବାଇ,୧।୧୦ : ଏଣିକି ମହାରାଷ୍ଟ୍ରର ସରକାରୀ କର୍ମଚାରୀମାନେ ଫୋନରେ ହ୍ୟାଲୋ ବଦଳରେ ବନ୍ଦେ ମାତରଂ କହିବେ। ଏନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ସରକାରୀ କର୍ମଚାରୀ ଉଭୟ ଲାଣ୍ଡଲାଇନ ଏବଂ ମୋବାଇଲରେ ଏଭଳି କହିବାକୁ ବାଧ୍ୟତାମୂଳକ…
ଟ୍ରାକ୍ଟର ଟ୍ରଲି ଓଲଟି ୨୨ ଜଣଙ୍କ ମୃତ୍ୟୁ…
କାନପୁର,୧।୧୦ : ଉତ୍ତରପ୍ରଦେଶ କାନପୁରରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଟ୍ରଲି ଓଲଟି ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାନପୁରର ଘାଟମପୁରର ଭିତରଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବହୁଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି…
ବିଚାରପତିଙ୍କୁ ନେଇ ଟିପ୍ପଣୀ ମାମଲା, ଇମ୍ରାନଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି…
ଇସଲାମାବାଦ,୧।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କର ସମସ୍ୟା ବଢ଼ିବାରେ ଲାଗିଛି। ଏବେ ତାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି ହୋଇଛି। ବିଚାରପତିଙ୍କୁ ନେଇ ଟିପ୍ପଣୀ ଦେଇଥିବା ମାମଲାରେ ସଲାମାବାଦର ମାରଗଲ୍ଲା ପୋଲିସ ଷ୍ଟେଶନର ମାଜିଷ୍ଟ୍ରେଟ୍ଙ୍କ ପକ୍ଷରୁ ପିଟିଆଇ ପ୍ରମୁଖଙ୍କ…
ପାଉଣ୍ଡକୁ ଡଲାର ତୁଳନାରେ କରାଯିବ ସଶକ୍ତ, କହିଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ…
ଲଣ୍ଡନ,୧।୧୦ : ଗତ କିଛି ଦିନ ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ବ୍ରିଟିଶ ପାଉଣ୍ଡ ହ୍ରାସ ପାଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ତାଙ୍କ ସରକାରଙ୍କ ମିନି ବଜେଟ ପରେ ପ୍ରଥମ ଥର ପାଇଁ ସ୍ବୀକାର କରିଛନ୍ତି ଯେ ପାଉଣ୍ଡ ଷ୍ଟର୍ଲିଂ…
୬,୧୦୫ ରେଳଷ୍ଟେଶନରେ ରେଲଟେଲର ହାଇ ସ୍ପିଡ ଓ୍ବାଇଫାଇ ନେଟଓ୍ବାର୍କ ସୁବିଧା…
ନୂଆଦିଲ୍ଲୀ,୧।୧୦ : ବ୍ରଡବ୍ୟାଣ୍ଡ ରେଲୱେୟାରର ଗ୍ରାହକମାନେ ବର୍ତ୍ତମାନ ଦେଶର ୬,୧୦୫ ରେଳଷ୍ଟେଶନରେ ରେଲଟେଲର ହାଇ ସ୍ପିଡ ଓ୍ବାଇଫାଇ ନେଟଓ୍ବାର୍କରେ ନିଜ ଘରର ବ୍ରଡବ୍ୟାଣ୍ଡ ଯୋଜନା ଉପଭୋଗ କରିପାରିବେ। ଏଥିପାଇଁ ଗ୍ରାହକଙ୍କୁ ଆଉ ରେଳ ଷ୍ଟେଶନରେ ପ୍ରିପେଡ ୱାଇ-ଫାଇ ଯୋଜନା କିଣିବାକୁ ପଡିବ…
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ଦାମ ହୋଇଛି ଦୁଇଗୁଣା, କହିଲେ ଜୟଶଙ୍କର…
ବଡ଼ୋଦରା, ୧।୧୦ : ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ୬୦ଟି ବିଭିନ୍ନ ଦେଶର ପ୍ରତିନିଧୀଙ୍କ ସହ ଗୁଜରାଟ ବଡ଼ୋଦରାର ଲକ୍ଷ୍ମୀ ଭିଲାସ ପ୍ୟାଲେସ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଆଜି ଏହା ଏକ ଗର୍ବର ବିଷୟ…
ବ୍ୟକ୍ତିଗତ ଗୋପନୀୟତା ଅଧିକାର ମୃତ୍ୟୁରେ ଶେଷ ହୁଏନାହିଁ, କୋର୍ଟଙ୍କ ରାୟ…
କୋଲକାତା,୧।୧୦ : ଗୋପନୀୟତା ଅଧିକାରକୁ ନେଇ କୋଲକାତା ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି। ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ଗୋପନୀୟତା ଅଧିକାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ସହିତ ଶେଷ ହୁଏ ନାହିଁ। ଆରଟିଆଇ ଅଧିନିୟମ ଅନୁଯାୟୀ, ଜଣେ…
‘ଆତଙ୍କବାଦ ରାଜନୈତିକ ହୋଇପାରିବ ନାହିଁ’
ଓ୍ବାଶିଂଟନ/ନୂଆଦିଲ୍ଲୀ,୧ା୧୦: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ନିକଟରେ ଆମେରିକାରୁ ଫେରିଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଅନେକ ଥର ଭାରତର ପତାକା ଉତ୍ତୋଳନ କରିଥିଲେ। ସେ ଦେଶର ମୂଳ ସ୍ବାର୍ଥ ତଥା ବିଶ୍ୱସ୍ତରୀୟ ଚିନ୍ତାର ବିଷୟ କଥା ମଧ୍ୟ…
ଦେବୀ ଦୁର୍ଗାଙ୍କ ହାତରେ ତ୍ରିଶୂଳ ବଦଳରେ ଟିଏମସି ପତାକା, ଭାଜପା କଲା ନିନ୍ଦା…
କୋଲକାତା,୧।୧୦ : ଦୁର୍ଗା ପୂଜାର ମହାଷଷ୍ଠୀ ପୂଜା ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି। ବିଭିନ୍ନ ପୂଜା ପେଣ୍ଡାଲ ଭିନ୍ନ ଭିନ୍ନ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ହୋଇଛି। ତେବେ ଗୋଟିଏ ପୂଜା ପେଣ୍ଡାଲରେ ଶାସକ ତୃଣମୂଳ କଂଗ୍ରେସ (ଟିଏମସି)ପତାକା ଦେବୀ ଦୁର୍ଗାଙ୍କ ହାତରେ…
ୟୁନେସ୍କୋ ତାଲିକାରେ ମେଘାଳୟର ମୋମଲୁହ ଗୁମ୍ଫା…
ଶିଲଂ,୧।୧୦ : ମେଘାଳୟର ସୋହରାରେ ଥିବା ପୃଥିବୀର ଦୀର୍ଘତମ ମୋମଲୁହ ଗୁମ୍ଫାକୁ ୟୁନେସ୍କୋ ପକ୍ଷରୁ ଚୟନ କରାଯାଇଛି। ଏସମ୍ପର୍କରେ ଶନିବାର ମେଘାଳୟର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ସୂଚନା ପ୍ରଦାନ କରିଛନ୍ତି। ୟୁନେସ୍କୋର ଅନ୍ତର୍ଜାତୀୟ ୟୁନିଅନ ଅଫ ଜିଓଲୋଜିକାଲ ସାଇନ୍ସ (ଆଇୟୁଜିଏସ) ଦ୍ୱାରା…
ଶତାୟୁ ଭୋଟରଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିଠି,ନିର୍ବାଚନରେ ଅଂଶଗ୍ରହଣ ପାଇଁ ଜଣାଇଲେ କୃତଜ୍ଞତା…
ନୂଆଦିଲ୍ଲୀ,୧।୧୦ : ଶନିବାର ବୟସ୍କ ବ୍ୟକ୍ତିଙ୍କ ଅନ୍ତର୍ଜାତୀୟ ଦିବସ ଅବସରରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ପ୍ରକ୍ରିୟାରେ ଅବଦାନ ପାଇଁ ସାରା ଦେଶରେ ଅଢ଼େଇ ଲକ୍ଷରୁ ଅଧିକ ଶତାୟୁ ଭୋଟରଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଛନ୍ତି। ନିର୍ବାଚନ ଆୟୋଗଙ୍କ…
ସ୍ବଚ୍ଛତା ସର୍ଭେ: ରାଜ୍ୟରେ ମଧ୍ୟପ୍ରଦେଶ-ସହର ମଧ୍ୟରେ ଇନ୍ଦୋର ଷଷ୍ଠ ଥର ପାଇଁ ଶୀର୍ଷରେ…
ନୂଆଦିଲ୍ଲୀ, ୧।୧୦ : କେନ୍ଦ୍ରର ବାର୍ଷିକ ସର୍ଭେରେ ଲଗାତାର ଷଷ୍ଠ ଥର ପାଇଁ ଇନ୍ଦୋରକୁ ସ୍ବଚ୍ଛ ସହର ଭାବେ ଶୀର୍ଷରେ ରହିଛି। ଏହା ପରେ ସୁରଟ ଦ୍ୱିତୀୟ ଏବଂ ନାଭି ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି। କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ବଚ୍ଛତା…

